ଅହମ୍ମଦାବାଦ: ଭାରତର ଅତିଥି ପରାୟଣତା କିଏ ବା ନ ଜଣେ ? ଅତିଥିଙ୍କୁ ଖୁସି କରାଇବାରେ କେବେ ବି କାର୍ପଣ୍ୟ କରି ନ ଥାଏ ଭାରତ। ଏବେ ଏମିତି ଜଣେ ବିଶେଷ ଅତିଥିଙ୍କ ଆଗମନକୁ ନେଇ ପ୍ରସ୍ତୁତି ଚାଲିଛି। ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଫେବ୍ରୁଆରୀରେ ଭାରତ...
ନୂଆଦିଲ୍ଲୀ:ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସରଦାର ବଲ୍ଲଭ ଭାଇ ପଟେଲଙ୍କୁ ପ୍ରଥମ କ୍ୟାବିନେଟ୍ରେ ସାମିଲ୍ କରିବାକୁ ଚାହୁଁ ନ ଥିଲେ। ବିଦେଶମନ୍ତ୍ରୀ ଏସ୍ ଜୟଶଙ୍କର ଏକ ବହିରେ ପ୍ରକାଶିତ ତଥ୍ୟକୁ ଉଦ୍ଧୃତ କରି ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ରେ ସେ ଉଲ୍ଲେଖ କରିଛନ୍ତି, ୧୯୪୭ରେ ନେହରୁ କ୍ୟାବିନେଟର ପ୍ରଥମ ଲିଷ୍ଟରେ...
ବେଜିଂ: ଚୀନରେ କରୋନା ଆତଙ୍କ ଥମୁନି। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ବୁଧବାର ଏହି କରୋନା ୨୫୪ ଜଣଙ୍କ ଜୀବନ ନେଇଛି। ଏହାପରେ ମୃତକଙ୍କ ସଂଖ୍ୟା ୧୩୬୭ରେ ପହଞ୍ଚିଛି। ଭାଇରସ ବ୍ୟାପିବା ଦିନଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଜୀବନ ଯିବା ପ୍ରଥମ ଘଟଣା। ଏହାପୂର୍ବରୁ ଫେବୃଆରୀ...
ଭୁବନେଶ୍ୱର: ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛି ବିଜେପି । ମୋ ସରକାର ଏବଂ ଫାଇଭ୍ ଟି’କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ମିନାକ୍ଷୀ ଜଣେ...
ସମ୍ବଲପୁର: ପୁଣି ବୁର୍ଲା ଭିସୁଟ୍ରୁ ଆସିଛି ଚାଞ୍ଚଲ୍ୟକର ଅଭିଯୋଗ। ପୁଣି ଜଣେ ଜୁନିୟର ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣ କରିଛନ୍ତି ଜଣେ ସିନିୟର ଛାତ୍ର । ଏପରି ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଜଣେ ଛାତ୍ର। ପ୍ରଥମ ବର୍ଷର ଏହି ଛାତ୍ର ଜଣକ ଅଭିଯୋଗ କରିଛନ୍ତି ଯେ,...
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ବଜିରଗଞ୍ଜ କୋର୍ଟରେ ଆଜି ଦେଶୀ ବୋମାମାଡ଼ ହୋଇଛି। ବୋମା ମାଡ଼ରେ ଅନେକ ଓକିଲ ଆହତ ହୋଇଛନ୍ତି। ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ପୋଲିସ କୋର୍ଟ ପରିସରରୁ ୨ଟି ଅଫୁଟା...
ନୂଆଦିଲ୍ଲୀ:ରାମ ମନ୍ଦିର ନିର୍ମାଣ କାମ କେବେ ଆରମ୍ଭ ହେବ ସେ ନେଇ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ। ଏ ସମ୍ପର୍କରେ ଆସନ୍ତା ୧୯ ତାରିଖ ହେବାକୁ ଥିବା ପ୍ରଥମ ବୈଠକରେ ଆଲୋଚନା କରାଯିବ। ଟ୍ରଷ୍ଟର କହିବା ଅନୁଯାୟୀ ତିଥି ଧାର୍ଯ୍ୟ ନେଇ...
ନୂଆଦିଲ୍ଲୀ: ଦିଲ୍ଲୀର ଭଜନାପୁରାର ଏକ ବନ୍ଦ ଘରୁ ପରିବାରର ୫ ଜଣଙ୍କ ଗଳିତ ଶବକୁ ପୋଲିସ ଆଜି ଉଦ୍ଧାର କରିଛି। ବାପା-ମା, ଏବଂ ତିନି ଭାଇ ଭଉଣୀଙ୍କର ଏପରି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି କିମ୍ବା କେହି...
ନୂଆଦିଲ୍ଲୀ/ ଭୁବନେଶ୍ୱର: ରାଜନୀତି ହେବ ଅପରାଧମୁକ୍ତ । ଅପରାଧୀକ କାର୍ଯ୍ୟକଳାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଟିକଟ ଦେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଏଣିକି ଥରେ ନୁହେଁ, ଅନେକବାର ଚିନ୍ତା କରିବାକୁ ବାଧ୍ୟ ହେବେ। କାରଣ ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ ସୁପ୍ରିମ୍କୋର୍ଟ ଗୁରୁବାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। କୋର୍ଟ...
ଭୁବନେଶ୍ୱର: ରାଜ୍ୟରେ ଏବେ ବି ଚାଲିଛି କ୍ୟୁ ନେଟ୍ ଠକେଇ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏ ସମ୍ପର୍କରେ ଆଡଭାଇଜରି ଜାରି କରିବାକୁ ପୋଲିସ ମୁଖ୍ୟାଳୟକୁ ଚିଠି ଲେଖିଛି । ରାଜ୍ୟରେ କ୍ୟୁ ନେଟ୍ ଠକେଇ ଏବେ ବି ଚାଲିଥିବା ଚିଠିରେ ମାନିଛି ଇଓଡବ୍ଲ୍ୟୁ। ରାଜ୍ୟର ବିଭିନ୍ନ ସ୍ଥାନରେ...
