ଇସଲାମାବାଦ: ଆତଙ୍କୀସ୍ତାନ ପାକିସ୍ତାନ ଏବେ ବନ୍ଧୁ ଚାଇନା ସହାୟତାରେ ଭାରତ ବିରୋଧରେ ଗୋଟି ଚାଳନା ଆରମ୍ଭ କରିଛି। ଜଣେ ଓଡ଼ିଆ ପୁଅଙ୍କ ସମେତ ୪ ଜଣ ଭାରତୀୟଙ୍କୁ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷଣା କରିବା ପାଇଁ ପାକିସ୍ତାନ ଏବେ ମସୁଧା ଆରମ୍ଭ କରିଛି। ନିକଟରେ ଭାରତ ସହଯୋଗୀ ଫ୍ରାନ୍ସ...
ଭଞ୍ଜନଗର: ରାଗରେ ମଣିଷ କ’ଣ କରେ ଜାଣିପାରେନି। ସେ ବି ବୁଝିପାରିଲେନି ଯେ ରାଗରେ ପୋଛି ଦେଉଛନ୍ତି ନିଜ ମଥାର ସିନ୍ଦୂର । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଟାଧାର ଗାଁରେ ଗତକାଲି ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ସ୍ୱାମୀସ୍ତ୍ରୀ ମଧ୍ୟରେ ବିବାଦ ଲାଗିଲା। ଆଉ...
ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ନିକଟସ୍ଥ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରୁ ବିପୁଳ ପରିମାଣର ଆଇଇଡି ଠାବ କରାଯାଇଛି। ଏହି ଆଇଇଡି ମିଳିବା ପରେ ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳକୁ ବନ୍ଦ କରି ଦିଆଯାଇଛି। ସୁରକ୍ଷାକର୍ମୀ ଓ ବୋମା ନିଷ୍କ୍ରୟ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ...
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପୁଣି ଚ୍ୟାଲେଞ୍ଜ କରିବାକୁ ଯୋଜନା କରିଥିବା ସୁନ୍ନି ୱାକଫ ବୋର୍ଡ ଏବେ ଭାଗ ଭାଗ ହେବାରେ ଲାଗିଛି। ଅଯୋଧ୍ୟା ମାମଲାରେ ୩ ମୁଖ୍ୟ ମୁସଲିମ ପକ୍ଷ ଏବେ ସ୍ୱତନ୍ତ୍ର ଭାବେ ରିଭ୍ୟୁ ପିଟିସନ ଦାଖଲ...
ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂଗଠନ ଆଇନା ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି କଲ୍ଲୋଳ ଆଓ୍ୱାଡର୍ସ-୨୦୧୯।ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ଏହି ଆୱାର୍ଡ ୟୁନିସେଫ୍ର ସହଯୋଗରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନେ ତାରକା ନନ୍ଦିତା ଦାସ, ଅରବିନ୍ଦ ନିଲସନ, ଅଭିନେତ୍ରୀ ଅର୍ଚ୍ଚିତା...
ଅନୁଗୋଳ: ଲାଲଗଡ଼ରେ ପ୍ରେମ, ଆଉ ତା’ ପରେ ଆତ୍ମସମର୍ପଣ । ଶେଷରେ ବାହାଘର। ଏ ହେଉଛି ଦୁଇ ନକ୍ସଲ କମାଣ୍ଡର ମୁଖ୍ୟଙ୍କ ଜୀବନ କାହାଣୀ। ଉଭୟ ମୁଖ ସ୍ରୋତରେ ସାମିଲ ପରେ ସାତ ଜନ୍ମର ସାଥୀ ହୋଇଛନ୍ତି । ଅନୁଗୁଳ ମଝିପଡ଼ାରେ ଥିବା ଶିବ ମନ୍ଦିରରେ ବୈଦିକ ରୀତିରେ...
ଭୁବନେଶ୍ୱର: ଯାଜପୁର ବ୍ଲକ ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୁରୁତର ଅଭିଯୋଗ ଆଣିଛନ୍ତି। ସ୍ମିତାରାଣୀଙ୍କ ବାପା ଏବଂ ଶ୍ୱଶୁରଙ୍କ ଦସ୍ତଖତ ଏକ କାଗଜରେ ଜୋର ଜବରଦସ୍ତ ନିଆଯାଇଛି ଯାହାକୁ FIR ଭାବେ ଗ୍ରହଣ କରାଯାଇଛି ବୋଲି ସେ...
