• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

jio
ଜାନୁଆରୀ-ମାର୍ଚ୍ଚରେ ଜିଓର ନିଟ‌୍‍ ଲାଭ ୧୭୭.୫ ପ୍ରତିଶତକୁ ବୃଦ୍ଧି

ଭୁବନେଶ୍ୱର: ରିଲାଏନ୍ସ ଜିଓର ସଦ୍ୟ ସମାପ୍ତ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରି-ମାର୍ଚ୍ଚ  ୨୦୨୦) ନିଟ‌୍‍ ଲାଭ ୧୭୭.୫ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟିରେ ପହଞ୍ଚିଛି। ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାହକ ସଂଖ୍ୟାରେ ଘଟିଥିବା ଦ୍ରୁତ  ବୃଦ୍ଧି କାରଣରୁ କଂପାନି...

liqure-1
ମଦ କିଣିବା ପାଇଁ ଲମ୍ବାଧାଡ଼ି

ନୂଆଦିଲ୍ଲୀ: ଦୀର୍ଘଦିନ ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିଛି। କେତେକ ରାଜ୍ୟ କେନ୍ଦ୍ରର ଗାଇଡଲାଇନ ଅନୁଯାୟୀ, ମଦ ଦୋକାନା ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି କଥା ଜାଣିବା ପରେ ମଦ କିଣିବା ପାଇଁ ଆଜି ସକାଳୁ ବିଭିନ୍ନ ଦୋକାନ ସାମ୍ନାରେ ଲମ୍ବା ଲାଇନ...

dgp
କ୍ୱାରେଣ୍ଟିନ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ-ଡିଜିପି

ଭୁବନେଶ୍ୱର: କରୋନା ସଂକ୍ରମଣର ଭୟାବହତା ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଘର ବାହୁଡା ପ୍ରବାସୀ ଓଡ଼ିଆ କରୋନା ଆଶଙ୍କାକୁ ଆହୁରି ବଢାଇ ଦେଇଛନ୍ତି । ପ୍ରବାସରୁ ଫେରିଲେ କ୍ୱାରେଣ୍ଟାଇନରେ ରହିବା ପାଇଁ ନିୟମ ହୋଇଛି। ହେଲେ ସେମାନେ ଏହି ନିୟମ ମାନୁ ନାହାନ୍ତି।   ତେଣୁ  ଏହି ଅମାନିଆଙ୍କୁ ସାବାଡ...

Railways
‘ରେଳବାଇ ପକ୍ଷରୁ ଶ୍ରମିକଙ୍କଠାରୁ ଟଙ୍କା ଆଦାୟ କରାଯାଉନାହିଁ ’

ନୂଆଦିଲ୍ଲୀ: ଘରକୁ ଫେରୁଥିବା ଶ୍ରମିକମାନଙ୍କ ସମସ୍ତ ରେଳଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି କହିବା ପରେ ଏ ନେଇ ପ୍ରତିକ୍ରିୟା ରଖିଛି ରେଳ ମନ୍ତ୍ରାଳୟ । ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି,   ଶ୍ରମିକଙ୍କ ଠାରୁ ଟିକେଟ୍ ବାବଦରେ କୌଣସି ଟଙ୍କା ଆଦାୟ କରାଯାଉନାହିଁ।  କେବଳ ଯାହା ଯାତ୍ରୀଙ୍କ ସମୁଦାୟ...

asu-1
ଅଲିଅଳି ଝିଅ ସହ ବାକି ରହିଗଲା ଅନେକ କଥା..

ନୂଆଦିଲ୍ଲୀ:ଝିଅକୁ ବହୁତ ଭଲ ପାଉଥିଲେ। ଝିଅ ଥିଲା ତାଙ୍କର ଦିଲ୍‌, ଧଡକନ୍….ସବୁକିଛି। ସହକର୍ମୀଙ୍କ ସହ କଥା ହେଲାବେଳେ ଆଉ କିଛି ନୁହେଁ, କେବଳ ଝିଅ କଥା ହିଁ କୁହନ୍ତି କର୍ଣ୍ଣଲ ଆଶୁତୋଷ। ଅନେକ କଥା ଥିଲା ଅଲିଅଳି ଝିଅକୁ କହିବା ପାଇଁ। ଝିଅର ବି ଅନେକ ବରାଦ ଥିଲା...

