• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

4343556
ତିନି ଅନାଥ ଭାଇଭଉଣୀଙ୍କୁ ସହାୟତାର ହାତ ବଢାଇଲା ପ୍ରଶାସନ

କୋରାପୁଟ: ବାପା ଚାଲି ଯାଇଥିଲେ। ମା’ର ପଣତ ତଳେ ଦୁନିଆର ଦୁଃଖକୁ ଭୁଲି ଯାଇଥିଲେ କୁନି କୁନି ଛୁଆ ତିନୋଟି। ହେଲେ ଭଗବାନ ସେତକ ବି ଛଡ଼ାଇ ନେଲେ। ଦୁଇଦିନ ତଳେ ମା’ ତାଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଗଲେ। ମା’ ଗଲା ପରଠାରୁ ପେଟକୁ ଦାନା ମୁଠାଏ...

454566
ବିନା ଅସ୍ତ୍ରୋପଚାରରେ କିଡ୍‌ନୀ ଷ୍ଟୋନ୍‌ରୁ ପାଇପାରିବେ ମୁକ୍ତି

ଭୁବନେଶ୍ୱର: କିଡ୍‌ନୀରେ ଷ୍ଟୋନ୍‌ ବା ପଥର ହେଲେ ସାଧାରଣତଃ ଅସ୍ତ୍ରୋପଚାର ଦ୍ୱାରା ଏହାର ଉପଶମ କରାଯାଇଥାଏ ।   ହେଲେ ଏହାର ଘରୋଇ ଉପଚାର ମଧ୍ୟ ରହିଛି, ଯାହାକୁ ବ୍ୟବହାର କରି କିଡ୍‌ନୀରୁ ପଥର ସମସ୍ୟାକୁ ଦୂର କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ସେହି ଉପଚାରଗୁଡ଼ିକ ବିଷୟରେ। ୧. ଅଧିକ...

6576547
ଜାତୀୟ ସଙ୍ଗୀତ ଗାନ ବେଳେ ବସି ରହିଲେ ଜର୍ମାନୀ ଚାନ୍‌ସେଲର

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଛନ୍ତି ଜର୍ମାନୀର ଚାନସେଲର ଏଞ୍ଜେଲା ମର୍କେଲ। ତାଙ୍କ ଉଦ୍ଦେଶ୍ୟରେ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥିଲା ଭବ୍ୟ ସ୍ୱାଗତ ସମାରୋହ। ଏହି ଅବସରରେ ଦୁଇ ଦେଶର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଜାତୀୟ ସଙ୍ଗୀତ ଗାନ ବେଳେ ନିୟମ ଅନୁଯାୟୀ ସମସ୍ତେ ଠିଆ ହେବା...

25677
ସରକାର ଗଢିବୁ, ମୁଖ୍ୟମନ୍ତ୍ରୀ ପଦ ନେବୁ-ଶିବସେନା

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତି ଅଡ଼ୁଆ ଦିନକୁ ଦିନ ବିଗିଡ଼ି ଯାଉଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ଭିତରେ ଛିଣ୍ଡୁନି ଅଙ୍କକଷା। ଶେଷରେ ସହଯୋଗୀ ବିଜେପିକୁ ଛାଡ଼ି ଅନ୍ୟ ଦଳକୁ ନେଇ ଶିବସେନା ସରକାର ଗଢ଼ିବା ପାଇଁ ଚେଷ୍ଟା କରୁଥିବା ଜାଣିବାକୁ ମିଳିଛି।  ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର...

123456
ଏମିତି ବାଇକ୍‌କୁ କରିଦେଲେ କାର..

ଲୁଧିଆନା: ବାଇକ୍‌ ଚଲାଉଥିବା ଲୋକଟି ମନରେ ସ୍ୱପ୍ନ ଥାଏ କାର ବା ଜିପ୍‌ଟିଏ ଚଲାଇବାକୁ ମିଳନ୍ତା କି ! ହେଲେ କେତେଜଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ ? କାରଣ ବାଇକ୍‌ ପଇସାରେ ତ କାର୍‌ଟିଏ କିଣି ହେବନି ନା ? ହେଲେ ପଞ୍ଜାବର ଏହି ଯୁବକଙ୍କୁ ଦେଖନ୍ତୁ।...

