ମୁମ୍ବାଇ: ମହାରାଷ୍ଟ୍ର ମହାନାଟକର ଆଉ ଏକ ଦୃଶ୍ୟ। ଶରଦ୍ ପାୱାରଙ୍କୁ ରାଷ୍ଟ୍ରପତି ପଦ ଦେବ ବିଜେପି ! ଏମିତି କିଛି ରୋଚକ ଖବର ଶୁଣିବାକୁ ମିଳୁଛି। ବିଜେପିକୁ ଛାଡ଼ପତ୍ର ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଯୋଜନା କରୁଥିବା ଶିବସେନାକୁ ପାନେ ଦେବା ପାଇଁ ବିଜେପି ସବୁଠାରୁ ବଡ଼...
ନୂଆଦିଲ୍ଲୀ: ରାଜ୍ୟସଭାରେ ମାର୍ଶଲଙ୍କ ନୂଆ ୟୁନିଫର୍ମକୁ ନେଇ ବିବାଦ ଦେଖାଦେବା ପରେ ନିଷ୍ପତ୍ତିର ପୁନର୍ବିଚାର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଗତକାଲି ରାଜ୍ୟସଭାର ୨୫୦ ତମ ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷଙ୍କ ନିକଟରେ ମୁତୟନ ଥିବା ଦୁଇ...
ନୂଆଦିଲ୍ଲୀ: ନଭେମ୍ବର ୨୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ୧୪ଟି ଉପଗ୍ରହ ଉତ୍କ୍ଷେପଣ କରାଯିବ । ପୂର୍ବାହ୍ନ ୯ଟା ୨୮ରେ ଉପଗ୍ରହଗୁଡ଼ିକୁ ପିଏସ୍ଏଲ୍ଭି-୪୭-ସି ଦ୍ୱାରା ଉତକ୍ଷେପଣ କରାଯିବାର ଯୋଜନା ରହିଛି। ସେଥିମଧ୍ୟରେ ଭାରତୀୟ ଉପଗ୍ରହ କାର୍ଟୋସାଟ-୩ ଏବଂ ଆମେରିକାର ୧୩ଟି ଛୋଟ...
ଭୁବନେଶ୍ୱର: ବିଶିଷ୍ଟ ଅଭିନେତା କମଲ ହାସନଙ୍କୁ ଆଜି ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି। ସେଞ୍ଚୁୁରିୟନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତ୍ତନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଡିଗ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ କମଳ ହାସନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ। ଏମ୍ଏନ୍ଏମ୍...
ପାରଳାଖେମୁଣ୍ଡି: ଗଜପତି ଏସ୍ପି ସାରା ଶର୍ମା ଦେଲେ ଫିଟ୍ନେସ ମନ୍ତ୍ର। ଏରୋବିକ୍ର ଧୁନ୍ରେ ଲୋକଙ୍କୁ ନଚାଇଲେ, ସୁସ୍ଥ ରହିବାର ମନ୍ତ୍ର ଦେଲେ। ଆଜି ସକାଳୁ ପାରଳାଖେମୁଣ୍ଡି ଷ୍ଟାଡିୟମ୍ରେ ଗଜପତି ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ଫିଟ୍ନେସ ଶିବିର। ଏହି ଶିବିରରେ ଗଜପତି ପୋଲିସ୍ ସହ ବହୁ ପୋଲିସ୍...
ଭୁବନେଶ୍ୱର: ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ଗଞ୍ଜେଇ ଥିଓରୀ। ଗଞ୍ଜେଇରେ ଭରିରହିଛି ଏକାଧିକ ଔଷଧୀୟ ଗୁଣ। ଏହା ବହୁ ରୋଗର ଉପଶମ କରିଥାଏ। ଏପରି କହି ଗଞ୍ଜେଇ ଚାଷ ସପକ୍ଷରେ ଯୁକ୍ତି ବାଢ଼ିବା ସହ ତଥାଗତ ଗଞ୍ଜେଇ ଚାଷକୁ ମନା କରିବା ସରକାରଙ୍କ ଦୂରଦୃଷ୍ଟିହୀନତା ବୋଲି ଆକ୍ଷେପ କରିଛନ୍ତି...
ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରାରେ ସାମିଲ ହୋଇଛି ମେଡ ଇନ୍ ଇଣ୍ଡିଆ ଗାଡ଼ି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଚେୟାରପର୍ସନ ଆନନ୍ଦ ମହିନ୍ଦ୍ରାଙ୍କ ସୂଚନା ଅନୁଯାୟୀ, ଭାରତ ନିର୍ମିତ Peugeot Motorcycles (PMTC) ସ୍କୁଟର ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରାରେ ମଧ୍ୟରେ ସାମିଲ ହୋଇଥିବା ପ୍ରଥମ ଇ-ସ୍କୁଟର ଅଟେ। ଏହି...
ନୂଆଦିଲ୍ଲୀ: ପ୍ରତ୍ୟେକ ନାରୀ ଚାହେଁ ସୁନ୍ଦର ଦିଶିବା ପାଇଁ। ସେଥିପାଇଁ ଖବରକାଗଜଠାରୁ ସୋଶାଲ ମିଡିଆ ସବୁଠି ନାରୀ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଦିଆଯାଏ ଅନେକ ଟିପ୍ସ। ହେଲେ ସୁନ୍ଦର ଦିଶିବା ପାଇଁ ପୁରୁଷ କ’ଣ ଚାହେଁନି ? ନିଜ ସୌନ୍ଦର୍ଯ୍ୟ ପ୍ରତି କ’ଣ ପୁରୁଷର କ’ଣ ଲୋଭ ନ...
ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ହରିଆନା ସରକାରର ମନ୍ତ୍ରୀ ମାସିକ ଘରଭଡା ଭତ୍ତା ଦୁଇଗୁଣା ବଢାଇ ଦେଇଛନ୍ତି। ପୁରା ୫୦ ହଜାରରୁ ୮୦ ହଜାର ଏବଂ ତା ସହିତ ପାଣି ବିଲ୍ ୨୦ ହଜାର। ଏଣିକି ମନ୍ତ୍ରୀମାନେ ପ୍ରତି ମାସରେ ରାଜ୍ୟ ରାଜକୋଷରୁ ଘରଭଡ଼ା ବାବଦକୁ ୧...
ମୁମ୍ୱାଇ:ସରକାର ଗଢିବା ପାଇଁ ଏନସିପି-କଂଗ୍ରେସ ସହ ହାତ ମିଳାଇ ହଟହଟା ହେବା ପରେ ଏବେ ଚେତା ପଶିଛି। ନିଜ କର୍ମ ପାଇଁ ଅନୁତାପ କରୁଛି। ଆଜି ଶିବସେନାର ଖବରକାଗଜ ‘ସାମ୍ନା’ର ସମ୍ପାଦକୀୟରେ ପରୋକ୍ଷରେଏଭଳି ଇଙ୍ଗିତ କରିଛି। ତେଣୁ ୟୁ ଟର୍ଣ୍ଣ ନେଇ ପାରେ କି ଶିବେସେନା ! ପୁଣି...
ନୂଆଦିଲ୍ଲୀ:ଆଇଡିଆ ପେମେଣ୍ଟ ଲିମିଟେଡ (ଏବିଆଇପିବିଏଲ) ବ୍ୟାଙ୍କ ବନ୍ଦ ହୋଇଯିବ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅନୁମତି ମିଳିଗଲାଣି। କେଉଁ ମୁହୂର୍ତ୍ତରେ ବି ବନ୍ଦ ହୋଇଯାଇପାରେ ଆଦିତ୍ୟ ବିର୍ଲା ଗ୍ରୁପ ଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ । ତେଣୁ ଜମାରାଶି ଥିଲେ ତୁରନ୍ତ ଉଠାଇ ଆଣନ୍ତୁ। କମ୍ପାନୀ ସ୍ୱେଚ୍ଛାକୃତ ଭାବରେ...
ଲକ୍ଷ୍ନୌ: ବଦଳିଯିବ ଆଗ୍ରାର ନାଁ । ତା ସହିତ ଦଳିଯିବ ବିଶ୍ୱ ଐତିହ୍ୟସ୍ଥଳୀ ତାଜମହଲର ମୂଳ ଠିକଣା। ଠିକଣା ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ ଆଗ୍ରା ପରିବର୍ତ୍ତେ ଏହାର ନାମ କ’ଣ ଦେଇ ହେବ ସେ ନେଇ ଇତିହାସ...
ଭୁବନେଶ୍ୱର: କାଳିଆ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି । ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଦେଇଥିବା ତଥ୍ୟ ସଂପୂର୍ଣ୍ଣ ମିଥ୍ୟା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରାକରଙ୍କୁ ଏଭଳି ଟାର୍ଗେଟ କରିଛି କଂଗ୍ରେସ । ଗତ ସେପ୍ଟେମ୍ବର ମାସରେ କୃଷି ମନ୍ତ୍ରୀ ଦେଇଥିବା ତଥ୍ୟରେ...
