• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

1222
୧୪୪ କୋଟିରେ ଏମିତି ଘର କିଣିଲେ ପ୍ରିୟଙ୍କା-ନିକ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ଦୁହେଁ ଲସ୍‌ ଏଞ୍ଜେଲସ୍‌ ନିକଟସ୍ଥ ସାନ୍‌ ଫର୍ଣ୍ଣାଡୋ ଭାଲିରେ ଏକ ମହଙ୍ଗା ଘର କିଣି ଚର୍ଚ୍ଚାରେ ରହିଛନ୍ତି। ଯେଉଁ ଘରର ମୂଲ୍ୟ ୨୦ ମିଲିୟନ୍‌ ଡଲାର୍‌ ଅର୍ଥାତ୍‌...

1234567890-
ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରି ଆଗତ ହୋଇଥିବା ପିଟିସନ୍‌କୁ  ଖାରଜ କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏଥସହିତ ଫ୍ରାନ୍ସର ଡାସଲ୍ଟ ବିମାନ ସହ ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। ଗତ ମେ ୧୦ ତାରିଖରେ ସର୍ବୋଚ୍ଚ...

12345
ନିର୍ଦ୍ଦେଶକଙ୍କ ସହ ହାତାହାତି ହେଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରୋହିତ ସେଟ୍ଟି (Rohit Shetty)ଙ୍କର ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀର ସୁଟିଂ ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଅକ୍ଷୟ କୁମାରଙ୍କ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କର ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓ ଦେଖିଲା ପରେ ଲାଗୁଛି-ସତରେ କ’ଣ ହେବ ଏଇ...

Untitled-2
ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ଇସ୍‌ଲାମାବାଦ୍: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ-ଏକଥା ସ୍ୱୀକାର କରିଛନ୍ତି ଏହି ଦେଶର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁସାରଫ। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି କାଶ୍ମିରୀରେ ଭାରାତୀୟ ସେନା ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନରେ ମୁଜାହିଦ୍ଦୀନ୍‌  ତାଲିମ୍‌ ଦିଆଯାଉଥିଲା। ସେ ଜିହାଦୀ ଆତଙ୍କବାଦୀମାନଙ୍କୁ  ହିରୋ ବୋଲି କହିଛନ୍ତି। ସେତିକି ନୁହେଁ,...

mm
ମୃତ୍ୟୁଜାଲରେ ମାଙ୍କଡ଼ ପଲ; କିଏ ଦେବ ମୁକ୍ତି !

ଝାରସୁଗୁଡ଼ା(ଭାଗୀରଥି ସାହୁ): ଉପରେ ବିଦ୍ୟୁତ ତାର, ତଳେ ଈବ ନଦୀର ପାଣି। ଦୁଇ ପଟେ ମୃତ୍ୟୁର ଜାଲ । ତା ମଧ୍ୟରେ ମୃତ୍ୟୁ ସହ ମୁହାଁମୁହିଁ ହୋଇଛନ୍ତି ମାଙ୍କଡ଼ପଲ । ବଞ୍ଚିବା ପାଇଁ ଚଲାଇଛନ୍ତି ସଂଘର୍ଷ। ଏଇ ସଂଘର୍ଷ ଭିତରେ  ଦିନେ କି ଦୁଇ ଦିନ ନୁହେଁ, ବିତିଗଲାଣି ...

1221
ରାୟଗଡ଼ା ଜଙ୍ଗଲରେ ଚାଲିଛି ମାଓ କ୍ୟାମ୍ପ

ରାୟଗଡ଼ା: ରାୟଗଡ଼ା ଅମ୍ବାଦଳା ଥାନା କାର୍କାମାର୍କା ଜଙ୍ଗଲରେ ଚାଲିଛି ମାଓ କ୍ୟାମ୍ପ । SOG ଏବଂ DVF ଯବାନଙ୍କ ମିଳିତ ଅପରେସନ ବେଳେ ଏହି କ୍ୟାମ୍ପକୁ ଠାବ କରଯାଇଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସୁରକ୍ଷା କର୍ମଚାରୀମାନେ ସେଠାରୁ...