sonia
ଘରବାହୁଡ଼ା ଶ୍ରମିକଙ୍କ ରେଳ ଖର୍ଚ୍ଚ ବହନ କରିବ କଂଗ୍ରେସ

ନୂଆଦିଲ୍ଲୀ: ଦେଶରେ କରୋନା ବିପତ୍ତି ବଢି ବଢି ଚାଲିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କରୁଛନ୍ତି। ଏବେ ବିଳମ୍ବରେ ହେଉ ପଛେ କଂଗ୍ରସ କରୋନା ବିପତ୍ତିର ମୁକାବିଲା ପାଇଁ ସହଯୋଗର ହାତ ବଢାଇଛି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ଘୋଷଣା...

who
କେଉଁଠୁ ଆସିଲା କରୋନା ଭାଇରସ-ସ୍ପଷ୍ଟ କଲେ WHO ଡାକ୍ତର

ୱାଶିଂଟନ: କରୋନା ଭାଇରସର ଉତ୍ପତି କେଉଁଠି ହେଲା ଏବଂ କିପରି ହେଲା ତାକୁ ନେଇ ଏ ଯାଏ କୌଣସି ସ୍ପଷ୍ଟ ତଥ୍ୟ ମିଳିନି। ତେବେ ଚୀନର ଉହାନରୁ ଏହି ଭାଇରସରୁ ସୃଷ୍ଟି ଏବଂ ଏହା କୃତ୍ରିମ ବୋଲି ଆମେରିକା ଅଭିଯୋଗ କରି ଆସୁଛି ଆମେରିକା । ହେଲେ ବିଶ୍ୱ...

srimandira
ଗ୍ରୀନ୍‌ ଜୋନରେ ପୁରୀ, ହୋଇପାରେ ରଥଯାତ୍ରା

ପୁରୀ: ରଥଯାତ୍ରା ହେବ କି ନାହିଁ ଏ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏଯାଏ ଦୂର ହୋଇ ପାରିନାହିଁ। ଏ ନେଇ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ସହ ଗତକାଲି ଆଲୋଚନା କରିଛନ୍ତି ବରିଷ୍ଠ ଦଇତାପତି ସେବାୟତ।  ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଆଲୋଚନାରେ ରଥଯାତ୍ରା କରିବା ପାଇଁ ଦଇତାପତି...

hospital-1
ଘରୋଇ ଡାକ୍ତରଖାନାକୁ କଡ଼ା ଚେତାବନୀ

ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ମୁକାବିଲା ପାଇଁ ସମସ୍ତେ ବ୍ୟସ୍ତ ଥିବାବେଳେ ଅନ୍ୟ ରୋଗୀମାନେ ଅବେହଳାର ଶିକାର ହେଉଛନ୍ତି। ଏପରିକି ଅନ୍ୟ ରୋଗୀମାନଙ୍କୁ   ଘରୋଇ ହସ୍ପିଟାଲ ଗୁଡିକୁ ଫେରାଇ ଦେଉଥିବା ଦେଖିବାକୁ ମିଳୁଛି। ହେଲେ ଏପରି ନ କରିବାକୁ  କଡ଼ା ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ...

corona
ଯାଜପୁରରୁ ଆଉ ୨ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଛୁଇଁଲା

ଭୁବନେଶ୍ୱର: କରୋନାର ହଟସ୍ପଟ ପାଲଟିଛି ଯାଜପୁର ଜିଲ୍ଲା। ଆଜି ସକାଳେ ଏଠାରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।  ଏବେ ଆଉ ଦୁଇ କରୋନା ରୋଗୀ ଏଠାରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୭ ଛୁଇଁଲା। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ...

abakari
ରାଜ୍ୟରେ ଖୋଲିପାରେ ବଟଲିଙ୍ଗ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି

ଭୁବନେଶ୍ୱର: ରାଜ୍ୟରେ ବଟଲିଙ୍ଗ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବା ନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି ଅବକାରୀ କମିଶନର। ଏ ନେଇ ସେ ଅବକାରୀ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଲକଡାଉନ ନିୟମ କୋହଳ ପରେ ଗ୍ରୀନ୍ ଜୋନ୍‌ରେ ମଦ ଦୋକାନ...

police
ବନେଟ ଉପରେ ପୋଲିସକୁ ଝୁଲାଇ ପଳାଇ ଯାଉଥିଲେ ଡ୍ରାଇଭର, ତା’ ପରେ....

