• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

12123
ପାଖରେ ୩ ଟଙ୍କା ଥିଲା, ହେଲେ ୪୦ ହଜାର ଟଙ୍କା ପାଇବା ପରେ.....

ପୁଣେ: ଟଙ୍କା ପାଇଁ କେଉଁଠି ହଟାକଟା, ମାର୍‌ପିଟ୍‌। ଆଉ କେଉଁଠି ଅଭାବି ମଣିଷଟିଏ ଟଙ୍କା ରାସ୍ତାରୁ ପାଇଲେ ବି ନେବାକୁ ଚାହୁଁନି। ଯାଚିଲେ ବି ଗ୍ରହଣ କରୁନି। ଭୋକିଲା ପେଟ ତା’ର ଟଙ୍କାର ପ୍ରଲୋଭନରେ ସଚ୍ଚୋଟତାକୁ ଭୁଲି ଯାଇନି। ଏମିତି ଜଣେ ନିଆରା ସଚ୍ଚୋଟ ବ୍ୟକ୍ତିଙ୍କୁ ଚିହ୍ନନ୍ତୁ, ଯାହା...

Untitled-1
ବାଜି ନେଇଗଲା ଜୀବନ

ଲକ୍ଷ୍ନୌ: ଦୁଇ ସାଙ୍ଗ ବଜାରରେ ଅଣ୍ଡା ଓ ମଦ ପିଇବାକୁ ନେଇ ବାଜି ଲଗାଇଥିଲେ। ଯିଏ ୫୦ ଅଣ୍ଡା ଖାଇବ ଓ ଗୋଟିଏ ବୋତଲ ମଦ ପିଇଦେବ ସିଏ ୨ ହଜାର ଟଙ୍କା ପାଇବ। ଆଉ ଏହି ଟଙ୍କା ଯିଏ ନଖାଇ ପାରିବ ସେ ହିଁ ଦେବ ବୋଲି...

7654678
ଟେଣ୍ଡର ପୂର୍ବରୁ ବାଲିଯାତ୍ରା ପଡ଼ିଆରେ ନିର୍ମାଣ କାମ ଆରମ୍ଭ !

ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରାରେ ଡେକରେସନ୍ ଟେଣ୍ଟ୍ ଓ ଷ୍ଟଲ୍ ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଛି। ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ନିର୍ଦ୍ଦିଷ୍ଟ ଏକ ଟେଣ୍ଟ ହାଉସ୍ ବାଲିଯାତ୍ରା ପଡ଼ିଆରେ ଅଧାରୁ ଅଧିକ କାମ ସରିଲାଣି। ହେଲେ ଟେଣ୍ଡର ପୂର୍ବରୁ  କିପରି କାମ ଆରମ୍ଭ ହେଲା ସେ...

Untitled-1
୧୬ ବର୍ଷ ପରେ ଘରକୁ ଫେରିଲେ ମା’

କୋରାପୁଟ: ଦୀର୍ଘ ୧୬ ବର୍ଷ ବିତିଗଲା। ହଜି ଯାଇଥିବା ମାନସିକ ଭିନ୍ନକ୍ଷମ ମା’କୁ ଖୋଜି ଖୋଜି ହତାଶ ହୋଇପଡ଼ିଥିଲେ ପରିବାର ସଦସ୍ୟ ।  ହତାଶ ହୋଇ ମା’ ଙ୍କୁ ଫେରି ପାଇବାର ଆଶା ଛାଡ଼ି ଦେଇଥିଲେ । ଏମିତି ମା’ ଆଉ ନାହାନ୍ତି ବୋଲି ସେମାନେ ଭାବି ନେଇଥିଲେ।...

6
ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ, ଦେଢ କିମି ରାସ୍ତା ରୋଗୀଙ୍କୁ କାନ୍ଧରେ ବୋହିଲେ

ସମ୍ବଲପୁର: ଦୁର୍ଗମ ଗାଁରେ ଜୀବନ ଯନ୍ତ୍ରଣାର ଦୁଃଖ ଅସରନ୍ତି। ଏଠି ନାଁ ଗାଁକୁ ଅଛି ରାସ୍ତାଟିଏ, ନାଁ ଏଠାକୁ ଆସିପାରେ ଗାଡ଼ିଟିଏ । ରୋଗର ପଡ଼ିଲେ ତ କେବଳ ଭଗବାନ ହିଁ ଭରସା। ଆମ ଏଠି କହୁଛୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁସୁରମାଲ ପଞ୍ଚାୟତ ଝାଟକିମାଲ ଗାଁର...

