• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

fire accident
କାରଖାନାରେ ନିଆଁ ଲାଗି ୩୪ ଶ୍ରମିକ ମୃତ

ନୂଆଦିଲ୍ଲୀ:ଦିଲ୍ଲୀ ଝାନ୍ସିରୋଡର ଅନାଜ୍‌ ମଣ୍ଡି ନିକଟରେ ଥିବା ଏକ କାରଖାନାରେ  ନିଆଁ ଲାଗି ଯାଇଛି। ଏଥିରେ ୩୪ ଶ୍ରମିକଙ୍କର ମୃତ୍ୟୃ ଘଟିଛି। ନିଆଁ ଭିତରେ ଆହୁରି ୧୦୦ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ମୁତାବକ, ରବିବାର ସକାଳୁ ସକାଳୁ କାରଖାନାରେ ନିଆଁ ଲାଗି ଯାଇଥିଲା।...

vigilance
ଜେଲ ଗଲେ ଲାଞ୍ଚୁଆ ଜେଇ

ରେଢ଼ାଖୋଲ: ଜେଲ ଗଲେ ଲାଞ୍ଚୁଆ ଜେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରେଢ଼ାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଶ୍ୟାମ ସାଗର ସୋଏଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଥିଲା । ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ସୋଏଙ୍କ ସୁନ୍ଦରଗଡ଼ ବାସଭବନ ସମେତ ୪ଟି ସ୍ଥାନରେ...

1497868319-9841
ପାଇକ ବିଦ୍ରୋହ ସ୍ମୃତିସ୍ଥଳ ଶିଳାନ୍ୟାସ କରିବେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳର ଶିଳାନ୍ୟାସ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୯ଟା ୫୦ରେ ସେ ବରୁଣେଇରେ ପହଞ୍ଚିବେ। ୧୦ଟା ୩୫ରେ ସହିଦ୍ ସ୍ମାରକୀର ଶିଳାନ୍ୟାସ କରିବା ପରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି...

Untitled-1
ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲେ।  ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିଲେ। ରାଜସ୍ୱ  ଓ ଶିକ୍ଷା ମନ୍ତ୍ରୀ ଭାବେ ୨ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ...

accident
ଟ୍ରକକୁ ପିଟିଲା ଟ୍ରାଭେଲର: ୩ ପର୍ଯ୍ୟଟକ ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶେରଗଡ଼ ନିକଟରେ ଏକ  ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି।  ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ବାଲିସାହିରୁ ୧୮ ଜଣ...

9b03e654-3f72-49c2-b253-b8f
ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ‘ସବୁଜ ବିପ୍ଳବୀ ସମ୍ମାନ’

ଭୁବନେଶ୍ୱର:‘ଗଛ ଲଗାଅ, ବିଶ୍ୱ ବଞ୍ଚା’ ଅଭିଯାନ, ବିଶ୍ୱ ଆମ ଘର, ତାକୁ କରିବା ସବୁଜ, ସ୍ୱଚ୍ଛ, ସୁନ୍ଦର, ସବୁଜ ବିଶ୍ୱ ପାଇଁ ଓଡ଼ିଆ ପୁଅର ରଣହୁଙ୍କାର ପରି ଅନ୍ତର୍ଜାତୀୟ ସ୍ତର କାର୍ଯ୍ୟକ୍ରମର ନେତୃତ୍ୱ ନେବା, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ଆମ ରାଜ୍ୟ,...

121457987654778
ପୁଣି ଦଳର ଦାୟିତ୍ୱ ନେଇ ପାରନ୍ତି ରାହୁଲ୍‌

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହଲ ଗାନ୍ଧି ଖୁବ୍‌ ଶୀଘ୍ର ଦଳର ଦାୟିତ୍ୱ ନେଇ ପାରନ୍ତି । ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପରେ ସେ ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି ବୋଲି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି। ଏବେ ଅନ୍ତରୀଣ ଅଧ୍ୟକ୍ଷ...

