ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଭିନ୍ନ ଉପାୟରେ କରଯାଉଛି ମୁକାବିଲା। ତଥାପି କରୋନାକୁ ସମ୍ପୂର୍ଣ୍ଣ ହରାଇବା ସମ୍ଭବ ହୋଇ ପାରୁନି। ତେଣୁ କୋଭିଡ୍ ୧୯ ମୁକାବିଲା ଲାଗି ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ଟେଲିଫୋନିକ ସର୍ଭେ । ଲୋକଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଛି...
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯିବ। ମୋଟ ୬ ହଜାର ୭ ଶହ ୯୮...
ଭୁବନେଶ୍ୱର: କୋହଳ ହୋଇଛି ଲକ୍ଡାଉନ ନିୟମ। ଲକ୍ ଡାଉନ ସମୟରେ ସ୍କୁଲ ପାଠ୍ୟ ପୁସ୍ତକ ଦୋକାନ ଏବଂ ଇଲେକ୍ଟ୍ରି ଫ୍ୟାନ ଦୋକାନ ଖୋଲା ରହିବ ବୋଲି ଅନୁମତି ମିଳିଛି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ବହି ଓ ଫ୍ୟାନ ଦୋକାନ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ...
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଟିକରପଡ଼ାରେ ଅଜଣା ଜ୍ୱରକୁ ନେଇ ଆତଙ୍। ଗତ ୨ ମାସ ଭିତରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମଗ୍ର ମୁନିଗୁଡ଼ା ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସେତିକି ନୁହେଁ, ଟିକରପଡ଼ାରେ ଏବେ ବି ଅନେକ ଲୋକ...
ଭୁବନେଶ୍ୱର: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଗଲା ଏସଓପି । ଏ ନେଇ ସବୁ ଜିଲ୍ଲାପାଳ, CP ଓ ମ୍ୟୁନିସିପାଲ କମିଶନରଙ୍କୁ SRCଙ୍କ ପକ୍ଷରୁ ଚିଠି କରାଯାଇଛି...
ଭୁବନେଶ୍ୱର: ଆଜି ରାଜ୍ୟରୁ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ମ୍ୟାପ୍ରୁ ଏମାନେ ଭଦ୍ରକ...
ନ୍ୟୁୟର୍କ: ଆମେରିକାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଭାରତୀୟ ଡାକ୍ତର ଡା.ମାଧବୀ ଶେଷ ଇଚ୍ଛା ପୂରଣ ହୋଇ ପାରିଲା ନାହିଁ । ନିଜର ଅଧୂରା ଇଚ୍ଛାକୁ ନେଇ ସବୁଦିନ ପାଇଁ ଏ ଦୁନିଆରୁ ଚାଲିଗଲେ । ୬୧ ବର୍ଷ ବୟସ୍କା ଏହି ଡାକ୍ତର ନିଜ ସ୍ୱାମୀଙ୍କ ସହ ଆମେରିକାରେ...
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନାସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। କରୋନା ମୁକାବିଲା ପାଇଁ ସମସ୍ତ ଘରୋଇ ଓ ସରକାରୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗେଇ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ ଏଇ ଯୋଦ୍ଧା ମାନଙ୍କ ପାଇଁ ଏକ ବଡ...
ଭୁବନେଶ୍ୱର: କ୍ୱାରେଣ୍ଟିନ୍ରେ ଗଲେ ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର। ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି॥ ଡାକ୍ତରଙ୍କ ସହ ୧୯ ଜଣ ନର୍ସଙ୍କୁ ବି କ୍ୱାରେଣ୍ଟିନରେ ରଖାଯାଇଛି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏମାନଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି। ସେ କହିଛନ୍ତି,“ ଗତକାଲି ଯାଜପୁରରେ...
ଭୁବନେଶ୍ୱର: ୫ ଦିନର କଷ୍ଟ ସାଧ୍ୟ ସମୁଦ୍ର ଯାତ୍ରା। ଭୋକ, ଉପାସରେ ୫ ଦିନର ଯାତ୍ରା ପରେ ନିଜ ଗାଁରେ ଏବେ ଆସି ପହଞ୍ଚିଛନ୍ତି ୨୭ ଜଣ ମତ୍ସଜୀବୀ। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଶ୍ରୀକାକୁଲ୍ଲମ୍ ଜିଲ୍ଲାର ସମୁଦ୍ରକୂଳରେ ଆସି ଲାଗିଛି ଏମାନଙ୍କ ଡଙ୍ଗା। ୨୭ ଜଣ ମତ୍ସଜୀବୀ ଚେନ୍ନାଇରୁ ଆନ୍ଧ୍ରପ୍ରଦେଶ...
ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ଗତ ଦୁଇ ଦିନ ଭିତରେ ୧୮ଟି ପଜିଟିଭ୍ ବାହାରିଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ପରିସ୍ଥିତିର ଅନୁଧ୍ୟାନ ପାଇଁ ୩ଟି ଷ୍ଟେଟ ରାପିଡ ରେସପନ୍ସ ଟିମ ଗଠନ ହୋଇଛି...
ୱାଶିଂଟନ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଟ୍ରମ୍ପ ସରକାର ନେଇଛନ୍ତି ଏକ ବଡ ନିଷ୍ପତ୍ତି । କୌଣସି ବିଦେଶୀ ନାଗରିକ ଆମେରିକାରେ ବସବାସ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏକ ଟ୍ୱିଟବାର୍ତ୍ତାରେ ଟ୍ରମ୍ପ କହିଛନ୍ତି “ବର୍ତ୍ତମାନ ଆମେରିକା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ...
ୱାଶିଂଟନ: ଆମେରିକାରେ କରୋନା ସ୍ଥିତି ଜଟିଳ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୪୩୩ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଗତ କିଛି ଦିନ ଧରି ଏଠାରେ ମୃତ୍ୟୁ ସଂଖ୍ୟା ୨ ହଜାରରୁ ଅଧିକ ଥିଲା। ଗତ କାଲିର ମୃତ୍ୟୁ ସଂଖ୍ୟା ଯଦିଓ ସାମାନ୍ୟ କମ୍...