11111
ପାକିସ୍ତାନ ଯିବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ମାଗିଲେ ଅନୁମତି ସିଦ୍ଧୁ

ନୂଆଦିଲ୍ଲୀ: ପାକିସ୍ତାନର ଐତିହାସିକ କରତାରପୁର କରିଡର ନଭେମ୍ୱର ୯ରେ ଉଦଘାଟନ ହେବ। ଏହି ଅବସରରେ ଯୋଗଦେବା ପାଇଁ ପାକିସ୍ତାନ ସରକାର ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେଇଛି। ଏହାପରେ ନିମନ୍ତ୍ରଣ ପାଇ ପାକିସ୍ତାନ ଯିବା ପାଇଁ ଇଚ୍ଛା ପ୍ରକାଶ...

87
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡା ଉଦିତନଗରର ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ପାଲଲହଡ଼ା ଇଲେକ୍ଟ୍ରି ଅଫିସ୍‌ ଛକରେ ଘଟିଛି ଏହି ଘଟଣା। ନିହତ ଯୁବକଙ୍କ ନାଁ ନରେନ୍ଦ୍ର ବେହେରା । ନରେନ୍ଦ୍ର ଆଜି ସକାଳେ ଚା ପିଇବା ପାଇଁ ଏହି ଛକକୁ ଆସିଥିଲେ। ପୂର୍ବରୁ ଛକି...

12221
ମୋବାଇଲ ଦେଖି ଯାଉ ଯାଉ ରେଳଧାରଣା ଉପରେ ପଡ଼ିଗଲେ,ସାମ୍ନାରୁ ଆସୁଥିଲା ଟ୍ରେନ୍‌

ସ୍ପେନ୍‌: ମୋବାଇଲ ଫୋନ ଯେମିତି ଆଜିକାଲି ଜୀବନର ଏକ ଅନିବାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି। ଗାଡ଼ି ଚଲାଇବାବେଳେ, ଗାଡ଼ିକୁ ଅପେକ୍ଷା କରିବାବେଳେ, ଖାଇଲା ବେଳେ, ବସିଲା ବେଳେ ଏପରିକି ଚାଲିଲାବେଳେ ମଧ୍ୟ ହାତରେ ଫୋନ୍‌ । ଏହି ମୋବାଇଲ୍ ପ୍ରେମୀଙ୍କ ପାଇଁ ଖବରଟିଏ। ସବୁବେଳେ ହାତରେ ମୋବାଇଲ କିପରି...

1234
କପିଲ ଶର୍ମାଙ୍କ ପ୍ରଶ୍ନରେ ଭଜିଙ୍କ ହୋସ୍‌ ଉଡ଼ିଗଲା

ନୂଆଦିଲ୍ଲୀ:କମେଡି କିଙ୍ଗ କପିଲ ଶର୍ମାଙ୍କ ଧମାକାଦାର କାର୍ଯ୍ୟକ୍ରମ ‘ଦ କପିଲ ଶର୍ମା ଶୋ’ କେବଳ ଟିଭିରେ ନୁହେଁ, ସୋଶାଲ ମିଡିଆରେ ବି ଖୁବ୍‌ ଧମାଲ କରିଛି। କପିଲ ଶର୍ମାଙ୍କ ଏହି କାର୍ଯ୍ୟକ୍ରମକୁ ହରଭଜନ ସିଂ ଏବଂ ତାଙ୍କ ପତ୍ନୀ ଆସିଥିଲେ। କପିଲ ଶର୍ମା ଏମିତି ପ୍ରଶ୍ନ ପଚାରିଥିଲେ, ପତ୍ନୀଙ୍କ...