ନୂଆଦିଲ୍ଲୀ: ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଆସନ ଗୃହର ୫ ଧାଡ଼ିକୁ ଚାଲି ଯାଇଥିବାରୁ ଏହାକୁ ନେଇ ସେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଆସନ ବଦଳିବା ଘଟଣାକୁ ଆଧାର କରି ସେ ରାଜ୍ୟସଭା ଅଧ୍ୟକ୍ଷା ଭେଙ୍କୟା ନାଇଡୁଙ୍କୁ...
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲାର ବାଲିଆ ଅଞ୍ଚଳରେ ଧୂମ୍ଧାମ୍ରେ ପାଳିତ ହୋଇଯାଇଛି ପ୍ରଥମାଷ୍ଟମୀ। ଏହି ଅବସରରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ମହିଳାମାନେ ନୂଆ ପୋଷାକ ପିନ୍ଧିଛନ୍ତି। ହଦଳିପତ୍ରରେ ତିଆରି ଇଣ୍ତୁରୀ ପିଠା ମହମହ ବାସୁଛି। ଷଠୀ ଦେବୀଙ୍କୁ ପୂଜା କରି ପିଠା ଖାଇ ଖୁବ୍ ଖୁସି ମନାଉଛନ୍ତି ଘରର ପ୍ରଥମ...
ନୂଆଦିଲ୍ଲୀ:ଭିଏତନାମ୍ର ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ଡରିଯିବେ। କିଛି ଛୋଟ ପିଲା ଏକ ସାପକୁ ଦଉଡି କରି ଖେଳୁଛନ୍ତି। ସ୍ଥାନୀୟ ଗଣ ମାଧ୍ୟମରୁ ମିଳିଥିବା ଖବର ଅନୁଯାୟୀ, ଏହି ଦେଶରେ ଅନେକ ପ୍ରକାରର ସାପ ଦେଖିବାକୁ ମିଳେ। ଏପରିକି ଜନବସତି ଭିତରକୁ ଅନେକ...
ନୂଆଦିଲ୍ଲୀ: ଭାରତରେ ଲାଗୁ ହେବ ଜାତୀୟ ନାଗରିକ ରେଜିଷ୍ଟର୍ ବା NRC । ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ପ୍ରଶ୍ନକାଳରେ ସ୍ୱପ୍ନ ଦାସଗୁପ୍ତାଙ୍କ ପ୍ରଶ୍ନର ଉତ୍ତରରେ ଅମିତ ଶାହା କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆସାମରେ ଏନ୍ଆରସି ଲାଗୁ କରାଯାଇଥିଲା। ଏହି...
ନୂଆଦିଲ୍ଲୀ:ସେନାରେ ଭର୍ତ୍ତି ହେବା ପାଇଁ ଲାବ୍ରାଡର, ଜର୍ମାନ ସେପର୍ଡ, ଡୋବରମ୍ୟାନ ପରି ବିଦେଶୀ ପ୍ରଜାତିର କୁକୁର ବେଶ ଦକ୍ଷ। କୁହାଯାଏ, ଏହି କୁକୁରମାନଙ୍କର ଆଘ୍ରାଣ ଶକ୍ତି ଏବଂ ବିପଦକୁ ତୁରନ୍ତ ଠାବ କରିବାର ଶକ୍ତି ଏମାନଙ୍କର ପ୍ରଖର। ତେବେ ଆମ ଦେଶୀ କୁକୁର ମଧ୍ୟ ଏମାନଙ୍କଠାରୁ କମ୍ ନୁହେଁ।...
ମୁମ୍ୱାଇ : ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘କୌନ ବନେଗା କରୋଡପତି’ରେ ସୋମବାର ହଟ୍ ସିଟ୍ରେ ବସିଥିଲେ ରାଜସ୍ଥାନର ପ୍ରତିଯୋଗୀ ପ୍ରେରଣା। ପ୍ରେରଣାଙ୍କ ସହିତ ଅମିତାଭଙ୍କର କଥାବାର୍ତ୍ତା ବହୁତ ମଜାଦାର ରହିଥିଲା। ସୋନି ଟିଭିର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ସାଇଟ୍ରେ ପ୍ରେରଣା ଓ ଅମିତାଭଙ୍କ କଥାବାର୍ତ୍ତାର ଏକ...
