• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

34334
ଧାଡ଼ିରେ ଠିଆ କରି ଏମିତି ନିର୍ମମ ଭାବେ ୫ ଶ୍ରମିକଙ୍କୁ ହତ୍ୟାକଲେ ଆତଙ୍କୀ

ଶ୍ରୀନଗର: ଗୋଟିଏ ପଟେ ଜମ୍ମୁ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ, ଅନ୍ୟପଟେ ସ୍ଥିତି ପରଖିବାକୁ ୟୁରୋପୀୟ ସାଂସଦଙ୍କ କାଶ୍ମର ଗସ୍ତ- ଏମିତି ଏକ ସମୟରେ ଆତଙ୍କବାଦୀମାନେ ଘଟାଇଛନ୍ତି ନାରକୀୟ କାଣ୍ଡ। ମଙ୍ଗଳବାର ସନ୍ଧ୍ୟା ୫ଟାରେ ଏହି ଅଣକାଶ୍ମୀର ଶ୍ରମିକମାନଙ୍କ ଉପରକୁ ଗୁଳିବର୍ଷା କରିଥିଲେ। ୫ ଜଣ ଶ୍ରମିକ...

111
ପଶ୍ଚିମବଙ୍ଗରୁ କାଶ୍ମୀର କାହିଁକି ଆସିଥିଲେ ଏହି ଶ୍ରମିକ ?

କୁଲଗାମ୍‌: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ୫ ଅଣ କାଶ୍ମୀରୀ ଶ୍ରମିକ। ଏମାନେ ସମସ୍ତେ ପଶ୍ଚିମବଙ୍ଗ ମୁର୍ଶିଦାବାଦର। ସେମାନଙ୍କ ନାମ କମାଲୁଦ୍ଦିନ, ମୁରସାଲିମ୍, ରୋଫିକ, ନୋମୁଦ୍ଦିନ ଏବଂ ରଫିକୁଲ। ଅନ୍ୟ ଜମେ ଶ୍ରମିକ ଜୋହିରୁଦ୍ଦିନ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଏମାନେ...

12121
ପାକ୍‌ ମନ୍ତ୍ରୀଙ୍କ ବୟାନ-ଭାରତ ସମର୍ଥନକାରୀ ଦେଶ ଉପରକୁ ମିସାଇଲ ମାଡ଼ ହେବ

ଇସ୍‌ଲାମାବାଦ୍‌: ଜମ୍ମୁ-କଶ୍ମୀରରୁ ଅସ୍ଥାୟୀ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନର ନେତାମାନେ ବହୁ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଜଣେ ମନ୍ତ୍ରୀ କହିଛନ୍ତି ଭାରତକୁ କଶ୍ମୀର ପ୍ରସଙ୍ଗରେ ଯେକେହି ଦେଶ ସମର୍ଥନ କରିବ ସେହି ଦେଶ ଉପରେ ମିସାଇଲ ମାଡ଼ କରାଯିବ। ଏପରିକି ଏହି ଦେଶଗୁଡ଼ିକୁ...

2333
ବୟଫ୍ରେଣ୍ଡ ସହ ମିଶି ମା’କୁ ମାରିଦେଲା ଝିଅ

ହାଇଦ୍ରାବାଦ୍‌: ଦୁଇ ଜଣ ପୁରୁଷଙ୍କୁ ଏକା ସଙ୍ଗରେ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ସମ୍ପର୍କ ରଖିଥିବା ଜଣେ ଯୁବତୀ ଭୟଙ୍କର କାଣ୍ଡ ଘଟାଇଛି। ଝିଅର ଏଭଳି ପ୍ରେମ ସମ୍ପର୍କକୁ ମା’ ବିରୋଧ କରିଥିଲେ। ହେଲେ ଝିଅ ଜଣଙ୍କ ତା’ ବୟଫ୍ରେଣ୍ଡ ସହ ମିଶି ମା’କୁ ସବୁଦିନ ପାଇଁ...

