• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

21_01_2019-13hts_court_symble_18874980
ଖାକି ବର୍ଦ୍ଦି ତଳେ ହତ୍ୟାକାରୀ ଲୁଚିଥିଲେ ୧୯ ବର୍ଷ

ବରେଲି: ହତ୍ୟାକାଣ୍ଡ ପରି ଜଘନ୍ୟ ଅପରାଧରୁ ବର୍ତ୍ତିବା ଏତେ ସହଜ ନୁହେଁ। ଯେଉଁଠି ଲୁଚିଲେ ବି ପୋଲିସ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ହେଲେ ଯଦି ଜଣେ ଅପରାଧୀ ପୋଲିସ ପୋଷାକ ତଳେ ଲୁଚିବ, କେଉଁ ପୋଲିସ ତାକୁ ଖୋଜିବ ? ଉତ୍ତରପ୍ରଦେଶ ବରେଲିର ଜଣେ ହତ୍ୟା...

madhu-babu
ଦିନେ ମଧୁବାବୁଙ୍କ ଚୁଟି କାଟି ଦେଇଥିଲେ ଦୁଷ୍ଟ ସହପାଠୀ: ତା ପରେ...

ଉତ୍କଳର ବର ପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ। ଯାହାଙ୍କୁ ସାରା ଓଡ଼ିଶା ମଧୁବାବୁ ଓ ମଧୁବାରିଷ୍ଟର ନାମରେ ଜାଣିଛି। ଓଡ଼ିଆ ଜାତିର ଅସ୍ମିତାର ବାର୍ତ୍ତାବହ ଏହି ସ୍ୱାଭିମାନି ପୁରୁଷଙ୍କ ପାଇଁ ରାଜ୍ୟ ସବୁବେଳେ ଗର୍ବ କରେ। ଆଜି ସେହି ମହାନ ଆତ୍ମାଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କରି ସ୍ମରଣାର୍ଥେ...

kidney
ଭୁବନେଶ୍ୱରରୁ ଆସିଲା କିଡ୍‌ନୀ, କଟକରେ ଦେଲା ଜୀବନ

କଟକ: ରାତିର ଅନ୍ଧକାର ଭିତରେ ଜୀବନ ବଞ୍ଚାଇବା ପାଇଁ ଚାଲିଥିଲା ପ୍ରୟାସ। ଭୁବନେଶ୍ୱରରୁ କଟକ ଏସିସିବି ପର୍ଯ୍ୟନ୍ତ ଲାଗିଥିଲା ଧାଁ ଧଉଡ। ଭୁବନେଶ୍ୱରରୁ କୀଡ୍‌ନି ଯିବ ଏସ୍‌ସିବି ଏବଂ ଟ୍ରାନ୍ସପ୍ଲାଣ୍ଟ ହେବ ଆଉ ଜଣଙ୍କ ଶରୀରରେ।  କଟକରେ ଗତକାଲି ହୋଇଛି ଏମିତି ଏକ ବିରଳ ଅସ୍ତ୍ରୋପଚାର।   ଦୀର୍ଘ ୭ଘଣ୍ଟାର...

ctc-2
ଆରମ୍ଭ ହେଲା ଏସ୍‌ସିବି ଚାରିପାଖରୁ ଉଚ୍ଛେଦ କାମ

କଟକ: କଟକର ପରିଚୟ ବଡ଼ ମେଡିକାଲର ସଂପ୍ରସାରିତ ହେବ। ଏଥିପାଇ ଆଜିଠୁ ଆରମ୍ଭ ହୋଇଛି ଅଭିଯାନ। ବଡ଼ ଡାକ୍ତରଖାନା ଚାରିପାଖରୁ ଆଜିଠୁ ଆରମ୍ଭ ହୋଇଛି ଉଚ୍ଛେଦ କାମ। ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଛି । ଥାନା ପାଖରେ ଥିବା...

