• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

park
ନାଚଗୀତରେ ଜମିଲା ପାର୍କ ଉତ୍ସବ

ଭୁବନେଶ୍ୱର: ଦିନେ ଭୁବନେଶ୍ୱରବାସୀଙ୍କ ଆଖିରୁ ରବିବାର ସକାଳ ନିଦ ହଜେଇ ଦେଇଥିଲା ପଥ ଉତ୍ସବ। ନାଚ, ଗୀତ, ଖେଳକୁଦରେ ରାଜଧାନୀର ରାଜରାସ୍ତା କମ୍ପୁଥିଲା। ହେଲେ ଅନେକ ଦିନ ହେଲା ବନ୍ଦ ହୋଇଯାଇଥିଲା ଏଇ ପଥ ଉତ୍ସବ। ଏବେ ଆରମ୍ଭ ହୋଇଛି ପାର୍କ ଉତ୍ସବ। ଆଜି  ସକାଳ ରାଜଧାନୀରେ ଧୁମ୍‌ଧାମ୍‌ରେ...

mao poster
ବିଚ୍ଛିନ୍ନାଞ୍ଚଳରେ ଲାଗିଲା ମାଓ ଓ ମାଓ ବିରୋଧୀଙ୍କ ପୋଷ୍ଟର

ଚିତ୍ରକୋଣ୍ଡା : ଅନ୍ୟପକ୍ଷେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଚାଲିଛି ପୋଷ୍ଟର ଲଢ଼େଇ । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ମରାଯାଇଛି ପରସ୍ପର ବିରୋଧି ପୋଷ୍ଟର । ମାଓବାଦୀଙ୍କ ଚେତାବନୀ ବନାମ ସଚେତନତାର ପୋଷ୍ଟର । ଗୋଟିଏ ପଟେ ପୋଲିସ ଓ ପ୍ରଶାସନ...

rabi-singh
ଆଉ ନାହାନ୍ତି ବିପ୍ଳବୀ କବି ରବି ସିଂ

କଟକ: ବିପ୍ଳବି କବି ରବି ସିଂ ଆଉ ନାହାନ୍ତି। ୮୯ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ବାର୍ଦ୍ଧ୍ୟକ ଜନିତ ରୋଗ ପୀଡିତ ଥିଲେ। ଶେଷରେ କଟକ ଖପୁରିଆ ସ୍ଥିତ ତାଙ୍କ ନିଜସ୍ୱ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ବିପ୍ଳବି...

manika
ଆଖିଏ ସ୍ୱପ୍ନ ନେଇ ଶାଶୂ ଘରକୁ ଗଲା ମାଣିକ...

କୋରାପୁଟ:ନୂଆ ଦୁନିଆରେ ପାଦ ଥାପିଛି ମାଣିକ।  ତାର ହାତକୁ ଦି ହାତ ହୋଇଯାଇଛି ମାଣିକ। ଭୋଜିଭାତ, ଢମ୍‌ସା ନାଚରେ ବେଶ ଖୁସି ମନେଇଥିଲେ ସାହିପଡ଼ିଶା। ଅଜାଡ଼ି ଦେଇଥିଲେ ଆଶୀର୍ବାଦ। ‘ଅନେକ କଷ୍ଟ ସହିଛି, ଭାଇ, ଭଉଣୀଙ୍କ ପାଇଁ ଅନେକ କିଛି କରିଛି। ଭଗବାନ ତା’ର ଅବଶିଷ୍ଟ ଜୀବନକୁ ସୁଖମୟ...

mao
ଆନ୍ଧ୍ର ସୀମାରୁ ଜବତ ହେଲା ବିପୁଳ ବିସ୍ଫୋରକ

ରୟଗଡ଼ା: ଓଡ଼ିଶା ଓ ଆନ୍ଧ୍ର ସୀମାରୁ ବିପୁଳ ପରିମାଣର ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ ହୋଇଛି। ଗତକାଲି  CRPF ୮ମ ବାଟାଲିଅନ ଯବାନମାନେ କୁମ୍ବିଂ ଅପରେଶନ କରିବା ବେଳେ ଏହାକୁ ଜବତ କରିଛନ୍ତି। ଗତକାଲି ଯବାନମାନେ ରାୟଗଡା ଓ କନ୍ଧମାଳ ସୀମାନ୍ତ ଚନ୍ଦ୍ରପୁର ଥାନା ଅଞ୍ଚଳରେ କୁମ୍ବିଂ...

