• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

12112-a
ସ୍କୁଲ ପରିବେଶରେ ମ୍ୟୁଜିୟମର ଦୃଶ୍ୟ

ନୂଆପଡ଼ା:କାନ୍ଥର ଗୋଟିଏ ପଟରେ ଶୋଭା ପାଉଛି କୋମନା ଗଡର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରାର ନିଖୁର ଛବି। ଅନ୍ୟପଟେ କୋମନାର ଦର୍ଶନୀୟ ସ୍ଥାନ ତୂଳୀରେ ନେଇଛି ଜୀବନ୍ତ ରୂପ। ଚିତ୍ର ବି ଏଠି କହିଦିଏ ଲୋକଙ୍କ ଜୀବନଜୀବିକାର କାହାଣୀ। ଭାବୁଥିବେ ଏହା କୌଣସି ମ୍ୟୁଜିୟମର ଦୃଶ୍ୟ ବୋଧେ !...

qwertyu
ପୋଲ ତଳକୁ ଖସି ପଡ଼ିଲା ଭ୍ୟାନ୍‌-ଚାଲିଗଲା ୭ ଜୀବନ

ଔରଙ୍ଗାବାଦ୍:  ମହାରାଷ୍ଟ୍ରର ଧୁଲେ-ହାଇଦ୍ରାବାଦ୍‌ ହାଇୱେରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି।  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ହଠାତ୍‌ ଖସି ପଡ଼ିଥିଲା ପୋଲ ତଳକୁ। ହାଇୱେ କଡରେ ଥିବା ବିନ୍‌ଚୁର ଗାଁ ନିକଟରେ ଏହି ଦୁର୍ଘଟଣା...

rape...
ଗଣଦୁଷ୍କର୍ମ ପାଇଁ ନରପିଶାଚମାନେ କରିଥିଲେ ଏମିତି ପ୍ଲାନ୍‌

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣା ସାରା ଦେଶକୁ ଯେମିତି ସ୍ତବ୍ଧ କରିଦେଇଛି। ଏପରି ପୈଶାଚିକ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦେଶର କୋଣ ଅନକୋଣରୁ ଦାବି ଉଠିଛି।  ପୋଲିସ ମଧ୍ୟ ଧୀରେ ଧୀରେ ଏହି ରହସ୍ୟର ପର୍ଦ୍ଦାଫାଶ...

sabdhan
ଖବରକାଗଜରେ ବିଜ୍ଞାପନ ଦେଖି ଫସିଗଲେ ବ୍ୟକ୍ତି; ପୁଲିସ୍‌ ବି ଶୁଣିଲାନି

ବଲାଙ୍ଗିର: ବିଜ୍ଞାପନ ଦେଖି, ଋଣ କରିବା ଆଶାରେ ଠକେଇର ଶିକାର ହେଲେ ଯୁବକ। ଏଭଳି ଘଟଣା ଘଟିଛି ବଲାଙ୍ଗିର ମୁରୀବାହାଲ ବ୍ଳକ ଚଲକି ଗାଁରେ। ଗାଁର ନାଦିଆ ବାଗ ନାମକ ବ୍ୟକ୍ତି ଖବର କାଗଜରେ ଟାଟା ମନି ନାମକ ଏକ କମ୍ପାନୀର ବିଜ୍ଞାପନ ଦେଖି ଋଣ ପାଇଁ ଯୋଗାଯୋଗ...

facebook
ଆମ ଗାଁ ବୁଡ଼ିଯିବ ଏଥର ଆଉଛାଡ଼ିବୁନି; ପୋଲାଭରମ ଆନ୍ଦୋଳନ

ମାଲକାନଗିରି: ପୁଣି ତେଜିଲା ପୋଲାଭରମ ବିରୋଧୀ ଆନ୍ଦୋଳନ। ଏକାଠି ହେଲେ ଚାରିଟି ରାଜ୍ୟର ଲୋକେ ଓ ଜନପ୍ରତିନିଧି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଚିନ୍ତୁରରେ ଏହି ସଭାର ଆୟୋଜନ ହୋଇଥିଲା। ଗତ କିଛି ବର୍ଷ ଧରି ପୋଲାଭରମକୁ ନେଇ ଆନ୍ଦୋଳନ ଜୋର ଧରିଥିବାବେଳେ ଏବେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ...

supreme
ମହାରାଷ୍ଟ୍ର ମହାନାଟକର କିଛି ଘଣ୍ଟା ପାଇଁ ବିରତୀ; କାଲି ପୁଣି ଶୁଣାଣି

ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର କିଛି ଘଣ୍ଟା ପାଇଁ ବିରତି ଲଗାଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ୧୦ ବେଳେ  ଏହି ମାମଲାର ପୁଣିଥରେ ଶୁଣାଣି ହେବ।  ତେବେ ଆଜି ଏନେଇ ସୁପ୍ରିମକୋର୍ଟ୍‌ରେ ପକ୍ଷବିପକ୍ଷ ମଧ୍ୟରେ ଜୋର୍‌ଦାର୍‌ ତର୍କ ରଖାଯାଇଥିଲା। କଂଗ୍ରେସ ଶିବସେନା ଏନ୍‌ସିପି ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ କହୁଥିବା ବେଳେ...

Capture-1
ମୋଦି-ଶାହଙ୍କ ରାତି-ନୀତି: କେତେ ଥର ଦେଶକୁ କରିଛି ହଲ୍‌ଚଲ୍‌

ନୂଆଦିଲ୍ଲୀ:ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ବହୁଛି ଉଷ୍ମ ବାତାବରଣ। ତେବେ ସବୁଠାରୁ ବେଶି ଚମକାଇ ଦେଇଥିଲା ଗତ ୨୩ ତାରିଖ ସକାଳ ଘଟଣା। ଅଜିତ୍‌ ପାୱାରଙ୍କ ସମର୍ଥନ ନେଇ ବିଜେପି ସରକାର ଗଠନ କରିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିର ଦେବନ୍ଦ୍ର ଫଡ୍‌ନାବିସ୍‌। ଉପମୁଖ୍ୟମନ୍ତ୍ରୀ ଭାବେ...

11111
କାନ୍ଦିବିନି ବୋଲି ‘ଆଖି ଦେଲୁନି... କି.... ଲୁହ ଦେଲୁନି’

ଭୁବନେଶ୍ୱର: ଆଖିର ଜନ୍ମ କାନ୍ଦିବା ପାଇଁ। ହେଲେ କାନ୍ଦିବେନି ବୋଲି ତାଙ୍କୁ ଭଗବାନ ନା ଦେଲେ ଆଖି….ନା ଦେଲେ ଲୁହ….ତାଙ୍କ ଦରଦୀ କଣ୍ଠରୁ ଅଭିମାନ ଭରା ଏଇ ଗୀତ ପଦଟିଏ ଶୁଣିଲେ ପଥରରୁ ବି ନିଗିଡି ପଡିବ ପାଣି। କିନ୍ତୁ ଭଗବାନ ତରଳିଲେନି….। ଦୁନିଆକୁ ଦେଖିବାର ଭାଗ୍ୟ ତାଙ୍କଠାରୁ...

cricket
ଇଡେନ ଟେଷ୍ଟରେ ବାଂଲାଦେଶକୁ ହରାଇଲା ଭାରତ

କୋଲକାତା: ଇଡେନ ଟେଷ୍ଟରେ  ଭାରତ ବାଂଲାଦେଶକୁ ୪୬ ରନରେ ପରାସ୍ତ କରି ଇଡେନ ଟେଷ୍ଟକୁ ତିନି ଦିନରେ ଶେଷ କରିଛି। ଏଥିସହ ବିରାଟ ବାହିନୀ ପ୍ରଥମ ଦାବିରାତ୍ର ଟେଷ୍ଟରେ ବିଜୟୀ ହୋଇଛି। ଏହା ପୂର୍ବରୁ ଇନ୍ଦୋର ଟେଷ୍ଟରେ ଭାରତ ବାଂଲାଦେଶକୁ ୧୩୦ ରନରେ ପରାସ୍ତ କରି ବିଜୟୀ ହୋଇଥିଲା।...

