• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

living-1
୫୦ ବର୍ଷ ତଳର ପ୍ରେମକାହାଣୀ-ବାହାଘର କରାଇଲେ ପୁଅଝିଅ

କଭର୍ଦ୍ଧା: ଛତିଶଗଡ଼ର କଭର୍ଦ୍ଧା ଅଞ୍ଚଳରେ ଏକ ବିବାହକୁ ନେଇ ଚର୍ଚ୍ଚା ଚାଲିଛି।  ବିବାହ ଦେଖିବାକୁ ଲୋକଙ୍କ ଭିଡ ଜମିଛି। ବିବାହରେ ବର ହେଉଛନ୍ତି ଜଣେ ୭୩ ବର୍ଷ ବୟସ୍କ ବୃଦ୍ଧ ଏବଂ କନ୍ୟ ହେଉଛନ୍ତି ୬୭ ବର୍ଷର ବୃଦ୍ଧା। ବିବାହ ପାରମ୍ପରିକ ରୀତିନୀତି ଅନୁସାରେ ହୋଇଛି।  ସବୁଠାରୁ ମଜା...

aag
ରାତି ଅଧରେ ଘରେ ଲାଗିଗଲା ନିଆଁ, ୫ ବର୍ଷର ଶିଶୁ ପିରବାର ଲୋକଙ୍କୁ ଏମିତି ବଞ୍ଚାଇଲା

ନୂଆଦିଲ୍ଲୀ: ଅନେକ ସମୟରେ ଦେଖିବାକୁ ମିଳିଥାଏ, ଅତର୍କିତ ବିପତ୍ତିଟିଏ ଆସିଗଲେ ବୁଦ୍ଧି ହଜିଯାଏ।  ଯେତେ ଅଭିଜ୍ଞ ହୁଅ ବା ବୟସ୍କ, ଅତିର୍କିତ ବିପତ୍ତିକୁ ସାମ୍ନା କରିବା ପାଇଁ ଉପସ୍ଥିତ ବୁଦ୍ଧି ଜୁଟି ନ ଥାଏ। ଘରେ ରାତି ଅଧରେ ଚାର ପଶିଲେ କିମ୍ବା ନିଆଁ ଲାଗିଗଲେ ଭାବି ହୁଏନି,...

corona
କରୋନା ଆତଙ୍କ: ୧୭୭୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ଥମୁନି କରୋନା ଭୟ। ପ୍ରାଣଘାତୀ କରୋନାରେ ଗଡ଼ି ଚାଲିଛି ମୁଣ୍ଡ। ଦିନକୁ ଦିନ ବଢି ଚାଲିଛି ମୃତ୍ୟୁ ସଂଖ୍ୟା।  ଗତ ୨୪ ଘଣ୍ଟାରେ ପୁଣିଥରେ ପୁଣି ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଚାଇନାରେ ଏହି ଭାଇରସରେ ମୃତକଙ୍କ ସଂଖ୍ୟା ୧୭୭୦ ଛୁଇଁଲାଣି। ସେହିପରି...

minister
ଶିକ୍ଷାଗତ ଯୋଗ୍ୟତା ନେଇ ମିଛ କହିଲେ ମନ୍ତ୍ରୀ !

ଭୁବନେଶ୍ୱର: ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ଫସିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସତ୍ୟପାଠରେ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତାକୁ ନେଇ ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ। ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି-“ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ ସହଯୋଗୀ ତଥା ବର୍ତ୍ତମାନର...

romia
ରାଜଧାନୀରେ ରୋଡ ରୋମିଓଙ୍କୁ ଛେଚିଲେ ଯୁବତୀ

ଭୁବନେଶ୍ୱର: ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର। ପ୍ରତିପାଦରେ ଯେମିତି ରହିଛି ବିପଦ। ରୋଡ ରୋମିଓମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲଗିଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଘଟଣା ଘଟିଛି। ଜଣେ ଯୁବକ ନିଛାଟିଆ ରାସ୍ତାରେ ଯାଉଥିବା ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅବଶ୍ୟ ଏପରି କାମ...

rikshawpuller
ଝିଅ ବାହାଘରରେ ବ୍ୟସ୍ତ ଥିଲେ ରିକ୍ସା ଚାଳକ; ପହଞ୍ଚିଲା ମୋଦିଙ୍କ ଚିଠି

ବାରାଣାସୀ:ବାରାଣାସୀର ଜଣେ ରିକ୍ସା ଚାଳକ। ନାଁ ମଙ୍ଗଳ କେୱଟ। ମଙ୍ଗଳ ତାଙ୍କ ଝିଅ ବାହାଘରକୁ ନେଇ ବହୁତ ବ୍ୟସ୍ତ । ତେବେ ଆପଣ ଭାବୁଥିବେ ଜଣେ ରିକ୍ସା ଚାଳକ ତାଙ୍କ ଝିଅର ବାହାଘର କରୁଛନ୍ତି, ଏଥିରେ କି ରୋଚକ ‌ଖବର ଅଛି ? ଖବରଟି ରୋଚକ ଏଥିପାଇଁ ଯେ,...

