• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

Untitled-1 copy
ଅନ୍ତର୍ଜାତୀୟ ବଜାରରେ କମୁଛି ସୁନାଦର, ହେଲେ ଭାରତରେ ...

ନୂଆଦିଲ୍ଲୀ: ନଭେମ୍ବରରେ ଆମେରିକା-ଚୀନ ମଧ୍ୟରେ କାରବାର ବାବଦ ସମ୍ଭାବ୍ୟ ବୁଝାମଣା ସୁନା କାରବାର ଉପରେ ବେଶ ପ୍ରଭାବ ପକାଇଛି। ଏଥିଯୋଗୁ ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ୩ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବରେ ଭାରତରେ ମଧ୍ୟ ସୁନା ଦରରେ ୧ ପ୍ରତିଶ୍ରତ ହ୍ରାସ ଦେଖିବାକୁ ମିଳିଛି। ମୂଲ୍ୟବୃଦ୍ଧିକୁ...

Untitled-1
ଭରସା ଦେଲେ ଗୃହମନ୍ତ୍ରୀ-ଖୁବ୍‌ ଶୀଘ୍ର ମାନ୍ଦାବସ୍ତାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ:ଦେଶର ଆର୍ଥିକ ସ୍ଥିତିକୁ ନେଇ ସମସ୍ତେ ଚିନ୍ତାରେ। କେନ୍ଦ୍ରରେ ସରକାର ମଧ୍ୟ ନାଚାର ହୋଇପଡ଼ିଛନ୍ତି। ବିରୋଧୀ ଦଳ କଟୁ ସମାଲୋଚନାକୁ ହଜମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ନେଇ ବ୍ୟସ୍ତ ନ ହୋଇ ସରକାରଙ୍କ ଉପରେ ଭରସା ରଖିବାକୁ ସମସ୍ତଙ୍କୁ ନିବେଦନ...

6_555_113019050835
IAS ‘ଇଣ୍ଟରଭ୍ୟୁ’ରେ ‘ରୁମାଲ୍‌’ର ଅର୍ଥ ଏମିତି ବୁଝାଇଲେ ପ୍ରାର୍ଥୀ..

ନୂଆଦିଲ୍ଲୀ:ପୁଅ ବା ଝିଅ ଆଇଏଏସ୍‌ ଅଫିସରଟିଏ ହେଉ-ଏମିତି ସ୍ୱପ୍ନ କେଉଁ ବାପା-ମା’ଙ୍କ ଆଖିରେ ନ ଥାଏ ? ହେଲେ ଆଇଏଏସ ପାଇବା ଏତେ ସହଜ ନୁହେଁ। ୟୁପିଏସ୍‌ସି ପରୀକ୍ଷା ଯେତିକି କଷ୍ଟ ତା’ଠାରୁ ବେଶି କଷ୍ଟ ‘ଇଣ୍ଟରଭ୍ୟୁ’ ପର୍ଯ୍ୟାୟ। ଏହି ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବେ, ଇଣ୍ଟରଭ୍ୟୁକୁ ...

121111111
ଗ୍ୟାଙ୍ଗଷ୍ଟାରକୁ ବାହା ହେବା ପାଇଁ ରାଜି ହେଲେ ମହିଳା ପୋଲିସ, ଆଉ ତା’ ପରେ...

ଭୋପାଲ: ଯେଉଁ କାମ ଖାକି ପୋଷାକ ପିନ୍ଧି ନକରିହେଲା ତାହା ପ୍ରେମର ପୋଷାକ ପିନ୍ଧି କରିବାରେ ସଫଳ ହୋଇଛି ପୁଲିସ। ଆଉ ଏହି ପ୍ରେମ କରି ଜଣେ ଗ୍ୟାଙ୍ଗଷ୍ଟରକୁ ଧରିବାରେ ସଫଳ ହୋଇଛନ୍ତି ଜଣେ ମହିଳା ପୁଲିସ କର୍ମଚାରୀ। ମଧ୍ୟପ୍ରଦେଶର ଛତ୍ରପୁୁର ଜିଲ୍ଲାର ୨୮ ବର୍ଷୀୟ ସବ ଇନ୍ସପେକ୍ଟର...

lekhashree
ସିଏଜି ରିପୋର୍ଟକୁ ନେଇ ବର୍ଷିଲେ ଲେଖାଶ୍ରୀ

ଭୁବନେଶ୍ୱର: ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।  କେନ୍ଦ୍ରରୁ ଆସୁଥିବା ପାଣ୍ଠିକୁ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ହେଲେ...

