• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

23232323
ନବୀନ ବାବୁଙ୍କ ମୁଣ୍ଡକୁ ଏମିତି ଭକ୍ତିଭାବ କେମିତି ଆସିଲା ? ପଚାରିଲେ ଗଜପତି

ପୁରୀ:ପୁରୀରେ ଚାଲିଥିବା ଉନ୍ନତୀକରଣ ଯୋଜନାକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି  ଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ସବୁକିଛି ଚାଲିଛି ବୋଲି କହିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦଶମ ବାର୍ଷିକ ଉତ୍ସବ...

jitendrasingh
ଭାରତ ଦଖଲକୁ କେବେ ଆସିବ ପିଓକେ-ଉତ୍ତର ରଖିଲେ ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ:ଭାରତ ଦଖଲକୁ କେବେ ଆସିବ ପିଓକେ ? ଏହାର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜେନ୍ଦ୍ର ସିଂହ। ସେ କହିଛନ୍ତି, ବାଲାକୋଟ ଏବଂ ଉରୀ ଘଟଣା ପରେ ମୋଦି ସରକାର ଏଇ ସନ୍ଦେଶ ଦେଇଛନ୍ତି ଯେ, ଏହି ସରାକର ଦେଶ ପାଇଁ ଗମ୍ଭୀର ଭାବେ ଚିନ୍ତା କରେ। ଏ ସରକାର...

1222121
ଆନ୍ଦୋଳନ ଯୋଗୁଁ ବାତିଲ ହେଲା ଏହିସବୁ ସବୁ ଟ୍ରେନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ପୂର୍ବ, ଉତ୍ତର-ପୂର୍ବ ଭାରତରେ ଆନ୍ଦୋଳନ ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଗୁଆହାଟୀ, ହାଓଡ଼ା ଓ ଚେନ୍ନାଇ ରୁଟ୍‌ରେ ବହୁ ଟ୍ରେନ୍ ବାତିଲ ହୋଇଛି। ଆଜିର ୫ଟି ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୧୨ଟି ଟ୍ରେନ୍ ଆଂଶିକ ଭାବେ...

help
ଖାଇବାକୁ ନ ଥିଲା, ଏମିତି ଉପାୟ ଆପଣେଇ ବନିଗଲେ ଲକ୍ଷପତି....

ନୂଆଦିଲ୍ଲୀ: ଦିନେ ତାଙ୍କ ପାଖରେ ଥିଲା ସବୁକିଛି। ଚାକିରି, ପଇସା। ନିଜ ପାଇଁ ଖାଦ୍ୟ, ପୋଷାକ ଯୋଗାଡ କରିବାରେ ତାଙ୍କର କିଛି ସମସ୍ୟା ନ ଥିଲା। ହେଲେ ଦିନେ ସମୟର ଚକ ଘୂରିଗଲା। ଭାଗ୍ୟ ତାଙ୍କଠାରୁ ସବୁକିଛି ଲୁଟିନେଲା। ନା ପେଟ ପାଇଁ ଦୁଇମୁଠା ଖାଦ୍ୟ ଯୋଗଡ଼ କରିପାରିଲେ...

Supreme-Court
ହିଂସା ବନ୍ଦ କର, ତା’ ପରେ ଶୁଣାଣି-ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର ପୂର୍ବ,ପଶ୍ଚିମବଙ୍ଗ, ଦିଲ୍ଲୀ ପରେ ଏବେ ଉତ୍ତର ପ୍ରଦେଶରେ ହିଂସା ଦେଖିବାକୁ ମିଳିଛି। ଦିଲ୍ଲୀ ଜାମିଆ ଇଲମିଆ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ସିଏଏକୁ ନେଇ ଛାତ୍ରଛାତ୍ରୀ ହିଂସା ପ୍ରଦର୍ଶନ କରିଛନ୍ତି। ଏ ନେଇ ତତ୍କାଳ ଶୁଣାଣୀ...

