ବେଜିଂ: ଦିନକୁ ଦିବ ଭୟଙ୍କର ହେଉଛି କରୋନା ଭାଇରସ । ଆତଙ୍କ ଖେଳାଇ ଦେଇଛି ଚାଇନାରେ । ଟଳି ପଡ଼ୁଛି ଗୋଟିଏ ପରେ ଗୋଟିଏ ଜୀବନ। ଶୁକ୍ରବାର ସୁଦ୍ଧା କରୋନା ଭାଇରସ ୬୩୬ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ଏହିସଂଖ୍ୟା ୭୦୦ ଅତିକ୍ରମ କରିଛି। ସେହିପରି ଆକ୍ରାନ୍ତଙ୍କ...
ନୂଆଦିଲ୍ଲୀ:ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ। ସକାଳ ୮ଟାରୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମତଦାନ ସାବ୍ୟସ୍ତ କରୁଛନ୍ତି ଦିଲ୍ଲୀବାସୀ। ନିଜ ମନ ପସନ୍ଦର ନେତାଙ୍କୁ ବାଛୁଛନ୍ତି। ନୂଆଦିଲ୍ଲୀ ସମେତ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ସୁରଖୁରେ ଭୋଟ୍ ଗ୍ରହଣ ଚାଲିଛି । ...
ବେଜିଂ:ଭୟଙ୍କର ହେଉଛି କରୋନା। ଚୀନରେ ୭୦୦ ଜଣଙ୍କ ଜୀବନ ନେଲାଣି କରୋନା। ତେବେ କରୋନା ବ୍ୟାପିବା ପଛର କାରଣ ଖୋଜି ପାଇଛନ୍ତି ବୈଜ୍ଞାନିକ। ଶୁକ୍ରବାର ଏ ନେଇ ବୈଜ୍ଞାନିକ ସୂଚନା ଦେଇ କହିଛନ୍ତି, ମରଣାନ୍ତକ ଭାଇରସ୍ କରୋନା ବ୍ୟାପିବା ପଛରେ ବଜ୍ରକାପ୍ତାର ଭୂମିକା ରହିଥିବା ଆଶଙ୍କା କରାଯାଉଛି। ଏମାନଙ୍କୁ...
ବଲାଙ୍ଗିର: ପ୍ରେମ ମାନେନା ସୀମା ସରହଦ। ପ୍ରେମ ବି ଦେଖିପାରେନି ଧନି-ଗରିବର ଭେଦଭାବ। ସେ ଦେଖେ ମନ ପରି ମନଟିଏ। ଯେଉଁଠି ମିଳିଯାଏ ସେଠାରେ ବସାବାନ୍ଧେ। ପ୍ରେମର ଏହି ଯାତ୍ରାପଥରେ ପାହାଡ଼ ପରି ଦିଶୁଥିବା ପ୍ରତିବନ୍ଧକକୁ ଶୁଖିଲା ପତ୍ରଟିଏ ପରି ଆଡ଼ାଇ ଦିଅନ୍ତି ପ୍ରେମୀଯୁଗଳ। ଏବେ ପ୍ରେମ ସପ୍ତାହ ଚାଲିଥିବାବେଳେ...
ରାୟପୁର: ଜୀବନ ସେମାନଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜ। ହସି ହସି ଗ୍ରହଣ କରି ନେଇଥିଲେ। ଆଉ ଆଜି ଏଇ ଜୀବନ ଯୁଦ୍ଧରେ ଜିତି ଯାଇଛନ୍ତି ଦୁଇ ଭାଇ ଶିବନାଥ ଓ ଶିବରାମ। ଛୋଟ ପିଲା, ହେଲେ ଦମ୍ କମ୍ ନୁହେଁ। ଭାଗବାନ ତାଙ୍କ ପ୍ରତି ନିର୍ଦ୍ଦୟ ହୋଇଗଲେ। କିନ୍ତୁ...
ଚାଲିଛି ପ୍ରେମ ସପ୍ତାହ। ଗୋଲାପର ସୁଗନ୍ଧରୁ ଆରମ୍ଭ ହୋଇଥିବା ଏହି ସପ୍ତାହର ଦ୍ୱିତୀୟ ଦିନ ଆଜି-ପ୍ରପୋଜ ଡେ’। ଏକଥା ସତ ଯେ, ପ୍ରେମକୁ ଜାହିର କରିବାକୁ ପଡେନାହିଁ। ଆଖିରେ ଆଖି ମିଶିଲେ ପଢି ହୋଇଯାଏ ପ୍ରେମର ଭାଷା। ତଥାପି ଏଇ ପ୍ରେମ ସପ୍ତାହକୁ ଟିକେ special କରିବା ପାଇଁ...
ଭୁବନେଶ୍ୱର: କଥାକାର ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦। ଫେବ୍ରୁଆରୀ ୮ ତାରିଖରେ ହେବାକୁ ଥିବା ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଫେବ୍ରୁଆରୀ ୮ ତାରିଖରେ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲରେ ହେବାକୁ ଥିବା ଏହି ମହୋତ୍ସବରେ...
ବ୍ରହ୍ମପୁର: ବାଇକ ପାର୍କିଂକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ୪ ଜଣ ଯୁବକ ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ପିଟି ପିଟି ଗୁରୁତର କରି ଦେଇଛନ୍ତି। ଏପରିକି ତାଙ୍କ ମା’ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି। ଘଟଣା ଘଟିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପଣ୍ଡା କଲୋନିରେ ।...
ଭୁବନେଶ୍ୱର: ଚାକିରିରେ ଥାଇ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଜଣଙ୍କୁ ଗ୍ରୁପ୍ ଡି‘ ପଦବୀ ଚାକିରି ମିଳିବ। ଓଡ଼ିଶା ସିଭିଲ ସର୍ଭିସ୍ ରୁଲରେ ଆଜି ସଂଶୋଧନ କରାଯାଇ ଏପରି ନିୟମ ଲାଗୁ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ପଞ୍ଚମ...
ନୂଆଦିଲ୍ଲୀ:କାର୍ତ୍ତିକ ଆର୍ୟନ ଆଜିକାଲି ସାରା ଅଲି ଖାନ୍ଙ୍କ ସହ ତାଙ୍କର ଅପ୍ କମିଙ୍ଗ ଫିଲ୍ମ ଲଭ୍ ଆଜ କଲ୍ର ପ୍ରମୋଶନକୁ ନେଇ ଖୁବ୍ ବ୍ୟସ୍ତ। ଆଉ ବେଶି ଡେରି ନାହିଁ। ଭାଲେଣ୍ଟାଇନ୍ସ ଡେ’ ଅବସରରେ ରିଲିଜ୍ ହେବାକୁ ଯାଉଛି ଏହି ଫିଲ୍ମ। ଫିଲ୍ମର ପ୍ରମୋଶନ ପାଇଁ ସାରା ଓ...
ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶୁକ୍ରବାର ପୁଣିଥରେ କଶ୍ମୀର ପ୍ରସଙ୍ଗରେ ସରକାରକୁ ସମାଲୋଚନା କରିଛନ୍ତି। କଶ୍ମୀରରେ ଦୁଇ ବରିଷ୍ଠ ନେତାଙ୍କୁ ଅଟକ ରଖିବା ନେଇ ସେ ସରକାରଙ୍କ ଉପରେ ବର୍ଷିବା ସହ କହିଛନ୍ତି, କାଶ୍ମୀରରେ ସରକାର ଯେଉଁଭଳି ଶାସନ ଚଳାଇଛନ୍ତି, ତାହା କେବେ ଗ୍ରହଣୀୟ...
ନୂଆଦିଲ୍ଲୀ:ବର୍ଷକର ଶିଶୁ ଏବେ ୭ କୋଟି ଟଙ୍କାର ମାଲିକ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! କଥାଟା ସତ। ଏହି ଭାଗ୍ୟବାନ ଶିଶୁଙ୍କ ନାଁରେ ତାଙ୍କ ବାପା ୟୁଏଇ(ୟୁନାଇଟେଡ୍ ଆରବ ଏମିରେଟ୍)ରେ ଏକ ଲଟେରୀ ଟିକେଟ କିଣିଥିଲେ। ଆଉ ଏହି ଲଟେରୀରେ ସେ ୭ ଲକ୍ଷ ଟଙ୍କା ଜିତିଛନ୍ତି।...
ଭୁବନେଶ୍ୱର:ରାସ୍ତା ଉପରୁ ଗାଡ଼ି ସଂଖ୍ୟା କମିବ। ରାଜଧାନୀର ପାର୍କିଂ ସମସ୍ୟା ଦୂର କରାଯିବ। ଏଥିପାଇଁ ଖୁବଶୀଘ୍ର ଆସିବ ସ୍ମାର୍ଟ ପାର୍କିଂ ନୀତି। ଆସନ୍ତା ୩ ମାସ ମଧ୍ୟରେ ସ୍ମାର୍ଟ ପାର୍କିଂ ପଲିସି ଆଣ୍ଡ ମ୍ୟାନେଜମେଣ୍ଟ ଷ୍ଟାଟ୍ରେଜୀ ଆଣିବାକୁ ଯୋଜନା ରହିଛି । ଭୁବନେଶ୍ୱରରେ ବିଏମସି, ବିଡିଏ,ସ୍ମାର୍ଟ ସିଟି ଲିମିଟେଡ...
ନୂଆଦିଲ୍ଲୀ:ଚୀନରେ ଭୟଙ୍କର ଭାବେ କାୟା ବଢାଇ ଚାଲିଛି କରୋନା ଭାଇରସ। ଗୁରୁବାର ୭୩ ଜଣଙ୍କର ମୃତ୍ୟୁ ଘଟିବା ପରେ ଏବେ ଦେଶରେ ମୃତ୍ୟୁ ସଂଖ୍ୟା ୬୩୬ରେ ପହଞ୍ଚିଛି। ୩୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନା ଉତ୍ପତ୍ତିସ୍ଥଳ ୟୁହାନରେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇଛି ।...
ନୂଆଦିଲ୍ଲୀ: ଦିନକ ପରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ହେଲେ ତା ପୂର୍ବରୁ ଆପ୍ ପାର୍ଟିକୁ ଲାଗିଛି ବଡ ଝଟ୍କା। ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଫିସର ଜଣେ ସ୍ୱତନ୍ତ୍ର ଅଧିକାରୀ (ଓଏସଡି)ଙ୍କୁ ଗୁରୁବାର ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ସଂପୃକ୍ତ ଅଧିକାରୀଙ୍କ...
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଦୋଷୀଙ୍କୁ ପୃଥକ ପୃଥକ ଭାବେ ଫାଶୀ ଖୁଣ୍ଟରରେ ଝୁଲାଇବା ଦାବି କରି କେନ୍ଦ୍ର ଓ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ଆବେଦନର ଜରୁରୀ ଶୁକ୍ରବାର ଏହାର ଶୁଣାଣି ହେବ। ହେଲେ ନିର୍ଭୟା ଘଟଣାର ୪ ଦୋଷୀଙ୍କୁ...