233233
କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି ‘ଚୌକିଦାର ଚୌର ହୈ’। ନିର୍ବାଚନ ପୂର୍ବରୁ ସେ ଏଭଳି କହିଥିଲେ ଏବଂ କୋର୍ଟ ଏଭଳି କେବେ...

1234567890
ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସାବରୀମାଲା ମାମଲାକୁ ସୁପ୍ରିମ୍‌କୋର୍ଟ ବୃହତ୍ତର କୋର୍ଟକୁ ପଠାଇଦେଇଛନ୍ତି। ୩-୨ ଭୋଟ୍‌ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌କୋର୍ଟ। ପୂର୍ବରୁ ସାବରୀମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ କୋର୍ଟ। ଏହାପରେ ଏହି ରାୟ ବିରୋଧରେ କିଛି ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା।...

-0987654
ସ୍ପୋର୍ଟସ ହଷ୍ଟେଲର ଋଣ ପରିଶୋଧ କରୁଛନ୍ତି ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ବାସ୍କେଟବଲ ଖେଳାଳି

ଭୁବନେଶ୍ୱର: ଓଡ଼ିଶାରୁ ପ୍ରଥମଥର ପାଇଁ ଅନ୍ତର୍ଜାତୀୟସ୍ତରରେ  ବାସ୍କେଟବଲ ଖେଳି ରାଜ୍ୟକୁ ଗୌରବାନ୍ୱତ କରିଥିବା ସୀତାମଣି ଟୁଡୁଙ୍କ ମହାନତା ଏବେ ସାମ୍ନାକୁ ଆସିଛି। ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଖେଳାଳୀ ହୋଇଥିବାରୁ, ସେ ଏହାର ଋଣ ପରିଶୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେଣୁ ହଷ୍ଟେଲରେ ରହୁଥିବା...

bsf_constable_refuses_rs_11_lakh_dowry_at_wedding
୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଜୟପୁର: ହାତ ପାଆନ୍ତାରେ ମୋଟା ଅଙ୍କର ଟଙ୍କା ଉପହାର ମିଳିଲେ କିଏ ବା ଛାଡ଼ିବ! ହେଲେ ଏମିତି ଏକ ମୋଟା ଅଙ୍କର ଉପହାରକୁ ନେବାକୁ ମନା କରି ଦେଇଛନ୍ତି ଜଣେ ବିଏସଏଫ କନଷ୍ଟେବଳ ଜିତେନ୍ଦ୍ର ସିଂହ। ତେବେ ଘଟଣାଟି ଏମିତି। ରାଜସ୍ଥାନର ଜୟପୁର ନିକଟରେ ଥିବା ଅମ୍ୱାବରିରେ ଗୋବିନ୍ଦ...

457890
ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

ଇସଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ୍‌(ଆଇସିଜେ)ର ଛାଟ ପରେ ଏବେ ପାକିସ୍ତାନ ଅକଳରେ ପଡ଼ିଯାଇଛି। ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାକୁ ଏକପାଖିଆ ଭାବେ ସାମାରିକ କୋର୍ଟରେ ବିଚାରକରି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ପାକିସ୍ତାନ ଏବେ ନିଜର ନିଷ୍ପତ୍ତି ବଦଳାଇଛି। କୁଳଭୂଷଣ ଏବେ...

1b1
ଭୂତ ଛଡାଇବା ନାଁରେ ନିସ୍ତୁକ ପିଟିଲେ, ଚପଲ ଖୁଆଇଲେ

ଜଳେଶ୍ୱର:ଭୂତ ଛଡ଼ାଇବା ନାଁରେ ଜଣେ ବାଳକକୁ ନିର୍ଘାତ ମାଡ଼ ମାରିଛି ଗୁଣିଆ । ସେତିକି ନୁହେଁ, ଚପଲ ଖୁଆଇବାକୁ ବି ଉଦ୍ୟମ କରିଛି । ଏଣେ ପିଲାଟି ମାଡ଼ ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଧା ଥାନା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।