• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

34433
ଆତ୍ମହତ୍ୟା କରିବା ପୂର୍ବରୁ ମସ୍ତିଷ୍କରେ ଆସିଥାଏ ଏମିତି ପରିବର୍ତ୍ତନ..

ନିକଟରେ ଗାଜିଆବାଦରେ ଘଟିଯାଇଥିବା ଦୁଃଖଦ ଘଟଣା ସ୍ତବ୍ଧ କରି ଦେଇଛି ସାରା ଦେଶକୁ। ୨ ସନ୍ତାନଙ୍କୁ ହତ୍ୟା କଲା ପରେ ପରିବାରର ୩ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏମିତି ଘଟଣା ଅବଶ୍ୟ ନୂଆ ନୁହେଁ। କାରଣ ଅନେକ ସମୟରେ ଦେଖାଯାଏ, ଅନେକ ଶିକ୍ଷିତ ବ୍ୟକ୍ତି ମାନସିକ ଚାପ ସହି...

pan-aadhaar-bccl
ପାନ୍‌-ଆଧାର କାର୍ଡ ନମ୍ବର ବଦଳାଇ ଲେଖିଲେ ଫାଇନ୍‌

ନୂଆଦିଲ୍ଲୀ: ଏଣିକି ପାନ୍ କାର୍ଡ ଜାଗାରେ ଆଧାର କାର୍ଡ କିମ୍ୱା ଆଧାର କାର୍ଡ ଜାଗାରେ ପାନ୍ ନମ୍ୱର ଭୁଲରେ ଲେଖିଲେ ଜୋରିମାନା ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ଆୟକର ବିଭାଗ ଏଭଳି ଭୁଲ୍ ପାଇଁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ...

IPS-safin-hassan-4
ବାପା-ମା’ଙ୍କ କଷ୍ଟ ଦେଇଥିଲା ପ୍ରେରଣା-ପ୍ରଥମ ଉଦ୍ୟମରେ ପାଇଲେ ଆଇପିଏସ୍‌

ଅହମଦାବାଦ: ନିଷ୍ଠାବାନ ମଣିଷଙ୍କ ପାଇଁ କୌଣସି ପଥ ଦୁଃସାଧ୍ୟ ନୁହେଁ। କୌଣସି କାମ ଅସାଧ୍ୟ ନୁହେଁ। ଏମାନେ ପାହାଡର ଅଙ୍କାବଙ୍କା ପଥୁରିଆ ରାସ୍ତାରେ ବି ଫୁଟାଇ ପାରିବେ ଫୁଲ। ଏମିତି ଜଣେ ନିଷ୍ଠାବାନ ଯୁବକ ହେଉଛନ୍ତି ସାଫିନ ହସନ। ଯୁବ ଆଇପିଏସ୍‌ ଅଫିସର। ଅନେକ ପ୍ରତିକୂଳ ପରିସ୍ଥିତିରେ ସମୟ...

bjp
ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ କର୍ମୀ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର : ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ସମଗ୍ର ରାଜ୍ୟରେ ଉଠିଛି ପ୍ରତିବାଦର ସ୍ୱର। ପ୍ରତିବାଦରେ ଆଜି ନବୀନ ନିବାସରେ ପଶିବାକୁ ଉଦ୍ୟମ କରିଛି ବିଜେପି ମହିଳା ମୋର୍ଚ୍ଚା । ଶତାଧିକ ସଂଖ୍ୟାରେ ମହିଳା ବିଭିନ୍ନ ଦିଗରୁ ନବୀନ ନିବାସ ଆଡ଼କୁ ମାଡ଼ି ଆସିବାରୁ ସେମାନଙ୍କୁ ଆୟତ୍ତ କରିବାକୁ...

34455
ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କଲେ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ପୁରୀ ଗଣ ଦୁଷ୍କର୍ମ ମାମଲାରେ ତାତି ଉଠିଛନ୍ତି ବିରୋଧୀ। ଛାତ୍ର କଂଗ୍ରେସ ପକ୍ଷରୁ ଘଟଣାର ଦୃଢ ପ୍ରତିବାଦ କରାଯାଇଛି। ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି...

jajpur
ମହିଳା ଶିଳ୍ପପତି ହୋଟେଲରେ ଅଟକ, ଉଦ୍ଧାର କରିପାରିନି ପୋଲିସ

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜଖପୁରା ମଇଥାନ ଇସ୍ପାତ କାରଖାନାରେ ତେଜିଛି ଶ୍ରମିକ ଅଶାନ୍ତି। ଦଶ ମାସର ଦରମା ଏବଂ ଦୁଇ ବର୍ଷର ଵୋନସ ଦାବିରେ  ଶ୍ରମିକ ଓ କର୍ମଚାରୀ ମହିଳା ଶିଳ୍ପପତି ରୀତା ସିଂଙ୍କୁ ଘେରାଉ କରିବା ସହ ହୋଟେଲ ସାମ୍ନାରେ ଧାରଣାରେ ବସିଛନ୍ତି।...

