Advertisment

ଦୂରରୁ ଘେନ କୋଟି ପ୍ରଣାମ

କରୋନା କଟକଣା ମଧ୍ୟରେ ପାଳିତ ହେଉଛି ରଥଯାତ୍ରା। ଭକ୍ତଙ୍କ ପାଇଁ ବର୍ଷକ ପରେ ତିନି ଠାକୁର ବଡଦାଣ୍ଡକୁ ବାହାରି ଆସିଛନ୍ତି। ହେଲେ ଠାକୁରଙ୍କୁ ଦେଖିବାର ସୌଭାଗ୍ୟ ମିଳିନି ଭକ୍ତଙ୍କୁ। ତେଣୁ ଦୂରରୁ ଥାଇ ଭକ୍ତଙ୍କ ଭକ୍ତି ନୈବେଦ୍ୟ....

author-image
Minati Mishra

କରୋନା କଟକଣା ମଧ୍ୟରେ ପାଳିତ ହେଉଛି ରଥଯାତ୍ରା। ହେଲେ ଭକ୍ତ-ଭଗବାନଙ୍କ ମିଳନରେ ପ୍ରତିବନ୍ଧକ ସାଜିଛି ମହାମାରୀ । ଭକ୍ତଙ୍କ ପାଇଁ ବର୍ଷକ ପରେ ତିନି ଠାକୁର ବଡଦାଣ୍ଡକୁ ବାହାରି ଆସିଛନ୍ତି। ହେଲେ ଭକ୍ତ ଠାକୁରଙ୍କର ଏହି ଅପୂର୍ବ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।  ଦୂରରୁ ଥାଇ କାଳିଆ ସାଆନ୍ତ  ନୃତ୍ୟରେ ନୃତ୍ୟରେ ଭକ୍ତି ନୈବେଦ୍ୟ ଦେଉଛନ୍ତି ନୃତ୍ୟଶିଳ୍ନୀ ରୋଜାଲିନ ମହାନ୍ତି।

Advertisment
Ratha Yatra Puri Ratha Jatra 2021
Advertisment
Advertisment