87456
ଦକ୍ଷତା ପରୀକ୍ଷାରେ ଫେଲ ହେଲେ ଗୁଣିଆ, ଫେରାଇଲେ ଅଗ୍ରୀମ

କେନ୍ଦ୍ରାପଡ଼ା: ଗୁଣି ଓ ଗୁଣିଆଙ୍କ ନାଁରେ ଲୋକଙ୍କୁ ଆଉ ଭୂଆଁ ବୁଲାଇ ପାରିବେନି। ଲୋକ ଏଣିକି ସଚେତନ ହେଲେଣି। ଯଦି ଗୁଣିଆ କହୁଛ ଆଗେ ଦକ୍ଷତାର ପରୀକ୍ଷା ଦିଅ। ତା’ ପରେ କାମ କରିବ। ଏମିତି ଏକ ଭଲ ଖବର ଅଛି କେନ୍ଦ୍ରାପଡ଼ା ଜିଲ୍ଲଶ ରାଜକନିକା ଅନ୍ତର୍ଗତ ଲୁହାରମୁହିଁ...

98765432
ଓଡ଼ିଆ ପୁଅ ଗିରୀଶ ହେଲେ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୟୂରଭଞ୍ଜ ବେତନଟୀରେ ଜନ୍ମିତ ଏହି ଓଡ଼ିଆ ପୁଅ...

343344
ଛାତ୍ରୀଙ୍କୁ ବିଧବା ଦର୍ଶାଇ ନେଇଗଲେ ଆବାସ ଗୃହ

ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା । ଜଣେ କଲେଜ ଛାତ୍ରୀଙ୍କୁ ବିଧବା ଦର୍ଶାଇ ନେଇଛନ୍ତି ଆବାସ ଗୃହ।  ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିିହିଡି ବ୍ଲକ ନରେନ୍ଦ୍ରପୁର ଗାଁରୁ । ଅଭିଯୋଗ ଅନୁଯାୟୀ, ୨୦୧୯-୨୦ରେ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କୁ ବିଧବା ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ...

dogi
ନୂଆ ହିରୋକୁ ମେଡାଲ ଦେଲେ ଟ୍ରମ୍ପ୍‌

ୱାଶିଂଟନ:ଆମେରିକାର ନୂଆ ହିରୋ ଯାହାକୁ ନେଇ ଏବେ ଟ୍ୱିଟ୍ କରିଛନ୍ତି ରାଷ୍ଟ୍ରପଡ଼ି ଡୋନାଲ୍ଡ ଟ୍ରମ୍ପ୍‌। ସେ ହେଉଛି ଆମେରିକା ଡଗ୍ ସ୍କ୍ୱାଡର ଲଢ଼ୁଆ କୁକୁର। ତାକୁ ମେଡାଲ୍ ପିନ୍ଧାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଡଗ୍ ସ୍କ୍ୱାଡର ଏଇ ଲଢୁଆ ଶିକାରୀ କୁକୁର ଯିଏ ବାଗଦାଦିକୁ ଚିହ୍ନଟ କରିବାରେ...

1234567
ଟ୍ରେନ୍‌ରେ ନିଆଁ, ମୃତ୍ୟୁ ସଂଖ୍ୟା ୬୫କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡିକୁ ଯାଉଥିବା ତେଜଗମ ଏକ୍ସପ୍ରେସରେ ଆଜି ସକାଳେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୫ ଛୁଇଁଛି। ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। Fire erupted in taiz...

