ନୂଆଦିଲ୍ଲୀ:ଉତ୍ତର କୋରିଆ ବାଦଶାହ କିମ୍ ଜୋଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସୋଶାଲ ମିଡିଆରେ ତାଙ୍କର ମୃତ୍ୟୁକୁ ନେଇ ଅନେକ ଖବରର ଦେଖିବାକୁ ମିଳୁଛି। ଏପରିକି ଚାଇନା ପରିଚାଳିତ ଏକ ଟିଭି ଚ୍ୟାନେଲ ପକ୍ଷରୁ ବ୍ରେନ ଡେଡରେ ରହିଥିବା କିମ ଜଙ୍ଗ ଉନ ପ୍ରାଣ ହରାଇଥିବା...
ଭୁବନେଶ୍ୱର: ଲକଡାଉନରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସହ କରୋନା ମହାମାରୀର ସଠିକ୍ ମୁକାବିଲା ପାଇଁ ଶଙ୍କରାଚାର୍ଯ୍ୟ ଦେଇଥିବା ପରାମର୍ଶ ଆଶ୍ୱସ୍ତ କରିଥିବା କହିଛନ୍ତି ଧର୍ମେନ୍ଦ୍ର । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ହିନ୍ଦୁ ସମାଜ ସହ...
ନୂଆଦିଲ୍ଲୀ:ଭାରତୀୟ ଫ୍ୟାଶନ ୱାର୍ଲଡର ସବୁଠାରୁ ଚର୍ଚ୍ଚିତ ନାମ ଅନିତା ଡୋଙ୍ଗରେ । ଏଇ ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ଷ୍ଟାଇଲ, ସୋଶାଲ ସର୍କଲ ଏବଂ ଲାଇଫ ଷ୍ଟାଇଲକୁ ଦେଖିଲେ କେହି ବିଶ୍ୱାସ ବି କରିପାରିବେନି ଯେ, ସେ ତାଙ୍କ ଜୀବନରେ ଏମିତି ଦୁର୍ଦ୍ଦିନ ଦେଇ ଗତି କରିଥିବେ। ଅଭାବକୁ ସାମ୍ନା...
ପେଇଚିଂ: କେମିତି ଅଛନ୍ତି ଉତ୍ତର କୋରିଆ ବାଦଶାହ ? ସେ ସୁସ୍ଥ ଅଛନ୍ତି ତ ? ପ୍ରକୃତରେ କୌଣସି ଶାରୀରିକ ରୋଗ ସହ ଲଢୁନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ। ଏ ନେଇ ମିଡିଆ ପାଖରେ ମଧ୍ୟ କୌଣସି ଖବର ନାହିଁ। କାରଣ...
ଶ୍ରୀନଗର:ଜମ୍ମୁ-କାଶ୍ମୀରର ଅୱନ୍ତିପୁରାରେ ସୁରକ୍ଷାକର୍ମଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଏଥିସହିତ ସେମାନଙ୍କୁ ସହଯୋଗ କରୁଥିବା ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି। ଘଜୱତ-ଇ-ହିନ୍ଦର କିଛି ଆତଙ୍କୀ ସ୍ଥାନୀୟ ଗୋରିପୁରାରେ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ-ଆତଙ୍କୀଙ୍କ ମଧ୍ୟରେ...
ନୂଆଦିଲ୍ଲୀ: ଲକ ଡାଉନକୁ ପୂରିଲା ମାସେ। ମାର୍ଚ୍ଚ ୨୫ ତାରିଖରୁ ହୋଇଥିବା ୨୧ ଦିନିଆ ଲକ୍ଡାଉନକୁ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ସମୟରେ ମେ’ ୩କୁ ବୃଦ୍ଧି କରିଲେ। ଉଦ୍ଦେଶ୍ୟ ଥିଲା କରୋନା ସଂକ୍ରମଣ ରୋକିବା । ଆଉ ଆଜି ଲକ ଡାଉନର ଠିକ ମାସକ ପରେ ଏହି ଉଦ୍ଦେଶ୍ୟ ସଫଳ...
ପୁରୀ: ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ କିଭଳି ରଥଯାତ୍ରାର ଆୟୋଜନ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ସାରା ବିଶ୍ୱରେ କରୋନା ଭୟ ଲାଗି ରହିଥିବାବେଳେ ବିଶ୍ୱକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କ...