image
ନିର୍ଭୟା: ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ରୋକ୍ ନେଇ ଚାଲେଞ୍ଜ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ କରିବେ ଶୁଣାଣି । ପଟିଆଲା ହାଉସ କୋର୍ଟ ଶୁକ୍ରବାର ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶି ଉପରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରୋକ ଲଗାଇଥିଲେ। ...

truck accident
ଦୁଇ ଟ୍ରକ ମୁହଁ।ମୁହିଁ ଧକ୍କା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଚାନ୍ଦପଶି  ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବିପରୀତ ଦିଗରୁ ଆସୁଥିବା  ଆଇରନ ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲେ । ଧକ୍କା ଏତେ ଜୋର ଥିଲା କି ଘଟଣାସ୍ଥଳରେ ହିଁ ଦୁଇ ଡ୍ରାଇଭର...

ADhar
ଆଧାର ଦେଖାଇଲେ ଫଟାଫଟ୍‌ ମିଳିବ ପ୍ୟାନ୍‌ କାର୍ଡ

ନୂଆଦିଲ୍ଲୀ:ପାନ କାର୍ଡ କରିବା ପାଇଁ  ଆଉ ଚିନ୍ତା ନାହିଁ। ଯଦି ଆପଣଙ୍କ ପାଖରେ ଯଦି ଆଧାର ନମ୍ବର ଅଛି ତେବେ ଫଟାଫଟ୍‌ ଆପଣଙ୍କୁ ମିଳିଯିବ ପରମାନେଣ୍ଟ ଆକାଉଣ୍ଟ ନମ୍ବର ଅର୍ଥାତ୍‌ PAN Card। ଏଥର ବଜେଟରେ ଏମିତି କିଛି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଅର୍ଥମନ୍ତ୍ରୀ...

NS-1
ବାପାଙ୍କ ମୃତ୍ୟୁ ଖବର ଶୁଣି ବି ଘରକୁ ଯାଇ ନ ଥିଲେ ବଜେଟ ଦାୟିତ୍ୱରେ ଥିବା ଅଧିକାରୀ

ନୂଆଦିଲ୍ଲୀ:ବଜେଟ ଛପା କାମ କେତେ କଠିନ ଯିଏ କରେ ସିଏ ଜାଣେ। ବଜେଟ ପ୍ରସ୍ତୁତ କରିବା ପାଇଁ ନିଜକୁ କେତେ ଦୃଢ କରିବା ଆବଶ୍ୟକ ତାହାର ଏକ ପ୍ରମାଣ ଦେଇଛନ୍ତି ଡେପୁଟି ମ୍ୟାନେଜର (ପ୍ରେସ) କୁଲଦୀପ ଶର୍ମା। ବଜେଟ ଛପା ଦାୟିତ୍ୱରେ ଥିବା ବେଳେ ଅର୍ଥାତ୍‌ ଜାନୁଆରୀ ୨୬...

2323232
ଆଗ ଟଙ୍କା ଦେବ, ପରେ ବିଜୁଳି ଜାଳିବ-ବଜେଟ୍‌ରେ ନୂଆ ନିୟମ

ନୂଆଦିଲ୍ଲୀ:ଆସନ୍ତା ୩ ବର୍ଷ ମଧ୍ୟରେ ସବୁ ବିଦ୍ୟୁତ୍‌ ଗ୍ରାହକଙ୍କ ପାଇଁ ଆସିବ ପ୍ରିପେଡ ସ୍ମାର୍ଟ ମିଟର। ଏଥିସହ ଗ୍ରାହକମାନେ ବିଦ୍ୟୁତ୍‌ ଯୋଗାଣ କମ୍ପାନୀ ନିଜ ପସନ୍ଦ ଅନୁସାରେ ଚୟନ କରିବେ ଏବଂ ନିଜର ଆବଶ୍ୟକ ଅନୁଯାୟୀ ଦର ସ୍ଥିର କରିପାରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି...