3233232
ବେଆଇନ ଭାବେ ଭାରତରେ ଥିବା ନିଜ ଦେଶ ନାଗରିକଙ୍କୁ ଫେରାଇ ନେବ ବାଂଲାଦେଶ

ଢାକା: ଭାରତରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସ୍ୱଦେଶ ଫେରାଇ ନେବ ବାଂଲାଦେଶ। ବାଂଲାଦେଶ ସରକାର ଏ ନେଇ ଇଚ୍ଛା ପ୍ରକାଶ କରିଛନ୍ତି । ଭାରତ ସରକାରଙ୍କୁ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ତାଲି ମଧ୍ୟ ମାଗିଛନ୍ତି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ କହିଛନ୍ତି, ଯଦି ଭାରତ ସରକାର ବାଂଲାଦେଶ...

riya
ଜୋତା ନ ଥିଲା, ଟେପ୍‌ ବାନ୍ଧି ଦୌଡ଼ିଲେ କୁନି ଆଥ୍‌ଲେଟ, ଆଉ ପାଇଲେ ଏମିତି ସଫଳତା

ନୂଆଦିଲ୍ଲୀ:ଦାରିଦ୍ର୍ୟ ମଣିଷକୁ ପ୍ରତକୂଳ ପରିସ୍ଥିତି ସହ ସଂଘର୍ଷ କରିବାକୁ ପ୍ରେରଣା ଦିଏ। ଆଉ ଯିଏ ସଂଘର୍ଷ କରେ ସେ ହିଁ ସଫଳତା ପାଏ। ହେଲେ ସେଥିପାଇଁ କେବଳ ଆବଶ୍ୟକ ଦୃଢମନ ଆଉ ନିଷ୍ଠା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଫିଲିପାଇନ୍ସର ୧୧ବର୍ଷର ଏଇ କୁନି ଝିଅ। ନାଁ ତାର...

12222
୧୨ ବର୍ଷର ପୁଅ ବଞ୍ଚାଇଲା ବାପାଙ୍କ ଜୀବନ, ପାଇଲା ଫେସ୍‌ବୁକ୍‌ ଆୱାର୍ଡ

ନୂଆଦିଲ୍ଲୀ: ୧୨ ବର୍ଷର ଛୋଟ ପିଲାଟିଏ। ପାଇଛି ଚଳିତବର୍ଷର ଫେସ୍‌ବୁକ୍‌ ଆୱାର୍ଡ। ଛୋଟ ପିଲାଟି ଏକ ଭିଡ଼ିଓ ଗେମ୍‌ ତିଆରି କରିଛି। ଖାଲି ତିଆରି କରିନି, ଏହାକୁ ତିଆରି କରି ତା ବାପାଙ୍କ ଜୀବନ ବି ବଞ୍ଚାଇଛି। ପିଲାଟିର ନାମ ବ୍ଲ୍ୟୁକ ଏବଂ ସେ କାନାଡାର ବାସିନ୍ଦା। ଚଳିତବର୍ଷ...

tea-1
ଚା’ ଦିବସର ଚିନ୍ତନ-‘ଲଭ ଟୁ ସର୍ଭ’

ବିଛଣାରେ ଅଳସ ଭାଙ୍ଗୁଭାଙ୍ଗୁ ମୋବାଇଲ ଅନ୍‌ କଲେ ମିସେସ ମିଶ୍ର। ସକାଳୁ ସକାଳୁ International Tea Day ପାଇଁ ଅନେକ ବାର୍ତ୍ତା । ଓହୋ ! କେତେ ଡେରି ହୋଇଗଲା ସତେ ! ସମସ୍ତେ message post କରିସାରିଲେଣି। ବ୍ୟସ୍ତ ହୋଇପଡ଼ିଲେ ମିସେସ୍‌ ମିଶ୍ର। ଚା’କପ୍‌ର Photo ଟିଏ...

miss world-2
‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ନୂଆଦିଲ୍ଲୀ: ଭାରତୀୟ ମୂଳ ତଥା ଜମାଇକାରେ ରହୁଥିବା ଟୋନି ଏନ୍‌ ସିଂହ ହେଲେ ମିସ୍ ୱାର୍ଲଡ-୨୦୧୯। ଲଣ୍ଡନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଟୋନିଙ୍କୁ ମିସ୍‌ ୱାର୍ଲଡ ମୁକୁଟ ପିନ୍ଧାଇଥିଲେ ୨୦୧୮ ମିସ୍‌ ୱାର୍ଲଡ ବିଜେତା ଭନେସା ପୋନ୍‌ସ। ପ୍ରତିଯୋଗିତାରେ ୧୨୦ଟି ଦେଶର ସୁନ୍ଦରୀ ଭାଗ ନେଇଥିଲେ। ଟୋନି...

