• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

angul
ଅନୁଗୁଳ ଜିଲ୍ଲାରେ ଜାରି ହେଲା ରେଡ୍ ଜୋନ୍ କଟକଣା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଜୋନ୍ କଟକଣା।  ସରକାରୀ ଭାବେ ଏହି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରାଯାଇନଥିଲେ ମଧ୍ୟ ରେଡ୍ ଜୋନ୍‌ର ସମସ୍ତ କଟକଣା ଏହି ଜିଲ୍ଲାରେ ଲାଗୁ କରାଯାଇଛି । ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇ କହିଛନ୍ତି,  ଅନୁଗୁଳରେ ଆଜି ୧୩...

odisha
ରାଜ୍ୟରେ ଷ୍ଟେଜ ଥ୍ରୀ ଆଡ଼କୁ ଗତି କରୁଛି କରୋନା !

ଭୁବନେଶ୍ୱର: ଓଡ଼ିଶା କରୋନା ଷ୍ଟେଜ ଥ୍ରୀ ଆଡ଼କୁ ଗତି କରୁଛି କି ? ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ରହିଛି କି ? ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା। ବାହାର ରାଜ୍ୟରୁ...

quarentine
କ୍ୱାରେଣ୍ଟିନ କେନ୍ଦ୍ରରେ କଣ କରିବେ, କଣ କରିବେନି ? ଜାରି ହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା କ୍ୱାରେଣ୍ଟିନ୍ କେନ୍ଦ୍ର ଏବଂ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଗୁଡିକର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି ଗାଇଡଲାଇନ୍। ଏହି ସବୁ କେନ୍ଦ୍ର ଗୁଡିକରେ ଯେପରି ସଂକ୍ରମଣ ନଘଟେ ଏଥିଲାଗି ଗାଇଡଲାଇନ୍ ଜାରି ହୋଇଛି । କ୍ୱାରେଣ୍ଟିନ କେନ୍ଦ୍ର ଗୁଡିକରେ କଣ...

mkcg
ଡାକ୍ତରଙ୍କ କାନ ଛିଣ୍ଡାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର: ଡାକ୍ତରଙ୍କ ଉପରେ ରୋଗୀଙ୍କ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ବ୍ରହ୍ମପୁର MKCGରେ ଆଜି ଡାକ୍ତର-ରୋଗୀ ମୁହାଁମୁହିଁ ହୋଇଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଜଣେ ଡାକ୍ତରଙ୍କ କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। MKCGର ପ୍ରସୂତୀ ବିଭାଗରେ ଜଣେ...

anti drug
‘କମ୍ବୋ-ଡ୍ରଗ୍‌’- କରୋନା ଆକ୍ରାନ୍ତଙ୍କ ପାଇଁ ଏକ ବରଦାନ

ନୂଆଦିଲ୍ଲୀ: ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ବରଦାନ ପାଲଟିବ କି କମ୍ବୋ-ଡ୍ରଗ୍? ଇଣ୍ଟର୍ଫେରନ୍ ବିଟା-1B, ଲୋପିନାଭିର୍-ରିଟୋନାଭିର୍ ଏବଂ ରାଇବାଭାଇରିନର ମିଳିତ ପ୍ରୟୋଗ କରୋନା ଆକ୍ରାନ୍ତଙ୍କ ଠାରେ ଲାଭପ୍ରଦ ହେଉଥିବା ଏକ ପରୀକ୍ଷଣରୁ ଜଣାପଡ଼ିଛି । ଗୋଟିଏ ଆଣ୍ଟିଭାଇରାଲ୍ ଔଷଧ ଅପେକ୍ଷା ୩ ପ୍ରକାର ଔଷଧର ମିଳିତ ପ୍ରୟୋଗ ଲାଭପ୍ରଦ...

Capture
ଘର ବାହୁଡା ଶ୍ରମିକଙ୍କ ଦୁଃଖ: ଟ୍ରକ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଜାଲନା ଓ ଔରଙ୍ଗାବାଦ ମଝିରେ ଟ୍ରେନରେ କଟି ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାର ଦୁଃଖ  ମନରୁ  ଲିଭିନି।  ଏହାର ଦୁଇ ଦିନ ପରେ ଆଉ ଏକ ଦୁଖଦ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଲକଡାଉନ ଯୋଗୁଁ ରୋଜଗାର ହରାଇ ଫସି ରହିଥିବା ୫ ଜଣ ଶ୍ରମିକ...