Capture12
ଅନ୍ୟମାନଙ୍କ ତୁଳନାରେ ଭାରତୀୟଙ୍କ ମସ୍ତିଷ୍କ ଛୋଟ

ନୂଆଦିଲ୍ଲୀ : ଭାରତୀୟଙ୍କ ମସ୍ତିଷ୍କ ଅନ୍ୟ ଦେଶର ବ୍ୟକ୍ତିଙ୍କଠାରୁ ଛୋଟ। ଉଚ୍ଚତା, ଚଉଡ଼ା ଓ ଆୟତନରେ ମଧ୍ୟ ଭାରତୀୟଙ୍କ ମସ୍ତିଷ୍କ ଛୋଟ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ହାଇଦ୍ରାବାଦ୍‌ର ସ୍ଥିତ ଇଣ୍ଟର୍ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ପକ୍ଷରୁ ପ୍ରଥମଥର ପାଇଁ ଭାରତୀୟଙ୍କ ବ୍ରେନ୍‌ ଆଟଲାସ୍‌ ପ୍ରସ୍ତୁତ କରାଯାଇଛି। ଏହି...

mp england
ଏଇ ବ୍ରିଟିଶ୍‌ ସାଂସଦଙ୍କୁ କାଶ୍ମୀର ଭ୍ରମଣରୁ କାହିଁକି ବାଦ୍‌ ଦିଆଗଲା ?

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ୨୭ ଜଣିଆ ୟୁରୋପୀୟ ସାଂସଦ ମଣ୍ଡଳୀ ଉପତ୍ୟକା ଗସ୍ତରେ ଯାଇଛନ୍ତି। ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ସ୍ଥିତି ସ୍ୱାଭାବିକ ଥିବା ଭାରତ ସରକାର ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି। ହେଲେ...

1234567
ଘରେ ଔଷଧ ପ୍ରସ୍ତୁତ କରନ୍ତୁ, ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ

ଭୁବନେଶ୍ୱର: ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଅଏଣ୍ଟମେଣ୍ଟ ବ୍ୟବହାର କରନ୍ତି। କିନ୍ତୁ ଆୟୁର୍ବେଦରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍‌ କରିବା ପାଇଁ ଗଙ୍ଗଶିଉଳି ଫୁଲ ଓ ପତ୍ରରେ ପ୍ରସ୍ତୁତ କାଢ଼ାକୁ ରାମବାଣ ବୋଲି କୁହାଯାଇଛି। ଏହି କାଢ଼ାକୁ ଦିନରେ ଦୁଇ ଥର ଗୋଟିଏ କପ୍‌...

maharastra-12JPG
ମୁଁ ହିଁ ମୁଖ୍ୟମନ୍ତ୍ରୀ ହେବି-ଜିଦ୍‌ରେ ଅଟଳ ଫଡନାଭିସ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ବସିଛି। ଶିବସେନା ୫୦: ୫୦ ଫର୍ମୁଲାକୁ ଢାଲ କରି ବିଜେପିର ସରକାର ଗଠନ ରାସ୍ତାରେ କଣ୍ଟା ହୋଇଥିବାରୁ ଆଜି ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌। ସେ...

sp-1
କୋହଲି ଓ ଟିମ୍‌ ଇଣ୍ଡିଆକୁ ଆତଙ୍କବାଦୀ ଧମକ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଦଳର ସଦସ୍ୟମାନଙ୍କ ଉପରେ ହମ୍‌ଲା କରିବାକୁ ଆତଙ୍କବାଦୀମାନେ ମସୁଧା କରିଛନ୍ତି। ଆସନ୍ତା ନଭେମ୍ବର ୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବ। ଏହି ସମୟରେ ଟିମ୍‌ ଇଣ୍ଡିଆ ଉପରେ ହମ୍‌ଲା କରିବାକୁ ଆତଙ୍କୀମାନେ...

bagdadi
ଅପରେସନ ପୂର୍ବରୁ ଚୋରି ହୋଇଗଲା ବାଗ୍‌ଦାଦିର ଅଣ୍ଡର୍‌ୱେୟାର୍

ୱାଶିଂଟନ୍‌: ମୃତ୍ୟୁର ସୌଦାଗର ଅବୁ ବକର ଅଲ ବାଗଦାଦିର ମୃତ୍ୟୁ ପୂର୍ବରୁ ଘଟିଥିବା ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଜଣେ ସିରିଆନ କୁର୍ଦ୍ଦ ଅଣ୍ଡରକଭର ଏଜେଣ୍ଟ ବାଗଦାଦି ରହୁଥିବା କୋଠାରେ ପହଞ୍ଚି ଥିଲେ। ମୃତ୍ୟୁ ପରେ ତା’ର ଡିଏନ୍‌ଏ ପରୀକ୍ଷା ହେବାର ଥିବାରୁ...

