• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

police
କଣ୍ଟେନ୍‌ମେଣ୍ଟ୍‌ ଜୋନ ଜଗିଥିଲେ ୪୦ ପୋଲିସ, ସମସ୍ତେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ମୁତୟନ ଥିଲେ ପୋଲିସ। ଲୋକଙ୍କୁ ଜଗିଥିଲେ। ହେଲେ ଜଣାପଡ଼ିଛି କଣ୍ଟେନମେଣ୍ଟ ଜୋନ ଜଗିଥିବା ୪୦ ଜଣ ପୋଲିସ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତମାନେ ସମସ୍ତେ ମହାରାଷ୍ଟ୍ର ମାଲେଗାଓଁର। ଏହି ରିପୋର୍ଟ ଆସିବା ପରେ ଉକ୍ତ ଅଞ୍ଚଳକୁ ହଟ୍‌ସ୍ପଟ ଘୋଷଣା କରାଯାଇଛି।...

lockdown-1
ଓଡ଼ିଶାରେ ୩ ଜିଲ୍ଲାକୁ ରେଡ୍‌ ଜୋନ ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । ଏହାକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ସମୀକ୍ଷା କରି ନୂତନ ତାଲିକା ଘୋଷଣା କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମଗ୍ର ଦେଶକୁ  ୩ଟି...

russai
ବ୍ରିଟେନ ପରେ ଋଷ ପ୍ରଧାନମନ୍ତ୍ରୀ କରୋନା ଆକ୍ରାନ୍ତ

ମସ୍କୋ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ପରେ ଋଷ୍‌  ପ୍ରଧାନମନ୍ତ୍ରୀ ମିଖାଇଲ ମିସୁସ୍ତିନ୍ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତାଙ୍କର ନମୂନା ପୀରୀକ୍ଷା ପରେ ଏହା ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହେବା ନେଇ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅବଗତ କରାଇଥିଲେ। ଭିଡିଓ କନଫରେନ୍ସିଂ ଚାଲିଥିବାବେଳେ ପୁଟିନଙ୍କୁ ଜଣାଇଲେ...

imran
ପୁଣି କରୋନା ଟେଷ୍ଟ କରିବେ ଇମ୍ରାନ୍‌ ଖାନ୍‌, ଏଇସବୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି

ଇସଲାମବାଦ: କରୋନା କବ୍‌ଜାରେ ସାରା ବିଶ୍ୱ। ସବୁ ପ୍ରକାର ସତର୍କତା ସତ୍ତ୍ୱେ ଏହି ରୋଗକୁ ନିୟନ୍ତ୍ରଣ କରି ହେଉନି। ବଡ ବଡ ନେତା ମଧ୍ୟ ଏଥିରୁ ବାଦ୍ ପଡ଼ୁନାହାନ୍ତି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଟେଷ୍ଟ କରାଇଥିଲେ । ଅବଶ୍ୟ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ...

murder
 ସମ୍ପତ୍ତି ଲୋଭରେ ବାପା-ମା’ଙ୍କ ସମେତ ପରିବାରର ୬ ଜଣଙ୍କୁ ହତ୍ୟାକଲା ପୁଅ

ଲକ୍ଷ୍ନୌ:ସାମାନ୍ୟ ସମ୍ପତ୍ତିର ଲୋଭ ମଣିଷକୁ କେତେ ବର୍ବର କରିଦିଏ ! ସମ୍ପତ୍ତି ଲୋଭ ପାଖରେ ହାର ମାନିଯାଏ ବାପା-ମା’ଙ୍କ ନିଃସର୍ତ୍ତ ଭଲପାଇବା, ଭାଇର ନିରୋଳା ଶ୍ରଦ୍ଧା..ସବୁକିଛି । ଲକଡାଉନ ସମୟରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏମିତି ଏକ ହୃଦୟଥରା ଘଟଣା ଘଟିଛି । ସମ୍ପତ୍ତି ବିବାଦକୁ ନେଇ ବନ୍ଥରା ଇଲାକାର...

