ପୁରୀ: :ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟ ଅହମ୍ମଦାବାଦରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଷ୍ଟ୍ରପତି ଟ୍ରମ୍ପ । ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ଗସ୍ତକୁ ନେଇ ସବୁଠି ଦେଖା ଦେଇଛି ଉତ୍ସାହ। ଟ୍ରମ୍ପଙ୍କ ଭାରତ...
ନୂଆଦିଲ୍ଲୀ:ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟ ଅହମ୍ମଦାବାଦରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଷ୍ଟ୍ରପତି ଟ୍ରମ୍ପ । ମୋଟେରା ଷ୍ଟାଡିୟମର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଟ୍ରମ୍ପ । ଏହାପରେ ଷ୍ଟାଡିଅମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ...
ସମ୍ୱଲପୁର/ବଲାଙ୍ଗିର: ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଭୀମ ଆର୍ମି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ଆଜି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। CAA, NRCକୁ ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନଯୋଗୁ...
କଟକ: ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ‘ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ-୨୦୨୦’। କଟକ ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏହି ଭବ୍ୟ ଉତ୍ସବକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆରମ୍ଭ ହୋଇଥିଲା ଚିତାକର୍ଷକ ସାଂସ୍କୃତିକ...
ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ‘ଦାଦା ସାହେବ ଫାଲ୍କେ ଇଣ୍ଟରନ୍ୟାଶ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଆୱାର୍ଡସ୍- ୨୦୨୦’ । ଏଥିରେ ବାଜି ମାରିଛି ହ୍ରିତିକ୍ ରୋଶନ୍ଙ୍କ ଫିଲ୍ମ ’ସୁପର ୩୦’। ଏହି ଫିଲ୍ମକୁ ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କୃତ କରାଯାଇଥିବା ବେଳେ ହ୍ରିତିକ୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏଥିସହ...
ନୂଆଦିଲ୍ଲୀ: ମଣିଷ ପରେ ଜୀବଜନ୍ତୁଙ୍କ ପାଇଁ ଏହି ଭାଇରସ ପରୋକ୍ଷରେ ଘାତକ ସାଜିଛି। ଚୀନର ଉହାନ ସହର ହେଉଛି ଘାତକ କରୋନା ଭାଇରସର କେନ୍ଦ୍ରସ୍ଥଳ। ଉହାନରେ ଥିବା ୧୦୦ରୁ ଅଧିକ ଜୀବଜନ୍ତୁଙ୍କର ଏବେ ମୃତ୍ୟୁ ଘଟିଛି। ଏହି ଜୀବଜନ୍ତୁଙ୍କର ମୃତ୍ୟୁ କରୋନା ପାଇଁ ହୋଇନାହିଁ। ହେଲେ କରୋନା ସହିତ...
କୋଲକାତା: ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପୁତୁରା ଶିରିର ବୋଷଙ୍କ ପତ୍ନୀ କୃଷ୍ଣା ବୋଷଙ୍କର ଆଜି ପରଲୋକ ହୋଇ ଯାଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଶନିବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଛି। ଶିକ୍ଷାବିତରୁ ରାଜନେତା ହୋଇଥିବା କୃଷ୍ଣା ମଧ୍ୟ ବାର୍ଦ୍ଧକ୍ୟ...
ପେଇଚିଂ: ଚୀନ୍ରେ କରୋନା ଭାଇରସରେ ପୁଣି ୧୦୯ ଜଣଙ୍କ ମୃତ୍ୟୁ। ଏଥିସହିତ ମୃତକଙ୍କ ସଂଖ୍ୟା୨୩୪୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ସଂଖ୍ୟା ୭୬, ୨୮୮ ଛୁଇଁଛି। ଚୀନ୍ର ସ୍ୱାସ୍ଥ୍ୟ ଅଧିକାରୀଙ୍କ କହବା ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ କରୋନାରେ ସର୍ବାଧିକ ପ୍ରଭାବିତ ଉହାନ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।...
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ଦୃଷ୍ଟିରେ ରଖି ତେଜୁଛି ରାଜନୀତି । ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମ୍ମଦାବାଦ୍ର ଏକ ସମିତି ଜରିଆରେ ୧୦୦ କୋଟି ଖର୍ଚ୍ଚ କରାଯାଉଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହାର ଜବାବ୍ ମଧ୍ୟ ରଖିଛି ବିଜେପି। ତେବେ ଟ୍ରମ୍ପଙ୍କ ଗସ୍ତକୁ ଦୁଇ ପ୍ରମୁଖ...