corona-virus-w
ଆକ୍ରାନ୍ତ ୫୮ ଜଣଙ୍କ ମଧ୍ୟରୁ ୫୭ ବାହାର ରାଜ୍ୟ ଫେରନ୍ତା

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତ ଓ ମୃତକଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୫୮ ଜଣଙ୍କ ମଧ୍ୟରୁ୫୭ ଜଣ ବାହାର ରାଜ୍ୟ ଫେରନ୍ତା। ଅନ୍ୟ ଜଣେ ଆକ୍ରାନ୍ତ ଅନୁଗୁଳ ଜିଲ୍ଲାର ସ୍ଥାନୀୟ ବାସିନ୍ଦା । ଗଞ୍ଜାମର ସମସ୍ତ ୨୯ ଓ ମୟୂରଭଞ୍ଜର ଜଣେ...

family welfare
୨୪ ଘଣ୍ଟାରେ ୯୫ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ୬୦ ହଜାର ଟପିଲା କାରୋନା ଆକ୍ରାନ୍ତଙ୍କ ସଂଖ୍ୟା। କାଲି  ଦିନକରେ ୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ଆଜିସୁଦ୍ଧା ସଂଖ୍ୟା ୬୨ ହଜାର ୯୩୯ ପହଞ୍ଚିଛି। ସେହିଭଳି ମୃତ୍ୟୁ ସଂଖ୍ୟା ବି ଦିନକୁ ଦିନ ବଢିବାରେ ଲାଗିଛି।  ଗତ ୨୪...

central-team
କରୋନା ରୋଗୀଙ୍କ ଶରୀରରେ ଲକ୍ଷଣ ଦେଖାଯାଉନି କାହିଁକି ?

ନୂଆଦିଲ୍ଲ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସବୁଠାରୁ ବେଶି ଚିନ୍ତାର ବିଷୟ ହେଉଛି ଏଠି ଆକ୍ରାନ୍ତଙ୍କ ପାଖରେ କୌଣସି କରୋନା ଲକ୍ଷଣ ଦେଖାଯାଉନି। ତେବେ ରୋଗୀଙ୍କ ପାଖରେ କାହିଁକି ଲକ୍ଷଣ ଦେଖାଯାଉନି ? ଏ ନେଇ  ଏକ ସର୍ଭେ କରିବ ICMR। ଦେଶର କରୋନା ପ୍ରଭାବିତ ୭୫ଟି...

salod
କରୋନାରେ ଜଣେ ମୃତ, ପୁଣି ୫୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା  ପରିସ୍ଥିତି ଗମ୍ଭୀର ରୂପ ନେଇଛି।  ଆଜି  ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

trump
ବ୍ୟକ୍ତିଗତ ସହାୟକ କରୋନା ଆକ୍ରାନ୍ତ, ପୁଣି କୋଭିଡ ଟେଷ୍ଟ କରିବେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୨ୟ ଥର ପାଇଁ କରୋନା ଟେଷ୍ଟ କରିବେ। କାରଣ ତାଙ୍କର ବ୍ୟକ୍ତିଗତ କାମ ପାଇଁ ନିୟୋଜିତ ଜଣେ ସହାୟକର କରୋନା ପଜିଟିଭ ରିପୋର୍ଟ ଆସିଛି। । ସହାୟକଙ୍କୁ କରୋନା ହୋଇଥିବାରୁ ଟ୍ରମ୍ପଙ୍କ କୋଭିଡ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଏଥିସହିତ ଉପରାଷ୍ଟ୍ରପତିଙ୍କର...

000--train-
ଟ୍ରେନ୍‌ ବଗିରେ ହେଲା କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ସରକାରଙ୍କୁ ସହଯୋଗର ହାତ ବଢାଇଛି ରେଳ ବିଭାଗ । ୫ହଜାର ରେଲୱେ କୋଚକୁ କୋଭିଡ୍ କେୟାର ସେଣ୍ଟରରେ ପରିବର୍ତ୍ତନ କରାଯାଇଛି । ଓଡିଶାର ଭୁବନେଶ୍ୱର ଓ ଖୋର୍ଦ୍ଧାରେ କୋଭିଡ୍ କେୟାର କୋଚ୍ ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଯୋଗାଇ ଦିଆଯାଇଛି ।...

supremecourt
ମଦର ଅନ୍‌ଲାଇନ ବିକ୍ରି କିମ୍ବା ହୋମ ଡେଲିଭରି ପାଇଁ ପରାମର୍ଶ ଦେଲେ ସୁପ୍ରମ୍‌କୋର୍ଟ