56789-750x430
ରଙ୍ଗଶାଳାକୁ ରକ୍ଷା କରି ପାରିଲେନି ଜିଲ୍ଲାପାଳ

ଭୁବନେଶ୍ୱର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ସହ ଜଡ଼ିତ ରଙ୍ଗଶାଳା ରକ୍ଷା ପାଇଁ ପ୍ରଶାସନର ଉଦ୍ୟମକୁ ଲାଗିଛି ଜୋରଦାର ଝଟ୍‌କା। ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ନ ଭାଙ୍ଗି ଜନହିତ କାର୍ଯ୍ୟରେ ଲଗାଇବାକୁ ଯାଜପୁର ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ଅନୁମତି ଲୋଡ଼ିଥିଲେ । ହେଲେ ଏହାକୁ ଅଗ୍ରାହ୍ୟ କରିଦେବା ସହ ରାଜସ୍ୱ...

modi
ବିଜେପି ସହ ମେଣ୍ଟ ପାଇଁ ରାଜି ଥିଲେ ପାଓ୍ୱାର, ହେଲେ ରଖିଥିଲେ ଏମିତି ସର୍ତ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ଏନ୍‌ସିପି ଚାହୁଁଥିଲା। ଏଥିପାଇଁ ବିଜେପି ସହ ମେଣ୍ଟ କରିବାକୁ ମଧ୍ୟ ଚାହୁଁଥିଲା। ଏପରିକି ଖୋଦ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ମୋଦିଙ୍କୁ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ହେଲେ ବିଜେପି ମେଣ୍ଟ କଲେ ଦୁଇଟି  ସର୍ତ୍ତ ପୂରଣ ପାଇଁ ଦାବି କରିଥିଲେ...

raja swain
ସାବଧାନ ! ଠକୁଛନ୍ତି ସୁନା ଦୋକାନୀ

ଭୁବନେଶ୍ୱର:ଧନ୍‌ତେରାସ ହେଉ ବା ଦଶହରା, ସୁନା କିଣିବାକୁ ଦୋକାନରେ ଭାରି ଭିଡ଼। ହେଲେ କେବେ ପଚାରିଛନ୍ତି, ଆପଣ କିଣୁଥିବା ଏହି ସୁନା ଖାଣ୍ଟି ତ ! ଯଦି ଜାଣି ନାହାନ୍ତି, ତେବେ ଶୁଣନ୍ତୁ ଏକ ସାଂଘାତିକ ତଥ୍ୟ। ଚଉଦ କ୍ୟାରେଟ ଦେଇ ବାଇଶ କ୍ୟାରେଟର ଦାମ୍ ନେଉଛନ୍ତି ସୁନା...

12211`111
ଆସ୍ଥା ଭୋଟରେ ପାସ୍‌ ହେଲେ ଉଦ୍ଧବ

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲା ମହା ବିକାଶ ଅଘାଡି। ଆସ୍ଥା ଭୋଟ ବେଳେ ୨୮୮ ବିଧାୟକଙ୍କ ମଧ୍ୟରୁ ବିଜେପିର ୧୦୫ ବିଧାୟକ କକ୍ଷ ତ୍ୟାଗ କରିଥିବା ବେଳେ ୪ ବିଧାୟକ ଗୃହରେ ଉପସ୍ଥିତ ଥାଇ ଭୋଟ ଦାନରୁ ବିରତ ଥିଲେ। ଉଦ୍ଧବ ସରକାରଙ୍କ ସପକ୍ଷରେ ୧୬୯ଟି...

11222
କୁକୁଡା ଚାଷ ପାଇଁ ଆନ୍ଧ୍ରରୁ ଆସିଲେ ଓଡ଼ିଶା

ବାଲେଶ୍ୱର:ଦେଶୀ କୁକୁଡ଼ା, ହେଲେ ରଙ୍ଗ ତାର କଳା। ନାଁ ତାର କଡକନାଥ କୁକୁଡା। କୁହାଯାଏ, ଏହାର ସ୍ୱାଦ ନିଆଁରା। ପୁଣି ହାଇବେଟିସ୍‌ ରୋଗୀଙ୍କ ପାଇଁ ବି ଏହା ବେଶ ଭଲ। ଏମିତି କୁକୁଡ଼ା ମିଳେ ବାଲେଶ୍ୱର ଜିଲ୍ଲାର କିରଣ କୁମାରଙ୍କ ଫାର୍ମରେ। କିରଣ ଜଣେ ଇଞ୍ଜିନିୟର।  ଘର ଆନ୍ଧ୍ରପ୍ରଦେଶର...

12112-a
ସ୍କୁଲ ପରିବେଶରେ ମ୍ୟୁଜିୟମର ଦୃଶ୍ୟ

ନୂଆପଡ଼ା:କାନ୍ଥର ଗୋଟିଏ ପଟରେ ଶୋଭା ପାଉଛି କୋମନା ଗଡର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରାର ନିଖୁର ଛବି। ଅନ୍ୟପଟେ କୋମନାର ଦର୍ଶନୀୟ ସ୍ଥାନ ତୂଳୀରେ ନେଇଛି ଜୀବନ୍ତ ରୂପ। ଚିତ୍ର ବି ଏଠି କହିଦିଏ ଲୋକଙ୍କ ଜୀବନଜୀବିକାର କାହାଣୀ। ଭାବୁଥିବେ ଏହା କୌଣସି ମ୍ୟୁଜିୟମର ଦୃଶ୍ୟ ବୋଧେ !...

qwertyu
ପୋଲ ତଳକୁ ଖସି ପଡ଼ିଲା ଭ୍ୟାନ୍‌-ଚାଲିଗଲା ୭ ଜୀବନ

ଔରଙ୍ଗାବାଦ୍:  ମହାରାଷ୍ଟ୍ରର ଧୁଲେ-ହାଇଦ୍ରାବାଦ୍‌ ହାଇୱେରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି।  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ହଠାତ୍‌ ଖସି ପଡ଼ିଥିଲା ପୋଲ ତଳକୁ। ହାଇୱେ କଡରେ ଥିବା ବିନ୍‌ଚୁର ଗାଁ ନିକଟରେ ଏହି ଦୁର୍ଘଟଣା...

rape...
ଗଣଦୁଷ୍କର୍ମ ପାଇଁ ନରପିଶାଚମାନେ କରିଥିଲେ ଏମିତି ପ୍ଲାନ୍‌

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣା ସାରା ଦେଶକୁ ଯେମିତି ସ୍ତବ୍ଧ କରିଦେଇଛି। ଏପରି ପୈଶାଚିକ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦେଶର କୋଣ ଅନକୋଣରୁ ଦାବି ଉଠିଛି।  ପୋଲିସ ମଧ୍ୟ ଧୀରେ ଧୀରେ ଏହି ରହସ୍ୟର ପର୍ଦ୍ଦାଫାଶ...

sabdhan
ଖବରକାଗଜରେ ବିଜ୍ଞାପନ ଦେଖି ଫସିଗଲେ ବ୍ୟକ୍ତି; ପୁଲିସ୍‌ ବି ଶୁଣିଲାନି

ବଲାଙ୍ଗିର: ବିଜ୍ଞାପନ ଦେଖି, ଋଣ କରିବା ଆଶାରେ ଠକେଇର ଶିକାର ହେଲେ ଯୁବକ। ଏଭଳି ଘଟଣା ଘଟିଛି ବଲାଙ୍ଗିର ମୁରୀବାହାଲ ବ୍ଳକ ଚଲକି ଗାଁରେ। ଗାଁର ନାଦିଆ ବାଗ ନାମକ ବ୍ୟକ୍ତି ଖବର କାଗଜରେ ଟାଟା ମନି ନାମକ ଏକ କମ୍ପାନୀର ବିଜ୍ଞାପନ ଦେଖି ଋଣ ପାଇଁ ଯୋଗାଯୋଗ...

facebook
ଆମ ଗାଁ ବୁଡ଼ିଯିବ ଏଥର ଆଉଛାଡ଼ିବୁନି; ପୋଲାଭରମ ଆନ୍ଦୋଳନ

ମାଲକାନଗିରି: ପୁଣି ତେଜିଲା ପୋଲାଭରମ ବିରୋଧୀ ଆନ୍ଦୋଳନ। ଏକାଠି ହେଲେ ଚାରିଟି ରାଜ୍ୟର ଲୋକେ ଓ ଜନପ୍ରତିନିଧି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଚିନ୍ତୁରରେ ଏହି ସଭାର ଆୟୋଜନ ହୋଇଥିଲା। ଗତ କିଛି ବର୍ଷ ଧରି ପୋଲାଭରମକୁ ନେଇ ଆନ୍ଦୋଳନ ଜୋର ଧରିଥିବାବେଳେ ଏବେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ...

