ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଆଜି ଅୟୋଜିତ ହୋଇଛି ‘ଭାରତ ବଞ୍ଚାଅ ରାଲି’। ଦିଲ୍ଲୀ ରାମଲୀଳା ମଇଦାନରୁ ଆରମ୍ଭ ହୋଇଥିବା ଏହି ରାଲିରେ ମୋଦି ସରକାର ବିରୋଧରେ ବର୍ଷିଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା...
ନୂଆଦିଲ୍ଲୀ: IPhone ମହଙ୍ଗା , ଏକଥା ସମସ୍ତେ ଜାଣନ୍ତି । ହେଲେIPhone ର ଦାମ ୯୧ ଲକ୍ଷ ଟଙ୍କା ! ଏମିତି ଏକ IPhone ମାର୍କେଟକୁ ଆସିଛି ଯାହାର ଦାମ୍ ୯୧ ଲକ୍ଷ ଟଙ୍କା। କମ୍ପାନୀ ଏହି ଫୋନରେ ଅନେକ ସ୍ପେଶାଲ ଫିଚର ସବୁ ରଖିଛି ଯାହାକି ଅନ୍ୟ...
ନଏଡ଼ା: ଆର୍ଥିକ ଅନଟନର ପୁଣି ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଆର୍ଥିକ ସ୍ଥିତି ସହ ଲଢି ଲଢି ହ ରି ନ ପାରି ସ୍ୱାମୀ ମେଟ୍ରୋ ଟ୍ରେନ ସାମ୍ନାକୁ ଡେଇଁ ପଡ଼ିଲେ। ଏହି ଖବର ପାଇ ଭାଙ୍ଗି ପଡ଼ିଲେ ପତ୍ନୀ। ଦାରିଦ୍ର୍ୟଠାରୁ ବି ଅସହ୍ୟ ଥିଲା ସ୍ୱାମୀଙ୍କ...
ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ଭିତରୁ ଜଣେ। ଏପରିକି ସେ ଇଂଲଣ୍ଡର ରାଣୀ ଏଲିଜାବେଥ-୨ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇବାଙ୍କା ଟ୍ରମ୍ପ୍ଙ୍କଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ। ଦୁନିଆର ସବୁଠାରୁ ବେଶି ପ୍ରସାରିତ ପତ୍ରିକା ‘ଫୋର୍ବସ’ ରେ ପ୍ରକାଶ ପାଇଛି ଏହି...
ଲଣ୍ଡନ: ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ କନଜରଭେଟିଭ ଦଳକୁ ପୁଣିଥରେ ଜନାଦେଶ ମିଳିଛି। ବହୁମତ ମିଳିଥିବାରୁ କନଜରଭେଟିଭ ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ପ୍ରଥମ ଥର ପାଇଁ ବୋରିସ ଜନସନଙ୍କ ନେତୃତ୍ୱରେ କନଜରଭେଟିଭ ଦଳ ଏହି ବହୁମତ ପାଇଛି। ପୂର୍ବ ସାଧାରଣ ନିର୍ବାଚନରେ ଥେରେସା...
ବାଲେଶ୍ୱର:ଏବେ ପର୍ଯ୍ୟଟନର ଋତୁ। ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଭିଡ । ଆଉ ଏଇ ମୌକାରେ ଦଲାଲମାନେ ଖୋଲାଖୋଲି ଚଲାଇଛନ୍ତି ଦେହ ବେପାର। ବଙ୍ଗୀୟ ଲଳନାମାନଙ୍କୁ ଆଣି ହୋଟେଲ ଓ ଗେଷ୍ଟ ହାଉସମାନଙ୍କରେ ବେଫିକର ଭାବେ ଏହି କାରବାର କରୁଛନ୍ତି। ନା ଅଛି କାହାକୁ ଡର ନା ଭୟ। ଏମିତି ଦୃଶ୍ୟ...
ବେଜିଂ-ଚୀନରର ଦାଦୁକ୍ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି ଯାହାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ଏହାର ଏକ ଭିଡଓ ସୋଶାଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଛି। ଜଣେ ମହିଳା ତାଙ୍କ ପୁଅ ସହ ରାସ୍ତା ପାର୍ ହେଉଥିଲେ। ହଠାତ୍ ଏକ କାର ଆସି ତାଙ୍କ...
ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଦେଇଥିବା ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଛି। ଫଳରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବାଧ୍ୟ ହୋଇ ୧୨ଟା ଯାଏ ସଂସଦକୁ ମୁଲତବୀ କରିଥିଲେ। ପରେ ଅନିଶ୍ଚିତ...
