ୱାଶିଂଟନ:ଆମେରିକାର ଚିନ୍ତା ବଢାଇଛି କରୋନା। ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ। ରବିବାର ଓ ସୋମବାର ୨ ଦିନ ମୃତ୍ୟୁ ସଂଖ୍ୟା କମିବା ପରେ ପୁଣି ମୃତକ ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକା...
ଲଣ୍ଡନ:ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ଙ୍କ ପ୍ରେମିକା କ୍ୟାରୀ ସାଇମଣ୍ଡସ୍ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ବୁଧବାର ଲଣ୍ଡନର ଏକ ସରକାରୀ ଡାକ୍ତରଖାନାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ଏହି ସନ୍ତାନ ଜନ୍ମ ଦେଇଥିଲେ ହେଁ ଉଭୟା...
ଚମୋଲି:ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ବାବା କେଦାରନାଥ ମନ୍ଦିର ଦୀର୍ଘ ୬ ମାସ ଧରି ବନ୍ଦ ରହିବା ପରେ ବୁଧବାର ସକାଳେ ଏହାକୁ ଖୋଲା ଯାଇଛି। ଆଜି ୬ଟା ୧୦ ମିନିଟ୍ରେ ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିର ଦ୍ୱାର ଖୋଲା ଯାଇଥିଲା। ଏହି ଅବସରରେ ମନ୍ଦିରକୁ ୧୦...
ନୂଆଦିଲ୍ଲୀ: କରୋନା ଭାଇରସ ଲକ୍ଡାଉନ ସମୟରେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (CBSE) ପକ୍ଷରୁ ଏକ ବଡ ସୂଚନା ମିଳିଛି। ଲକ୍ଡାଉନ ଖୋଲିବା ପରେ ବାକି ଥିବା ବିଷୟର ପରୀକ୍ଷା କରାଯିବ । CBSEର ପକ୍ଷରୁ କୁହାଯାଇଛି, ଲକଡାଉନ ଉଠିବା ପରେ ହିଁ ବାକି ଥିବା ପରୀକ୍ଷା ନେଇ...
ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡ଼ି ଆସୁଥିବା ବଡ଼ ଉଲ୍କା ପିଣ୍ଡ ଆଜି ପୃଥିବୀର ଅତି ପାଖ ଦେଇ ଅତିକ୍ରିମ କରିପାରେ। ଏହାକୁ ନେଇ ଗବେଷକମାନେ ବିଭିନ୍ନ ପ୍ରକାର ଆଶଙ୍କା କରୁଥିଲେ। ଏପରିକି 1998OR2 ନାମ ଥିବା ଉଲ୍କା ପିଣ୍ଡରେ ଛୋଟ ଛୋଟ ପାହାଡ଼ ଥିବା ଦେଖାଯାଉଥିଲା। ଆଉ ଏଥିପାଇଁ...
ନୂଆଦିଲ୍ଲୀ:କରୋନା ଭାଇରସ୍ର ଭୟାବହତା ଭାରତରେ କାୟା ବିସ୍ତାର କରୁଛି। ଦେଶରେ ପ୍ରାୟ ୩୧,୩୩୨ ମାମଲା ସାମ୍ନାକୁ ଆସି ସାରିଥିବାବେଳେ ଏଥିରୁ ୭,୬୯୬ ଲୋକ ଠିକ୍ ହୋଇ ପାରିଛନ୍ତି। ତେବେ ସରକାରୀ ସୂଚନା ଅନୁସାରେ ଦେଶରେ ପ୍ରାୟ ୧୦୦୭ ଲୋକଙ୍କ ଜୀବନ ନେଇ ସାରିଲାଣି କରୋନା। ଏହି ରୋଗରେ ସର୍ବାଧିକ...
ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଫସି ରହିଥିବା ୨୫୦ ଜଣ ପ୍ରବାସୀ ଓଡ଼ିଆଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସ୍ଥାନୀୟ ବିଜେପି ନେତା ଓ କର୍ମୀ ଓଡ଼ିଆମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ବିଭିନ୍ନ କମ୍ପାନୀରେ କାମ...
ଭୁବନେଶ୍ୱର: ଲକଡାଉନ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମେ’ ୩ରେ ଲକଡାଉନ ଅବଧି ସରିବା ପରେ ବାହାରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ...
ବାଲେଶ୍ୱର: ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ସମସ୍ତେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । କରୋନା ରୋଗୀ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଲକ୍ଡାଉନ କଟକଣା କଡାକଡି କରାଯାଇଛି। ତଥାପି ଏଠାରେ ଅମାନିଆ ଲୋକେ...
ଇସ୍ଲାମବାଦ: ପାକିସ୍ତାନର ଜଣାଶୁଣା ଜଣେ ମୌଲାନା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉପସ୍ଥିତିରେ ମହିଳାଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ‘ମହିଳାଙ୍କ ଖରାପ କାମ’ ଯୋଗୁ କରୋନା ଭାଇରସ ପରି ରୋଗ ସହ ପୃଥିବୀକୁ ଲଢିବାକୁ ପଡ଼ୁଛି। ମୌଲାନା ଏହି ଟିପ୍ପଣୀ ୨୩ ଏପ୍ରିଲରେ ଏକ ଟିଭି...
କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଜିଲ୍ଲାର ସମସ୍ତ ଜରୁରୀ ସାମଗ୍ରୀ ଦୋକାନ ସକାଳ ୭ଟାରୁ ଦିନ ୧୨ଟା ଯାଏ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟିକ ଓ ଘରୋଇ ପ୍ରତିଷ୍ଠାନ ଦିନ ୧୦ଟାରୁ...
କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପୋଡ଼ାଗଡ଼ର ୩ କିମି ପରିଧି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ୭ କିମି ପରିବ୍ୟାପ୍ତ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା...