• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

choudwar
ବୃଦ୍ଧଙ୍କୁ ହାଣି ଜଙ୍ଗଲରେ ଫିଙ୍ଗିଦେଲେ

ଚୌଦ୍ୱାର: ଅନ୍ଧବିଶ୍ୱାସର କୁପରିଣତି କେତେ ଭୟଙ୍କର ହୋଇପାରେ ! ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଚୌଦ୍ୱାର ମଙ୍ଗରାଜପୁର ବେରେଣା ଗାଁରେ। ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଶବକୁ ଗାଁ ନିକଟ ଜଙ୍ଗଲରେ ପକାଇ...

ice
ସିଆଚୀନରେ ହିମସ୍ଖଳନ: ୪ ଯବାନଙ୍କ ପତ୍ତା ମିଳୁନି

ଶ୍ରୀନଗର:ଉତ୍ତର କାଶ୍ମୀରର କେତେକ ଅଞ୍ଚଳରେ ପ୍ରବଳ ହିମସ୍ଖଳନ ହେଉଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଏହି ହିମସ୍ଖଳନ ଚାଲୁ ରହିଛି। କୁପୱାଡା ଜିଲ୍ଲାର ସଟୀ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଯବାନ ନିଖୋଜ ଥିବା ଖବର ମିଳିଛି। କୁହାଯାଉଛି, କାଶ୍ମୀରର ଗୁରେଜ ଏବଂ କରନାହ ସେକ୍ଟରରେ ହୋଇଥିବା ବରଫ ତୁଫାନରେ...

ranu
ଗାଇଲା ବେଳେ ଗୀତ ଭୁଲିଗଲେ ରାନୁ, ଭିଡିଓ ଭାଇରାଲ

ମୁମ୍ବାଇ: କୋଲକାତାର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟି ଯାଇଥିବା ରାନୁ ମଣ୍ଡଳ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ସେ ଭଲ କାରଣରୁ ଚର୍ଚ୍ଚାରେ ରହୁଛନ୍ତି ତ କେତେବେଳେ ଖରାପ କାରଣରୁ। ମେକ୍‌ଅପ୍‌ ପାଇଁ ଟ୍ରୋଲ୍‌ ହୋଇଥିବା ତଥା...

12211
ପୁଅ ହେଲାନି ବୋଲି ସ୍ତ୍ରୀ ଓ ୬ ଝିଅଙ୍କୁ ଘରୁ କାଢ଼ି ଦେଲା ସ୍ୱାମୀ

ବଣ୍ଡା: ପୁଅକୁ ଚାହିଁ ଚାହିଁ ୬ଟି ଝିଅ ଜନ୍ମ ଦେବାରୁ ଉଭୟ ମା’ ଏବଂ ୬ ଝିଅକୁ ଘରୁ ବାହାର କରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶ ବଣ୍ଡା ଜିଲ୍ଲାର କୋରହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉଭୟ ସ୍ୱାମୀ ଏବଂ ଦେଢଶୂର ତାଙ୍କୁ ନିର୍ଯାତନା ଦେଇଛନ୍ତି ବୋଲି...

c-11111
ସମୁଦ୍ର କୂଳରେ ଭାସୁଥିଲା ସୁଟ୍‌କେଶ, ଖୋଲିଲାରୁ ମିଳିଲା ଏମିତି ଜିନିଷ

ମୁମ୍ବାଇ: ସମୁଦ୍ର କୂଳରେ ଭାସୁଥିବା ଏକ ସୁଟେକେସ୍‌କୁ ଆଜି ପୁଲିସ୍‌ ଜବତ କରିଛି। ତେବେ ଏହାକୁ ଖୋଲିବା ପରେ ପୁଲିସ୍‌ ସମେତ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। କାରଣ ଏହି ସୁଟକେସ୍‌ ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଠାବ ହୋଇଛି। ମହିମରେ ଥିବା...

hdb
ଝିଅ ପାଇଁ ଫଳ କାଟି ରଖିଥିଲି...ହେଲେ ଝିଅ ଆଉ ଫେରିଲାନି...

ହାଇଦ୍ରାବାଦ: “ମୁଁ ତା’ ପାଇଁ ଫଳ କାଟି ରଖିଥିଲି। ଆଶା କରିଥିଲି ମୋ ଝିଅ ଆସିଲେ ଖାଇବ। ହେଲେ ଏବେ ସବୁ କିଛି ସରି ଯାଇଛି।” ଏମିତି କୋହ ଭରା କଣ୍ଠରେ ନିଜର ବ୍ୟଥା ବୟାନ କରିଛନ୍ତି ହାଇଦ୍ରାବାଦରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୨୬ ବର୍ଷୀୟ...

12111
ଭାରତ ସୀମା ଭିତରକୁ ପଶି ଆସିଥିବା ଚୀନ ଜାହାଜକୁ ଘଉଡ଼ାଇଲା ନୌସେନା

ନୂଆଦିଲ୍ଲୀ:ଦେଶର ସମୁଦ୍ର ସୀମା ଉଲ୍ଲଘଂନ କରି ଆସିଥିବା ଚୀନ ଜାହାଜକୁ ଭାରତୀୟ ନୌସେନା ଭଗାଇବାରେ ସଫଳ ହୋଇଛି। ଚୀନର ପିପୁଲ୍‌ସ ଲିବରେଶନ ଆର୍ମିର ଏହି ପୋତ ଆଣ୍ଡାମାନ ନିକୋବର ଦ୍ୱୀପ ସମୁହ ନିକଟ ଆଣ୍ଡାମାନ ସି’ ର ଭାରତର ଇକନମିକ୍‌ ଜୋନ ଭିତରକୁ ପଶି ଆସିଥିଲା। ନୌସେନା ମଙ୍ଗଳବାର...

nirvaya
ନିର୍ଭୟା ଅପରାଧୀଙ୍କୁ ହୋଇପାରେ ଫାଶୀ; ହେଲେ ଫାଶୀ ଦେବ କିଏ ?

ନୂଆଦିଲ୍ଲୀ:ନିର୍ଭୟା ଗଣଦୁଷ୍କର୍ମ ଅପରାଧୀଙ୍କ ପାଖରେ ଆଉ ଆଇନର କୌଣସି ବାଟ ନାହିଁ ଖସିବା ପାଇଁ। ସେମାନଙ୍କୁ ଫାଶୀ ଦେବାପାଇଁ ଯେ କୌଣସି ଦିନ ତାରିଖ ଘୋଷଣା କରାଯାଇ ପାରେ। ତେବେ ଏହି ଦିନ ଯେତେ ପାଖେଇ ଆସୁଛି, ତିହାଡ ପ୍ରଶାସନର ଚିନ୍ତା ସେତକି ବଢୁଛି । କାରଣ ନିର୍ଭୟା...

34334
କାର ଭିତରେ ଦେଢ ବର୍ଷର ଝିଅକୁ ଛାଡ଼ି ପଳାଇଲେ ବାପା-ମା’

ଢେଙ୍କାନାଳ: ଢେଙ୍କାନାଳ ଡାକ୍ତରଖାନା ପରିସରରେ ଠିଆ ହୋଇଥିଲା ଧଳା ରଙ୍ଗର କାର୍‌। ଭିତରେ କେହି ନ ଥିଲେ। କିଛି ସମୟ ପରେ ହଠାତ୍‌ ଦେଖା ଗଲା ଭିତରେ ଛୋଟ ଝିଅଟିଏ କାନ୍ଦୁଛି । ବୟସ ଦେଢ ବର୍ଷ ହେବ। ପିଲାଟିର ସ୍ୱର ବାହାରକୁ ଶୁଭା ଯାଉ ନ ଥିଲେ...

suicide
ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ୮ ମହଲାରୁ ଡେଇଁ ପଡ଼ିଲେ ଦମ୍ପତି

ନଏଡା: ମଗାଜିଆବାଦ ଅଞ୍ଚଳର ଇନ୍ଦିରାପୁରମ୍‌ରେ  ମଙ୍ଗଳବାର ସକାଳୁ ଘଟିଯାଇଛି ଏକ ହୃଦୟ ଥରାଘଟଣା। ଏକ ଦମ୍ପତି ତାଙ୍କର ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ସେମାନେ ରହୁଥିବା କୋଠାର ଅଷ୍ଟମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଡେଇଁଥିଲେ।...

Capture
ଲ୍ୟାଣ୍ଡର ବିକ୍ରମ ଧ୍ୱଂସାବଶେଷ ଚିହ୍ନଟ କଲେ ଭାରତୀୟ ଇଞ୍ଜିନିୟର

ନୂଆଦିଲ୍ଲୀ:ଗ୍ରହ, ନକ୍ଷତ୍ର ..ମହାକାଶ …ଏସବୁ ଉପରେ ତାଙ୍କର ଥିଲା ଖୁବ୍‌ ଆଗ୍ରହ । ଏହି ଆଗ୍ରହ ଆଜି ତାଙ୍କୁ ଦେଇଛି ଏକ ବିରାଟ ସଫଳତା । ଯାହା ମହାକାଶ ବିଜ୍ଞାନୀମାନେ କରିପାରି ନ ଥିଲେ ସେ ତାହା କରି ଦେଖାଇ ପାରିଛନ୍ତି। ଫଟୋ ଦେଖି ଠାବ କରି କରିପାରିଛନ୍ତି...

pakistan
ଇମ୍ରାନ ସରକାର ପାଇଁ ଡିସେମ୍ବର ଶେଷ ମାସ !

କ୍ୱେଟା:ପାକିସ୍ତାନରେ ଇମ୍ରାନ ସରକାରଙ୍କୁ କ୍ଷମତାରୁ ହଟାଇବା ପାଇଁ ଲାଗି ପଡ଼ିଛି ଜମିୟତେ ଉଲେମାଏ ଇସ୍‌ଲାମ୍‌-ଫଜଲ(JUI-F)। JUI-F ନେତା ମୌଲାନା ଫଜଲୁର ରହମାନ କହିଛନ୍ତି, ଦେଶ ଏକ  ଗମ୍ଭୀର ସ୍ଥିତି ଦେଇ ଗତି କରୁଛି।  ଡିସେମ୍ବର ମାସ ଇମ୍ରାନ ସରକାର ପାଇଁ ଶେଷ ମାସ ହେବାକୁ ଯାଉଛି। ପାକିସ୍ତାନର ପ୍ରାନ୍ତ...

Capture1
ପ୍ରିୟଙ୍କା ଚୋପ୍ରାଙ୍କୁ ମିଳିଲା ଏମିତି ଆନିଭର୍ସରି ଗିଫ୍ଟ

ମୁମ୍ବାଇ: ଇଣ୍ଟରନ୍ୟାସ୍‌ନାଲ୍ ଯୋଡ଼ି ପ୍ରିୟଙ୍କା ଓ ନିକ୍‌ ଜୋନାସଙ୍କ ବାହାଘରକୁ ବର୍ଷେ ପୂରିଯାଇଛି। ଗତ ବର୍ଷ ଡିସେମ୍ବର ୧ ଓ ୨ରେ ଦୁଇ ଦିନ ଧରି ଏ ଦୁହିଁଙ୍କର ବିବାହ ହୋଇଥିଲା। ଦୁହେଁ ଉଭୟ ଖ୍ରୀଷ୍ଟିୟାନ୍‌ ଓ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ଆଜିର ଦିନରେ ସେମାନଙ୍କର ହିନ୍ଦୁ...

Capture
କ୍ୟାମ୍ପସ ଡ୍ରାଇଭରେ ଚାକିରି: ମାସକୁ ଦରମା ୧,୫୩ କୋଟି

ବାରଣାସୀ: ରବିବାରଠୁ ଆଇଆଇଟି ବନାରସ ବିଶ୍ୱ ବିଦ୍ୟାଳୟରେ ୩ ଦିନିଆ କ୍ୟାମ୍ପସ ଡ୍ରାଇଭ ଆରମ୍ଭ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀର ମୋଟ୍ ୩୩ଟି କମ୍ପାନୀ ୧୮୮ଟି ପଦବୀକୁ ନେଇ ଆସିଛନ୍ତି ଏହି କ୍ୟାମ୍ପସ ଡ୍ରାଇଭକୁ। ଏହି ପଦବୀ ମଧ୍ୟରୁ ୪ଟି ପଦବୀ ଅନ୍ତର୍ଜାତୀୟ କମ୍ପାନୀର ରହିଛି। ଯାହାର...

OEA_2019__3_-(1)
‘ସେମାନେ ଖାଲି ଓଡ଼ିଶାର ଉତ୍କର୍ଷ ନୁହଁନ୍ତି,  ସାରା ବିଶ୍ୱର ଉତ୍କର୍ଷ’ 

ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ।ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ...

2112112
ବାହାଘର ଖର୍ଚ୍ଚ ନ ଫେରାଇବାରୁ ମହିଳାଙ୍କୁ ନିର୍ଯାତନା

ରାଉରକେଲା: ପ୍ରେମିକଙ୍କ ସହ ପଳାଇଯିବା ପରେ ମହିଳାଙ୍କୁ ପୂର୍ବତନ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଲକ୍ଷେ ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏ  ନେଇ ମହିଳା ଓ ତାଙ୍କ ପ୍ରେମିକ ରାଉରକେଲା ଏସ୍‌ପିଙ୍କ ପାଖରେ ଅଭିଯୋଗ...

bjp
୮୦ ଘଣ୍ଟା ପାଇଁ କାହଁକି ମୁଖ୍ୟମନ୍ତ୍ରୀ ହୋଇଥିଲେ ଫଡ୍‌ନାଭିସ୍ ? ରହସ୍ୟ ଖୋଲିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟରେ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହେବା ପଛର କାରଣ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ। ସେ କହିଛନ୍ତି, କେନ୍ଦ୍ର ମହାରାଷ୍ଟ୍ରକୁ ୪୦ ହଜାର କୋଟି ଟଙ୍କା ଦେଇଥିଲା। ହେଲେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର...

horse
ସକାଳ ହେଲେ ଘୋଡ଼ାର ବି ଲୋଡ଼ା ପଡ଼େ ଚା’

ନୂଆଦିଲ୍ଲୀ: ସକାଳୁ କାମ କରିବ, ତା ପୁଣି ବିନା ଚା’ରେ ! ଖୁବ୍‌ କଷ୍ଟ। କାରଣ ବିନା ଚା’ ରେ କାମ କରିବାକୁ ଇଚ୍ଛା ତ ହେବନି ବରଂ ବୋଝ ପାଲଟି ଯିବ ସେଇ କାମ।  କିଛି ଲୋକଙ୍କ ପାଇଁ ଚା’ ତ ଗୋଟେ ଟନିକ୍‌। ହେଲେ କାମ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।