mallikarjun
ଭାଗ୍ୟ ବଦଳାଇଲା ପିଆଜ; ଋଣଗ୍ରସ୍ତ ଚାଷୀ ଏବେ କୋଟିପତି

ନୂଆଦିଲ୍ଲୀ:ପିଆଜର ଦର ଦିନକୁ ଦିନ ବଢିଚାଲିଛି। ଆଉ ଏଇ ବର୍ଦ୍ଧିତ ଦରକୁ ଦେଖି ଗ୍ରାହକ କାନ୍ଦୁଛନ୍ତି। ହେଲେ ଏଇ ପିଆଜ ପାଇଁ ଆଜି କର୍ଣ୍ଣାଟକର ଜଣେ ଚାଷୀ ହୋଇଯାଇଛନ୍ତି କୋଟିପତି। ସେ ହେଉଛନ୍ତି ଚିତ୍ରଦୁର୍ଗ ଜିଲ୍ଲାର ଡୋଡ୍ଡାସିଦ୍ଧାବନହଲ୍ଲୀ ନିବାସୀ ମଲ୍ଲିକାର୍ଜ୍ଜୁନ। ପିଆଜ ପାଇଁ ଆଜି ମଲ୍ଲିକାର୍ଜ୍ଜୁନଙ୍କ ଭାଗ୍ୟ ବଦଳି...

download
କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ନୂଆଦିଲ୍ଲୀ:ରିଲାଏନ୍ସ ଜିଓ ଫାଇବର କନେକ୍ସନରେ ମିଳୁଥିବା ଇଣ୍ଟରନେଟ ସ୍ପିଡ୍‌ ଏବେ କମିଯାଇଛି। ଏ ନେଇ ଜିଓ ୟୁଜର୍ସମାନେ ଟ୍ୱିଟରରେ ଲେଖିଛନ୍ତି, ଜିଓ ଫାଇବର କନେକ୍ସନ ସହ ମିଳିବାକୁ ଥିବା ଅପ୍‌ଲୋଡ ସ୍ପିଡ୍‌ ଅରିଜିନାଲ ସ୍ପିଡ୍‌ ତୁଳନାରେ ୧୦ ପ୍ରତିଶତ କମି ଯାଇଛି। ଅର୍ଥାତ୍‌ 100Mbps ସ୍ପିଡ୍‌ର ପ୍ଲାନ ନେଇଥିବା...

Untitled-1
ଦୁନିଆର ଦାମୀ ଚା’, ରେଟ୍‌ ଶୁଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ: ସକାଳୁ ସକାଳୁ ଚା’ କପ୍‌ର ବାସ୍ନା ଯେମିତି ସାରା ଦିନକୁ ସତେଜ କରିଦିଏ। ଚା’ ପ୍ରେମୀମାନଙ୍କ ଧାରଣା,  ଭଲ ଚା’ କପ୍‌ରେ ଯଦି ସକାଳର ଆରମ୍ଭ ହୁଏ ତେବେ ଦିନଟି ବେଶ ଭଲରେ କଟିବ । ଖାଲି ସକାଳେ ଚା’ କପ୍ ଖୋଜା ପଡେନି। ଘରକୁ କେହି...

Modi-Atal-Ghat-960x540
ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

କାନପୁର: ଉତ୍ତରପ୍ରଦେଶ କାନପୁରଠାରେ ଗଙ୍ଗା ନଦୀ କୂଳରେ ପାହାଚ ଚଢ଼ିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝୁଣ୍ଟି ପଡ଼ିଛନ୍ତି। ଏହାର କିଛି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି କ୍ଲିପ୍‌ରେ ସ୍ପଷ୍ଟ ଜଣାପଡ଼ୁଛି ମୋଦି ସାଧାରଣ ଭାବେ ପାହାଚ ଚଢ଼ୁଛନ୍ତି। କିନ୍ତୁ ଶେଷ ପାହାଚରେ ସେ ଝୁଣ୍ଟି...

