ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ । ଏ ସମ୍ପର୍କିତ ଏକ ମାମଲାର ବିଚାର କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ...
ମୟୂରଭଞ୍ଜ:ଜେଲ ଭିତରେ ଅପରାଧୀ, ହେଲେ ବାହାରେ କରୁଛି ଚୋରି ! କେମିତି ସମ୍ଭବ ? ହଁ, ପୋଲିସ ଫାଇଲ୍ରେ ଏ ସବୁ ସମ୍ଭବ। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ଜଣେ ଯୁବକଙ୍କ ନାଁରେ ଆସିଛି ଏମିତି ଅଭିଯୋଗ। ଯୁବକ ଜଣକ ଏକ ଅପରାଧିକ ମାମଲାରେ ସଂପୃକ୍ତ ହୋଇ ୨୦...
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିର ଅଡୁଆ ସୂତା ଧୀରେ ଧୀରେ ଖୋଲିବାରେ ଲାଗିଛି। ବୁଝାମଣା ଭିତରେ ତିନି ଦଳ ମୁଖ୍ୟମନ୍ତ୍ରୀ (ଶିବସେନା-ଏନସିପି-କଂଗ୍ରେସ) ସରକାର ଗଠନ ପାଇଁ ଚିନ୍ତା କରୁଛନ୍ତି। ରାଜ୍ୟରେ ଶିବସେନା ଏବଂ ଏନସିପି ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନ ଏବଂ ୫ ବର୍ଷ ପାଇଁ ଉପମୁଖ୍ୟମନ୍ତ୍ରୀ ଆସନ...
ନୂଆଦିଲ୍ଲୀ: କର୍ଣ୍ଣାଟକ ମାମଲାରେ ସୁପ୍ରିମ୍ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏଠାରେ ଅଯୋଗ୍ୟ ଘୋଷିତ ହୋଇଥିବା ଜନତା ଦଳ ସେକ୍ୟୁଲାର (ଜେଡିଏସ) ଏବଂ କଂଗ୍ରେସର ୧୭ ବିଧାୟକ ଉପନିର୍ବାଚନ ଲଢ଼ିପାରିବେ ବୋଲି ଆଜି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। କର୍ଣ୍ଣାଟକର ପୂର୍ବତନ ବାଚସ୍ପତି କେ ଆର...
ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହର ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଜେପୁରର ନବନିର୍ବାଚିତ ବିଧାୟିକା ରୀତା ସାହୁ । ବାଚସ୍ପତିଙ୍କ ଚାମ୍ବରରେ ସେ ଶପଥ ନେଇଛନ୍ତି ।ଗତମାସରେ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେଡିର ରୀତା ସାହୁ ବିଜୟୀ ହୋଇଥିଲେ । ସୂଚନାଥାଉ କି,...
ଭୁବନେଶ୍ୱର: ସୁନ୍ଦର ଘନ କେଶର ଇଚ୍ଛା କେଉଁ ନାରୀର ନ ଥାଏ ! ସେଥିପାଇଁ ତ ଗୋଟିଏ ବି କେଶ ଝଡିଲେ ଚିନ୍ତା ମାଡିଆସେ। କାହିଁକି ଝଡିଲା ? କେମିତି ଭଲ ହେବ। ଏଥିପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣାଇଥା’ନ୍ତି। ତେବେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ଘରୋଇ ଉପାୟରେ...
ଜେରୁଜଲମ: ଇସ୍ରାଏଲ ପକ୍ଷରୁ ଗତକାଲି ହୋଇଥିବା ଏୟାରଷ୍ଟ୍ରାଇକରେ ଗାଜାରେ ଥିବା ଇସଲାମିକ ଜିହାଦର କମାଣ୍ଡର ନିହତ ହୋଇଛି। ନିହତ ଆତଙ୍କବାଦୀର ନାମ ଅବୁ ଅଲ ଅତା । ଏହି ଏୟାର ଷ୍ଟ୍ରାଇକ୍ କରିଥିଲା। ଅବୁର ମୃତ୍ୟୁ ପରେ ଗାଜା ମଧ୍ୟ ଇସ୍ରାଏଲ ଉପରକୁ ପାଖାପାଖି ୨୦୦ଟି ମିସାଇଲ ମାଡ଼...
ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶୀତୁଆ ମାଛି ଅନ୍ଧାରରେ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ...
ଗ୍ରେଟରନୋଏଡା: ମଣିଷର ସ୍ୱାର୍ଥପରତା ବେଳେବେଳେ ତାକୁ ଏମିତି ଶକ୍ତ ଧକ୍କା ଦିଏ ! ଦୁର୍ଘଟଣାରେ ପଡିଥିବା ଲୋକଙ୍କୁ ‘କେହି ଜଣେ’ ହୋଇଥିବେ ଭାବି ସାହାଯ୍ୟ କଲେନି, ହେଲେ ସେ ଥିଲେ ତାଙ୍କ ପରିବାରର ସଦସ୍ୟ। ଆଉ ତାଙ୍କର ଏଇ ସାମାନ୍ୟ ସ୍ୱାର୍ଥପର ଭାବ ଯୋଗୁ ସମସ୍ତଙ୍କର ଜୀବନ ଚାଲିଗଲା।...