2323
ଝୁମ୍ପୁଡ଼ି ଘରୁ ଶିକ୍ଷା ପାଇଲେ ଆକ୍ସନ ହିରୋଙ୍କ ଝିଅ

ନୂଆଦିଲ୍ଲୀ: ବଲିଉଡ୍‌ର ଆକ୍ସନ୍‌ ହିରୋ ଅକ୍ଷୟ କୁମାରଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୁଏ। ସ୍ୱାସ୍ଥ୍ୟକୁ ନେଇ ସବୁବେଳେ ବେଶ୍‌ ଯତ୍ନବାନ୍‌ ଥା’ନ୍ତି ସେ। ନିଜେ ଫିଟ୍‌ ରହିବା ସହ ସେ ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ଜୀବନ...

4
ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ଦିନିଆ ଥାଇଲାଣ୍ଡ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏସଆନ-ଭାରତ, ପୂର୍ବ ଏସିଆ ଏବଂ ଆରସିଇପି ସମ୍ମିଳନୀରେ ଯୋଗ ଦେବେ। ଆଜି ଥାଇଲାଣ୍ଡରେ ପହଞ୍ଚିବା ପରେ ସେଠିକାର ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଗୁରୁ...

333
ଉତ୍କଳ ଆଲୁମିନା ପ୍ଲାଣ୍ଟ ପରିସରରେ ଥମୁନି ଉତ୍ତେଜନା

ରାୟଗଡ଼ା: ରାୟଗଡ଼ା ଟିକିରି ଉତ୍କଳ ଆଲୁମିନା ପ୍ଲାଣ୍ଟ ନିକଟରେ ଗତ କାଲିଠାରୁ ଲାଗି ରହିଥିବା ଉତ୍ତେଜନା ଆଜି ବି ଥମିନି। ପରିସ୍ଥିତି ସ୍ୱାଭାବିକ କରିବାକୁ ପ୍ରଶାସନ ଉଦ୍ୟମ ଜାରି ରଖିଛି। ଉପଜିଲ୍ଲାପାଳ ଓ ଏସ୍‌ପି ଲୋକଙ୍କ ସହ ଆଲୋଚନା କରୁଛନ୍ତି ।କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ କମ୍ପାନୀ...

Untitled-1
ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ଏସ୍‌ପି

ଫୁଲବାଣୀ: ପୋଲିସ ବାବୁଙ୍କର ଉଗ୍ର ରୂପ ଆମେ ଅନେକ ଦେଖିଛେ। ହେଲେ ପୋଲିସର ଖାକି ବର୍ଦ୍ଦି ତଳେ ସେମାନଙ୍କର ବି ଗୋଟିଏ ନରମ ହୃଦୟ ଅଛି, ସେଠି ଶ୍ରଦ୍ଧା, ସମ୍ମାନ ଭାବପ୍ରବଣତା ରହିଛି-ଏହାର ପ୍ରମାଣ ଦେଇଛନ୍ତି କନ୍ଧମାଳ ଏସ୍‌ପି।  ସିକିଲ୍‌ସେଲ ରୋଗରେ ଆକ୍ରାନ୍ତ ଜଣେ ୭ ବର୍ଷର ଶିଶୁକୁ...

2
ଗୋଟିଏ ଜୁଇରେ ଜଳିଲା ଦୁଇ ଭାଇଙ୍କ ଶବ

ପାଲଲହଡ଼ା:ଟିକିଏ ଜାଗା କିମ୍ବା ଜମି ପାଇଁ ଭାଇ-ଭାଇ ମଧ୍ୟରେ ହଣାମରା ହେବା, କୋର୍ଟକଚେରୀ ଯିବା ଅନେକ ଦେଖିଛେ । ସେଥିପାଇଁ ତ ଭାଇ- ଭଗାରୀ ବୋଲି କୁହାଯାଇଥାଏ। ହେଲେ ଭାଇ ପାଇଁ ଭାଇ ଜୀବନ ଦେବାର ନଜୀର ଖୁବ୍‌ କମ୍‌ ଦେଖିବାକୁ ମିଳିଥା। ଏମିତି ଏକ ଉଦାହରଣ ଦେଖିବାକୁ...

123454321
ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

ଭୁବନେଶ୍ୱର:ଜିଓର ଦୀପାବଳି ଅଫରରେ ଗ୍ରାହକଙ୍କୁ ମାତ୍ର ୬୯୯ ଟଙ୍କାରେ ଜିଓ ଫୋନ ଉପଲବ୍ଧ କରାଉଥିଲା । ଏବେ ଏହି ଅବଧିକୁ କମ୍ପାନୀ ବଢାଇ ଦେଇଛି। ଜିଓ ଫୋନର ରେକର୍ଡ ବିକ୍ରିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ଏହି ସ୍ୱତନ୍ତ୍ର ଉତ୍ସବ ଅଫରର ଅବଧିକୁ ନଭେମ୍ୱର ଶେଷ ପର୍ଯ୍ୟନ୍ତ...

