• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

pm
ରାହୁଲ୍‌ଙ୍କୁ ଟ୍ୟୁବ୍‌ ଲାଇଟ ସହ ତୁଳନା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଲୋକସଭାରେ ଏକ ଭିନ୍ନ ଅନ୍ଦାଜରେ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ଅବସରରେ ନିଜର ମତ ରଖିଥିଲେ। ମତ ରଖି ନ ଥିଲେ ତ, ଯେମିତି ବିରୋଧୀଙ୍କୁ ଉତ୍ତର ଦେବାକୁ ଏକ ମୌକା ପାଇଥିଲେ। ଉଦବୋଧନ ଦେବା...

dg
ଡ୍ରଗ୍ସ ବେପାରୀଙ୍କ ସମ୍ପତ୍ତି ବ୍ୟାଜାପ୍ତ ହେବ

ସମ୍ବଲପୁର: ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅପରାଧୀଙ୍କ ସମ୍ପତ୍ତି ବ୍ୟାଜାପ୍ତି ହେବ । କେଉଁ ପରିସ୍ଥିତିରେ ଏବଂ କିଭଳି ସମ୍ପତ୍ତି ବାଜ୍ୟାପ୍ତି କରାଯିବ, ଏହାର ସମସ୍ତ ଆଇନଗତ ଦିଗକୁ ନେଇ ସମ୍ବଲପୁରରେ ସମୀକ୍ଷା କରୁଛନ୍ତି ଖୋଦ ପୋଲିସ ଡିିଜି ଅଭୟ। ଏହାସହ ରାଜ୍ୟରେ ବେଆଇନ ଭାବେ ଗଞ୍ଜେଇ, କଫ ସିରଫ...

kendujhar
ପୋଲିସ ଭୟରେ ଗାଁ ଛାଡ଼ି ପଳେଇଲେ ଲୋକେ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କରଗୋଳା ଗାଁରେ ପୋଲିସ-ଗ୍ରାମବାସୀ ଛକାପଞ୍ଝା ଅବସ୍ଥାରେ ଅଛନ୍ତି। ଏପରିକି ପୋଲିସ ଭୟରେ ଶତାଧିକ ଗ୍ରାମବାସୀ ଗାଁ ଛାଡ଼ି ପଳାଇଛନ୍ତି। ଗ୍ରାମବାସୀ କିଛି କରି ନ ଥିବାବେଳେ ପୋଲିସ ଶତାଧିକ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରିବା ସହ ୫ ଜଣଙ୍କୁ ଗିରଫ...

murder-1
ବନ୍ଧୁଙ୍କ ସହ ଆଣ୍ଡାମାନ ବୁଲି ଯାଇଥିଲେ, ଇଞ୍ଜିନିୟରଙ୍କୁ ବାନ୍ଧିନେଲା ପୋଲିସ..

ବେଙ୍ଗାଲୁରୁ: ମା’ର ତୁଳନା ନାହିଁ। ସ୍ୱର୍ଗଠାର ମା’ ମହିଆନ୍‌। ହେଲେ ପିଲା ବଡ଼ ହୋଇଗଲେ କ’ଣ ଏସବୁର ମାନେ କିଛି ରୁହେନା ?  ଯଦି ଏହାକୁ ଅନୁଭବ କରୁଥାନ୍ତେ ତେବେ ଅମ୍ରିତା ଚନ୍ଦ୍ରଶେଖର କ’ଣ ଏପରି କରିପାରିଥାନ୍ତେ ? ନିଜ ମା’ଙ୍କୁ ହତ୍ୟା କରି, ସାନ ଭାଇକୁ ରକ୍ତାକ୍ତ...

kerala
ଟ୍ୟାପ୍‌ ଖୋଲିଲେ ପାଣି ନୁହେଁ, ବାହାରୁଛି ମଦ

ଥିରୁଅନନ୍ତପୁରମ୍‌: ଟ୍ୟାପ୍‌ ଖୋଲିଲେ ପାଣି ନୁହେଁ, ବାହାରିବ ମଦ। ସତରେ ଯଦି ଏମିତି ହୁଅନ୍ତା, ମଦପ୍ରେମୀମାନେ କେତେ ଖୁସି ନ ହୁଅନ୍ତେ ! ତେବେ କେରଳରେ ଏମିତି ଏକ ଘଟଣା ଘଟିଛି। ତ୍ରିସୁର ଜିଲ୍ଲାର ସୋଲମନ ଏଭିନ୍ୟୁର ଫ୍ଲାଟରେ ଟ୍ୟାପ୍‌ ଖୋଲିଲେ ଆସୁଛି ମଦ। ସବୁଠାରୁ ମଜା କଥା...

bjp
ରାଜ୍ୟ ସରକାର ଗରିବଙ୍କ ତଣ୍ଟି ଚିପୁଛନ୍ତି, ଧନୀଙ୍କୁ ପୋଷୁଛନ୍ତି-ବିଜେପି

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ସେବା କ୍ଷେତ୍ରରେ ଝିଣ୍ଟିକା ମାରି ବଣି ପୋଷୁଛନ୍ତି ରାଜ୍ୟ ସରକାର। ବଡ଼ ବଡ଼ ଶିଳ୍ପସଂସ୍ଥା ଏବଂ ବିଦ୍ୟୁତ୍‌ ବିତରକ କମ୍ପାନୀ ଗୁଡ଼ିକୁ ୧୨ ହଜାର କୋଟି ଛାଡ଼ କରୁଛନ୍ତି। ଅପରପକ୍ଷେ ଗରୀବ ଳୋକଙ୍କ ବିଜୁଳି କାଟିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୩୩୨ କମ୍ପାନୀ...

bhagirathi
୪ର୍ଥ ଶ୍ରେଣୀ ପାସ୍‌ କଲେ ଦେଶର ସବୁଠାରୁ ବୟସ୍କ ଶିକ୍ଷାର୍ଥୀ

ନୂଆଦିଲ୍ଲୀ:ଦେଶର ସବୁଠାରୁ ବୟସ୍କ ଛାତ୍ରୀ କିଏ ? ଜାଣନ୍ତି କି ଏହି ପ୍ରଶ୍ନର ଉତ୍ତର ? ଉତ୍ତର ହେଉଛି ଭଗୀରଥି ଅମ୍ମା। ସେ ନିକଟରେ ପାସ୍‌ କରିଛନ୍ତି ୪ର୍ଥ ଶ୍ରେଣୀ। ତାଙ୍କର ବୟସ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବୟସ ତାଙ୍କର ୧୦୫ ବର୍ଷ। ଗତବର୍ଷ ସେ ରାଜ୍ୟ ସାକ୍ଷରତା...

123145
ଜନଗଣନାରେ ଓବିସିଙ୍କର ସ୍ୱତନ୍ତ୍ର ଗଣନା କରାଯିବ ନାହିଁ

ଭୁବନେଶ୍ୱର: ୨୦୨୧ ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ଓ ସେନ୍ସସ କମିଶନର ବିବେକ ଯୋଶୀଙ୍କ ସୂଚନା ଅନୁସାରେ, ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ହାଉସ୍...

carona
କରୋନା ଭୟ: ମୃତକଙ୍କ ସଂଖ୍ୟା ଲୁଚଉଛି ଚୀନ !

ନୂଆଦିଲ୍ଲୀ:ଚୀନ୍‌ରେ ଘାତକ କରୋନା ଭାଇରସ୍‌ରେ ବୁଧବାର ୭୩ ଜଣଙ୍କର ଜୀବନ ଯାଇଛି। ଏଥିସହିତ ମୃତ୍ୟୁ ସଂଖ୍ୟା ୫୬୩ରେ ପହଞ୍ଚିଛି। ପ୍ରାୟ ୨୮,୦୧୮ ଜଣ ଏହି ବିଷାକ୍ତ ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ପ୍ରାଣ ହରାଇଥିବା ୭୩ ଜଣଙ୍କ ମଧ୍ୟରୁ...

money
ଫୁଲ ବିକାଳିଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କା !

ବେଙ୍ଗାଲୁର: ଫୁଲବିକି ପରିବାର ଚଳାଉଥିଲେ। କଷ୍ଟମଷ୍ଟେ ଗୁଜରାଣ ମେଣ୍ଟୁଥିଲା। ଟଙ୍କା ସଞ୍ଚିବା, ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖିବାର ସ୍ୱପ୍ନ ତାଙ୍କ ଆଖିରେ ନ ଥିଲା। କାରଣ ସେମାନଙ୍କ ଆକାଉଣ୍ଟରେ ଟଙ୍କା ହିଁ ନ ଥିଲା। ପତ୍ନୀଙ୍କ ଆକାଉଣ୍ଟରେ ଥିଲା ମାତ୍ର ୬୦ ଟଙ୍କା। ହେଲେ ହଠାତ୍‌ ଏକ ଖବର...

ayodhya
ମସ୍‌ଜିଦ୍‌ ପାଇଁ ଅଯୋଧ୍ୟାରେ ଜମି ଚହ୍ନଟ କଲେ ସରକାର

ନୂଆଦିଲ୍ଲୀ: ସୁପ୍ରିମ ନିର୍ଦ୍ଦେଶ ଅନୁସାରେ ସୁନ୍ନି ଓ୍ୱାକଫ ବୋର୍ଡ଼କୁ ପାଞ୍ଚ ଏକର ଜମି ଦେବା ପାଇଁ ସହମତି ପ୍ରକାଶ ପାଇସାରିଛି। ଉତ୍ତର ପ୍ରଦେଶ ସରକାର ଏଥିପାଇଁ ଜମି ଦେଇ ସାରିଛନ୍ତି। ମସଜିଦ ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସରକାର କେନ୍ଦ୍ରକୁ ତିନୋଟି ଜମି ବାବଦରେ ପ୍ରସ୍ତାବ ଦେଇଥିଲେ। ହେଲେ...

sara-1
ଭଲ ହୋଇଛି, ମୋ ବାପା-ମା’ ଅଲଗା ରହୁଛନ୍ତି-ସାରା

ମୁମ୍ବାଇ:ସାରା ଅଲ୍ଲି ଖାନ୍‌। ବଲିଉଡରର ବେଫିକର, ବେଧଡକ ଆଉ ଜଣେ ଚମକ୍‌ଦାର ତାରକା। ଯାହା କୁହନ୍ତି, ମନ ଖୋଲି କୁହନ୍ତି। କେଦାରନାଥ ଏବଂ ସିମ୍ବା ଫିଲ୍ମ ପରେ ତାଙ୍କର ଫିଲ୍ମ ‘ ଲଭ ଆଜ କଲ’ ରିଲିଜ ଅପେକ୍ଷାରେ। ବାପା-ମା’ ଏମାନଙ୍କ ମଧ୍ୟରୁ କାହାର ପ୍ରଭାବ ଆପଣଙ୍କ ଉପରେ...

kareena-1
ଭାଇଙ୍କ ରିସେପ୍‌ସନ ପାର୍ଟିରେ କରିସ୍ମା-କରୀନାଙ୍କ ଜବରଦସ୍ତ ଡ୍ୟାନ୍ସ

ନୂଆଦିଲ୍ଲୀ:କରୀନା କାପୁରଙ୍କ ଭାଇ ତଥା ବଲିଉଡ ଆକ୍ଟର ଅରମାନ ଜୈନଙ୍କ ବିବାହ ଗତ ୩ ତାରିଖରେ ଶେଷ ହୋଇ ଯାଇଛି। ସେ ଅନିଶା ମାଲ୍‌ହୋତ୍ରାଙ୍କୁ ବିବାହ କରିଛନ୍ତି। ରିସେପ୍‌ସନ ପାର୍ଟି ଥିଲା ବେଶ ଚମକ୍‌ଦାର। ଅରମାନ-ଅନିଶା ଯେତିକି ଚମକୁଥିଲେ, ତା’ଠଶରୁ ବେଶ  ଚମକୁ ଥିଲେ ବଲିଉଡ୍‌ର ତାରକାମାନେ। ତେବେ...

122333
ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ: ରାମମନ୍ଦିର ନିର୍ମାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ରାମ ମନ୍ଦିର ନିର୍ମାଣ ପାଇଁ ଗଠନ କରାଗଲା ଏକ ଟ୍ରଷ୍ଟ। ଏହାକୁ ଆଜି କେନ୍ଦ୍ର କ୍ୟାବିନେଟର ମଂଜୁରୀ ମିଳିଛି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ଘୋଷଣା କରିଛନ୍ତି। ନୂତନ ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରଖାଯାଇଛି।...

election
ଦିଲ୍ଲୀ ନିର୍ବାଚନ: ୩ ଦଳଙ୍କ ମଧ୍ୟରେ ଚାଲିଛି ଏମିତି ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ଲଢେଇ। ଆସନ୍ତାକାଲି ସରୁଛି ପ୍ରଚାର । ପ୍ରଚାର ପାଇଁ ସମୟ ସରି ସରି ଆସୁଥିବାରୁ ସବୁ ପ୍ରମୁଖ ଦଳମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ଦିଲ୍ଲୀରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ...

delhi
ନିିର୍ଭୟା ମାମଲା:ଡେଥ୍ ୱାରେଣ୍ଟ ସ୍ଥଗିତ ଉପରେ ଆଜି ଶୁଣାଣି

ନୂଆଦିଲ୍ଲୀ: ନିିର୍ଭୟା ମାମଲାରେ କେନ୍ଦ୍ର ସରକାର ଓ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଆଜି ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ । ତଳକୋର୍ଟରେ ୪ ଦୋଷୀଙ୍କ ଡେଥ୍ ୱାରେଣ୍ଟ ସ୍ଥଗିତ କରାଯିବା ନେଇ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।ତଳକୋର୍ଟଙ୍କ ସ୍ଥଗିତାଦେଶ ଉପରେ ଚାଲେଞ୍ଜ କରିଥିଲେ କେନ୍ଦ୍ର ସରକାର। ...

Capture
କେବଳ ଟ୍ୱିଟର ପାଇଁ ମୃତ୍ୟୁ ମୁହଁରୁ ଫେରି ଆସିଲା ଜୀବନ

ମୁମ୍ବାଇ:ସୋଶାଲ ମିଡିଆ ଯୋଗାଯୋଗ ପାଇଁ, ଭାବର ଆଦାନପ୍ରଦାନ ପାଇଁ…ସାଧାରଣତଃ ଏମିତି କିଛି ଧାରଣା ଅଧିକାଂଶ ଲୋକଙ୍କ ମନରେ ଥାଏ।  ହେଲେ ସୋଶାଲ ମିଡିଆ ଜୀବନକୁ ମୃତ୍ୟୁ ମୁହଁରୁ ଟାଣିଆଣେ। ଏମିତି ଏକ ଘଟଣା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ରବିବାର ଦିନର ଘଟଣା। ମୁମ୍ବଇ ପୋଲିସର ସୋଶାଲ ମିଡିଆ...

corona
କରୋନା ଭାଇରସରୁ ମୁକ୍ତ ଅଛନ୍ତି କନ୍ଧମାଳ ଡାକ୍ତରୀ ଛାତ୍ର

ଭୁବନେଶ୍ୱର: କନ୍ଧମାଳ ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ ଆକ୍ରାନ୍ତ ହୋଇ ନାହାନ୍ତି। ଯାଞ୍ଚ ପରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ଏ ବିଷୟରେ ସୂଚନା ଦେଇଛନ୍ତି DMET ଡାକ୍ତର ସିବିକେ ମହାନ୍ତି। ସୂଚନାଯୋଗ୍ୟ, ସମ୍ପୃକ୍ତ ଛାତ୍ରଜଣକ ଚୀନ୍‌ରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ। ସେଠାରେ ସେ ୫ ବର୍ଷ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।