ଭୁବନେଶ୍ୱର: ପୁରୀ ବଡଦାଣ୍ଡରେ ଉଚ୍ଚଶିକ୍ଷିତ ଭିକାରି । ମାନସିକ ଭାରସାମ୍ୟ ହରାଇ ବୁଲୁଥିଲେ । ଅଯତ୍ନବର୍ଦ୍ଧିତ ଶ୍ମଶ୍ରୁ, ଲୁଖୁରା କେଶ, ଅପରିଚ୍ଛନ୍ନ ପୋଷାକ ଭିତରେ ଲୁଚି ଯାଇଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା, ପରିବାରିକ ପ୍ରତିଷ୍ଠା ସବୁକିଛି। ତାଙ୍କର ପରିଚୟ ଥିଲା କେବଳ ଜଣେ ପାଗଳ ଭିକାରି। ସେ ହେଉଛନ୍ତି...
ପାରାଦୀପ: ୧୦ ବର୍ଷ ପରେ ମିଳିଛି ଖୋଜିଲା ଧନ। ୧୦ ବର୍ଷ ଧରି ନିଖୋଜ ଥିବା ପୁଅକୁ ଫେରି ପାଇବା ପରେ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ବାପା। ଆଖିରୁ ଲୁହ ବୋଲ ମାନୁନି। ପୁଅକୁ ଖୋଜି ଖୋଜି ୧୦ ବର୍ଷ ବିତିଗଲା। ଶେଷରେ ଭଗବାନ ତାଙ୍କ ଡାକ...
ଭୁବନେଶ୍ୱର: ଓଟିଭିର ଦଶମ ବାର୍ଷିକ କନ୍ଭେନ୍ସନ ‘Foresight 2020 – Changing Times Changing Minds’ ଶନିବାର ଆରମ୍ଭ ହୋଇଯାଇଛି। ‘ବୈଷ୍ଣବ ଜନ’ ସଙ୍ଗୀତର ତାଳେତାଳେ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ପ୍ରଥମେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା...
ନୂଆଦିଲ୍ଲୀ: କରୋନା କବଳରେ ଉହାନରେ ଫସି ରହିଛନ୍ତି ବହୁ ଭାରତୀୟ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଚାହୁଁଛି। ହେଲେ ଚୀନ ସାଜିଛି ବାଧକ। ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରେସ୍କ୍ୟୁ ବିମାନ ପଠାଇବା ଲାଗି ଭାରତ ଚାହୁଁଛି। କିନ୍ତୁ ଅନୁମତି ଦେଉନି ଚୀନ୍ । ବିଶ୍ୱର...
ସମ୍ୱଲପୁର: ଛତିଶଗଡ଼ରେ ମା’ ଝିଅଙ୍କୁ ହତ୍ୟା ଘଟଣାର ନୂଆ ସୁରାକ ପାଇଛି ପୋଲିସ। ଛତିଶଗଡ଼ ହମିରପୁର ଡବଲ୍ ମର୍ଡର ମାମଲାରେ ଗିରଫ ଅଭିଯୁକ୍ତ ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ୍ ମାରାଥନ୍ ଜେରା କରୁଥିବା ବେଳେ ମରାଠା ଗ୍ୟାଗ୍ର ହାତ ଥିବା ନେଇ ସନ୍ଦେହ କରିଛି। ଏ ନେଇ ଅନୁପ୍ଙ୍କୁ...
ଭଦ୍ରକ: ଗତକାଲି ବାଂଲାଦେଶରୁ ୨ଟି ଚାଇନା ହଂକ ଜାହାଜ ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଆସି ପହଞ୍ଚିଛି। କରୋନା ଭାଇରସ୍ ଯୋଗୁଁ ଚାଇନା ଜାହାଜ ଦେଖି ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଖବର ଧାମରା ଅଞ୍ଚଳରେ ପ୍ରଚାର ହେବା ପରେ ଜନ ଅସନ୍ତୋଷ ପ୍ରକାଶ...