baragada
ସିଟି ହସ୍ପିଟାଲ୍ ଦାବି ତେଜିଲା, ଆଜି ବି ବରଗଡ଼ରେ ଦୋକାନ, ବଜାର ବନ୍ଦ

ବରଗଡ଼: ବରଗଡ଼ରେ ସିଟି ହସ୍ପିଟାଲ୍ ପାଇଁ ଦାବି ତେଜୁଛି। ଏ ନେଇ ଆଜି ପୁଣି ବନ୍ଦ ଡାକରା ଦେଇଛି ନାଗରିକ ଏକତା ମଞ୍ଚ।   ସକାଳୁ ସକାଳୁ ଆଜି ମଞ୍ଚ ପକ୍ଷରୁ ସହରରେ ପିକେଟିଂ କରାଯିବା ସହ ଦୋକାନ ବଜାର ବନ୍ଦ କରାଯାଇଥିଲା। ପରେ ବିଭିନ୍ନ ଛକରେ ଆନ୍ଦୋଳନ କରାଯିବା...

siachin-facts-india
ଏମିତି ଦୟନୀୟ ସ୍ଥିତିରେ ସୀମାନ୍ତ ଜଗିଛନ୍ତି ଭାରତୀୟ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନାର ଦୟନୀୟ ଜୀବନଯାତ୍ରାର ଏକ କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ହିମାଳୟ ସିଆଚେନ୍ ଅଞ୍ଚଳରେ ମୁତୟନ ଯବାନମାନେ ଅତି ଦୟନୀୟ ସ୍ଥିତିରେ ରହି ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି। ନା ମିଳୁଛି ଆବଶ୍ୟକ ପରିମାଣ ଖାଦ୍ୟ, ନା ପୋଷାକ…। ତଥାପି କର୍ତ୍ତବ୍ୟରେ ଅବହେଳା କରୁନାହାନ୍ତି,...

mug-1
ଆତଙ୍କବାଦୀଙ୍କ କବ୍‌ଜାରୁ ବନ୍ଧକଙ୍କୁ ଏମିତି ଉଦ୍ଧାର କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର: ଅଚାନକ ଖବର ଆସିଲା ଭୁବନେଶ୍ୱରରେ ଥିବା ଏକ କେନ୍ଦ୍ରୀୟ ପ୍ରତିଷ୍ଠାନରେ କିଛି ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ବନ୍ଧକ କରି ରଖିଛନ୍ତି। ସମସ୍ତେ ସତର୍କ। କାହାକୁ ଅଟକ ରଖିଛନ୍ତି, କେମିତି ଉଦ୍ଧାର କରାଯିବ ସେ ନେଇ ଚାଲିଲା ତନାଘନା। ତୁରନ୍ତ  କମିଶନରେଟ ପୋଲିସ ଆରମ୍ଭ କରି ଦେଇଥିଲା ରେସକ୍ୟୁ ଅପରେସନ।...

corana
ଡରାଉଛି କରୋନା; ମୃତ୍ୟୁ ସଂଖ୍ୟା ୪୨୫ ଛୁଇଁଲା

ନୂଆଦିଲ୍ଲୀ: ଚୀନ୍‌ରେ ଚିନ୍ତା ବଢାଇଛି କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ କରୋନାରେ ୪୨୫ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ରବିବାର ଗୋଟିଏ ଦିନରେ ୬୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ଯାଏ ୨୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବାପରେ ସାରା ଚୀନବାସୀଙ୍କ ନିଦ ହଜିଯାଇଛି। ଭାରତ ସମେତ...

Anubhav-Mohanty-1
କଂଗ୍ରେସର ଦାବି, ଜାଲ୍‌ ସାର୍ଟିଫିକେଟ୍‌ ଅଭିଯୋଗକୁ ସ୍ୱୀକାର କରିଛନ୍ତି ଅନୁଭବ

ଭୁବନେଶ୍ୱର: ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣି ଥରେ ଟାର୍ଗେଟ କରିଛି କଂଗ୍ରେସ। ୨୦୧୪ ରାଜ୍ୟସଭା ନିର୍ବାଚନରେ ସାଂସଦ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଥିଲେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ...

