ହାଇଦ୍ରାବାଦ୍: ଚୀନର ବୁହାନ ସହରରୁ ସଂକ୍ରମିତ ହେଉଥିବା କରୋନା ଭାଇରସ କ୍ରମଶଃ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। କରୋନା ଭୂତାଣୁର ଭୟ ଛାଇ ଯାଇଛି ସବୁଆଡେ। ସାମାନ୍ୟ ଥଣ୍ଡା ହେଲେ ବି ଲୋକେ ଡରି ଯାଉଛନ୍ତି। ମଙ୍ଗଳବାର ଆନ୍ଧ୍ର ପ୍ରଦେଶର ଜଣେ ବ୍ୟକ୍ତି କରୋନା ଭୟରେ ଆତ୍ମହତ୍ୟା କରିଥିବା...
ଭୁବନେଶ୍ୱର: ଭୁବନେଶ୍ୱରରେ ଗୁରୁତର ହେଉଛି ଟ୍ରାଫିକ୍ ସମସ୍ୟା । ଟ୍ରଫିକ ସମସ୍ୟାରୁ ଆମ୍ବୁଲାନ୍ସ ବି ବାଦ ପଡ଼ୁନି। ଆଜି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଜାମ୍ରେ ଆମ୍ବୁଲାନ୍ସ ଫଶି ଯାଇଥିବାରୁ ଜଣେ ୫ ବର୍ଷ ଶିଶୁପୁତ୍ରର ଜୀବନ ଯାଇଛି। ମିଳିଥିବା ସୂଚନା ଅନୁସାରେ, ଜଣେ ପାଞ୍ଚ ବର୍ଷର ଶିଶୁର ପ୍ରବଳ...
ନୂଆଦିଲ୍ଲୀ: ଶାହୀନ ବାଗରେ ବିଜେପିକୁ ଲାଗିଛି ଝଟକା । ପ୍ରାଥମିକ ଭୋଟ ଗଣତି ବେଳେ ବିଜେପି ଶାହୀନ ବାଗ ଅଞ୍ଚଳ ପଡ଼ୁଥିବା ଓଖଲା ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ଲିଡ୍ ହାସଲ କରିଥିଲା। ହେଲେ ଭୋଟ ଗଣତି ଆଗକୁ ବଢ଼ିବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଥିଲା। ୨୦୧୫ରେ...
ନୂଆଦିଲ୍ଲୀ: ସ୍ପଷ୍ଟ ହୋଇଗଲାଣି ଦିଲ୍ଲୀ ଭବିଷ୍ୟତ। ଦିଲ୍ଲୀ ସିଂହାସନରେ ଆମ ଆଦ୍ମୀ ପାର୍ଟି(ଆପ) ବସିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଧୀରେଧୀରେ ଫଳାଫଳ ସ୍ପଷ୍ଟ ହେଉଥିବାରୁ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶାନ୍ତ କିଶୋର ନିକଟରେ ସିଏଏ ଓ ଏନଆରସି ବିରୋଧରେ...
ମୁମ୍ବାଇ: ପାଖେଇ ଆସୁଛି ‘ବିଗ୍ବସ୍’ ସିଜିନ୍ ୧୩ ଗ୍ରାଣ୍ଡ ଫିନାଲେ । ଏବେ ଫିନାଲେ ୱିକ୍ରେ ଚାଲିଛି ଜୋରାଦାର ପ୍ରସ୍ତୁତି। ୧୫ରେ ହେବ ଗ୍ରାଣ୍ଡ ଫିନାଲେ । ଫିନାଲେ ୱିକ୍ରେ ଟପ୍ ୭ ଲଢ଼ିବେ ବୋଲି ଜଣାପଡ଼ିଛି। କାରଣ ଏହି ‘ୱିକେଣ୍ଡ କା ବାର୍’ରେ ମସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା...