Untitled-1
ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ

ନୂଆଦିଲ୍ଲୀ:ଭୟଙ୍କର ପ୍ରଦୂଷିତ ହୋଇପଡ଼ିଛି ରାଜଧାନୀ ଦିଲ୍ଲୀ। ଏଠି ନିଃଶ୍ୱାସ ନେବାକୁ ଡର ଲାଗୁଛି। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପବ୍ଲିକ ହେଲ୍‌ଥ ଏମର୍ଜେନ୍ସି ଜାରି କରିଛି । ନଭେମ୍ବର ୫ ଯାଏ ଏଠାରେ ସବୁପ୍ରକାର ନିର୍ମାଣ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୀପାବଳିରେ ଦିଲ୍ଲୀରେ ବାଣ ଫୁଟାଇବାକୁ...

65458
ବାଘ ଲଗାଇଲା ସୁନା ଦାନ୍ତ

ବର୍ଲିନ: ବାଘର ସୁନା ଦାନ୍ତ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା ! ହେଲେ କଥାଟା ବିଲକୁଲ୍ ସତ।  ଜର୍ମାନୀର ମେସବାଈଲର୍ ସହରରେ ଥିବା ଏକ ଚିଡ଼ିଆଖାନାରେ ଥିବା ରୟାଲ୍ ବେଙ୍ଗଲ ଟାଇଗର୍‌ କାରା ଲଗାଇଛି ସୁନା । କାରାର ଦାନ୍ତ କୌଣସି କାରଣରୁ ଭାଙ୍ଗି ଯାଇଥିଲା।  ସାମ୍ନା ଦାନ୍ତଟି...

Reliance_Smart_opens_first_store_at_Sambalpur
ସମ୍ୱଲପୁରରେ ଖୋଲିଲା ରିଲାଏନ୍ସର ସୁପରମାର୍କେଟ

ସମ୍ୱଲପୁର: ରିଲାଏନ୍ସ ରିଟେଲ‌୍‍ ପକ୍ଷରୁ ସମ୍ବଲପୁରରେ ଖୋଲାଯାଇଛି ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ।  ସମ୍ୱଲପୁର  ବୁଢ଼ାରଜା ମେନ‌୍‍ ରୋଡ୍‌ ସ୍ଥିତ ବାଲାଜୀ ଡେଭଲପରର ପ୍ରଥମ ଫ୍ଲୋର୍‌ରେ ଖୋଲାଯାଇଛି ଏହି ସୁପରମାର୍କେଟ । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି...

234
ଦାନ୍ତୁରୀ କହି ତିନି ତଲାକ ଦେଲେ ସ୍ୱାମୀ

ହାଇଦ୍ରାବାଦ: ତିନି ତଲାକ ଦଣ୍ଡନୀୟ ଅପରାଧ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି। ଏହାପରେ ପତ୍ନୀ ଅସୁନ୍ଦର ବୋଲି  ସ୍ୱାମୀ  ତିନି ତଲାକ ଦେଇଥିବା ଦେଖିବାକୁ ମିଳିଛି। ଘଟଣା ଘଟିଛି ହାଇଦ୍ରାବାଦରେ। ଗତକାଲି (ଅକ୍ଚୋବର ୩୧)ରେ ରୁକସାନା ନାମ୍ନୀ ଜଣେ ମହିଳାଙ୍କ ଏତଲା ଗ୍ରହଣ କରି ପୁଲିସ ତାଙ୍କ...

653478
ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର

ଝାରସୁଗୁଡା:ଝାରସୁଗୁଡା ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ମାଡ଼ ମାରିଛନ୍ତି ପ୍ରଧାନଶିକ୍ଷକ। ମାଡ଼ ଖାଇବା ପରେ ଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି। ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଅଭିଯୋଗ ଅନୁଯାୟୀ, ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ରଙ୍କ ମଧ୍ୟରେ ସ୍କୁଲ ଛୁଟି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।