ନୂଆଦିଲ୍ଲୀ: ମଦ ଦୋକାନ ବନ୍ଦ ନ କରି ଅନ୍‌ଲାଇନ କିମ୍ବା  ହୋମ୍ ଡେଲିଭରି ନେଇ ବିଚାର କରନ୍ତୁ ରାଜ୍ୟ ସରକାର । ଆଜି ଏମିତି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ମଦ ପାଇଁ ଦେଶବ୍ୟାପୀ ଦୋକାନ ଆଗରେ ଲମ୍ବା ଲାଇନ ଲାଗିବା ସହ ସାମାଜିକ ଦୂରତା ନିୟମର ଖୋଲା...

shanti patha
କରୋନାରୁ ମୁକ୍ତି ପାଇଁ ହ୍ୱାଇଟ୍‌ ହାଉସ୍‌ରେ ବୈଦିକ ମନ୍ତ୍ରପାଠ କଲେ ହିନ୍ଦୁ ପୂଜାରୀ

ୱାଶିଂଟନ: ଆମେରିକାରେ କରୋନା ଭୟାବହତା ଟ୍ରମ୍ପ ସରକାରଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମରିକାରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବଧିକ। ସଂକ୍ରମଣ ଯେପରି ଥମିବାର ନାଁ ଧରୁନି। ଏପରି ପରିସ୍ଥିତିରେ ଶୁକ୍ରବାର ଆମେରିକା ତା’ର ରାଷ୍ଟ୍ରୀୟ ପ୍ରାର୍ଥନା ଦିବସ ପାଳନ କରିଛି।...

journalist
କରୋନାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଆଗ୍ରା: କରୋନାରେ ପ୍ରାଣ ହରାଇଲେ ସାମ୍ବାଦିକ । ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ତାଙ୍କର ମୃତ୍ୟୁ ଘଟିଛି।  ମୃତ ସାମ୍ବାଦିକ ଜଣକ ଆଗ୍ରାର ବୋଲି ଜଣାପଡ଼ିଛି। ଟେଷ୍ଟ ରିପୋର୍ଟ ପିଜିଟିଭ ଆସିବା ପରେ ତାଙ୍କୁ ଏସଏନ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର...

0001
ଜିଓରେ ୧୧,୩୬୭ ଟଙ୍କା ନିବେଶ କରିବ ଆଉ ଏକ ଆମେରିକୀୟ କମ୍ପାନୀ

ମୁମ୍ବାଇ:ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଏବଂ ଜିଓ ଡିଜିଟାଲ ପ୍ଲାଟଫର୍ମ ଲିମିଟେଡରେ ପୁଞ୍ଜି ନିବେଶ କରିବ ଆମେରିକୀୟ କମ୍ପାନୀ ଭିସ୍ତା। ଫେସବୁକ୍‌ ଏବଂ ସିଲଭର ଲେକ ପରେ ଆମେରିକାର ପ୍ରାଇଭେଟ ଇକ୍ୱିଟି କମ୍ପାନୀ ଭିସ୍ତା(Vista) ଜିଓ ପ୍ଲାଟଫର୍ମରେ ୧୧,୩୬୭ କୋଟ ଟଙ୍କା ନିବେଶ କରିବ। ଜିଓ ତଥା ରିଲାଏନ୍ସ ପକ୍ଷରୁ...

co
ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଜଣଙ୍କ ରାଉରକେଲାର ବୋଲି ଜଣାପଡ଼ିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ରାଜ୍ୟରେ ଏଯାବତ୍‌ କରୋନାରୁ ୬୩ ଜଣ ସୁସ୍ଥ ହେଲେଣି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

airport-1
ସ୍ୱଦେଶ ମାଟି ଛୁଇଁଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ସ୍ୱଦେଶ ଛୁଇଁଲେ ପ୍ରବାସୀ ଭାରତୀୟ। ଆଜି ବିଦେଶ ଫେରନ୍ତାଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆର ପ୍ରଥମ ବିମାନ ଭାରତରେ ପହଞ୍ଚିଛି।  ୪ ଜଣ ଶିଶୁଙ୍କ ସମେତ ୧୭୭ ଯାତ୍ରୀଙ୍କୁ ଧରି ଏହି ବିମାନ କେରଳର କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ  ଗତକାଲି ରାତି ସାଢେ ଦଶଟାରେ ପହଞ୍ଚିଛି।...

011111
ସପ୍ତାହେ ପାଇଁ ସଟଡାଉନ୍ ହେଲା ଏହି ସହର

ଅହମ୍ମଦାବାଦ : ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସପ୍ତାହେ ପାଇଁ ସଟଡାଉନ୍ ହୋଇଛି ଗୁଜରାଟର ଅହମ୍ମଦାବାଦ୍ ସହର । ଏହି ସଟ୍‌ଡାଉନ ସମୟରେ କ୍ଷୀର ଓ ଔଷଧ ଦୋକାନକୁ ବାଦ ଦେଲେ  ଅନ୍ୟ କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।