ଦିଲ୍ଲୀ:ନିଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରି ବୁଧବାର କୋର୍ଟରେ କାନ୍ଦି ପକାଇଛନ୍ତି ତାଙ୍କର ମା‘। ନିର୍ଭୟା ମା’ ଜଜ୍ଙ୍କୁ କହିଛନ୍ତି, ‘ସେ ୭ ବର୍ଷ ଧରି ନ୍ୟାୟ ପାଇଁ ଅପେକ୍ଷା କରିଛି। ମୁଁ...
ନୂଆଦିଲ୍ଲୀ: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍କୁପାକିସ୍ତାନର ଏକ କୋର୍ଟ ଜମାତ୍-ଉଦ୍-ଦାୱା (ଜେୟୁଡି) ମୁଖ୍ୟ ଟେରର୍ ଫାଇନାନ୍ସିଂ ମାମଲାରେବୁଧବାର ଦୋଷୀ ସାବ୍ୟସ୍ତ କରିଛି। କୋର୍ଟ ହାଫିଜ୍କୁ ୫ ବର୍ଷର ଜେଲ୍ ଦଣ୍ଡ ଦେଇଛନ୍ତି। କୁହାଯାଉଛି, FATFର କଳାତାଲିକାରେ ସାମିଲ ହେବାର ଭୟ ପାକିସ୍ତାନକୁ ଘାରିଛି।...
ରାଉରକେଲା: ରାଉରକେଲାରେ ହେବ ଟୁଲ୍ ରୁମ୍ କମ୍ ଟ୍ରେନିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ରାଉରକେଲାରେ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର ଲାଗି ଖର୍ଚ୍ଚ ହେବ ୨ଶହ କୋଟି । ଓଡ଼ିଶାରେ ଏହି ସେଣ୍ଟର...
ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକା ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଜିପ୍ରୋ ନାଁରେ ୯ଟି କେସ ରହିଥିବା ଏସପି କହିଛନ୍ତି । ସେ ୨୦୧୨ ରେ ମାଓ ସଂଗଠନରେ ସାମିଲ ହୋଇଥିବା ବେଳେ ମାଲକାନଗିରି ବିଶାଖା ବର୍ଡର...
କନ୍ନୁର: ଅନ୍ୟ ଜମିରେ ମୂଲ ଲାଗିଲେ ଦୁଇ ପଇସା ରୋଜଗାର କରୁଥିଲେ। ସେଥିରେ କଷ୍ଟେମଷ୍ଟେ ଚଳୁଥିଲା ପରିବାର। ହେଲେ ହଠାତ୍ ତାଙ୍କ ଜୀବନର ଗତିପଥ ବଦଳିଗଲା। ରାତାରାତି ବନିଗଲେ କୋଟିପତି। ଏବେ ସେ ୭ କୋଟିର ମାଲିକ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସେ ଜିତିଛନ୍ତି ୧୨ କୋଟି...
ବ୍ରହ୍ମପୁର: କାର୍ ଛାଡ଼ି ସାଇକେଲ ଧରି ବୁଲିଲେ ଜିଲ୍ଲାପାଳ। ସହରର ହାଲ୍ଚାଲ ଦେଖିଲେ। କିଏ ପଲିଥିନ୍ ବ୍ୟବହାର କରୁଛି, କିଏ ରାସ୍ତା ଉପରେ ମଇଳା ପକଉଛି…। ଖାଲି ବୁଲି ଦେଖିଲେନି, ନିୟମ ଖିଲାପକାରୀଙ୍କ ନାଁରେ ଜରିମାନା ବି ପକାଇଲେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଛତ୍ରପୁରରେ। ଗଞ୍ଜାମ...
ନୂଆଦିଲ୍ଲୀ: ଅଭିନବ ଉପାୟରେ ସୁନା, ବ୍ରାଉନଗୁଗର ଚାଲାଣ ହେଉଥିଲା। କେଉଁଠି ପେଟ ଭିତରେ ତ କେଉଁଠି ଜୋତା ଭିତରେ ପୁଣି କେଉଁଠି ପୋଷାକ ଭିତରେ। ଚୋରା ବେପାରୀମାନେ ଏମିତି ଭାବେ ନିଜକୁ ବିପଦକୁ ଠେଲି ଏପରି କାମ କରିଥାନ୍ତି। ହେଲେ ଏହା ସୁନା କି ବ୍ରାଉନସୁଗର ନୁହେଁ, ଏହା...
ନୂଆଦିଲ୍ଲୀ: ଚୀନ୍ର ଚିନ୍ତା ବଢାଇଛି କରୋନା । ପ୍ରାଣଘାତୀ କରୋନା ଭୂତାଣୁରେ ମୃତ୍ୟୁସଂଖ୍ୟା ୧୧ ଶହ ଟପିଛି। ଆଉ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ଟପିଛି । ଗତକାଲି କେବଳ ଚୀନରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା୧୧୧୯ରେ ପହଞ୍ଚିଛି । ଏଯାଏ ରୋଗକୁ...
ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜରିଓ୍ୱାଲ। ଦିଲ୍ଲୀର ରାମଲୀଳା ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ । କେଜରିୱାଲ ବୁଧବାର ଉପ ରାଜ୍ୟପାଳଙ୍କୁ ଭେଟିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ୭୦ ବିଧାନସଭା ଆସନରୁ ୬୨ଟି ଜିତି...