ବନାରସ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ଜଣେ ମୁସଲିମ୍ ପ୍ରଫେସର ସଂସ୍କୃତ ପଢ଼ାଇ ପାରିବେ ନାହିଁ ବୋଲି ଦାବି କରି ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ନଭେମ୍ୱର ୭ରୁ ଏଯାଏ ଆନ୍ଦୋଳନ ଚାଲିଛି। ଏମିତିକି ପ୍ରଫେସରଙ୍କ ନିଯୁକ୍ତି ବିଏଚୟୁର ସଂସ୍ଥାପକ ମଦନମୋହନ ମାଲବ୍ୟଙ୍କ ଚିନ୍ତାଧାରା ପ୍ରତି ଅସମ୍ମାନ...
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଉ। ରତ୍ନ ଭଣ୍ଡାରରେ କେତେ ସୁନା ରହିଛି ତାର ମେଳକ କରାଯାଉ । ଏପରି ଦାବି କରିଛନ୍ତି ସେବାୟତ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର। ଆସନ୍ତା ଜାନୁଆରୀ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ରହିଛି। ଏହା ପୂର୍ବରୁ ରତ୍ନଭଣ୍ଡାର...
ଇସଲାମାବାଦ: ପାକିସ୍ତାନ ରାଜନୀତିରେ ହଟଚମଟ। ସଙ୍କଟରେ ପଡ଼ିଛି କି ଇମ୍ରାନ ସରକାର ! ଭାଙ୍ଗିଯିବ କି ସରକାର ! ଏମିତି ଅନେକ ପ୍ରଶ୍ନ ପାକିସ୍ତାନବସୀଙ୍କ ମନରେ। କାରଣ ଦୀର୍ଘ ୨ ମାସ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜଓ୍ୱାଙ୍କ ମଧ୍ୟରେ...
ମୁମ୍ୱାଇ: ଭାଜପାର ପୂର୍ବତନ ନେତା ଯଶୋବନ୍ତ ସିହ୍ନା ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଦେଇଥିବା ରାୟ ଉପରେ ଆଲୋଚନା କରି ସମସ୍ତଙ୍କୁ ଏହାକୁ ସ୍ୱୀକାର କରିବାକୁ ପଡ଼ିବ ବୋଲି କହିଛନ୍ତି। ମୁମ୍ବାଇର ଏକ ମୁସଲିମ ସାହିତ୍ୟ ଉତ୍ସବରେ ଯୋଗଦେବା ବେଳେ଼ ଏହି ଐତିହାସିକ ରାୟ ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ...
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସ୍ଥିତି ଏବେ ବି ଅସ୍ପଷ୍ଟ। ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ବି କଂଗ୍ରେସ-ଏନସିପି ସହ ମେଣ୍ଟ ସରକାର ଗଢିବା ନେଇ ଶିବସେନା ତାର ଉଦ୍ୟମ ଚଲାଇଛି। ସରକାର ଗଢ଼ିବା ନେଇ ଆଜି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବେ ଏନସିପି ସୁପ୍ରିମୋ...
ନୂଆଦିଲ୍ଲୀ: କୁକୁର ବଫାଦାର। ମାଲିକର ଜୀବନ ରକ୍ଷା ଲାଗି ସେ କ’ଣ କରିପାରେ ତାହାର ଅନେକ ଚିତ୍ର ଆମେ ଦେଖିଛେ। ହେଲେ କୁକୁର ଧର୍ମ କରିବା, ତୀର୍ଥ ଯାତ୍ରାରେ ବାହାରିବା ବୋଧହୁଏ ଶୁଣି ନ ଥିବେ। ଏମିତି ଏକ କୁକୁରର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି ଯିଏ...
ଜୟପୁର:ରାଜସ୍ତାନର ବୀକାନେର ଜିଲ୍ଲାରେ ଆଜି ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟି ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ୨୫ ଲୋକ ଆହତ ହୋଇଥିବା ଜଣାଯାଇଛି। ଶ୍ରୀ ଡୁଙ୍ଗରଗଡ଼ ନିକଟ ଜାତୀୟ ରାଜପଥ ଉପରେ ଏକ ଟ୍ୟୁରିଷ୍ଟ ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା...