• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

tiger-1
ଟୁରିଷ୍ଟ ବସ୍‌କୁ ଗୋଡ଼ାଇଲା ମହାବଳ ବାଘ

ରାୟପୁର:ବସ୍‌କୁ ଗୋଡ଼ାଇଲା ମହାବଳ ବାଘ। ବସ୍‌ ଭିତରେ ଯାତ୍ରୀ ଦେଖୁଥାନ୍ତି। ଭୟରେ ଥରୁଥାନ୍ତି। ହଠାତ୍‌ ବସ୍‌କୁ ପଛପଟୁ ଭିଡି ଧରିଲା ବାଘ।  ଆଗକୁ ଗଡ଼ି ପାରିଲାନି ବସ୍‌। ବାଘର ବଳ ପାଖରେ ହାର ମାନିଲା ଡ୍ରାଇଭର। ବସ୍‌ ଅଟକିବା ପରେ ବାଘ ଆକ୍ରମଣ ଉଦ୍ୟମ କଲା। ତେବେ ଭାଗ୍ୟ...

blessing
କେଶର, ହଳଦୀ ଓ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୮ ତାରିଖ, ସୋମବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

tapas
ଅଭିନେତା ତାପସ ପାଲ ଆଉ ନାହାନ୍ତି

ମୁମ୍ବାଇ: ବରିଷ୍ଠ ବଙ୍ଗାଳୀ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲ୍‌ ଆଉ ନାହାନ୍ତି। ଆଜି ଭୋର୍‌ରେ ତାଙ୍କର ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାପସ ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ...

naveen-patnaik-
ଆରମ୍ଭ ହେବ ଓବିସି ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ୍-୨୦୨୦। ଏହି ବିଲ୍ ଅନୁଯାୟୀ, ଏଣିକି ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗଙ୍କ ଚିହ୍ନଟ କରିବେ। ଏନେଇ ଅଲଗା ଜଣଗଣନା ହେବ॥ ରାଜ୍ୟ ପଛୁଆ ବର୍ଗ କମିଶନ, ପଛୁଆ ବର୍ଗଙ୍କ ସାମାଜିକ ଓ...

budget
ଆଜି ରାଜ୍ୟ ବଜେଟ୍‌; ଫୋକସରେ ରହିପାରେ ଫାଇଭ୍ ଟିି, ମୋ ସରକାର

ଭୁବନେଶ୍ୱର: ଆଜି ରାଜ୍ୟ ବେଜଟ୍‌।  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଗୃହରେ ଉପସ୍ଥାପିତ ହେବ ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ ଉପସ୍ଥାପନ କରିବେ । ଏଥର ରାଜ୍ୟ ବଜେଟର ଆକାର ବଢି ୧ ଲକ୍ଷ ୫୩ ହଜାର କୋଟି ଛୁଇଁବାର ସମ୍ଭାବନା ରହିଛି।...

congress-2
ପୁରୀ କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମାର୍‌ପିଟ; ଲୁହାରଡ ମାଡରେ ୩ ଛାତ୍ରନେତା ଗୁରୁତର

ପୁରୀ: କଂଗ୍ରେସ୍‌ରେ ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି।  ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସ୍ଥିତି ଆହୁରି ଖରାପ ହେଲା ପରି ଲାଗୁଛି। ଏହାର ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ। ପୁରୀ ଜିଲ୍ଲା କଂଗ୍ରେସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି! ତାହା ପୁଣି...

ciber-crime
ନେଲ୍‌ପଲିସର ଦାମ ୯୨,୪୪୬ ଟଙ୍କା !

ପୁଣେ : ନେଲ ପଲିସର ଦାମ ପୁଣି ୯୨ ହଜାର ୪୪୬ ଟଙ୍କା ! ଆଶ୍ଚର୍ଯ୍ୟ କଥା ନୁହେଁ ତ ଆଉ କଣ ? ହେଲେ  ପୁଣେର ଜଣେ ମହିଳା ନେଲ୍‌ପଲିସ କିଣି ଏତିକି ଟଙ୍କା ଗଣିଛନ୍ତି। ପ୍ରକୃତରେ ମହିଳାଜଣକ ଠକେଇର ଶିକାର ହୋଇଛନ୍ତି।  ୨୫ ବର୍ଷୀୟ ମହିଳା...

IrRKCyKm
ନିର୍ଭୟା ଦୋଷୀଙ୍କ ବିରୋଧରେ ନୂଆ ଡେଥ୍‌ ୱାରେଣ୍ଟ: ମାର୍ଚ୍ଚ ୩ରେ ପାଇବେ ଫାଶି

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତ ଫାଶିପାଇବେ। ମାର୍ଚ୍ଚ ୩ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ପଟିଆଲା ହାଉସ୍‌ କୋର୍ଟ ଜାରି କରିଛନ୍ତି ସାନି ଡେଥ୍‌ ୱାରେଣ୍ଟ। ନୂଆ ଡେଥ୍‌ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ...

fire mishap
ରୋଷେଇ କରୁଥିଲେ, ଜୀବନ୍ତ ଜଳିଗଲେ

ଭଦ୍ରକ: ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ। ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଚରଦିଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ମହିଳା ଜଣକ ହେଲେ ପୂର୍ଣ୍ଣିମା ମହାଳିକ। ସକାଳୁ ପୂର୍ଣ୍ଣିମା ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ କରି ନିଆଁ ଲାଗି ଯାଇଥିଲା। ଚାହୁଁ...

sena
ସେନା ନିଯୁକ୍ତିରେ ପୁରୁଷ-ମହିଳା ସମାନ-ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସ୍ଥଳସେନାରେ ମହିଳାଙ୍କ ସ୍ଥାୟୀ କମିଶନ ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଚାକିରି ସୀମାର ଅବଧି ନ ଦେଖି ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିଶନ ନିଯୁକ୍ତି ଦିଆଯାଉ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ପୁରୁଷଙ୍କ ଭଳି ମହିଳା ସେନା ଅଧିକାରୀଙ୍କୁ କମାଣ୍ଡ୍ ନିଯୁକ୍ତି...

3
ହଲିଉଡ୍‌ରେ ଚର୍ଚ୍ଚିତ ଓଡ଼ିଆ ନାଁ ରାଧାରାଣୀ

ନୂଆଦିଲ୍ଲୀ:ହଲିଉଡ୍‌ ତାରକା ରାଧାରାଣୀ। ଏଇ ହଲିଉଡ ଅଭିନେତ୍ରୀଙ୍କୁ ବଲିଉଡ ଏପରିକି ଭାରତୀୟମାନେ ବି ଖୁବ୍‌ ପସନ୍ଦ କରନ୍ତି। ଏଞ୍ଜେଲିନା ଜୋଲି, ଜୁଲିଆ ରୋବର୍ଟସ୍‌, କୀରା ନାଇଟ୍‌ଲି ପରି ଅନେକ ହଲିଉଡ୍‌ ତାରକା ଅଛନ୍ତି ଯେଉଁମାନେ ଭାରତରେ ବେଶ୍‌ ଲୋକପ୍ରିୟ। ହେଲେ ରାଧାରାଣୀଙ୍କ କଥା ଆଉଟିକେ ଅଲଗା। ଜାଣନ୍ତି କିଏ...

kala-pahada
କାହିଁକି ମନ୍ଦିର ଭାଙ୍ଗୁଥିଲା କଳାପାହାଡ଼

କଳାପାହାଡ ନାଁ ଶୁଣିଲେ ଆଖି ଆଗରେ ଭାସି ଉଠେ ଭୂଲୁଣ୍ଠିତ ମନ୍ଦିରର ଦୃଶ୍ୟ। ଭଗ୍ନ ମୁଖଶାଳାର ଚିତ୍ର। ମନ ଭିତରେ ନୀରବରେ ଗୁଞ୍ଜରି ଉଠେ ‘ଆସିଲା କଳାପାହାଡ଼…ଭାଙ୍ଗିଲା ଲୁହାର ବାଡ଼..’। ତେବେ କିଏ ଏହି କଳାପାହାଡ଼ ? ହିନ୍ଦୁ ମନ୍ଦିର ଉପରେ ତା’ର ଏତେ ରାଗ କାହିଁକି ?...

macon
କେଜ୍ରିୱାଲଙ୍କୁ ନେଇ ବଢିଲା କଂଗ୍ରେସରେ କନ୍ଦଳ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିବାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଅନ୍ତର୍କନ୍ଦଳ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ବିଧାନସଭାରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନାହିଁ କଂଗ୍ରେସ । ଅନ୍ୟପକ୍ଷେ ହାଟ୍ରିକ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। କେଜ୍ରିୱାଲ ଶପଥ ନେବା ପରେ କଂଗ୍ରେସ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।