ହାଇଦ୍ରାବାଦ୍: ହାଇଦ୍ରାବାଦ୍ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣା ସାରା ଦେଶକୁ ଯେମିତି ସ୍ତବ୍ଧ କରିଦେଇଛି। ଏପରି ପୈଶାଚିକ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦେଶର କୋଣ ଅନକୋଣରୁ ଦାବି ଉଠିଛି। ପୋଲିସ ମଧ୍ୟ ଧୀରେ ଧୀରେ ଏହି ରହସ୍ୟର ପର୍ଦ୍ଦାଫାଶ...
ବଲାଙ୍ଗିର: ବିଜ୍ଞାପନ ଦେଖି, ଋଣ କରିବା ଆଶାରେ ଠକେଇର ଶିକାର ହେଲେ ଯୁବକ। ଏଭଳି ଘଟଣା ଘଟିଛି ବଲାଙ୍ଗିର ମୁରୀବାହାଲ ବ୍ଳକ ଚଲକି ଗାଁରେ। ଗାଁର ନାଦିଆ ବାଗ ନାମକ ବ୍ୟକ୍ତି ଖବର କାଗଜରେ ଟାଟା ମନି ନାମକ ଏକ କମ୍ପାନୀର ବିଜ୍ଞାପନ ଦେଖି ଋଣ ପାଇଁ ଯୋଗାଯୋଗ...
ମାଲକାନଗିରି: ପୁଣି ତେଜିଲା ପୋଲାଭରମ ବିରୋଧୀ ଆନ୍ଦୋଳନ। ଏକାଠି ହେଲେ ଚାରିଟି ରାଜ୍ୟର ଲୋକେ ଓ ଜନପ୍ରତିନିଧି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଚିନ୍ତୁରରେ ଏହି ସଭାର ଆୟୋଜନ ହୋଇଥିଲା। ଗତ କିଛି ବର୍ଷ ଧରି ପୋଲାଭରମକୁ ନେଇ ଆନ୍ଦୋଳନ ଜୋର ଧରିଥିବାବେଳେ ଏବେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ...
ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର କିଛି ଘଣ୍ଟା ପାଇଁ ବିରତି ଲଗାଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ୧୦ ବେଳେ ଏହି ମାମଲାର ପୁଣିଥରେ ଶୁଣାଣି ହେବ। ତେବେ ଆଜି ଏନେଇ ସୁପ୍ରିମକୋର୍ଟ୍ରେ ପକ୍ଷବିପକ୍ଷ ମଧ୍ୟରେ ଜୋର୍ଦାର୍ ତର୍କ ରଖାଯାଇଥିଲା। କଂଗ୍ରେସ ଶିବସେନା ଏନ୍ସିପି ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ କହୁଥିବା ବେଳେ...
ନୂଆଦିଲ୍ଲୀ:ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ବହୁଛି ଉଷ୍ମ ବାତାବରଣ। ତେବେ ସବୁଠାରୁ ବେଶି ଚମକାଇ ଦେଇଥିଲା ଗତ ୨୩ ତାରିଖ ସକାଳ ଘଟଣା। ଅଜିତ୍ ପାୱାରଙ୍କ ସମର୍ଥନ ନେଇ ବିଜେପି ସରକାର ଗଠନ କରିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିର ଦେବନ୍ଦ୍ର ଫଡ୍ନାବିସ୍। ଉପମୁଖ୍ୟମନ୍ତ୍ରୀ ଭାବେ...
ଭୁବନେଶ୍ୱର: ଆଖିର ଜନ୍ମ କାନ୍ଦିବା ପାଇଁ। ହେଲେ କାନ୍ଦିବେନି ବୋଲି ତାଙ୍କୁ ଭଗବାନ ନା ଦେଲେ ଆଖି….ନା ଦେଲେ ଲୁହ….ତାଙ୍କ ଦରଦୀ କଣ୍ଠରୁ ଅଭିମାନ ଭରା ଏଇ ଗୀତ ପଦଟିଏ ଶୁଣିଲେ ପଥରରୁ ବି ନିଗିଡି ପଡିବ ପାଣି। କିନ୍ତୁ ଭଗବାନ ତରଳିଲେନି….। ଦୁନିଆକୁ ଦେଖିବାର ଭାଗ୍ୟ ତାଙ୍କଠାରୁ...