ଚିତ୍ରକୋଣ୍ଡା: ମନ୍ତ୍ରୀ ପଢାଇଲେ ପାଠ। କ୍ଲାସ ରୁମ୍ରେ ପିଲାଙ୍କୁ ଗଣିତ ଓ ଅଙ୍କ ପଢାଇଲେ। ସେତିକି ନୁହେଁ, ପିଲାଙ୍କ ସହ ବଶି ମଧ୍ୟାହ୍ନ ଭୋଜନ କଲେ ଆଉ ଫଟୋ ଓ ଭିଡିଓ ସୁଟ୍ ମଧ୍ୟ କଲେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ। ଜନଜାତି...
ଭୁବନେଶ୍ୱର: ଲୋକାର୍ପିତ ହୋଇଛି ପୂର୍ବତନ ପୋଲିସ ଡିଜି ତଥା ବିଶିଷ୍ଠ କଥାକାର ବିପିନ ବିହାରୀ ମିଶ୍ରଙ୍କ ଓଡିଆ ଉପନ୍ୟାସ ‘ଗାଁ ର ନାଁ ସୁଜନପୁର‘ ପୁସ୍ତକର ଇଂରାଜୀ ଅନୁବାଦ-ଏ ଭିଲେଜ ନେମ୍ଡ ସୁଜନପୁର। ୧୬ ଟି ଗଳ୍ପକୁ ନେଇ ଏହି ଉପନ୍ୟାସକୁ ଇଂରାଜୀରେ ଅନୁବାଦ କରିଛନ୍ତି ପ୍ରଫେସର ବସନ୍ତ...
ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ଭୋଟ ଗଣତି ଚାଲିଛି । ଆଉ କିଛି ସମୟ ପରେ ମିଳିଯିବ ଚୂଡ଼ାନ୍ତ ଫଳାଫଳ । ଗଣା ସରି ନ ଥିଲେ ବି ସବୁ ସିଟ୍ର ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇ ଆସିଲାଣି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନର ଅଧିକାଂଶ...
ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନସୁଦ୍ଧା ଯାହା ଜଣାପଡ଼ିଛି, କ୍ଷମତା ଦଖଲ ଅଭିମୁଖେ ଆଗେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଗଣତି ମଧ୍ୟରେ ସମସ୍ତଙ୍କ ନଜର ଦିଲ୍ଲୀ ଆସନ ଉପରେ ରହିଛି।...
ୱାଶିଂଟନ୍:ୟୁରୋପିଆନ ସ୍ପେଶ୍ ଏଜେନ୍ସି (ESA) ଏବଂ ଆମେରିକା ସ୍ପେଶ୍ ଏଜେନ୍ସି (NASA)ର ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ ତାର ଐତିହାସିକ ଯାତ୍ରା ଆରମ୍ଭ କରିଛି । ସୋମବାର ଏହି ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ ଅନ୍ତରୀକ୍ଷରେ ପ୍ରବେଶ କରିଛି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଅତି ନିକଟରୁ ସୂର୍ଯ୍ୟ ଓ ଏହାର...
କୋରାପୁଟ: ଜମିଜମା ମାମଲାରେ ଗୋଟିଏ ପକ୍ଷକୁ ସମର୍ଥନ କରି ଅନ୍ୟ ପକ୍ଷର ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଛନ୍ତି ଏସ୍ଡିପିଓ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ହିମରିପୁର ଗାଁରେ। ପୋଲିସ ବାବୁ ଥାନାକୁ ନେଇ ପିଠି, ଗାଲ ଓ କାନ୍ଧକୁ ପ୍ରବଳ ପିଟିଛନ୍ତି ବୋଲି ଅଭିଯୋଗ କରିଛନ୍ତି...
ଭୁବନେଶ୍ୱର: ଓଡ଼ିଶାର ବଢି ଚାଲିଛି ବଜ୍ର ବିପତ୍ତି। ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଏକ ସର୍ଭେରୁ ଜଣାଯାଇଛି, ୨୦୧୯ରେ ସର୍ବାଧିକ ବଜ୍ରପାତ ଓଡ଼ିଶାରେ ହୋଇଛି । ଗତବର୍ଷ ଓଡ଼ିଶାରେ ପ୍ରାୟ ୧୨ଲକ୍ଷ ଥର ବଜ୍ରପାତ ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା।...