• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

Untitled-1
ଶାହୀନବାଗ୍‌ରୁ ହାରିଲା ବିଜେପି

ନୂଆଦିଲ୍ଲୀ:  ଶାହୀନ ବାଗରେ ବିଜେପିକୁ ଲାଗିଛି ଝଟକା । ପ୍ରାଥମିକ ଭୋଟ ଗଣତି ବେଳେ ବିଜେପି ଶାହୀନ ବାଗ ଅଞ୍ଚଳ ପଡ଼ୁଥିବା ଓଖଲା ନିର୍ବାଚନ ମଣ୍ଡଳୀରେ ଜବରଦସ୍ତ ଲିଡ୍‌ ହାସଲ କରିଥିଲା। ହେଲେ ଭୋଟ ଗଣତି ଆଗକୁ ବଢ଼ିବା ସହ ବିଜେପି ତଳକୁ ଖସିବା ଆରମ୍ଭ କରିଥିଲା। ୨୦୧୫ରେ...

prasanta
ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ସ୍ପଷ୍ଟ ହୋଇଗଲାଣି ଦିଲ୍ଲୀ ଭବିଷ୍ୟତ।  ଦିଲ୍ଲୀ  ସିଂହାସନରେ ଆମ ଆଦ୍‌ମୀ ପାର୍ଟି(ଆପ) ବସିବା ଏକ ପ୍ରକାର  ନିଶ୍ଚିତ ହୋଇଛି। ଧୀରେଧୀରେ ଫଳାଫଳ ସ୍ପଷ୍ଟ ହେଉଥିବାରୁ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶାନ୍ତ କିଶୋର ନିକଟରେ ସିଏଏ ଓ ଏନଆରସି ବିରୋଧରେ...

bigboss
ବିଗ୍‌ବସ୍‌ ସିଜନ-୧୩; ଫିନାଲେ ୱିକ୍‌ରେ ଲଢିବେ ଟପ୍‌-୭

ମୁମ୍ବାଇ: ପାଖେଇ ଆସୁଛି  ‘ବିଗ୍‌ବସ୍‌’ ସିଜିନ୍‌ ୧୩ ଗ୍ରାଣ୍ଡ ଫିନାଲେ । ଏବେ ଫିନାଲେ ୱିକ୍‌ରେ ଚାଲିଛି ଜୋରାଦାର ପ୍ରସ୍ତୁତି।  ୧୫ରେ ହେବ ଗ୍ରାଣ୍ଡ ଫିନାଲେ । ଫିନାଲେ ୱିକ୍‌ରେ ଟପ୍‌ ୭ ଲଢ଼ିବେ ବୋଲି ଜଣାପଡ଼ିଛି। କାରଣ ଏହି ‘ୱିକେଣ୍ଡ କା ବାର୍‌’ରେ ମସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା...

mla-4
ମନ୍ତ୍ରୀ ହେଲେ ଶିକ୍ଷକ, ପଢାଇଲେ ଗଣିତ, ଇଂରାଜୀ

ଚିତ୍ରକୋଣ୍ଡା: ମନ୍ତ୍ରୀ ପଢାଇଲେ ପାଠ। କ୍ଲାସ ରୁମ୍‌ରେ ପିଲାଙ୍କୁ ଗଣିତ ଓ ଅଙ୍କ ପଢାଇଲେ। ସେତିକି ନୁହେଁ, ପିଲାଙ୍କ ସହ ବଶି ମଧ୍ୟାହ୍ନ ଭୋଜନ କଲେ ଆଉ ଫଟୋ ଓ ଭିଡିଓ ସୁଟ୍‌ ମଧ୍ୟ କଲେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ। ଜନଜାତି...

book
ଉନ୍ମୋଚିତ ହେଲା-ଏ ଭିଲେଜ୍‌ ନେମ୍‌ଡ ସୁଜନପୁର

ଭୁବନେଶ୍ୱର: ଲୋକାର୍ପିତ ହୋଇଛି ପୂର୍ବତନ ପୋଲିସ ଡିଜି ତଥା ବିଶିଷ୍ଠ କଥାକାର ବିପିନ ବିହାରୀ ମିଶ୍ରଙ୍କ ଓଡିଆ ଉପନ୍ୟାସ ‘ଗାଁ ର ନାଁ ସୁଜନପୁର‘ ପୁସ୍ତକର ଇଂରାଜୀ ଅନୁବାଦ-ଏ ଭିଲେଜ ନେମ୍‌ଡ ସୁଜନପୁର। ୧୬ ଟି ଗଳ୍ପକୁ ନେଇ ଏହି ଉପନ୍ୟାସକୁ ଇଂରାଜୀରେ ଅନୁବାଦ କରିଛନ୍ତି ପ୍ରଫେସର ବସନ୍ତ...

