ରାୟପୁର: ମଣିଷ-ପଶୁ ମଧ୍ୟରେ ପୁଣି ମଧୁର ସମ୍ପର୍କ ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଙ୍ଗଲର ହିଂସ୍ର ଜନ୍ତୁଟିଏ ଆସି ମଣିଷ ପାଖରେ ଠିଆ ହେଉଛି। ପୁଣି ଭଜନ ଶୁଣୁଛି। ପ୍ରସାଦ ଖାଇବା ପରେ ପୁଣି ଜଙ୍ଗଲକୁ ଚାଲି ଯାଉଛି। ଏମିତି ଏକ ଘଟଣା ଏବେ ସାମ୍ନାକୁ...
ଅଯୋଧ୍ୟା:ରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମନ୍ଦିର ନିର୍ମାଣ ଆରମ୍ଭ କାମ କେବେଠୁ ହେବ ଆଜି ଏନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି । ନିକଟରେ ଗଠନ ହୋଇଥିବା ରାମ ମନ୍ଦିର ଟ୍ରଷ୍ଟର ଆଜି ପ୍ରଥମ ବୈଠକ ବସୁଛି। ଟ୍ରଷ୍ଟ ମୁଖ୍ୟ ବରିଷ୍ଠ...
ନୂଆଦିଲ୍ଲୀ:ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବା ପୂର୍ବରୁ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି। ଟ୍ରମ୍ପକୁ ସ୍ୱାଗତ କରିବା ପାଇଁ ୭୦ ଲକ୍ଷ ଭାରତୀୟ ଏକାଠି ହେବେ । ହେଲେ ଏହାକୁ ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବର୍ଷିଛନ୍ତି। ଅଧୀର କହିଛନ୍ତି, ଟ୍ରମ୍ପ କ’ଣ ଭଗବାନ...
ଭୁବନେଶ୍ୱର: ଏଚ୍ଆରପିସି ଆଇଜିଙ୍କ ଅଫିସ୍ ଆଗରେ ଲଟ୍କା। ରାଜ୍ୟ ପୋଲିସ ବିଭାଗର ଆଇଜି ପାହ୍ୟାରେ କାର୍ଯ୍ୟରତ ଏନ୍.ବି. ଭାରତୀଙ୍କ ଅଫିସ୍ ସାମ୍ନାରେ ଝୁଲୁଛି ଲଟ୍କା। ଭାରତୀ ଗୃହ ବିଭାଗର ନୋଟିସ୍ ଗ୍ରହଣ ନକରିବା ଏବଂ ସେହି ନୋଟିସ୍ ତାଙ୍କୁ କୌଣସି ସ୍ଥାନରେ ବି ଦିଆଯାଇ ନପାରିବା ଯୋଗୁଁ କଟକ...
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ଏହି ଗସ୍ତ ବେଳେ ବଡ ଧରଣର ଡିଲ ହୋଇ ନପାରେ ବୋଲି ସୂଚନା ମିଳିଛି । ଗସ୍ତ ବେଳେ ଭାରତ ଓ ଆମେରିକା ମଧ୍ୟରେ ବ୍ୟାବସାୟିକ ବୁଝାମଣା ହୋଇପାରେ କିନ୍ତୁ ବଡ ଡିଲ...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ତ୍ରାଲରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଅପରେସନରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ପୁଲୱାମା ଜିଲ୍ଲାର ତ୍ରାଲରେ ଆତଙ୍କବାଦୀ ମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀମାନେ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀ ମାନଙ୍କୁ ଆତ୍ମସମର୍ପଣ ପାଇଁ...
ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଯାଇଛି। ଦେଢ଼ ଲକ୍ଷ କୋଟି ଟଙ୍କାର ଏହି ବଜେଟରେ ପୁଞ୍ଜିନିବେଶ, ଭିତ୍ତିଭୂମି ଉନ୍ନୟନ, ଟ୍ରାନ୍ସଫରମେସନ୍ ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୯ହଜାର...