123
ଆଇସିଟି ସଂଯୋଜକଙ୍କୁ ପିଟିଲା ପୋଲିସ୍

ଭୁବନେଶ୍ୱର: ହକ୍ ପାଇଁ ଧାରଣା ଦେଇଥିବା ଆଇସିଟି ସଂଯୋଜକଙ୍କୁ ପୋଲିସର ମାଡ଼। ଛଟେଇ ପ୍ରତିବାଦରେ ଗତକାଲି ପ୍ରାୟ ୪ ହଜାର ଆଇସିଟି କର୍ମଚାରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଏହି ସମୟରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆନ୍ଦୋଳନରତ ସଂଯୋଜକଙ୍କୁ ମାଡ଼ ମାରିଥିଲେ...

supreme-court
ମହାରାଷ୍ଟ୍ର ମହାନାଟକ: ଆସନ୍ତାକାଲି ସୁପ୍ରିମ୍‌କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର ଶେଷଦୃଶ୍ୟ କ’ଣ ହେବ ସେଥିପାଇଁ ସୁପ୍ରିମ୍‌ କୋର୍ଟଙ୍କ ରାୟ ଉପରେ ଥିଲା ସମସ୍ତଙ୍କର ନଜର।  ହେଲେ ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି। ସୋମବାର ପୂର୍ବହ୍ନ ସାଢେ ୧୦ଟାରେ ଶୁଣାଣି ହେବ। ବିରୋଧୀଙ୍କ ଦ୍ୱାରା ଆବେଦନ ହୋଇଥିବା ରିଟ୍ ପିଟିସନର ଶୁଣାଣି...

pak=1
ଇମ୍ରାନ୍‌ ଖାନ୍‌ଙ୍କୁ ଭାରତୀୟ ଚାଷୀଙ୍କ ଅଫର-ଆମଠୁ ଟମାଟର ନିଅ, ବଦଳରେ....

ନୂଆଦିଲ୍ଲୀ:ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ। କେଜି ୪୦୦-୫୦୦ ଟଙ୍କା। ସାଧାରଣ ଲୋକ ତ ଟମାଟୋକୁ ଚାହିଁବାକୁ ସାହାସ କରିପାରୁ  ନାହାନ୍ତି। ଏହାକୁ ନେଇ ଅନେକ ମଜାଳିଆ ଖବର ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ନିକଟରେ ପାକିସ୍ତାନର ଦରଦାମ ବୃଦ୍ଧି ବିଶେଷ କରି ଟମାଟୋ ଦାମ୍‌ ବୃଦ୍ଧିକୁ ଦେଖି ମଧ୍ୟପ୍ରଦେଶ...

ncp-mla
ଏନ୍‌ସିପି ବିଧାୟକଙ୍କୁ ହୋଟେଲ୍‌ରୁ ଧରି ଆଣିଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ଏକ ନାଟକୀୟ ଢଙ୍ଗରେ ବିଜେପି ନେତା ଦେବେନ୍ଦ୍ର ଫଡ଼୍‌ନାବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଏନସିପି ନେତା ଅଜିତ୍‌ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଗଲେ । ଏବେ ବହୁମତ ସାବ୍ୟସ୍ତ କିଏ କରିବ ? କେମିତି କରିବ ? ସମସ୍ତଙ୍କ ନଜର ଏହା ଉପରେ। ଏପଟେ...

indoor-plants-1553278205
‘ଟ୍ରି ପଟ୍‌’ରେ ଘରକୁ ଏମିତି ସଜାନ୍ତୁ

ନୂଆଦିଲ୍ଲୀ: ସୁନ୍ଦର ଘରଟିଏ ହୋଇଥିବ, ମନଲାଖି ତାହାକୁ ସଜେଇ ପାରୁଥିବ। ଏମିତି କିଏ ବା ନ ଚାହେଁ ? ଏଥିପାଇଁ ପରିଶ୍ରମ କରିବାକୁ ପଡେ, ଟଙ୍କା ବି ଖର୍ଚ୍ଚ କରିବାକୁ ପଡେ। ସବୁ ସତ୍ତ୍ୱ ଯଦି ମନ ନ ବୁଝେ ? ଲାଗେ କେଉଁଠି କିଛି ତ୍ରୁଟି ରହିଗଲା...