Capture
କାଶ୍ମୀରରୁ ଧାରା ୩୭୦ ହଟିବା ଥିଲା ପଟେଲଙ୍କର ସ୍ୱପ୍ନ

ନୂଆଦିଲ୍ଲୀ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଆଜି ହେଉଛି ୧୪୪ତମ ଜୟନ୍ତୀ । ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତର ଲୌହ ମାନବଭାବେ ପରିଚିତ ସର୍ଦ୍ଦାର ପଟେଲ। ଏହି ଅବସରରେ ପ୍ରତିବର୍ଷ ପରି ଦେଶର ବିଭିନ୍ନ ସ୍ଥାନରେ ରନ୍ ଫର୍ ୟୁନିଟି ବା ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମ...

12111
ରାଧାକୃଷ୍ଣ ମାଥୁର ହେଲେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପ୍ରଥମ ଉପରାଜ୍ୟପାଳ

ଶ୍ରୀନଗର: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଆଜି ଶପଥ ନେଇଛନ୍ତି। ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଆରକେ ମାଥୁରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆରେ କେ ମାଥୁର ତ୍ରିପୁରାର ୧୯୭୭ ବ୍ୟାଚର ଅବସରପ୍ରାପ୍ତ ଆଇଏଏସ ଅଫିସର...

pakistan-fire
ଟ୍ରେନରେ ଲାଗିଗଲା ନିଆଁ: ୧୬ ମୃତ

ଇସଲାମାବାଦ: ଟ୍ରେନରେ ନିଆଁ ଲାଗିଯିବାରୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି ୧୦ରୁ ଅଧିକ ଆହତ ହୋଇଛନ୍ତି। ଆଜି ସକାଳେ ତେଜଗମ ଏକ୍ସପ୍ରେସ ପାକିସ୍ତାନର କରାଚିରୁ ରାୱଲପିଣ୍ଡିକୁ ଯାଉଥିବା ବେଳେ ରହିମ ୟାର ଖାନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। #UPDATE Death toll rises to 16,...

bagdadi
ବାଗ୍‌ଦାଦି ଆକ୍ରମଣର ଭିଡିଓ ଜାରି କଲା ଆମେରିକା

ଓ୍ୱାଶିଂଟନ: ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ-ବାଗଦାଦିକୁ ଆମେରିକା ସେନା ଆକ୍ରମଣ କରିବାର କିଛି ଭିଡିଓ ଜାରି କରିଛି ୟୁଏସ ସେଣ୍ଟ୍ରାଲ କମାଣ୍ଡ। ବୁଧବାର ଟୁଇଟ୍ କରି ଏହି ଭିଡିଓ ଜାରି କରିଛି ଆମେରିକା ସେନା। ଭିଡିଓରେ ସିରିଆର ଇଡଲିବରେ ଆମେରିକା ସେନାର ଡେଲ୍ଟା କମାଣ୍ଡର ବାଗଦାଦିର ଠିକଣା...

56566
କୋଅପରେଟିଭ୍‌ ସୋସାଇଟି ସଭାପତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା କ୍ରେଡିଟ୍ କୋପରଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନାଁରେ ସାଂଘାତିକ ଅଭିଯୋଗ। ସୋସାଇଟିରେ କାମ କରୁଥିବା ଜଣେ ଯୁବତୀଙ୍କ ପ୍ରତି ସେ ଅସଦାଚରଣ କରିଥିଲେ। ଏ ନେଇ ଯୁବତୀଜଣକ ୬ ମାସ ତଳେ ପ୍ରମୋଦଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ହେଲେ...

432
ଡାହାଣୀ ସନ୍ଦେହରେ ତଡ଼ିଦେଲେ, ଗର୍ଭବତୀ ପତ୍ନୀଙ୍କ ସହ ଗାଁ ଗାଁ ବୁଲିଲେ

ବାରିପଦା:ଗର୍ଭବତୀ ପତ୍ନୀଙ୍କୁ ସାଙ୍ଗରେ ଧରି କରୁଥିଲେ ଅଜ୍ଞାତବାସ। ଜୀବନ ବଞ୍ଚାଇ ଲୁଚି ଲୁଚି ବୁଲୁଥିଲେ ଏ ଗାଁରୁ ସେ ଗାଁ। ଅନ୍ଧବିଶ୍ୱାସର ଅନ୍ଧଗଳିରେ ଖୋଜି ବୁଲୁଥିଲେ ଆଶାର ଆଲୋକ । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ତିନି ମାସ । ଶେଷରେ ଜଙ୍ଗଲ ଭିତରେ ଦୁନିଆକୁ...

