कांग्रेस आलाकमान पर संदीप दीक्षित का खुला वार, थरूर का भी साथ, गांधी परिवार के खिलाफ विद्रोह?
ଭୁବନେଶ୍ୱର: ବେକାରୀ ସମସ୍ୟାକୁ ନେଇ ବିରୋଧୀ ଓ ଶାସକ ଦଳର ସଭ୍ୟ ମୁହାଁମୁହିଁ। ଶୂନ୍ୟକାଳରେ ବେକାରୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ପ୍ରଦୀପଙ୍କ ତଥ୍ୟ ଅନୁସାରେ ୨୨ଲକ୍ଷ ୫୭ ହଜାର ବେକାରଙ୍କ ନାଁ ପଞ୍ଜୀକରଣ ହୋଇଥିଲେ ମଧ୍ୟ ମାତ୍ର ୨୬...
ନାଗାଉର: ସାମାନ୍ୟ ଚୋରୀ ଅଭିଯୋଗରେ ଏତେ ବଡ ସଜା ? ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳି ନିର୍ଦ୍ଦୟ ଭାବେ ପିଟିଲେ। ନାଗାଉର ଅଞ୍ଚଳରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି। ଚୋରି ଅଭିଯୋଗରେ ୨ ଜଣ ଦଳିତ ଯୁବକଙ୍କୁ କିଛି ଲୋକ ଅତ୍ୟନ୍ତ ନିଷ୍ଠୁର ଭାବେ ମାଡ଼ ମାରିଛନ୍ତି।...
ଭୁବନେଶ୍ୱର: ଚୀନରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା୨୧୧୮ରେ ପହଞ୍ଚିଛି। ଗତକାଲି ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୫୭୬ ଛୁଇଁଛି । ଗତକାଲି ଗୋଟିଏ ଦିନରେ ୩୯୪ ଜଣ ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଦିନ...
ଓ୍ୱାଶିଂଟନ: କମ୍ପ୍ୟୁଟର ଯୁଗରେ Ctrl+C (କପି) ଏବଂ Ctrl+V କିଏ ନ ଜାଣେ। ସ୍ମାର୍ଟଫୋନ୍ ହେଉ କି କମ୍ପ୍ୟୁଟର Ctrl+C (କପି) ଏବଂ Ctrl+V (ପେଷ୍ଟ ବା ରିପ୍ଲେସ) ସବୁ ୟୁଜର୍ସଙ୍କ ପାଇଁ ଜରୁରୀ ଆବଶ୍ୟକତା। କାରଣ କମ୍ପ୍ୟୁଟର ବ୍ୟବହାର ବେଳେ ଏହି କି ଓ୍ୱାର୍ଡର ବ୍ୟବହାର ସବୁଠାରୁ...
କଟକ: କଟକ ବାଙ୍କୀ ଡବଲ ମର୍ଡର ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ପୁରା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି କଂଗ୍ରେସ। ଡବଲ ମର୍ଡର ମାମଲାରେ ସ୍ଥାନୀୟ ବିଜେଡି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି। ତାଙ୍କ ଇଙ୍ଗିତରେ ହତ୍ୟା ଓ ହତ୍ୟାକାରୀଙ୍କୁ...
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ ହୋଇଛି ।ବିମାନବନ୍ଦରରେ ନିୟୋଜିତ ବାର୍ଡ୍ ଲଞ୍ଚ୍ ନାମକ ସଂସ୍ଥାରେ ଅଧିକାରୀ ଭାବେ କାମ କରୁଥିବା ଅବିନାଶ ନନ୍ଦଙ୍କ ବିରୋଧରେ ମହିଳା ଜଣକ ଅଭିଯୋଗ କରିଛନ୍ତି । ଅବିନାଶ ତାଙ୍କୁ ମାଡ଼...
ଏଇ ଫଟୋ କାହାର ଜାଣନ୍ତି ? ଭଲ କରି ଦେଖନ୍ତୁ। ବିଶେଷ କରି ହସକୁ। ଅତି ଚିହ୍ନା ହସ। ସେ ଆପଣଙ୍କର ଅତି ପରିଚିତ..ବିଶେଷ କରି କ୍ରିକେଟପ୍ରେମୀଙ୍କର। ହଁ, ସେ ଆଉ କେହି ନୁହଁନ୍ତି, ସେ ଭାରତୀୟ କ୍ରିକେଟ ଟିମ୍ର କ୍ୟାପ୍ଟେନ ବିରାଟ କୋହଲୀ। ପିଲାଦିନରୁ କୋହଲିଙ୍କର ଷ୍ଟାଇଲ...