କୋଲକାତା: ଇଡେନ ଟେଷ୍ଟରେ ଭାରତ ବାଂଲାଦେଶକୁ ୪୬ ରନରେ ପରାସ୍ତ କରି ଇଡେନ ଟେଷ୍ଟକୁ ତିନି ଦିନରେ ଶେଷ କରିଛି। ଏଥିସହ ବିରାଟ ବାହିନୀ ପ୍ରଥମ ଦାବିରାତ୍ର ଟେଷ୍ଟରେ ବିଜୟୀ ହୋଇଛି। ଏହା ପୂର୍ବରୁ ଇନ୍ଦୋର ଟେଷ୍ଟରେ ଭାରତ ବାଂଲାଦେଶକୁ ୧୩୦ ରନରେ ପରାସ୍ତ କରି ବିଜୟୀ ହୋଇଥିଲା।...
ଭୁବନେଶ୍ୱର: ହକ୍ ପାଇଁ ଧାରଣା ଦେଇଥିବା ଆଇସିଟି ସଂଯୋଜକଙ୍କୁ ପୋଲିସର ମାଡ଼। ଛଟେଇ ପ୍ରତିବାଦରେ ଗତକାଲି ପ୍ରାୟ ୪ ହଜାର ଆଇସିଟି କର୍ମଚାରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଏହି ସମୟରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆନ୍ଦୋଳନରତ ସଂଯୋଜକଙ୍କୁ ମାଡ଼ ମାରିଥିଲେ...
ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର ଶେଷଦୃଶ୍ୟ କ’ଣ ହେବ ସେଥିପାଇଁ ସୁପ୍ରିମ୍ କୋର୍ଟଙ୍କ ରାୟ ଉପରେ ଥିଲା ସମସ୍ତଙ୍କର ନଜର। ହେଲେ ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି। ସୋମବାର ପୂର୍ବହ୍ନ ସାଢେ ୧୦ଟାରେ ଶୁଣାଣି ହେବ। ବିରୋଧୀଙ୍କ ଦ୍ୱାରା ଆବେଦନ ହୋଇଥିବା ରିଟ୍ ପିଟିସନର ଶୁଣାଣି...
ନୂଆଦିଲ୍ଲୀ:ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ। କେଜି ୪୦୦-୫୦୦ ଟଙ୍କା। ସାଧାରଣ ଲୋକ ତ ଟମାଟୋକୁ ଚାହିଁବାକୁ ସାହାସ କରିପାରୁ ନାହାନ୍ତି। ଏହାକୁ ନେଇ ଅନେକ ମଜାଳିଆ ଖବର ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ନିକଟରେ ପାକିସ୍ତାନର ଦରଦାମ ବୃଦ୍ଧି ବିଶେଷ କରି ଟମାଟୋ ଦାମ୍ ବୃଦ୍ଧିକୁ ଦେଖି ମଧ୍ୟପ୍ରଦେଶ...
ମୁମ୍ବାଇ: ମହାରାଷ୍ଟ୍ରରେ ଏକ ନାଟକୀୟ ଢଙ୍ଗରେ ବିଜେପି ନେତା ଦେବେନ୍ଦ୍ର ଫଡ଼୍ନାବିସ୍ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଏନସିପି ନେତା ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଗଲେ । ଏବେ ବହୁମତ ସାବ୍ୟସ୍ତ କିଏ କରିବ ? କେମିତି କରିବ ? ସମସ୍ତଙ୍କ ନଜର ଏହା ଉପରେ। ଏପଟେ...
ନୂଆଦିଲ୍ଲୀ: ସୁନ୍ଦର ଘରଟିଏ ହୋଇଥିବ, ମନଲାଖି ତାହାକୁ ସଜେଇ ପାରୁଥିବ। ଏମିତି କିଏ ବା ନ ଚାହେଁ ? ଏଥିପାଇଁ ପରିଶ୍ରମ କରିବାକୁ ପଡେ, ଟଙ୍କା ବି ଖର୍ଚ୍ଚ କରିବାକୁ ପଡେ। ସବୁ ସତ୍ତ୍ୱ ଯଦି ମନ ନ ବୁଝେ ? ଲାଗେ କେଉଁଠି କିଛି ତ୍ରୁଟି ରହିଗଲା...