supreme
ମହାରାଷ୍ଟ୍ର ମହାନାଟକର କିଛି ଘଣ୍ଟା ପାଇଁ ବିରତୀ; କାଲି ପୁଣି ଶୁଣାଣି

ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର କିଛି ଘଣ୍ଟା ପାଇଁ ବିରତି ଲଗାଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ୧୦ ବେଳେ  ଏହି ମାମଲାର ପୁଣିଥରେ ଶୁଣାଣି ହେବ।  ତେବେ ଆଜି ଏନେଇ ସୁପ୍ରିମକୋର୍ଟ୍‌ରେ ପକ୍ଷବିପକ୍ଷ ମଧ୍ୟରେ ଜୋର୍‌ଦାର୍‌ ତର୍କ ରଖାଯାଇଥିଲା। କଂଗ୍ରେସ ଶିବସେନା ଏନ୍‌ସିପି ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ କହୁଥିବା ବେଳେ...

Capture-1
ମୋଦି-ଶାହଙ୍କ ରାତି-ନୀତି: କେତେ ଥର ଦେଶକୁ କରିଛି ହଲ୍‌ଚଲ୍‌

ନୂଆଦିଲ୍ଲୀ:ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ବହୁଛି ଉଷ୍ମ ବାତାବରଣ। ତେବେ ସବୁଠାରୁ ବେଶି ଚମକାଇ ଦେଇଥିଲା ଗତ ୨୩ ତାରିଖ ସକାଳ ଘଟଣା। ଅଜିତ୍‌ ପାୱାରଙ୍କ ସମର୍ଥନ ନେଇ ବିଜେପି ସରକାର ଗଠନ କରିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିର ଦେବନ୍ଦ୍ର ଫଡ୍‌ନାବିସ୍‌। ଉପମୁଖ୍ୟମନ୍ତ୍ରୀ ଭାବେ...

11111
କାନ୍ଦିବିନି ବୋଲି ‘ଆଖି ଦେଲୁନି... କି.... ଲୁହ ଦେଲୁନି’

ଭୁବନେଶ୍ୱର: ଆଖିର ଜନ୍ମ କାନ୍ଦିବା ପାଇଁ। ହେଲେ କାନ୍ଦିବେନି ବୋଲି ତାଙ୍କୁ ଭଗବାନ ନା ଦେଲେ ଆଖି….ନା ଦେଲେ ଲୁହ….ତାଙ୍କ ଦରଦୀ କଣ୍ଠରୁ ଅଭିମାନ ଭରା ଏଇ ଗୀତ ପଦଟିଏ ଶୁଣିଲେ ପଥରରୁ ବି ନିଗିଡି ପଡିବ ପାଣି। କିନ୍ତୁ ଭଗବାନ ତରଳିଲେନି….। ଦୁନିଆକୁ ଦେଖିବାର ଭାଗ୍ୟ ତାଙ୍କଠାରୁ...

cricket
ଇଡେନ ଟେଷ୍ଟରେ ବାଂଲାଦେଶକୁ ହରାଇଲା ଭାରତ

କୋଲକାତା: ଇଡେନ ଟେଷ୍ଟରେ  ଭାରତ ବାଂଲାଦେଶକୁ ୪୬ ରନରେ ପରାସ୍ତ କରି ଇଡେନ ଟେଷ୍ଟକୁ ତିନି ଦିନରେ ଶେଷ କରିଛି। ଏଥିସହ ବିରାଟ ବାହିନୀ ପ୍ରଥମ ଦାବିରାତ୍ର ଟେଷ୍ଟରେ ବିଜୟୀ ହୋଇଛି। ଏହା ପୂର୍ବରୁ ଇନ୍ଦୋର ଟେଷ୍ଟରେ ଭାରତ ବାଂଲାଦେଶକୁ ୧୩୦ ରନରେ ପରାସ୍ତ କରି ବିଜୟୀ ହୋଇଥିଲା।...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।