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିରରେ ଅଘଟଣ । ଶାରଳାଙ୍କ ସିଂହାସନ ଉପରେ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ତିନି ବିଗ୍ରହଙ୍କ ମଧ୍ୟରୁ ମା’ ଙ୍କ କୋଡ଼ ପ୍ରତିମା ଶୂଳୀ ଦୁର୍ଗାଙ୍କ ହାତରେ ଥିବା ତ୍ରିଶୂଳ ଭାଙ୍ଗି ଯାଇଛି ।...
ବାରିପଦା: କରୋନା ପାଇଁ ସାରା ଦେଶ ଲକ୍ଡାଉନ। ସବୁଆଡ ଖାଁ ଖାଁ। ରାସ୍ତାରେ କ୍ୱଚିତ୍ ମଣିଷଙ୍କୁ ଦେଖିବାକୁ ମିଳୁଛି। ହେଲେ ମୟୂରଭଞ୍ଜ ଜିଲ୍ଲାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲାର ଖାଁ ଖାଁ ରାସ୍ତାରେ ବୁଲୁଛି ସବୁଜ ସୈନିକ ଅର୍ଥାତ୍ ଗ୍ରୀନ୍ ସୋଲଜର। କରୋନା ଯୁଦ୍ଧରେ ଏବେ...
ପୁରୀ: ଚନ୍ଦନ ଯାତ୍ରା ଓ ରଥଯାତ୍ରା କିପରି କରାଯିବ ସେ ନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଭିଡିଓ କନ୍ଫରେନ୍ସିଂରେ ଏହି ବୈଠକ ବସିଥିଲା। ଶ୍ରୀମନ୍ଦିର ପ୍ରଶାସକ, ଗଜପତି ମହାରାଜା ଓ ଅନ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂରେ ବୈଠକରେ ସାମିଲ...
ନିଆଦିଲ୍ଲୀ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୋଦି ସରପଞ୍ଚମାନଙ୍କୁ ସମ୍ବୋଧିତ କରିଥିଲେ। କରୋନା କିପରି ପ୍ରତ୍ୟେକ ଭାରତୀୟଙ୍କୁ ଆତ୍ମନିର୍ଭରଶୀଳ କରିଛି ସେ ନେଇ ତାଙ୍କ ଅବିଭାଷଣରେ କହିଥିଲେ। ଏଇ...
ଭୁବନେଶ୍ୱର:ଆସନ୍ତା ମେ ୩ରେ ଲକଡାଉନ୍ ସରିବ। ଏହା ପରେ ପ୍ରବାସୀ ଓଡ଼ିଆମାନେ ଘରକୁ ଫେରି ପାରିବେ। ସେଥିପାଇଁ ଆଜିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ଉଭୟ ଅନ୍ଲାଇନ୍ ଓ ଅଫଲାଇନରେ ରେଜିଷ୍ଟ୍ରେସନ ପାଇଁ ହୋଇଛି ବ୍ୟବସ୍ଥା। ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ । ଏହି ଫର୍ମରେ...
ଭୁବନେଶ୍ୱର: ରାଜ୍ୟରେ ଖାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁନି, କୋଭିଡ୍ ମୁକାବିଲା ବ୍ୟବସ୍ଥା ବି ସୁଦୃଢ଼ ହେବାରେ ଲାଗିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜ୍ୟର କୋଭିଡ୍ ଟେଷ୍ଟ କ୍ଷମତା। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ନମୂନା ପରୀକ୍ଷା ହୋଇଛି। ଗତକାଲି ସର୍ବାଧିକ ୨ ହଜାର...
ଭୋପାଳ: ୬ବର୍ଷର ଶିଶୁକୁ ବଳାତ୍କାର। ଖାଲି ବଳାତ୍କାର ନୁହେଁ, ବଳାତ୍କାର ପରେ ଶିଶୁର ଆଖିକୁ ପୁଟାଇ ଦେଇଛନ୍ତି ଦୁର୍ବୃତ୍ତ। ଏମିତି ଏକ ବର୍ବର, ଅମାନବୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ୬ ବର୍ଷର ଶିଶୁଟି ଘର ସାମ୍ନାରେ...
କୋଣାର୍କ: କୋଣାର୍କ ବାଲିସାହିରେ ଥିବା OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। କୋଣାର୍କ ବାଲିସାହିରେ ଥିବା OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଗୋଟିଏ ବାଇକ୍ରେ ୩ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ ପରେ ବନ୍ଧୁକ...