ମୁମ୍ବାଇ:ଶନିବାର ସକାଳ ମହାରାଷ୍ଟ୍ର ରାଜନୀତି ପୃଷ୍ଠାରେ ଆଣିଥିଲା ଏକ ବରାଟ ବିସ୍ମୟଚିହ୍ନ। ସକାଳ ଖବରକାଗଜରେ ଲୋକ ଶିବସେନା ନେତା ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପଢୁଥିବାବେଳେ ଟିଭି ପରଦାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଏବଂ ଏନ୍ସିପି ନେତା ଅଜିତ୍ ପାୱାର...
ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପୂରଣକୁ ମାସେ ପୂରିବାକୁ ଯାଉଥିଲା। ତା ପୂର୍ବରୁ ରାଜନୀତି ନୂଆ ମୋଡ଼ ନେଲା। ବିଜେପିର ସହଯୋଗୀ ଶିବସେନା ବିରୋଧୀ ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ଯାଉଥିଲା। ହେଲେ ସରକାର ଗଢ଼ିବା ପାଇଁ ଯିବା ପୂର୍ବରୁ ସେହି ଏନସିପି ଦଳର...
କୋଲକାତା:ମାଛ ପୁଣି ୧୮ କିଲୋ ଓଜନର ! ବାପ୍ରେ ବାପ୍ ! ହାଓଡା ଜିଲ୍ଲାର ଉଲୁବେରିଆ ଅଞ୍ଚଳର ଲୋକେ ମଙ୍ଗଳବାର ଯେତେବେଳେ ଏହି ମାଛକୁ ଗଙ୍ଗାନଦୀରୁ ଧରିଲେ ବିଶ୍ୱାସ କରିପାରି ନ ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଛଟି ଜୁମ୍ବୋ ଭେଟ୍କି ମାଛ(jumbo Bhetki fish)। ଆଶ୍ଚର୍ଯ୍ୟର...
ମୁମ୍ୱାଇ: ଆଜି ସକାଳୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଆଜି ଶିବସେନା-କଂଗ୍ରେସ-ଏନସିପି ନେତା ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟି ସରକାର ଗଢ଼ିବାକୁ ଯାଇଥାନ୍ତେ। ଏ ନେଇ ଗତକାଲି ତିନି ଦଳ ଘୋଷଣା କରିଥିଲେ। ହେଲେ ରାତି ପାହିଲା ବେଳକୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି।...
ମୁମ୍ୱାଇ: ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଓଲଟପାଲଟ ହୋଇଗଲା ତାହା କେବଳ ମହାରାଷ୍ଟ୍ରବାସୀ ନୁହେଁ, ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛି। ଏଠାରେ ବିଜେପି ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କୁ ନେଇ ଆଜି ସରକାର ଗଢ଼ିଛି। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ...
ରାଉରକେଲା: ଭାରତ ଏବେ ଟେକ୍ନୋଲଜି ଦିଗରେ ଆଗେଇ ଚାଲିଛି । ବିଶ୍ୱର ଆଇଟି ହବ୍ ହେବାକୁ ଯାଉଛି। ପାଠ ପଢାରେ ଆମର ଛାତ୍ରଛାତ୍ରୀ ବହୁତ ଆଗରେ। ଏବେ ପାଠ ପଢ଼ା ବହି ଛାଡି ନିଜେ ଷ୍ଟାଟ୍ ଅଫ୍ ତିଆରି କରନ୍ତୁ। ସେମାନେ ଚାକିରି ପଛରେ ନ ଧାଇଁ ନିଜ...
ବଜାରରେ ଛାଇ ଯାଇଛି ନକଲି ଜିନିଷ। ନକଲି ଚାଉଳ, ନକଲି ଅଣ୍ଡା, ନକଲି ତେଲ …। ଏବେ ଦିଲ୍ଲୀରେ ନକଲି ଜିରା କାରଖାନା ବାହାରିବା ପରେ ଲୋକ ଚିନ୍ତାରେ ପଡି ଗଲେଣି। ଅଧିକ ଲାଭ ଆଶା, ରାତାରାତି ବଡଲୋକ ହେବା ସ୍ୱପ୍ନ ମଣଷକୁ ଏପରି କରିବାକୁ ବାଧ୍ୟ କରୁଛି।...