ନୂଆଦିଲ୍ଲୀ: ସୁସ୍ଥ ଶରୀର ଏବଂ ଉଜ୍ଜ୍ୱଳ ତ୍ୱଚା- ଏ ଦୁଇଟି ଜିନିଷ ସମସ୍ତେ ଚାହାନ୍ତି। ତେବେ ବୟସ ବଢିବା ସହ ତ୍ୱଚାର ଚମକ କମିଯାଏ। ଲେମ୍ବୁ ପାଣିର ବ୍ୟବହାର ତ୍ୱଚାକୁ ସୁସ୍ଥ ରଖିବା ସହ ମୁହଁରେ ଗ୍ଲୋ ଆଣିଥାଏ। ଲେମ୍ବୁ ପାଣି ଶରୀରର ଡିଟକ୍ସିଫାଇ କରିଥାଏ ଏବଂ ତ୍ୱଚାକୁ...
ଭୁବନେଶ୍ୱର: ରାଜ୍ୟରେ ସୁନା ଦୋକାନୀମାନେ ଗ୍ରାହକଙ୍କୁ ଠକି ଚାଲିଛନ୍ତି । ମାପ ଏବଂ ଓଜନରେ ବ୍ୟାପକ ଠକେଇ ହେଉଛି।ଗୃହରେ ଏଭଳି ତଥ୍ୟ ରଖିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଉଟି କଲ୍ୟାଣ ମନ୍ତ୍ରୀ...
ଭୁବନେଶ୍ୱର: କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍। ଏହି ନୋଟିସ୍ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଭୁଲ୍ ତଥ୍ୟ ଦେଇଥିବାରୁ ସେ କୃଷି ମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ସ୍ୱାଧିକାର ଭଙ୍ଗ ନୋଟିସ୍ । ଜିଲ୍ଲା କୃଷି...
ନୂଆଦିଲ୍ଲୀ: ନୂଆମୋଡରେ ଏବେ ମହାରାଷ୍ଟ୍ର ରାଜନୀତି। ଏନସିପି-କଂଗ୍ରେସ ହାତ ଧରି ସରକାର ଗଢିବାକୁ ଶିବସେନା ଚାହିଁ ବସିଛି। ଏପଟେ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରରେ ବିଜେପିକୁ ବାଦ ଦେଇ ପୂର୍ବତନ ସହଯୋଗୀ ଶିବସେନା ଦୁଇ ବିରୋଧୀ ଏନ୍ସିପି ଓ...
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଉପତ୍ୟକାରେ ପଥର ଫିଙ୍ଗିବାକୁ ଡରୁଛନ୍ତି ଦୁର୍ବୃତ୍ତ। ପଥର ଫିଙ୍ଗି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଯୁବକମାନଙ୍କ ଉପରେ ସୁରକ୍ଷାକର୍ମୀ ଲଗାମ ଲଗାଇବାରେ ସଫଳ ହୋଇଛନ୍ତି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ...
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଆନନ୍ଦ ଭବନ ନାଁରେ ଆୟକର ବିଭାଗ ୪.୩୫ କୋଟି ଟଙ୍କାର ଟିକସ୍ ନୋଟିସ୍ ପଠାଇଛି। ଏହି ଆନନ୍ଦ ଭବନରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜନ୍ମ ଗ୍ରହଣ କରିଥିଲେ। ନନ୍ ରେସିଡେଣ୍ଟାଲ କ୍ୟାଟାଗୋରୀ ଅଧୀନରେ ଏଭଳି ଟିକସ ନୋଟିସ୍...
ଇସ୍ଲାମବାଦ: ପାକିସ୍ତାନରେ ଇମ୍ରାନ ଖାଁ ସରକାର ଉପରେ ଏବେ ସଙ୍କଟର ବାଦଲ ଛାଇ ଯାଇଛି। ଜମିୟତ ଉଲେମା-ଏ-ଇସ୍ଲାମ୍ର ମୁଖ୍ୟ ମୌଲାନା ଫଜଲୁର ରହମାନ ଏମିତି କିଛି ସୂଚନା ଦେଇଛନ୍ତି। ଏମିତିକି କ୍ଷମତାରୁ ତାଙ୍କୁ ହଟାଇ ଦିଆଯିବାର ଆଶଙ୍କା ରହିଛି ବୋଲି ମଧ୍ୟ ସେ କଥା ପ୍ରସଙ୍ଗରେ କହିଛନ୍ତି ।...