ସମ୍ଭର: ଦେଶର ସବୁଠାରୁ ବୃହତ୍ ଲବଣ ହ୍ରଦ କୁହାଯାଉଥିବା ରାଜସ୍ଥାନର ଜୟପୁର ନିକଟବର୍ତ୍ତୀ ସାମ୍ଭର ହ୍ରଦରେ ପକ୍ଷୀ ମଡ଼କ ଦେଖାଦେଇଛି। ୧୦ଟି ପ୍ରଜାତିର ହଜାର ହଜାର ପକ୍ଷୀ ହଠାତ୍ ମରି ପଡ଼ିବା ସ୍ଥାନୀୟ ଲୋକ ଏବଂ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। କର୍ତ୍ତୃପକ୍ଷ ଜଳ ପ୍ରଦୂଷଣ ବା ବିଷାକ୍ତ...
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରରେ ବିଧାନସଭା ନିର୍ବଚନ ଶେଷ ହେବାର...
ଢାକା: ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା। ଟ୍ରାକ ବଦଳ କରୁଥିବାବେଳେ ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରେନ। ଚାଲିଗଲା ୧୨ ଜୀବନ। ଘଟଣା ଘଟିଛି ବାଂଲାଦେଶରେ। ଟ୍ରେନ ଦୁର୍ଘଟଣା ଘଟି ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ବାଂଲାଦେଶର ରାଜଧାନୀ ଢାକାର...
କରତାରପୁର ସାହିବ:ଭାରତ-ପାକିସ୍ତାନ ମଧ୍ୟରେ କରତାରପୁର ସାହିବ କରିଡର ନଭେମ୍ବର ୯ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି। ଶିଖ୍ ସଂପ୍ରଦାୟ ପାଇଁ ଏହି କରିଡର ବେଶ ମହତ୍ୱ ରଖେ। ଏହି କରିଡର ଭାରତୀ ପଞ୍ଜାବ ଗୁରୁଦାସପୁରର ଡେରାବାବା ନାନକ ଏବଂ ପାକିସ୍ତାନ ପଞ୍ଚାବର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରୁଛି।...
ଭୁବନେଶ୍ୱର : ଏଣିକି ସହର ପରି ଗାଁରେ ମନଇଚ୍ଛା ଘର କରି ହେବନାହିଁ। ସେଥିପାଇଁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଗେଜେଟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,...
ମୁମ୍ବଇ:ଦୁର୍ଘଟଣାରେ ଶାରୀରିକ ଅକ୍ଷମ ହେବା କିମ୍ବା କାହାର ଜୀବନ ହରାଇବା ପରିବାର ଲୋକଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତଥାପି ଲୋକେ କ୍ଷତିପୂରଣ ଦାବି କରିଥାନ୍ତି ଆଉ ନ ମିଳିଲେ ରାସ୍ତା ଅବରୋଧ, ଆନ୍ଦୋଳନ କରିଥାନ୍ତି। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତି ଦୁର୍ଘଟଣାଜନିତ କ୍ଷତିପୂରଣ ପାଇଁ ...
ଗୁମ୍ବାଇ:ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆସନ ପାଇଁ ବିଜେପି ସହ ୩୦ ବର୍ଷର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ କାଟି ଦେଇଛି ଶିବସେନା। ଅନ୍ୟପକ୍ଷେ ଏନ୍ସିପି-କଂଗ୍ରେସ ସମର୍ଥନରେ ସରକାର ଗଢିବା ପାଇଁ ଶିବସେନା ଦେଖିଥିବା ସ୍ୱପ୍ନ ଏବେ ମଉଳିବାରେ ଲାଗିଛି। ତେବେ ବିଜେପିର...
ଭୁବନେଶ୍ୱର: ପୋଷାକ ଅଧିକ ଦିନ ଧରି ଆଲମାରୀରେ ରହିଲେ, ସାଧାରଣତଃ ଗନ୍ଧ ବାହାରିଥାଏ । ବିଶେଷ କରି ବର୍ଷା ଦିନେ ପୋଷାକ ଭଲଭାବେ ନଶୁଖିଲେ ସେଥିରୁ ଗନ୍ଧ ଆସେ। ତେବେ ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ। ଆଲମାରୀରେ ରହୁଥିବା ପୋଷାକରୁ ଯେପରି ଦୁର୍ଗନ୍ଧ ନ ବାହାରିବ...