bhabanipatana
ସେକ୍ସ ରାକେଟ୍ ଠାବ: ୫ ଯୁବତୀ ଅଟକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସେକ୍ସ ରାକେଟ ଠାବ । ନାକଟିଗୁଡ଼ା ଛକରେ ଏକ ଘରେ ଏହି ସେକ୍ସ ରାକେଟକୁ ଠାବ କରିଛି ଟାଉନ୍ ଥାନା ପୋଲିସ।  ଏହି ଘରୁ ୫ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖିଛି । ୫ ଯୁବତୀଙ୍କ ମଧ୍ୟରୁ...

choudwar
ବୃଦ୍ଧଙ୍କୁ ହାଣି ଜଙ୍ଗଲରେ ଫିଙ୍ଗିଦେଲେ

ଚୌଦ୍ୱାର: ଅନ୍ଧବିଶ୍ୱାସର କୁପରିଣତି କେତେ ଭୟଙ୍କର ହୋଇପାରେ ! ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଚୌଦ୍ୱାର ମଙ୍ଗରାଜପୁର ବେରେଣା ଗାଁରେ। ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଶବକୁ ଗାଁ ନିକଟ ଜଙ୍ଗଲରେ ପକାଇ...

ice
ସିଆଚୀନରେ ହିମସ୍ଖଳନ: ୪ ଯବାନଙ୍କ ପତ୍ତା ମିଳୁନି

ଶ୍ରୀନଗର:ଉତ୍ତର କାଶ୍ମୀରର କେତେକ ଅଞ୍ଚଳରେ ପ୍ରବଳ ହିମସ୍ଖଳନ ହେଉଛି। ମଙ୍ଗଳବାର ବିଳମ୍ବିତ ରାତିରୁ ଏହି ହିମସ୍ଖଳନ ଚାଲୁ ରହିଛି। କୁପୱାଡା ଜିଲ୍ଲାର ସଟୀ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଯବାନ ନିଖୋଜ ଥିବା ଖବର ମିଳିଛି। କୁହାଯାଉଛି, କାଶ୍ମୀରର ଗୁରେଜ ଏବଂ କରନାହ ସେକ୍ଟରରେ ହୋଇଥିବା ବରଫ ତୁଫାନରେ...

ranu
ଗାଇଲା ବେଳେ ଗୀତ ଭୁଲିଗଲେ ରାନୁ, ଭିଡିଓ ଭାଇରାଲ

ମୁମ୍ବାଇ: କୋଲକାତାର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର୍‌ ପାଲଟି ଯାଇଥିବା ରାନୁ ମଣ୍ଡଳ ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ସେ ଭଲ କାରଣରୁ ଚର୍ଚ୍ଚାରେ ରହୁଛନ୍ତି ତ କେତେବେଳେ ଖରାପ କାରଣରୁ। ମେକ୍‌ଅପ୍‌ ପାଇଁ ଟ୍ରୋଲ୍‌ ହୋଇଥିବା ତଥା...

12211
ପୁଅ ହେଲାନି ବୋଲି ସ୍ତ୍ରୀ ଓ ୬ ଝିଅଙ୍କୁ ଘରୁ କାଢ଼ି ଦେଲା ସ୍ୱାମୀ

ବଣ୍ଡା: ପୁଅକୁ ଚାହିଁ ଚାହିଁ ୬ଟି ଝିଅ ଜନ୍ମ ଦେବାରୁ ଉଭୟ ମା’ ଏବଂ ୬ ଝିଅକୁ ଘରୁ ବାହାର କରିଦେଇଛି ସ୍ୱାମୀ। ଉତ୍ତର ପ୍ରଦେଶ ବଣ୍ଡା ଜିଲ୍ଲାର କୋରହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଉଭୟ ସ୍ୱାମୀ ଏବଂ ଦେଢଶୂର ତାଙ୍କୁ ନିର୍ଯାତନା ଦେଇଛନ୍ତି ବୋଲି...

c-11111
ସମୁଦ୍ର କୂଳରେ ଭାସୁଥିଲା ସୁଟ୍‌କେଶ, ଖୋଲିଲାରୁ ମିଳିଲା ଏମିତି ଜିନିଷ

ମୁମ୍ବାଇ: ସମୁଦ୍ର କୂଳରେ ଭାସୁଥିବା ଏକ ସୁଟେକେସ୍‌କୁ ଆଜି ପୁଲିସ୍‌ ଜବତ କରିଛି। ତେବେ ଏହାକୁ ଖୋଲିବା ପରେ ପୁଲିସ୍‌ ସମେତ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। କାରଣ ଏହି ସୁଟକେସ୍‌ ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶକୁ ଠାବ ହୋଇଛି। ମହିମରେ ଥିବା...

hdb
ଝିଅ ପାଇଁ ଫଳ କାଟି ରଖିଥିଲି...ହେଲେ ଝିଅ ଆଉ ଫେରିଲାନି...

ହାଇଦ୍ରାବାଦ: “ମୁଁ ତା’ ପାଇଁ ଫଳ କାଟି ରଖିଥିଲି। ଆଶା କରିଥିଲି ମୋ ଝିଅ ଆସିଲେ ଖାଇବ। ହେଲେ ଏବେ ସବୁ କିଛି ସରି ଯାଇଛି।” ଏମିତି କୋହ ଭରା କଣ୍ଠରେ ନିଜର ବ୍ୟଥା ବୟାନ କରିଛନ୍ତି ହାଇଦ୍ରାବାଦରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୨୬ ବର୍ଷୀୟ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।