court
ଦୁଷ୍କର୍ମ ମାମଲାର ସମାଧାନ ପାଇଁ ସ୍ଥାପନ ହେବ ୧୦୨୩ ଫାଷ୍ଟଟ୍ରାକ୍‌ କୋର୍ଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଦୁଷ୍କର୍ମ ଓ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା। ଏହି ସବୁ ମାମଲାର ଶୀଘ୍ର ବିଚାର କରି ନ୍ୟାୟ ଦେବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଦେଶରେ ୧୦୨୩ଟି ଫାଷ୍ଟ୍ର ଟ୍ରାକ କୋର୍ଟ ସ୍ଥାପନ ହେବ ବୋଲି ଶୁକ୍ରବାର କେନ୍ଦ୍ର ମହିଳା ଓ...

Capture
ସାପର ଦାମ୍‌ ୩ କୋଟି !

ନୂଆଦିଲ୍ଲୀ:ସାପ, ପୁଣି ତା’ର ଦାମ୍‌ ୩ କୋଟି ଟଙ୍କା ! ଏମିତି ଦାମି ସାପ କେଉଁଠି ଦେଖିଛନ୍ତି ! ଏମିତି ଏକ ଦୁର୍ଲଭ ପ୍ରଜାତିର ସାପ ବିକ୍ରି ପାଇଁ ମୂଲଚାଲ କରି ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି। ଗିରଫ ବ୍ୟକ୍ତିଙ୍କ ନାମ ଜୟପ୍ରକାଶ ଶର୍ମା। ପୋଲିସ ତାଙ୍କ ଠାରୁ...

abhaya
ସୋମବାର ପୋଲିସ ଡିଜି ଭାବେ ଦାୟିତ୍ୱ ନେବେ ଅଭୟ

ଭୁବନେଶ୍ୱର:ଆସନ୍ତା ସୋମବାର ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ଅଭୟ। ୧୯୮୬ ବ୍ୟାଚର  IPS ଅଫିସର ଅଭୟ ନ୍ୟାସନାଲ ପୋଲିସ ଏକଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଏକାଡେମୀ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ପରେଡ୍ ମଧ୍ୟ...

122421431243543
ଚାକିରି ଦେବେ କହି ଯୁବତୀଙ୍କୁ ପାଇଖାନା ସଫା କରାଇଲେ

ଟିଟିଲାଗଡ଼:ଚାକିରି ଦେବା ନାଁରେ ଟିଟିଲାଗଡ଼ ଅଞ୍ଚଳର ଯୁବତୀଙ୍କୁ ସୁଦୂର ହାଇଦ୍ରାବାଦ ନେଇ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ସେଠାରେ ଅତ୍ୟଧିକ କାମ ଦିଆଯାଉଥିଲେ ମଧ୍ୟ ପାରିଶ୍ରମିକ ଦିଆଯାଉ ନ ଥିଲା। ଏପରିକି ପ୍ରତିବାଦ କଲେ ମାଡ଼ ମରାଯାଉଥିଲା। ଯୁବତୀମାନେ କୌଣସି ପ୍ରକାରେ ସେଠାରୁ ଖସି ଆସି...

11111
ଶବ ବ୍ୟବଚ୍ଛେଦର ଭିଡିଓ ଜିଲ୍ଲା ନ୍ୟାୟାଧୀଶଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ 

ହାଇଦ୍ରାବାଦ:ପୋଲିସ ଏନକାଉଣ୍ଟରରେ ମୃତ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମରେ ସଂପୃକ୍ତ ୪ ଅଭିଯୁକ୍ତଙ୍କ ମୃତଦେହକୁ ଆସନ୍ତା ୯ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ମାନବାଧିକାର ସଂଗଠନ ଏବଂ କିଛି ମହିଳା ସଂଗଠନ ପକ୍ଷରୁ ହୋଇଥିବା ଏକ ଆବେଦନକୁ...

