• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

cyclone
କିଏ ଦେଲା ଏଇ ବାତ୍ୟାର ନାଁ ‘ମହା’...‘ବୁଲ୍‌ବୁଲ୍‌’....

ନୂଆଦିଲ୍ଲୀ:ତାଣ୍ଡବ ସୃଷ୍ଟି କରି ଚାଲିଗଲା ଫନି। ଯଦିଓ ଆମେ ଅନୁଭବ କରିପାରିନୁ ତେବେ ଫନି ପରେ ଆସି ଚାଲି ଯାଇଛନ୍ତି ବାୟୁ, ହିକ୍କା..। ନିକଟରେ ଆରବ ସାଗର ଉପକୂଳ ଅଞ୍ଚଳକୁ ହଲଚଲ କରି ଚାଲିଯାଇଛି କ୍ୟାର। ତା ପରେ ଲାଇନରେ ଅଛନ୍ତି ଆରବ ସାଗରରେ ସୃଷ୍ଟ ‘ମହା’ ଓ...

sister
ନିହତ ଆତଙ୍କବାଦୀ ବାଗଦାଦିର ଭଉଣୀ ଅଟକ

ଓ୍ୱାଶିଂଟନ: ନିକଟରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପ୍ରମୁଖ ଅବୁ ବକ୍ର ଅଲ୍ ବାଗଦାଦି ନିହତ ହେବା ପରେ ସୋମବାର ବାଗଦାଦିର ଭଉଣୀ ରସମିୟା ଅୱାଦ୍ (୬୫)କୁ ଅଟକ ରଖିଛି ତୁର୍କୀ ସେନା। ତୁର୍କୀ ଅଧିନରେ ସିରିଆର ଅଜଜ ସହର ରହିଛି। ସେହି ସ୍ଥାନରେ ବାଗଦାଦିର ଭଉଣୀ ରହିଥିବା ସୂଚନା...

1
ବିଜେପି ଆଡ଼କୁ ଢଳିବ କି ଶିବସେନା !

ନୂଆଦିଲ୍ଲୀ:ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ  କରିବା ପରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଶିବସେନାକୁ ସମର୍ଥନ କରିବା ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ତେବେ ଶିବସେନା-ଏନସିପି ମେଣ୍ଟରେ ସରକାର ଗଢିବା ଯେ ଏତେ ସହଜ କଥା ନୁହେଁ, ହୃଦୟଙ୍ଗମ କରି ସାରିଛି ଶିବସେନା। ତେଣୁ ଏବେ କ’ଣ...

43435636
ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ !

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନାକୁ ସମର୍ଥନ ଦେବନି କଂଗ୍ରେସ। ଏ ନେଇ ଦଳ ତରଫରୁ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ଏହା ଏକ ପ୍ରକାର ସ୍ପଷ୍ଟ ବୋଲି ଧରିବାକୁ ହେବ। ଗତକାଲି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଏହି ଅବସରରେ ରାଜ୍ୟରେ...

international-space-center
ଏତେ ସୁନ୍ଦର ଏ ପୃଥିବୀ ! ଅନ୍ତରୀକ୍ଷରୁ ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ: ପୃଥିବୀର ସୌନ୍ଦର୍ଯ୍ୟ ତ ଆମେ ଅତି ପାଖରୁ ଦେଖୁଛେ। ବିମୋହିତ ହେଉଛେ। ହେଲେ କେବେ ଅନ୍ତରୀକ୍ଷରୁ ଦେଖିଛନ୍ତି ଆମ ପୃଥିବୀକୁ ! ପ୍ରକୃତରେ କେତେ ସୁନ୍ଦର ତାର ରୂପ ! ପାଖରୁ ବି, ଦୂରରୁ ବି  । ଅନ୍ତରୀକ୍ଷରୁ ପୃଥିବୀକୁ ଦେଖିବାର ସୁଯୋଗ ତ ସମସ୍ତଙ୍କ ଭାଗ୍ୟରେ...

12741
ସବ୍ୟସାଚୀ ହେଲେ ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ ବ୍ରାଣ୍ଡ ଆମ୍ବାସାଡର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରଠାରେ ଆସନ୍ତା ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଟେନିସ ପ୍ରିମିୟର ଲିଗର ତୃତୀୟ ସଂସ୍କରଣ। ସର୍ବଭାରତୀୟସ୍ତରରୁ ବଛା ବଛା ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେବେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଛନ୍ତି...