ପୁରୀ: ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ସମ୍ପର୍କ। ଅନ୍ଧବିଶ୍ୱାସର ପୁଣି ଏକ କରୁଣ ପରିଣତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଅଞ୍ଚଳରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ଗାଁ ଲୋକେ ମାଡ଼ ମାରିଥିବା...
ଭୁବନେଶ୍ୱର: ପେପରଲେସ୍ ହେବ ରାଜ୍ୟ ବଜେଟ୍। ୨୦୨୦-୨୧ ବର୍ଷ ପାଇଁ ଆଜି ଉପସ୍ଥାପିତ ହେବାକୁ ଯାଉଥିବା ରାଜ୍ୟ ବଜେଟ। ଏହି ବଜେଟ ହେବ ପେପରଲେସ୍ । ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କାରଣରୁ ଛପା ଯାଇ ନାହିଁ ବଜେଟ ପୁସ୍ତିକା । ଏଥିଯୋଗୁ ୭୫ ଲକ୍ଷ...
ପୁଣେ:ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ପାଇଁ ଭ୍ୟାକ୍ସିନ ଭାରତ ତିଆରି କରୁଛି।ଏହି ଭ୍ୟାକ୍ସିନ ଏବେ ପ୍ରି-କ୍ଲିନିକାଲ ଟ୍ରାଏଲ ଷ୍ଟେଜ୍ରେ ରହିଛି। ୬ ମାସ ଭିତରେ ଏହା ମଣିଷ ଶରୀରରେ ପରୀକ୍ଷା କରାଯିବାର ସମ୍ଭାବନା ରହିଛି। ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ISI) ଏବଂ ଆମେରିକା ବାୟୋଟେକ୍ନିକାଲ...
ବେଜିଂ:ନିଦ ହଜାଇ ଦେଇଛି କରୋନା। କରୋନା ଦମନ ପାଇଁ ଲାଗି ପଡ଼ିଛନ୍ତି ସାରା ବିଶ୍ୱର ବୈଜ୍ଞାନିକ। କରୋନାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଜାଣନ୍ତି, କେଉଁ ଜିନିଷରେ କରୋନା ଭାଇସର କେତେ ଦିନ ବଞ୍ଚି ରହିପାରେ ? ନିକଟରେ ଚୀନ୍ ସେଣ୍ଟ୍ରାଲ...
କେନ୍ଦ୍ରାପଡା: କେନ୍ଦ୍ରାପଡା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ାରେ ପହଞ୍ଚି ସେ ସ୍ନାୟୁ ଜନିତ ରୋଗରେ ପୀଡିତ କୃତୀ ଛାତ୍ରୀ ଅନୁଷ୍କା ଦାସଙ୍କୁ ଭେଟିଛନ୍ତି। ଅନୁଷ୍କାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସହାୟତାର ହାତ ବଢାଇଛନ୍ତି। ମେଧାବୀ ଛାତ୍ରୀ ଅନୁଷ୍କା ଗୋଡ ଯନ୍ତ୍ରଣା ହେବାରୁ...
ବଲାଙ୍ଗିର: ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବଲାଙ୍ଗିର ଜିଲ୍ଲା ବେଲପଡ଼ା ABDO ରାମବିଳାସ ମଙ୍ଗରାଜର ଆଜି ସକାଳେ ମୃତ୍ୟୁ ଘଟିଛି। ABDO ରାମବିଳାସ ମଙ୍ଗରାଜ ଗତକାଲି କାରରେ ଯାଉଥିବାବେଳେ ବଙ୍ଗୋମୁଣ୍ଡାରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ କାର୍ ବଙ୍ଗୋମୁଣ୍ତା ନିକଟ ଏମିନିଟି ସେଣ୍ଟର ପାଖରେ ଭାରସାମ୍ୟ ହରାଇ...