ନୂଆଦିଲ୍ଲୀ:ସୁସ୍ଥ ରହିବାର ଟିପ୍ସ ଦେଲେ ଭାରତୀୟ ଜନତା ପାର୍ଟି ସାଂସଦ । ଔଷଧ ନୁହେଁ, ଭାଷା ବଦଳାଇଲେ ଭଲ ହୋଇଯିବ ରୋଗ। କଥାଟା ତ ନିଶ୍ଚୟ ଅବିଶ୍ୱସନୀୟ। ହେଲେ ଏକଥା ସଂସଦରେ କହିଛନ୍ତି ମଧ୍ୟପ୍ରଦେଶର ବିଜେପିର ସାଂସଦ ଗଣେଶ ସିଂ। ସେ କହିଛନ୍ତି, ଆଜିକାଲି ଡାଇବେଟିସ ଏବଂ କୋଲେଷ୍ଟ୍ରଲ...
କଟକ:ପାଖେଇ ଆସୁଛି ଡିସେମ୍ବର ୨୨। ବାରବାଟୀରେ ହେବ ଭାରତ-ୱେଷ୍ଟଇଣ୍ଡିଜ ଓ୍ୱାନ୍ ଡେ ମ୍ୟାଚ୍। ସେଥିପାଇଁ ପ୍ରସ୍ତୁତ ହେଉଛି ଷ୍ଟାଡିୟମ। ମରାମତି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପିଚ ଓ ଆଉଟ ଫିଲ୍ଡ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ସବୁଥର ଭଳି ଏଥର ବି ବାରବାଟୀ ପିଚ୍ ଉଭୟ ବ୍ୟାଟ୍ସମ୍ୟାନ ଓ...
ଜୟପୁର: ସେ ଦୁହେଁ ଅକ୍ଷମ କିନ୍ତୁ ସକ୍ଷମଙ୍କଠାରୁ କାହିଁ କେତେ ଗୁଣରେ ପାରଙ୍ଗମ। ଅନ୍ୟମାନଙ୍କ ପରି ସେମାନେ ବି ରୋଜଗାର କରୁଛନ୍ତି, ପରିବାରର ଦାୟିତ୍ୱ ସମ୍ଭାଳୁଛନ୍ତି । ତାଙ୍କ ପରିପୂର୍ଣ୍ଣ ପରିବାରରେ ଭରି ରହିଛି ସୁଖ, ଶାନ୍ତି ଓ ଭଲପାଇବା। ନିଜ ଅକ୍ଷମତା ପାଇଁ ସେମାନଙ୍କ ମନରେ ଅଭିଯୋଗ...
ନୂଆଦିଲ୍ଲୀ:ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାସ ହେବା ପରେ ବୁଧବାର ରାଜ୍ୟ ସଭାରେ ଆଗତ କରାଯାଇଛି। ଏହି ବିଲ୍କୁ ନେଇ ବିରୋଧାଭାବ ପ୍ରକାଶ ପାଉଥିବାବେଳେ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଉପରେ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ମୁସ୍ଲମାନମାନେ ଏଠିକାର ନାଗରିକ ଥିଲେ ଏବଂ ରହିବେ।...
ପିଆଜର ଦାମ ଏବେ ଆକାଶଛୁଆଁ। ବିନା ପିଆଜରେ ରୋଷେଇଘରର ସ୍ୱାଦ ଆଉ ପାଟିକୁ ରୁଚୁନି । କେତେ ଦିନ ଏମିତି ଚାଲିବ ? ତେଣୁ ବିନା ପିଆଜରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିନେଲେ ଅସୁବିଧା କ’ଣ। ବିନା ପିଆଜରେ କିପରି ପନିର ତରକାରୀ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା।...
ନୂଆଦିଲ୍ଲୀ: ଇଣ୍ଡିଆନ-ଆମେରିକାନ ଅର୍ଥନୀତିଜ୍ଞ ଅଭିଜିତ୍ ବିୟକ ବାନାର୍ଜୀ ଅର୍ଥନୀତି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ନୋବେଲ୍ ପୁରସ୍କାର ଗ୍ରହଣ କରିଛନ୍ତି। ସ୍ୱିଡେନରେ ଏହି ନୋବେଲ ପୁରସ୍କାର ଗ୍ରହଣ କରିବାବେଳେ ତାଙ୍କ ସହ ଥିଲା ତାଙ୍କର ପତ୍ନୀ ଏସ୍ଥର ଡଫ୍ଲୋ ଏବଂ ସହକର୍ମୀ ମାଇକେଲ କ୍ରେମର୍। ତିନିଜଣ “experimental approach...
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ବିଜେପିର ବିଜୟ ପରେ ସେ କରିଥିବା ଟ୍ୱିଟ୍ ବର୍ଷର ସବୁଠାରୁ ଅଧିକ ଲାଇକ୍ ପାଇଥିବା ଏବଂ ଅଧିକ ରିଟ୍ୱିଟ୍ ପାଇଥିବା ଟ୍ୱିଟ୍ର ମାନ୍ୟତା ପାଇଛି। ଟ୍ୱିଟର ୨୦୧୯ ମସିହାର ‘ଗୋଲ୍ଡେନ୍...
ଇସଲାମାବାଦ: ଲୋକସଭାରେ ପାରିତ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ। ଭାରତ ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପାଇଁ ଯେଉଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ପାକ ପ୍ରଧାନମନ୍ତ୍ରୀ...