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡିଆ ଗେଟ୍ ନିକଟରେ ଚାଲିଥିବା ହୁନର ହାଟ ବୁଲିବାକୁ ଯାଇଥିଲେ। ପ୍ରାୟ ୫୦ ମିନିଟ୍ ଏହି ହୁନର ହାଟରେ ସେ କଟାଇଥିଲେ। ବ୍ୟବସାୟୀଙ୍କ ସହ କଥା ବାର୍ତ୍ତା ହୋଇ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ। ସେଠାରେ ପିପିଲି ଚାନ୍ଦୁଆ, ତାରକଷି କାମର ଷ୍ଟଲ୍...
ଅହମଦାବାଦ: ଭ୍ରମଣ କରାଇବା ନାଁରେ ଠକେଇ ଅଭିଯୋଗ। ୧୦ ହଜାର ଟଙ୍କାର ଟୁର ପ୍ୟାକେଜର ଅଫର ଦେଖାଇ ୯ କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ଗୁଜରାଟ ଅହମଦାବାଦ ସ୍ଥିତ ପଞ୍ଚବଟି ଅଞ୍ଚଳର ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋମବାର ସାଇବର କ୍ରାଇମ ଥାନାରେ ୯ କୋଟି...
ଅହମଦାବାଦ : ‘ମାସିକ ଋତୁସ୍ରାବ ସମୟରେ ରୋଷେଇ କରିବା ଉଚିତ୍ ନୁହେଁ। ଏ ସମୟରେ ସ୍ୱାମୀଙ୍କୁ ରୋଷେଇ କରି ଦେଉଥିବା ମହିଳା ପରଜନ୍ମରେ କୁକୁର ହୋଇ ଜନ୍ମ ନେବେ। ଏପରିକି ସେହି ମହିଳାଙ୍କ ହାତରୁ ଖାଦ୍ୟ ଗ୍ରହଣ କରୁଥିବା ପୁରୁଷ ପରଜନ୍ମରେ ବଳଦ ହୋଇ ଜନ୍ମ ହେବେ।’ ମାସିକ...
ଭୁବନେଶ୍ୱର: ହମିରପୁର ଡବଲ ମର୍ଡର ମାମଲାରେ ଗିରଫ ଅନୁପ ସାଏଙ୍କୁ ରିମାଣ୍ଡରେ ଆଣିବ ଛତିଶଗଡ଼ ପୋଲିସ୍। ହତ୍ୟାର ପୁରା କାହାଣୀ ଓ ଯୋଜନା ସମ୍ପର୍କରେ ତଥ୍ୟ ଓଗାଳିବ। ଏହାସହ ମାମଲାରେ ଅନ୍ୟତମ ଅଭିଯୁକ୍ତ ବର୍ଦ୍ଦନ ଟୋପୋଙ୍କୁ ବି ରିମାଣ୍ଡରେ ଆଣିବ। ଏ ନେଇ ରାୟଗଡ଼ ପୋଲିସ୍ କୋର୍ଟରେ ଆବେଦନ...
ଭଦ୍ରକ: ପୁଣି ଥରେ ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ। ପୁରୀ ପରେ ଏବେ ଭଦ୍ରକରେ ପୁଣି ଥରେ ହାତାହାତି ହୋଇଛନ୍ତି କଂଗ୍ରେସ ନେତା। ପରିସ୍ଥିତି ଏପରି ହୋଇ ଯେ, ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତଙ୍କୁ ପିଟି ତାଙ୍କ ପୋଷାକ ଚିରି ଦେଇଛନ୍ତି। ଗତ ୧୭...
ଭୁବନେଶ୍ୱର:ଆସନ୍ତା ଆର୍ଥିକ ବର୍ଷରେ ଦିଆଯିବ ବକେୟା ମହଙ୍ଗା ଭତ୍ତା । ସରକାରୀ କର୍ମଚାରୀଙ୍କୁ ମିଳିବାକୁ ଥିବା ଜୁଲାଇର ପ୍ରାପ୍ୟ ୫ ପ୍ରତିଶତ ମହଙ୍ଗା ଭତ୍ତା ଆସନ୍ତାବର୍ଷ ମିଳିବ। ଏ ନେଇ ସୂଚନା ଦେଇନ୍ତି ରାଜ୍ୟ ଅର୍ଥ ସଚିବ ଅଶୋକ ମୀନା । ଗତକାଲି ବଜେଟ୍ ଉପସ୍ଥାପନ ପରେ ମୀନା...
ଭୁବନେଶ୍ୱର: କାଳିଆ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ନେଇ ପୁଣି ଦ୍ୱନ୍ଦ୍ୱ। ସରକାରଙ୍କ କାଳିଆ ହିତାଧିକାରୀ ତଥ୍ୟରେ ରହୁନି ତାଳମେଳ। କାଳିଆ ଯୋଜନାରେ ୫୧ ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଥିବା ଗତବର୍ଷ କହିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ହେଲେ ଏବେ...