ଅମ୍ରିତସର: ଚିନ୍ତା ବଢାଉଛି କରୋନା। କରୋନା ସଂକ୍ରମଣ ରୋକିବା ପାଇଁ ୨ୟ ପର୍ଯ୍ୟାୟ ଳକ୍‌ଡାଉନ ଅବଧି ଶେଷ ହେବା ପୂର୍ବରୁ  ସାରାଦେଶରେ ଜାରି କରି ଦିଆଯାଇଛି ୧୪ ଦିନିଆ ୩ୟ ପର୍ଯ୍ୟାୟ ଲକ୍‌ଡାଉନ। ହେଲେ ଅମାନିଆ ଲୋକଙ୍କର ସେଥିକି ଖାତିର ନାହିଁ। ସେମାନଙ୍କ ସ୍ୱାସ୍ଥ୍ୟ ଚିନ୍ତା ଯେମିତି ପୋଲିସକୁ...

virys
ଦେଶରେ ବଢୁଛି କରୋନା; ୨୪ ଘଣ୍ଟାରେ ୧୯୯୩ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରୁଛି କରୋନା। ୨ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ଦିନକ ପରେ ଶେଷ ହେବାକୁ ଯାଉଥିବାବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି।  ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ ନୂଆ କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଦେଶରେ ମୋଟ କରୋନା...

test
କରୋନା ମୁକାବିଲା ପାଇଁ ଆଶାର କିରଣ ‘ରେମେଡ୍‌ସିଭିର୍’-ମଞ୍ଜୁରୀ ଦେଲା FDA

ୱାଶିଂଟନ: ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମଡ୍‌ସିଭିର୍। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ୍-FDA ଗତକାଲି ଏହାକୁ ମଞ୍ଜୁରୀ ଦେଇଛି ଏହାକୁ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବିଧିବଦ୍ଧ ଭାବେ  ଘୋଷଣା କରିଛନ୍ତି। ପରୀକ୍ଷା ପରେ ଜଣାଯାଇଛି, କମ୍‌ ସମୟରେ କରୋନା ରୋଗୀଙ୍କୁ ଭଲ କରିବାରେ...

corona
ଆମେରିକାରେ କରୋନା; ୨୪ ଘଣ୍ଟାରେ ନେଲା ୨୨ ଶହରୁ ଅଧିକ ଜୀବନ

ୱାଶିଂଟନ: ଆମେରିକା ଓ ୟୁରୋପେରେ ଥମୁନି କରୋନା ମୃତ୍ୟୁର ତାଣ୍ଡବ।  ଗତ ୨୪ ଘଣ୍ଟାରେ ଆମେରିକାରେ ୨୨ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି କୋଭିଡ୍-୧୯ । ଏଥିସହିତ ଦେଶରେ ମୃତ୍ୟୁସଂଖ୍ୟା ୬୫ ହଜାର ୭୨୪ରେ ପହଞ୍ଚିଛି । ୟୁରୋପର ସବୁଠୁ ଅଧିକ ପ୍ରଭାବିତ ଦେଶ ଇଟାଲୀରେ ମୃତ୍ୟୁ ସଂଖ୍ୟା...

shaharukh
ଦଙ୍ଗା ମାମଲାରେ ଶାହରୁଖଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ:ଉତ୍ତର ପୂର୍ବାଞ୍ଚଳରେ ହୋଇଥିବା ଦଙ୍ଗା ମାମଲାରେ ପ୍ରଥମ ଚାର୍ଜସିଟ ଦାଖଲ ହୋଇଛି। ଜାଫରାବାଦ ମେଟ୍ରୋ ଷ୍ଟେଶନ ନିକଟରେ ଫାୟାରିଂ କରିବା ଏବଂ ପୋଲିସକୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଶାହରୁଖ ପଠାନ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ପୋଲିସ ଏହି ମାମଲାରେ ଶାହରୁଖଙ୍କ ସହ ଥିବା ଆଉ ୨...

rainfall
ଦାନା ବାନ୍ଧୁଛି ଲଘୁଚାପ ! ମେ’୫ ଯାଏ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗର ଉପରେ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍‌ରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ...

train
ଶ୍ରମିକଙ୍କୁ ନେଇ ତେଲେଙ୍ଗାନାରୁ ବାହାରିଲା ସ୍ୱତନ୍ତ୍ର ଟ୍ରେନ

ହାଇଦ୍ରାବାଦ: ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଛନ୍ତି ଶହ ଶହ ଶ୍ରମିକ। ଏହି ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଚାଲିଛି ଉଦ୍ୟମ।  ତେଲେଙ୍ଗାନାରେ ଫସି ରହିଥିବା ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ୍ ତେଲେଙ୍ଗାନା ହାଇଦ୍ରାବାଦରୁ ବାହାରିଛି । ଏହି ସ୍ୱତନ୍ତ୍ର ଟ୍ରେନ ୧୨୦୦ ଶ୍ରମିକଙ୍କୁ ନେଇ  ଝାଡ଼ଖଣ୍ଡ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।