rahul-1111
ରାହୁଲ୍‌ଙ୍କ ‘ମୋ ନାଁ ରାହୁଲ ସବରକର ନୁହେଁ’ ମନ୍ତବ୍ୟକୁ ନେଇ ବର୍ଷିଲା ବିଜେପି

ନୂଆଦଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ଆଜି ରାହୁଲ ଗାନ୍ଧି ବିଜେପି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ତାଙ୍କର ’ରେପ ଇନ ଇଣ୍ଡିଆ’ ବୟାନକୁ ନେଇ ବିଜେପି କ୍ଷମାପ୍ରାର୍ଥନା ଦାବି କରିଥିଲାବେଳେ ଆଜି ରାହୁଲ୍ କହିଥିଲେ ‘ମୁଁ ରାହୁଲ ସବରକର ନୁହେଁ, ରାହୁଲ୍‌ ଗାନ୍ଧୀ।...

Nirmala-Sitharam
ଫେବୃଆରୀ ୧ରେ ବଜେଟ, ଛୁଟିଦିନ ହେଲେ ବି ଖୋଲା ରହିବ ସଂସଦ

ନୂଆଦିଲ୍ଲୀ: ଦ୍ୱିତୀୟ ଥର କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ମୋଦି ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସନ୍ତା ଫେବୃଆରୀ ୧ରେ ଉପସ୍ଥାପନ କରିବେ। ଫେବୃଆରୀ ୧ ଶନିବାର ପଡ଼ୁଥିଲେ ହେଁ ସେଦିନ ସଂସଦ ଖୋଲା ଯିବ ଓ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ।  ସେହିପରି...

23232332
ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟ ଗଲେ ଓୱେସୀ

ନୂଆଦିଲ୍ଲୀ: ଅଣମୁସଲିମମାନଙ୍କୁ ଭାରତର ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆପଣାଇଥିବା ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ସାଂସଦ ଅସାଦୁଦ୍ଦିନ ଓୱେସୀ। ସିଏଏ ସମ୍ବିଧାନର ବିରୋଧାଚରଣ କରୁଥିବା ବେଳେ ଧର୍ମକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯାଇଛି। ମୁସଲିମମାନଙ୍କୁ ରାଷ୍ଟ୍ରହୀନ କରିବା...

ଚଟ୍‌ନୀ ଆଳୁ ଚାର୍ଟ
ବିନା ପିଆଜରେ ଷ୍ଟ୍ରିଟ୍‌ ଫୁଡ୍‌-ଚଟ୍‌ନୀ ଆଳୁ ଚାର୍ଟ | Chutney Aloo Chat Without Onion

ଭୁବନେଶ୍ୱର: ପିଆଜ ଦର ହୁ ହୁ ହୋଇ ବଢୁଛି। ତେଣୁ ରୋଷେଇ ଘରର ମହକ ବଢାଇବାକୁ ହେଲେ ଆମକୁ ବିନା ପିଆଜରେ ହିଁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ। ଆଜି ବିନା ପିଆଜର ଏକ Recipe ବିଷୟରେ କହିବୁ। Street Food କାହାକୁ ବା ଭଲ ଲଗେନି...

aniseed-500x500
ଓଜନ କମାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏସବୁ ଟିପ୍ସ

ଭୁବନେଶ୍ୱର: ଶରୀରର ଫିଟ୍‌ନେସ ପାଇଁ ସମସ୍ତେ ଚିନ୍ତିତ। ବିଶେଷକରି ମୋଟା ହୋଇଗଲେ, ଓଜନ ବଢଗଲେ.. କଥା ସରିଲା।  ଆଖିରୁ ନିଦ ହଜିଯାଏ। ତେବେ ମୋଟା ହେଉଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର। ଘରୋଇ ଉପାୟରେ ଆପଣ ମୋଟାପା କମାଇପାରିବେ। ସାଧାରଣତଃ ଖାଇ ସାରିବା ପରେ ସମସ୍ତେ ପାନମଧୁରୀ ଖାଇବାକୁ ଭଲ ପା’ନ୍ତି। ଏହା ପାଟିକୁ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ  ।ଖାଲି ସ୍ୱାଦିଷ୍ଟ ନୁହେଁ, ଏହା ଖାଦ୍ୟ ହଜମ କରିବାରେ ବି ସାହାଯ୍ୟ କରିଥାଏ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।