ଯୂମହ
ଉନ୍ନାଓ ପୀଡିତାଙ୍କ ବାପା କହିଲେ-‘ହାଇଦ୍ରାବାଦ ଏନ୍‌କାଉଣ୍ଟର ପରି ଅପରାଧୀଙ୍କୁ ସଜା ମିଳୁ’

ଉନ୍ନାଓ:ମୃତ୍ୟୁ ସହ ଦୁଇ ଦିନ ସଂଘର୍ଷ କରିବା ପରେ ଶେଷରେ ଶୁକ୍ରବାର ରାତି ୧୧.୪୦ରେ ଆଖି ବୁଜିଲେ ଉନ୍ନାଓ ପୀଡିତା। ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଝିଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ଯନ୍ତ୍ରଣାରେ ଛଟ ପଟ ହେଉଥିବା ଝିଅର କାରୁଣ୍ୟ ଭରା...

Untitled-1
ଜିଓ ସିନେମାରେ ଦକ୍ଷିଣ ଭାରତୀୟ ଫିଲ୍ମ

ନୂଆଦିଲ୍ଲୀ: କୋଟି କୋଟି ଜିଓ ଉପଭୋକ୍ତା ତଥା ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେମୀଙ୍କ ପାଇଁ ଜିଓ ସିନେମା ଆଣିଛି ବିଶେଷ ସୁବିଧା। ସନ୍‌ଟିଭି ନେଟୱାର୍କର ଅନ୍‌ଲାଇନ୍‌ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ସନ୍‌ ନେକ୍ସଟ (Sun NXT) ସହଭାଗିତାରେ ଜିଓ ସିନେମା ଦେଶବ୍ୟାପି ଜିଓ ଉପଭୋକ୍ତାଙ୍କ ପାଇଁ ଶ୍ରେଷ୍ଠ ଦକ୍ଷିଣ...

jk
ଜମ୍ମୁ-କାଶ୍ମୀର ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର ଓ ସରକାରୀ ଚାକିରି

ଜମ୍ମୁ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ପରେ ଏବେ ସେଠାକାର ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଜମି ଓ ଚାକିରି କ୍ଷେତ୍ରରେ ସ୍ଥାୟୀ ଅଧିକାର ମିଳିବ। ବର୍ତ୍ତମାନ ନଯୁକ୍ତି ଅଭାବରୁ ଶିକ୍ଷତ ବେକାରୀଙ୍କ ସଂଖ୍ୟା ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଇଛି। ତେଣୁ ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଏ କ୍ଷେତ୍ରରେ...

meal
ସଂସଦ କ୍ୟାଣ୍ଟିନ୍‌ରେ ସାଂସଦଙ୍କୁ ଆଉ ମିଳିବନି ସବ୍‌ସିଡି ଯୁକ୍ତ ଖାଦ୍ୟ

ନୂଆଦିଲ୍ଲୀ: ଆଉ ସଂସଦର କ୍ୟାଣ୍ଟିନ୍‌ରେ ସାଂସଦଙ୍କୁ ମିଳିବନି ସବସିଡି ଯୁକ୍ତ ଖାଦ୍ୟ। ଆଜି ସମସ୍ତ ସାଂସଦ ମିଳିତ ଭାବେ ଏହି ସବସିଡି ଖାଦ୍ୟ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ସାଂସଦମାନେ ଏଣିକି କ୍ୟାଣ୍ଟିନ୍‌ରେ ଖାଦ୍ୟ ଖାଇଲେ ସବସିଡି ଗ୍ରହଣ କରିବେ ନାହିଁ । ମାର୍କେଟ...

mahila kamisana
‘ଦୁଷ୍କର୍ମକାରୀଙ୍କୁ ଦିଅ ପେଟେଣ୍ଟ୍ ମେଡ଼ିସିନ୍’ 

ଭୁବନେଶ୍ୱର: ଦୁଷ୍କର୍ମକାରୀଙ୍କୁ ଦିଅ ପେଟେଣ୍ଟ୍ ମେଡ଼ିସିନ୍ । କୋର୍ଟରେ ବିଚାର ବ୍ୟବସ୍ଥାରେ ଯାହା ହେବା କଥା ହେବ, କିନ୍ତୁ ଏଭଳି ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ପେଟେଣ୍ଟ୍ ମେଡିସିନ୍ ଦେବାକୁ ଆହ୍ୱାନ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା । ଭୁବନେଶ୍ୱର  ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।