111
ସୀମାନ୍ତରେ ଯବାନଙ୍କ ଜୀବନ ବଞ୍ଚାଇବ ଏହି ଫ୍ରିଜ

ଜମ୍ମୁକାଶ୍ମୀର:ଜମ୍ମୁ-କାଶ୍ମୀର ନିବାସୀ ତଥା ଆଇଆଇଟି କାନପୁରର ମେକାନିକାଲ ଇଞ୍ଜିନିୟରିଂର ପୂର୍ବତନ ଛାତ୍ର ଅଖିଳ ଚାଢକ ଏକ ପୋର୍ଟେବଲ୍‌ ସୋଲାର ଫ୍ରିଜ ତିଆରି କରିଛନ୍ତି ଯାହା ସୀମାନ୍ତରେ ଥିବା ଯବାନଙ୍କ ଜୀବନ ବଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସୋଲାର ଏନର୍ଜିରେ ଚାଲୁଥିବା ଏହି ଫ୍ରିଜ୍‌ ଦୁର୍ଗମ ସ୍ଥିତିରେ...

12344321
କଳିଙ୍ଗ ବାଲିଯାତ୍ରାକୁ ନେଇ ଘନେଇଲା ବିବାଦ

ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ନେଇ ଉଠିଥିବା ବିବାଦ କ୍ରମେ ଘନେଇବାରେ ଲାଗିଛି । ଉଭୟ ବିଜେପି ଓ ବିଜେଡି ଏହାକୁ ନେଇ ପାରାଦୀପରେ ମୁହାଁମୁହିଁ ହୋଇଛନ୍ତି । ପୌରପାଳିକା ଏବଂ କଳିଙ୍ଗ ବାଲିଯାତ୍ରା କମିଟିରେ ବିଜେଡିର ଏକଚାଟିଆ ପ୍ରାଦୁର୍ଭାବ ଓ ଦୁର୍ନୀତି କଥା ଉଠାଇ ବିଜେପି ୪...

12332
ଆଜି ଅଁଳା ନବମୀ, ରାଧାପାଦ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ଅଁଳା ନବମୀ। ଏହି ଅବସରରେ ଆଜି ଭକ୍ତ କରିବେ ରାଧା ପାଦ ଦର୍ଶନ। ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଆଜି ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଆଜି  ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା, ସୁବର୍ଣ୍ଣ କିରିଟୀ, ଦ୍ରାବିଡ଼ ଚନ୍ଦ୍ର,...

ssssssssssssssssss
କୁନି ବୈଜ୍ଞାନିକଙ୍କୁ ମିଳିଲା ନାସାରୁ ନିମନ୍ତ୍ରଣ

ଅନୁଗୁଳ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଥାଏ ସବୁ ବାଧା, ସବୁ ପ୍ରତିବନ୍ଧକ। ଇଚ୍ଛାଶକ୍ତି ଥିଲେ ଯେ କୌଣସି ପରିସ୍ଥିତିରେ ବି ମିଳେ ସଫଳତା।  ଏହି ପଂକ୍ତିକୁ ଏବେ ସତ କରି ଦେଖାଇଛନ୍ତି ଅନୁଗୁଳର କୁନି ଇଞ୍ଜିନିୟର୍ ଶୁଭ୍ରାଂଶୁ ନାୟକ। ନବମ ଶ୍ରେଣୀରେ ପଢ଼ନ୍ତି, ହେଲେ କୌଣସି...

1234
ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ିଲେ ସାରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ସାରା ଅଲି ଖାନଙ୍କ ଚୁଲ୍‌ବୁଲି ହସ୍, ଚୁଲ୍‌ବୁଲି କାମକୁ ବେଶ ପସନ୍ଦ କରନ୍ତି ତାଙ୍କର ଫ୍ୟାନ୍ସ। ଆଉ ଖାସ୍‌ ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସାରା ଅଲି ଖାନ୍‌ଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି,...

15432
ପ୍ରଦୂଷଣରୁ ମୁକ୍ତି ପାଇଁ ଏମିତି ପରାମର୍ଶ ଦେଲେ ମନ୍ତ୍ରୀ

ଲକ୍ଷ୍ନୌ: ଦିଲ୍ଲୀ ପ୍ରଦୂଷଣ ସ୍ଥିତି ସଙ୍ଗିନ୍‌ ହେବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ, ହରିଆଣା ଏବଂ ପଞ୍ଜାବ ଆଦି ରାଜ୍ୟ ସହ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ତେବେ ଏହାର ସମାଧାନ ପାଇଁ ୩୦୦ ଟିମ୍‌ ବର୍ତ୍ତମାନ କାର୍ଯ୍ୟକରୁଥିବାବେଳେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ଅଜବ ପରାମର୍ଶ ଦେଛନ୍ତି। ପ୍ରଦୂଷଣରୁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।