kejriwal
ପତ୍ନୀଙ୍କ ଜନ୍ମଦିନରେ ବିଜୟ ଉପହାର ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ:ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ଭୋଟ ଗଣତି ଚାଲିଛି । ଆଉ କିଛି ସମୟ ପରେ ମିଳିଯିବ ଚୂଡ଼ାନ୍ତ ଫଳାଫଳ । ଗଣା ସରି ନ ଥିଲେ ବି ସବୁ ସିଟ୍‌ର ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇ ଆସିଲାଣି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ଆସନର ଅଧିକାଂଶ...

delhi
ବିଜେପି ଠାରୁ ଦୂରେଇ ଯାଉଛି ଦିଲ୍ଲୀ !

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନସୁଦ୍ଧା ଯାହା ଜଣାପଡ଼ିଛି, କ୍ଷମତା ଦଖଲ ଅଭିମୁଖେ ଆଗେଇ  ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଏହି ଗଣତି ମଧ୍ୟରେ ସମସ୍ତଙ୍କ ନଜର ଦିଲ୍ଲୀ ଆସନ ଉପରେ ରହିଛି।...

Untitled-2
ESA ଏବଂ NASAର ଐତିହାସିକ ମିଶନ; ଖୁବ୍‌ ଶୀଘ୍ର ଆସିବ ସୂର୍ଯ୍ୟର ଫଟୋ

ୱାଶିଂଟନ୍‌:ୟୁରୋପିଆନ ସ୍ପେଶ୍‌ ଏଜେନ୍ସି (ESA) ଏବଂ ଆମେରିକା ସ୍ପେଶ୍‌ ଏଜେନ୍ସି (NASA)ର ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ  ତାର ଐତିହାସିକ ଯାତ୍ରା ଆରମ୍ଭ କରିଛି । ସୋମବାର ଏହି ସୋଲାର ଅର୍ବିଟର ସ୍ପେଶକ୍ରାପ୍ଟ ଅନ୍ତରୀକ୍ଷରେ ପ୍ରବେଶ କରିଛି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଅତି ନିକଟରୁ ସୂର୍ଯ୍ୟ ଓ ଏହାର...

nandapur
ଥାନାକୁ ଡାକି ନେଇ ପିଟିଲା ପୋଲିସ

କୋରାପୁଟ: ଜମିଜମା ମାମଲାରେ ଗୋଟିଏ ପକ୍ଷକୁ ସମର୍ଥନ କରି ଅନ୍ୟ ପକ୍ଷର ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଛନ୍ତି  ଏସ୍‌ଡିପିଓ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ହିମରିପୁର ଗାଁରେ। ପୋଲିସ ବାବୁ ଥାନାକୁ ନେଇ ପିଠି, ଗାଲ ଓ କାନ୍ଧକୁ ପ୍ରବଳ ପିଟିଛନ୍ତି ବୋଲି ଅଭିଯୋଗ କରିଛନ୍ତି...

disastar
ଓଡ଼ିଶାକୁ ବଜ୍ର ବିପତ୍ତି: ଗୋଟିଏ ବର୍ଷରେ ୧୨ ଲକ୍ଷ

ଭୁବନେଶ୍ୱର: ଓଡ଼ିଶାର ବଢି ଚାଲିଛି ବଜ୍ର ବିପତ୍ତି। ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ଏକ ସର୍ଭେରୁ ଜଣାଯାଇଛି, ୨୦୧୯ରେ ସର୍ବାଧିକ ବଜ୍ରପାତ ଓଡ଼ିଶାରେ ହୋଇଛି । ଗତବର୍ଷ ଓଡ଼ିଶାରେ ପ୍ରାୟ ୧୨ଲକ୍ଷ ଥର ବଜ୍ରପାତ ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା।...

touching-feet-2-v1
ଗୁରୁଜନଙ୍କୁ ପ୍ରଣାମ କରି ଘରୁ ବାହାରନ୍ତୁ

ଆଜି ୨୦୨୦ ମସିହା, ଫେବ୍ରୁଆରୀ ମାସ ୧୧ ତାରିଖ, ମଙ୍ଗଳବାର। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

trump
୨୪-୨୫ରେ ଭାରତ ଗସ୍ତରେ ଆସିବେ ଟ୍ରମ୍ପ

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଚଳିତ ମାସ ୨୪ରୁ ୨୫ ଭିତରେ ଭାରତ ଆସିବେ। ଏନେଇ ସୋମବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଗସ୍ତବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।