raghuram-rajan
କରୋନା ମୁକାବିଲା ସହ କିପରି ହେବ ଜୀବିକାର ସୁରକ୍ଷା? ବତାଇଲେ ରଘୁରାମ ରାଜନ

ନୂଆଦିଲ୍ଲୀ: ଦେଶ ବ୍ୟାପୀ ଲକଡାଉନ ବେଳେ ଗରିବଙ୍କ ସହାୟତା ଲାଗି ୬୫ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ଏଭଳି କହିଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ତଥା ଅର୍ଥନୀତିଜ୍ଞ ରଘୁରାମ ରାଜନ।  ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏମିତି କିଛି...

bls
କରୋନା ଯୋଦ୍ଧା ସୀତାକାନ୍ତ, ଯାହାଙ୍କ ପାଇଁ ସେବା ଆଗ, ଜୀବନ ପଛ

ବାଲେଶ୍ୱର: କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। କାହାକୁ ଛୁଇଁଦେଲେ, କିଏ ଛିଙ୍କି ଦେଲେ ଚାଲି ଆସିବ କରୋନା ଭାଇରସ-ଏମିତି ଭୟ ସମସ୍ତଙ୍କ ମନରେ ରହିଛି। ହେଲେ ସ୍ୱାସ୍ଥ୍ୟ ବିଭାଗର ସେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଯେଉଁମାନେ  ନିଜ ଜୀବନକୁ ବିପନ୍ନ କରି କରୋନା ରୋଗୀଙ୍କ ସେବା...

corona virus
କମୁନି ମୃତ୍ୟୁ ସଂଖ୍ୟା; ପୁଣି ଆଖି ବୁଜିଲେ ୬୮, ଚିହ୍ନଟ ହେଲେ ୧,୯୩୦ ସଂକ୍ରମିତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁନି। ବିଶେଷ କରି ଖୋର୍ଦ୍ଧା ଜିଲ୍ଲା ଚିନ୍ତାର କାରଣ ହୋଇଛି। ଏଠାରେ ମୃତ୍ୟୁ ସଂଖ୍ୟା ଅଧିକ ଥିବାବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି।

man sleeps 300 days in a year
ଆଉ ଜଣେ କୁମ୍ଭକର୍ଣ୍ଣ ଯିଏ ବର୍ଷରେ ଶୁଅନ୍ତି ୩୦୦ ଦିନ

ସେ ଆଉ ଜଣେ କୁମ୍ଭକର୍ଣ୍ଣ। ବର୍ଷର ୩୦୦ ଦିନ ଶୋଇ ରୁହନ୍ତି। ତାଙ୍କର ଖାଇବାଠାରୁ ଗାଧୋଇବା ପର୍ଯ୍ୟନ୍ତ ସବୁକିଛି ନିଦ୍ରିତ ଅବସ୍ଥାରେ ହିଁ ହୋଇଥାଏ।

Puri Rathajatra
କାହିଁକି ପଛରେ ଆସନ୍ତି କାଳିଆ ଠାକୁର

ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି କାଳିଆ ଠାକୁର। ପ୍ରଥମେ ଗଡିବ ତାଳଧ୍ୱଜ। ତା ପରେ ଦେବ ଦଳନ ଆଉ ପଛରେ ନନ୍ଦିଘୋଷ। ହେଲେ ପଛରେ କାହିଁକି ଆସନ୍ତି କାଳିଆ ଠାକୁର ?

Puri Ratha Yatra
ବଡ଼ ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ

ଆଜି ରଥଯାତ୍ରା । ବର୍ଷକ ପରେ ଭକ୍ତଙ୍କୁ ଦେଖିବା ପାଇଁ ବଡଦାଣ୍ଡକୁ ବାହାରି ଆସିଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡଦାଣ୍ଡ। ବିନା ଭକ୍ତରେ ବଡଦାଣ୍ଡରେ ଗଡ଼ି ଗଡ଼ି ଚାଲିଛି ନନ୍ଦିଘୋଷ। ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବେ କାଳିଆ ଠାକୁର।