ଳମୀମଦମକସଦମ
ମହାରାଷ୍ଟ୍ର ରାଜନୀତି; ରାତିରାତି ଏମିତି ହୋଇଥିଲା ଗେମ୍‌ ପ୍ଲାନ..

ମୁମ୍ବାଇ:ଶନିବାର ସକାଳ ମହାରାଷ୍ଟ୍ର ରାଜନୀତି ପୃଷ୍ଠାରେ ଆଣିଥିଲା ଏକ ବରାଟ ବିସ୍ମୟଚିହ୍ନ। ସକାଳ ଖବରକାଗଜରେ ଲୋକ ଶିବସେନା ନେତା ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ପଢୁଥିବାବେଳେ ଟିଭି ପରଦାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଏବଂ ଏନ୍‌ସିପି ନେତା ଅଜିତ୍‌ ପାୱାର...

sarat-ajit
୪୧ ବର୍ଷ ପରେ...ସେଇ କାହାଣୀର ପୁନରାବୃତ୍ତି

ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପୂରଣକୁ ମାସେ ପୂରିବାକୁ ଯାଉଥିଲା। ତା ପୂର୍ବରୁ ରାଜନୀତି ନୂଆ ମୋଡ଼ ନେଲା। ବିଜେପିର ସହଯୋଗୀ ଶିବସେନା ବିରୋଧୀ ଏନସିପି-କଂଗ୍ରେସ ସହ ମିଶି ସରକାର ଗଢ଼ିବାକୁ ଯାଉଥିଲା। ହେଲେ ସରକାର ଗଢ଼ିବା ପାଇଁ ଯିବା ପୂର୍ବରୁ ସେହି ଏନସିପି ଦଳର...

fish
କଣ୍ଟାରେ ପଡ଼ିଲା ୧୮ କେଜି ଓଜନର ମାଛ, ଦାମ୍‌ କେତେ ଜାଣନ୍ତି ?

କୋଲକାତା:ମାଛ ପୁଣି ୧୮ କିଲୋ ଓଜନର ! ବାପ୍‌ରେ ବାପ୍ !  ହାଓଡା ଜିଲ୍ଲାର ଉଲୁବେରିଆ ଅଞ୍ଚଳର ଲୋକେ ମଙ୍ଗଳବାର ଯେତେବେଳେ ଏହି ମାଛକୁ ଗଙ୍ଗାନଦୀରୁ ଧରିଲେ ବିଶ୍ୱାସ କରିପାରି ନ ଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଛଟି ଜୁମ୍ବୋ ଭେଟ୍‌କି ମାଛ(jumbo Bhetki fish)। ଆଶ୍ଚର୍ଯ୍ୟର...

udhhab-1
ସିଟ୍‌ ସମୀକରଣ: କାହା ପାଖରେ କେତେ ଅଙ୍କ ?

ମୁମ୍ୱାଇ: ଆଜି ସକାଳୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ଆଜି ଶିବସେନା-କଂଗ୍ରେସ-ଏନସିପି ନେତା ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଭେଟି ସରକାର ଗଢ଼ିବାକୁ ଯାଇଥାନ୍ତେ। ଏ ନେଇ ଗତକାଲି ତିନି ଦଳ ଘୋଷଣା କରିଥିଲେ। ହେଲେ ରାତି ପାହିଲା ବେଳକୁ ମହାରାଷ୍ଟ୍ର ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି।...

sanjaya
ବହୁମତ ସାବ୍ୟସ୍ତ କରିପାରିବେ ତ ଫଡ଼ନାଭିସ ?

ମୁମ୍ୱାଇ: ଶନିବାର ସକାଳୁ ସକାଳୁ ମହାରାଷ୍ଟ୍ର ରାଜନୀତିରେ ଯେଉଁ ଓଲଟପାଲଟ ହୋଇଗଲା ତାହା କେବଳ ମହାରାଷ୍ଟ୍ରବାସୀ ନୁହେଁ,  ସମଗ୍ର ଦେଶବାସୀଙ୍କୁ ଚକିତ କରିଦେଇଛି। ଏଠାରେ ବିଜେପି ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କୁ ନେଇ ଆଜି ସରକାର ଗଢ଼ିଛି। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।