323324
ଅଭିଯୁକ୍ତକୁ ଧରିବାକୁ ଯାଇ ଲହୁଲୁହାଣ ହେଲା ପୁଲିସ୍‌

ବାଲେଶ୍ୱର: ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ଲହୁଲୁହାଣ ହୋଇଛି ପୁଲିସ ଟିମ୍। ଗାଁ ଲୋକେ ପୁଲିସ ଟିମ୍‌କୁ ଅଟକ ରଖିବା ସହ ଆକ୍ରମଣ କରିଥିବା ବେଳେ ସେପଟେ ଖସି ପଳାଇ ଯିବାରେ ସକ୍ଷମ ହୋଇଛି ଅଭିଯୁକ୍ତ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଞ୍ଚଳରେ। ବାଲେଶ୍ୱର...

23115
କେନ୍ଦୁଝରରେ ପ୍ରକଳ୍ପର ଅନୁଧ୍ୟାନ କଲେ CEC ଟିମ୍

କେନ୍ଦୁଝର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝରରେ ପହଞ୍ଚିଛି ସେଣ୍ଟ୍ରାଲ ଏମ୍‌ପାଓ୍ୱାର କମିଟି ବା CEC ଟିମ୍ । ପି.ଭି.ଜୟକ୍ରିଷ୍ଣନଙ୍କ ନେତୃତ୍ୱରେ ୪ ଜଣିଆ ସିଇସି ଟିମ୍ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚିଛନ୍ତି । ଏହି ଟିମ୍ ଆଜି OMBADC ଅର୍ଥରେ ର୍ନିମିତ ପ୍ରକଳ୍ପର ତଦାରଖ କରିବେ। CEC ଟିମ୍...

42424244
କୁକୁର ପାଇଁ ଏମିତି ବିପଦକୁ ବରଣ କଲେ... ଭିଡିଓ ଭାଇରାଲ

ବେଜିଂ: ପଶୁ ପ୍ରତି ମଣିଷ ହୃଦୟରେ ଏତେ ମାନବୀୟ ଭାବ ! ଦେଖିଲେ ଆପଣଙ୍କ ବି ଆଶ୍ଚର୍ଯ୍ୟ ହୋଇଯିବେ। ଚୀନର ଏମିତି ଏକ ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ମଣିଷ ମନରେ କେତେ ପଶୁପ୍ରୀତି-ଏହା ହିଁ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ‘ପିପୁଲ୍ସ ଡେଲି ଚାଇନା’...

Untitled-1
କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ-ମାନିଲେ ୟୁରୋପୀୟ ସାଂସଦ

ଶ୍ରୀନଗର: ‘ଆତଙ୍କବାଦ ହେଉଛି ଘାଟିର ମୁଖ୍ୟ ସମସ୍ୟା।  ପାକିସ୍ତାନ ଏହି ଆତଙ୍କବାଦକୁ ଆର୍ଥିକ ପ୍ରୋତ୍ସାହନ ଦେଉଛି। ଭାରତର ଏହି ଆତଙ୍କବାଦ ବିରୋଧୀ ଲଢେଇରେ ଆମେ ତା’ ସହ ଅଛୁ।’ କାଶ୍ମୀର ସ୍ଥିତି ସମୀକ୍ଷା ପାଇଁ ଆସିଥିବା ୟୁରୋପୀୟ ସାଂସଦମାନେ ଏମିତି କହି ପାକିସ୍ତାନକୁ ଶକ୍ତ ଚାପୁଡା ଦେଇଛନ୍ତି ।...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।