Odissi Danseuse Rojalin Mohanty
ଦୂରରୁ ଘେନ କୋଟି ପ୍ରଣାମ

କରୋନା କଟକଣା ମଧ୍ୟରେ ପାଳିତ ହେଉଛି ରଥଯାତ୍ରା। ଭକ୍ତଙ୍କ ପାଇଁ ବର୍ଷକ ପରେ ତିନି ଠାକୁର ବଡଦାଣ୍ଡକୁ ବାହାରି ଆସିଛନ୍ତି। ହେଲେ ଠାକୁରଙ୍କୁ ଦେଖିବାର ସୌଭାଗ୍ୟ ମିଳିନି ଭକ୍ତଙ୍କୁ। ତେଣୁ ଦୂରରୁ ଥାଇ ଭକ୍ତଙ୍କ ଭକ୍ତି ନୈବେଦ୍ୟ....

New Minister Rajeev Chandrasekhar
ନୂଆ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍‌ ହଟାଇଲା ଟ୍ୱିଟର

କେନ୍ଦ୍ର-ଟ୍ୱିଟର ମଧ୍ୟରେ ପୁଣି ବଢିଲା ବିବାଦ। ମୋଦି ସରକାରଙ୍କ ନୂଆ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ହାଣ୍ଡେଲରୁ ବ୍ଲୁ ଟିକ୍‌ ହଟାଇ ଦେଇଛି ଟ୍ୱିଟର।

lightning death
ବଜ୍ରପାତ ନେଇଗଲା ୭୦ ଜୀବନ

ଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭୦ ଜୀବନ ନେଇଛି। ଉତ୍ତର ପ୍ରଦେଶରୁ ୪୩, ରାଜସ୍ଥାନରୁ ୨୦, ମଧ୍ୟପ୍ରଦେଶରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ଘଟିଛି।

china
କରୋନାରୁ ବର୍ତ୍ତିବା ପାଇଁ ଅଜ୍ଞାତବାସରେ ଥିଲେ ଚୀନ୍‌ ରାଷ୍ଟ୍ରପତି

ପେଇଚିଙ୍ଗ: କରୋନା ଭାଇରସକୁ ନେଇ ଚୀନ ଉପରେ ଅନେକ ଅଭିଯୋଗ ଆସୁଛି । କରୋନା ଭାଇରସକୁ ଭୟାବହତା ଜାଣି ମଧ୍ୟ ସେ ବିଶ୍ୱବାସୀଙ୍କୁ ଅବଗତ କରାଇନି। ସେତିକି ନୁହେଁ, କରୋନା ମୃତ୍ୟୁ ଜନିତ ତଥ୍ୟ ଏବଂ ଏହାର ଉତ୍ପତି ବିଷୟରେ ମଧ୍ୟ ଚୀନ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି...

white house
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଟ୍ୱିଟରରେ ଅନ୍‌ଫଲୋ କଲା White House

ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍। ଅଳ୍ପ  କିଛି ଦିନ ଫଲୋ କରିବା ପରେ ପୁଣି ସେମାନଙ୍କୁ ଅନଫଲୋ କରି ଦେଇଛି । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

irfan
ଏମିତି କରୁଣ ଥିଲା ଇରଫାନ୍‌ଙ୍କ ଶେଷ ଶବ୍ଦ !

ମୁମ୍ବଇ: ଆଉ ନାହାନ୍ତି ବଲିଉଡ ଅଭିନେତା ଇରଫାନ ଖାଁ। ହେଲେ ତାଙ୍କୁ ଝୁରି ହେଉଛି ବଲିଉଡ, ଝୁରି ହେଉଛନ୍ତି ତାଙ୍କର ଫ୍ୟାନ୍ସ। ତାଙ୍କର ଏପରି ଅକାଳ ବିୟାଗକୁ ଗ୍ରହଣ କରିପାରୁ ନାହାନ୍ତି ଦର୍ଶକ। ତାଙ୍କର ଅନୁପସ୍ଥିତି କେବଳ ବଲିଉଡ ନୁହେଁ,  ସାରା ଦେଶବାସୀଙ୍କୁ ଯେମିତି ଲୁହରେ ଭିଜାଇ ଦେଇଛି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।