dog
ଅପରେସନ୍ ବାଗ୍‌ଦାଦିର ଅସଲି ହିରୋ ‘ଓ୍ୱାଣ୍ଡରଫୁଲ୍ ଡଗ୍’

ୱାଶିଂଟନ୍‌:ସାମ୍ନାକୁ ଆସିଲା ଆମେରିକା ସେନାର ଘାତକ ଅପରେସନ୍ ‘କାଇଲା ମୁଲର୍’ ର ଅସଲି ହିରୋ । ଇଏ ସେହି ଲଢୁଆ ଡଗ୍ ସ୍କାଡର ସଦସ୍ୟ ଯିଏ ଆତଙ୍କବାଦୀ ସଂଗଠନ ISIS ମୁଖ୍ୟ ଅବୁ ବକର ଅଲ୍ ବାଗ୍‌ଦାଦି ନିପାତର ଶ୍ରେୟ ମୁଣ୍ଡାଇଛି।  ଏବେ ଚର୍ଚ୍ଚାରେ ଥିବା ଆମେରିକା ସେନାର...

bbbb
ବାଲୁକାକଳାରେ ଆତଙ୍କବାଦକୁ ବିରୋଧ

ପୁରୀ: ବିଶ୍ୱର ମୋଷ୍ଟ  ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ୍ ବାଗ୍‌ଦାଦିର ମୃତ୍ୟୁକୁ ନେଇ ପୁରୀ ବେଳାଭୂମିରେ ବାଲୁକାକଳା। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଗ୍‌ଦାଦିର ମୃତ୍ୟୁକୁ ନିଜ କଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି। ଏଥିରେ ବାଗ୍‌ଦାଦିର ବାଲୁକା ଚିତ୍ର ସହ ଏକ ବାର୍ତ୍ତା...

7
ଅଟୋକୁ ଧକ୍କା ଦେଇ ନଦୀକୁ ଖସି ପଡ଼ିଲା କାର୍‌, ଦେଖନ୍ତୁ ଭିଡ଼ିଓ

ଭୋପାଲ: ମଧ୍ୟପ୍ରଦେଶ ଓର୍ଚ୍ଛାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋକୁ ଧକ୍କା ଦେଇ ନଦୀଗର୍ଭକୁ ଖସିପଡିଛି ଏକ କାର୍ । ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି।  ଦୁର୍ଘଟଣାଟି ଫିଲ୍ମ ଷ୍ଟାଇଲ୍‌ରେ ଘଟିଛି ଯାହାର ଦୃଶ୍ୟ  ସିସିଟିଭିରେ କଏଦ ହୋଇଛି । ଦ୍ରୁତଗତିରେ ଆସୁଥିଲା ଏକ୍ କାର୍। ଏକ...

443322
ବର୍ଷକୁ ଦେଢ କୋଟି ଜୀବନ ନେଉଛି ଷ୍ଟ୍ରୋକ୍‌, କେମିତି ବର୍ତ୍ତିବେ ଏଥିରୁ ଜାଣନ୍ତୁ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ପାଇଁ ଷ୍ଟ୍ରୋକ ଏକ ଗମ୍ଭୀର ସମସ୍ୟା ଅଟେ। ଯେ କୌଣସି ସ୍ଥାନରେ ଯେ କେହି ବି ଏହାର ଶୀକାର ହୋଇ ପାରନ୍ତି। ବିକଳାଙ୍ଗ ହେବାର ଅନ୍ୟତମ ମୁଖ୍ୟ ଲକ୍ଷଣ ହେଉଛି ଷ୍ଟ୍ରୋକ୍‌। ଷ୍ଟ୍ରୋକ୍‌ରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ଜୀବନ ଯାଉଛି। ଯାହା ଜଣା ପଡିଛି, ଆମେ...

232223
ଆଜିଠୁ ବସ୍‌ରେ ଯିବା ପାଇଁ ମହିଳାଙ୍କୁ ମିଳିବ ମାଗଣା ଟିକେଟ୍‌

ନୂଆଦିଲ୍ଲୀ: ଆଜି ଭାଇ ଦୁତିଆ। ଦିଲ୍ଲିରେ କେଜରିୱାଲ ସରକାର ଭାଇ ଦୁତିଆ ଅବସରରେ ମହିଳାମାନଙ୍କୁ ଦେଇଛନ୍ତି  ସ୍ୱତନ୍ତ୍ର ଉପହାର। ଆଜିଠୁ ଦିଲ୍ଲୀରେ ମହିଳାମାନେ ବସ୍‌ରେ ମାଗଣା ଯାତ୍ରା କରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଫ୍ରି ରାଇଡ୍‌ ଯୋଜନା ଅନୁସାରେ ଆଜିଠୁ ମହିଳାମାନେ ଡିଟିସି(ଦିଲ୍ଲୀ ପରିବହନ ନିଗମ) ଏବଂ...

1234567
ଅପରେସନ ବାଗ୍‌ଦାଦି: ମାତ୍ର ୪୦ ଘଣ୍ଟା ପୂର୍ବରୁ ହୋଇଥିଲା ଯୋଜନା

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ମୁଖ୍ୟ ଅବୁ ବକର ଅଲ ବାଗଦାଦିର ଖେଳ ଖତମ ହୋଇଛି। ଆମେରିକା ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ବାଗଦାଦି ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି। ଅପରେସନ ବାଗଦାଦିକୁ ସଫଳତା ଦେବା ପାଇଁ ବଛାବଛା କମାଣ୍ଡୋମାନେ ସରିଆର ଇଦଲିବକୁ ଯାଇଥିଲେ। ତେବେ...

324614179
ପାକିସ୍ତାନ ଅପପ୍ରଚାରର ପର୍ଦ୍ଦାଫାସ ହେବ, କଶ୍ମୀର ସ୍ଥିତି ପରଖିବ ୟୁରୋପିଆନ ପ୍ୟାନେଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ମିଛ ଅପପ୍ରଚାରର ପର୍ଦ୍ଦାଫାସ ହେବାକୁ ଯାଉଛି। ବାରମ୍ବାର ପାକିସ୍ତାନ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରୁଛି। ତେବେ ଆସନ୍ତାକାଲି ୟୁରୋପିଆନ ପାର୍ଲାମେଣ୍ଟାରୀ ପ୍ୟାନେଲର ୨୮ ଜଣିଆ ପ୍ରତିନିଧି ଦଳ କଶ୍ମୀର ଗସ୍ତ କରିବେ।...

767676789
ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଅଲଗା ଭେଟିଲେ ବିଜେପି ଓ ଶିବସେନା

ମୁମ୍ୱାଇ: ଦୀପାବଳି ପରେ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ଦଳ ବିଜେପି ଓ ଶିବସେନା ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ଦଳ ମଧ୍ୟରେ ବିବାଦ ବଢ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ...

2121
ଦିନେ ମଞ୍ଚକୁ ଜୀବନ ଦେଉଥିଲେ, ଆଜି ମଞ୍ଚ ଦୂରେଇ ଦେଲା

ଭୁବନେଶ୍ୱର: ଯାତ୍ରା ଜଗତର ଚର୍ଚ୍ଚିତ ଖଳ ନାୟକ ଦାମ ପଣ୍ଡା। ଦିନେ ମଞ୍ଚରେ ଚିତ୍କାର ଛାଡିଲେ ଘର ଭିତରେ ପିଲା ବି ନିଦରୁ ଉଠିପଡୁଥିଲା। ହେଲେ କର୍କଟ ରୋଗ ରେ ପଡି ଏବେ ଘରେ ରହୁଛନ୍ତି । ରୋଗ ତ ଭଲହୋଇଛି ହେଲେ କାମ ମିଳୁନି ତାଙ୍କୁ। ଯୌବନରେ...

bjp
ହିତାଧିକାରୀ ଚୟନରେ ୮୫ ପ୍ରତିଶତ ଦୁର୍ନୀତି !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ । ମୋଟ ୧୨ ଲକ୍ଷ ୭୫ ହଜାର ହିତାଧିକାରଙ୍କ ମଧ୍ୟରୁ ୧୦ ଲକ୍ଷ ଅଯୋଗ୍ୟ ବୋଲି ଦଳ ଅଭିଯୋଗ କରିଛି । ଅର୍ଥାତ ହିତାଧିକାରୀ ଚୟନରେ ୮୫ ପ୍ରତିଶତ ଦୁର୍ନୀତି ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।