12333
ନେତାଙ୍କ ଦାଦାଗିରି: ଦୁଇ ଭଉଣୀଙ୍କୁ ବାନ୍ଧି ରାସ୍ତାରେ ଘୋଷାଡ଼ିଲେ

କୋଲକାତା:କୋଲକାତରେ ତୃଣମୂଳ କଂଗ୍ରେସ ନେତାଙ୍କ ଦାଦାଗିରି। ଦିନ ଦ୍ୱିପହରରେ ଟିଏମ୍‌ସି ନେତା ଜଣେ ମହିଳାଙ୍କୁ ତଳେ ପକାଇ ଘୋଷାଡିବା ସହିତ ମାଡ଼ ମାରିଛନ୍ତି।  ଖାଲି ମହିଳା ଜଣଙ୍କ ନୁହେଁ ତାଙ୍କ ବଡ଼ ଭଉଣୀର ମଧ୍ୟ ସମାନ ଅବସ୍ଥା କରି ମମତା ବାନାର୍ଜୀଙ୍କ ନେତା ନିଜର ଦମ ଦେଖାଇଛନ୍ତି। ସୋଶାଲ...

jamia
ଜାମିଆ ୟୁନିଭର୍ସିଟି ଅଞ୍ଚଳରେ ପୁଣି ଫୁଟିଲା ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଗୁଳିକାଣ୍ଡ। ଗତ ରାତିରେ ଗୁଳିକାଣ୍ଡ ଘଟିଛି ଜାମିଆ ୟୁନିଭରସିଟି ଅଞ୍ଚଳରେ । ୪ ଦିନ ଭିତରେ ତୃତୀୟ ଥର ପାଇଁ ଘଟିଛି ଏହି ଗୁଳିକାଣ୍ଡ । ସିଏଏ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ,  ଦୁଇ...

anubhaba
କଂଗ୍ରେସର ପ୍ରଶ୍ନ- କନ୍ଦରପୁର ନା ମୀରଟ୍, କେଉଁଠୁ ସ୍ନାତକ କରିଛନ୍ତି ଅନୁଭବ

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ। ସାଂସଦ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୧୪ ରାଜ୍ୟସଭା ନିର୍ବାଚନରେ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି ଅଭିଯୋଗ କରିିଛି କଂଗ୍ରେସ। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଆଜି ଏକ ପ୍ରେସମିଟରେ ଦର୍ଶାଇଛନ୍ତି ଯେ, ଅନୁଭବ ୨୦୧୪...

angul
ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ପ୍ରେମିକ ଛୁ, ୧୦ ଘଣ୍ଟା ପରେ ଉଦ୍ଧାର

ଅନୁଗୋଳ:ଭଲ ପାଉଥିଲେ। ଅନେକ ମିଠା ମିଠା କଥା କହି ସ୍ୱପ୍ନ ଦେଖାଉଥିଲେ। ପ୍ରେମିକର ମିଠା କଥାରେ ଭୁଲି ସବୁକିଛି ସମର୍ପି ଦେଇଥିଲା ପ୍ରେମିକା। ଶେଷରେ ବାହାହେବାକୁ ଜିଦ୍‌ କରିବାରୁ ପଞ୍ଚାୟତ ଅଫିସକୁ ଡାକି ନେଇ ବଳାତ୍କାର କରିବା ସହ ସେଠାରେ ବନ୍ଦ କରି ପଳାଇ ଆସିଲା ପ୍ରେମିକ। ଦୀର୍ଘ...

karona
ଚୀନ୍‌ରୁ ଫେରି ନ ପାରି କାନ୍ଦୁଛନ୍ତି ପାକିସ୍ତାନ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:କରୋନାକୁ ନେଇ ଭାରତରେ ଆତଙ୍କ ବଢୁଛି। କେରଳରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭଗ ସଜାଗ ହୋଇଉଠିଛି। ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି ।ଅନ୍ୟପକ୍ଷେ କରୋନା ଭୂତାଣୁ ଭୟାବହ ରୂପ ନେଉଥିବାରୁ ଚୀନରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।