lic
LICରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର

ନୂଆଦିଲ୍ଲୀ:ଭାରତୀୟ ଜୀବନ ବିମା ନିଗମ ବା ଲାଇଫ ଇନ୍‌ସ୍ୟୁରାନ୍ସ (LIC)ରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର । ଏ ନେଇ ବଜେଟ୍‌ରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ IDBIର ସରକାରୀ ଅଂଶଧନକୁ ମଧ୍ୟ ବିକ୍ରି କରିବେ ବୋଲି ଘୋଷଣା କରିଛନ୍ତି। ଏଲଆଇସିରୁ କେତେ ପୁଞ୍ଜି ପ୍ରତ୍ୟାହାର...

budget
ଏଥର ବଜେଟ୍‌ରେ ୫ ଜଣଙ୍କ ଭୂମିକା ଥିଲା ଏମିତି ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ:ବଜେଟ ଆଗତ କରିବା ପୂର୍ବରୁ ନିୟମ ଅନୁଯାୟୀ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ପୁରା ଟିମ୍‌ ସହ ରାଷ୍ଟ୍ରପତି ରୀମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ନିୟମ ଅନୁଯାୟୀ,  ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହି...

top-places-in-india-that-every-tourist-must-visit
ବଜେଟ୍‌-୨୦୨୦; ପର୍ଯ୍ୟଟନ ସହରରେ ପ୍ରତିଷ୍ଠା ହେବ ମ୍ୟୁଜିୟମ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିମଳା ସୀତାରମଣ ଚଳିତ ଆର୍ଥକ ବର୍ଷର ପୂର୍ଣ୍ଣଙ୍ଗ ବଜେଟ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି। ବଜେଟ୍‌ରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ସହ ପର୍ଯ୍ୟଟନକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ବଜେଟ୍‌ରେ ୫ଟି ଆଇକନିକ ପର୍ଯ୍ୟଟନ କ୍ଷେତ୍ରରେ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି...

NS
ହମାରା ୱତନ୍‌..ଦୁନିଆ କା ସବ୍‌ସେ ପ୍ୟାରା ୱତନ୍‌-ବଜେଟ୍‌ ଉପସ୍ଥାପନ ବେଳେ କବିତା ପଢିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:ଆର୍ଥିକ ବଜେଟକୁ ନେଇ ଆଜି ସଂସଦର ମାହୋଲ ସରଗରମ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଢୁଛନ୍ତି ଆର୍ଥିକ ବଜେଟ୍‌। ଆଜି ବଜେଟ ପଢିବା ବେଳେ ମନ୍ତ୍ରୀ କାଶ୍ମୀରକୁ ନେଇ ଏକ କବିତା ପଢିଥିଲେ। ଏହି କବିତା ଗମ୍ଭୀର ମାହୋଲକୁ ହାଲ୍‌କା କରି ଦେଇଥିଲା। ଅର୍ଥମନ୍ତ୍ରୀ କାଶ୍ମୀର ପ୍ରସଙ୍ଗ ଉଠାଇ ହିନ୍ଦୀରେ...

NIRMALA
ବଜେଟ-୨୦୨୦; କୃଷିର ଉନ୍ନତି ପାଇଁ ୧୬ ଆକ୍ସନ ପ୍ଲାନ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିମଳା ସୀତାରମଣ ଚଳିତ ଆର୍ଥକ ବର୍ଷର ପୂର୍ଣ୍ଣଙ୍ଗ ବଜେଟ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି। ନରେନ୍ଦ୍ର ମୋଦିଙ୍କ ସରକାରରେ ନିର୍ମଳା ସୀତରମଣ ଦ୍ୱିତୀୟ ଥର ପାଇଁ ଉପସ୍ଥାପନ କରୁଛନ୍ତି ବଜେଟ। ଆଜି ବଜେଟ୍‌ରେ କୃଷିର ଉନ୍ନତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ। କ’ଣ ରହିଛି...

nirbhaya
ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ  ଖାରଜ କରିଦେଇଛନ୍ତି। ମୁକେଶ ପରେ ବିନୟ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲା। ବିନୟ ରାଜକ୍ଷମା ଆବେଦନ କରିବା ପରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିବା...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।