filmfare-award
୬୫ତମ ଫିଲ୍ମଫେୟାର ଆୱାର୍ଡ: ରଣବୀର, ଆଲିଆ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ

ଗୁଆହାଟୀ: ବାଜି ମାରିନେଲା ଫିଲ୍ମ ‘ଗଲି ବୟ’। ପୋଛି ନେଲା ସବୁ ଆୱାର୍ଡ।  ଏକାଥରକେ ପାଇଛି ୧୦ଟି ପୁରସ୍କାର। ‘ଗଲି ବୟ’କୁ ୬୫ତମ ଆମାଜନ୍ ଫିଲ୍ମଫେୟାର ଆୱାର୍ଡ ଉତ୍ସବରେ ମିଳିଛି ଏହି ୧୦ଟି ପୁରସ୍କାର।  ଗତକାଲି ଆସାମର ଗୁଆହାଟୀରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଫିଲ୍ମକୁ ମିଳିଛି...

Capture-1
କଥା ରଖିଲେନି ପ୍ରେମିକ, ବନ୍ଧା ହେଲେ

ଫୁଲବାଣୀ:ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା। ଏପରି ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଏସ୍‌ଓଜି ଯବାନ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ। ଗିରଫ ଯବାନଙ୍କ ନାଁ ଦେବରାଜ କର୍ଣ୍ଣ। ପୁଲିସ୍ ଦେବରାଜଙ୍କୁ ସମ୍ୱଲପୁର ଅଞ୍ଚଳରୁ ଗିରଫ କରିଛ। ଯବାନ ଜଣକ ସ୍ଥାନୀୟ ଜଣେ ଯୁବତୀଙ୍କୁ ବିବାହ...

egg-1
ସାବଧାନ ! ବଜାରରେ ମିଳୁଛି ପ୍ଲାଷ୍ଟିକ ଅଣ୍ଡା

 ବାଲେଶ୍ୱର: ବାଲେଶ୍ୱରରେ ମିଳୁଛି ନକଲି ଅଣ୍ଡା। ତାହା ପୁଣି ଦିଆଯାଉଛି ଅଙ୍ଗନୱାଡ଼ି କେନ୍ଦ୍ରରେ। ଛୋଟ ପିଲାଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି  ସରକାର ଯୋଗାଉଛନ୍ତି  ମାଗଣା ସୁଷମ ଖାଦ୍ୟ। ହେଲେ ଏପରି ସୁଷମ ଖାଦ୍ୟ ଛୋଟ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଉତ୍ତମ ତାହା ଏହି ଘଟଣାରୁ...

kanasa
ଘର ଭଙ୍ଗା ତାଲିକା ଦେଖି ତାତିଲେ ଲୋକେ

ପୁରୀ: ଫୋନି ଘର ଭଙ୍ଗା ତାଲିକାରେ ପ୍ରକୃତ ହିତାଧିକାରୀଙ୍କ ନାଁ ନଥିବା ଅଭିଯୋଗ। ପ୍ରତିବାଦରେ ପୁରୀ ଜିଲ୍ଲା କଣାସ ବ୍ଲକ ଘେରାଉ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ବିପନ୍ନ ମାନଙ୍କର ଜିଓ ଟ୍ୟାଗ କରାଯାଇଥିବା ବେଳେ ଅନ୍ତିିମ ତାଲିକାରେ ସେମାନଙ୍କ ନାମ ନଥିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ...

child
ଦୃଷ୍ଟିହୀନ ମା’ ପାଇଁ ସମର୍ପିତ ଶ୍ରବଣକୁମାର

କୋରାପୁଟ: ଯେଉଁ ବୟସରେ ଖେଳି ବୁଲିବା ସହ ପାଠ ପଢିବା କଥା, ସେହି ବୟସରେ ଏବେ ପରିବାରର ବୋଝ । ପରିବାର କହିଲେ ଦୃଷ୍ଟିହୀନ ମାଆ। ତାଙ୍କର ସେବା ସେ ନ କଲେ କିଏ କରିବ ? ତେଣୁ ୧୦ବର୍ଷର ପିଲାଟି ଜନ୍ମଦାତ୍ରୀ ମାଆକୁ ନିଜ ହାତରେ ରୋଷେଇ...

taliban
ଶାନ୍ତି ପାଇଁ ତାଲିବାନ-ଆମେରିକା ମଧ୍ୟରେ ହେବ ଚୁକ୍ତି

ୱାଶିଂଟନ୍‌: ଆମେରିକା ସରକାର ଏବଂ ତାଲିବାନ ମଧ୍ୟରେ ହେବ ଶାନ୍ତି ଚୁକ୍ତି। ଏଥିରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆସନ୍ତା ୧୮ ମାସ ମଧ୍ୟରେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ଆଦି ପ୍ରସଙ୍ଗ ରହିଛି। ଚଳିତ ମାସ ଶେଷ ଆଡ଼କୁ ଏହି ଚୁକ୍ତି ହେବ ବୋଲି କୁହାଯାଉଛି। ଏହି ଚୁକ୍ତି...

valevntain day
ପ୍ରେମ ଦିବସରେ ପ୍ରେମ କୁ ‘ନା’ କଲେ ଛାତ୍ରୀ

ଅମରାବତୀ:ଫେବ୍ରୁଆରୀ ୧୪ ତାରିଖ ଭାଲେଣ୍ଟାଇନ୍ ଡେ ପାଳିତ ହୋଇଯାଇଛି। କିଏ କେମିତି ପାଳନ କରିଛନ୍ତି ଏହି ଦିନକୁ ହେଲେ ମହରାଷ୍ଟ୍ରର ଏକ କଲେଜ୍‌ରେ ଭାଲେଣ୍ଟାଇନ୍‌ ଡେ ଭିନ୍ନ ଶୈଳୀରେ ପାଳିତ ହୋଇଛି। କଲେଜର ଛାତ୍ରଛାତ୍ରୀମାନେ ଏକ ଅଜବ ଶପଥ ନେଇଛନ୍ତି। ଭାଲେଣ୍ଟାଇନ୍ ଡେ’ରେ ମହରାଷ୍ଟ୍ରର ମହିଳା ଆର୍ଟସ ଆଣ୍ଡ...

13252
କରୋନା ନେଲା ପୁଣି ୧୪୭ ମୁଣ୍ଡ

ବେଜିଂ: ଘାତକ କରୋନା ଭାଇରସରେ ଚୀନ୍‌ରେ ଶୁକ୍ରବାର ପୁଣି ୧୪୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହିତ କରୋନା ମୃତକଙ୍କ ସଂଖ୍ୟା ୧,୬୩୧ରେ ପହଞ୍ଚିଛି। ଚୀନ୍‌ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ କହିବା ଅନୁଯାୟୀ, ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ହୁବେଇ ପ୍ରାନ୍ତରେ ଶୁକ୍ରବାର ୨୪୨୦ ଜଣ ନୂଆ ସଂକ୍ରମିତ ରୋଗୀଙ୍କୁ ଠାବ...

mahatma
‘ଜୟଜଗତ’ ପଦଯାତ୍ରାରେ ଜେନେଭାରୁ ପୁରୀ

ପୁରୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅହିଂସା ନୀତି ଓ ଆଦର୍ଶକୁ କେବଳ ଭାରତ ନୁହେଁ ବିଶ୍ୱବାସୀ ଏହାକୁ ଗ୍ରହଣ କରିଛନ୍ତି। ଏ ନେଇ ମହାତ୍ମାଙ୍କ ୧୫୦ତମ ଜନ୍ମ ଜୟନ୍ତିଙ୍କୁ ଅଧିକ ସ୍ମରଣୀୟ କରିବାକୁ ‘ଜୟ ଜଗତ’ ପଦଯାତ୍ରା କରିଛନ୍ତି ବିଦେଶୀ ନାଗରିକ। ସେ ସୁଦୂର ସୁଜରଲ୍ୟାଣ୍ଡର ଜେନେଭାରୁ...

anganvadi
‘ଶାଗ ନାଇଁ..ଖାଲି ଭାତ ଖାଇବି..’

ଉମରକୋଟ: ମନ୍ତ୍ରୀ, ଜିଲ୍ଲାପାଳ ଗାଁ ଗାଁ ବୁଲୁଛନ୍ତି। କେତେବେଳେ ସ୍କୁଲ ତ କେତେବେଳେ ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଉଥିବାର ଫଟୋ ଭାଇରାଲ ହେଉଛି। କୁନି କୁନି ପିଲାମାନଙ୍କୁ ମାଗଣା ଖାଦ୍ୟ ନାଁରେ ଖାଲି ଭାତ ଦିଆଯାଉଛି ଆଉ ନୀରିହ ଶିଶୁଟି ଭୋକ ବିକଳରେ...

Untitled-1
ଉଦ୍ଧାର ହେଲେ ୨୫୦ ଦାଦନ ଶ୍ରମିକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଉଦ୍ଧାର ହୋଇଛନ୍ତି ୨୫୦ ଜଣ ଓଡ଼ିଆ ଦାଦନ ଶ୍ରମିକ। ଏହି ଶ୍ରମିକମାନେ ସ୍ଥାନୀୟ ଏଲଙ୍ଗା ଅଞ୍ଚଳର ବିଭିନ୍ନ କମ୍ପାନିରେ କାମ କରୁଥିଲେ। ଗତକାଲି ଏମାନଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଅଭିମୁଖେ ପଠାଯାଇଛି। ପ୍ରଶାନ୍ତି ଏକ୍ସପ୍ରେସରେ ସ୍ୱତନ୍ତ୍ର ଭାବେ ୨ଟି ବଗିରେ ଏମାନଙ୍କୁ ଓଡ଼ିଶା ଅଣାଯାଉଛି। ଏହି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।