• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

green soldier
କରୋନା ଯୁଦ୍ଧରେ ସାମିଲ ହେଲେ ଗ୍ରୀନ ସୋଲ୍‌ଜର

ବାରିପଦା: କରୋନା ପାଇଁ ସାରା ଦେଶ ଲକ୍‌ଡାଉନ। ସବୁଆଡ ଖାଁ ଖାଁ। ରାସ୍ତାରେ କ୍ୱଚିତ୍‌ ମଣିଷଙ୍କୁ ଦେଖିବାକୁ ମିଳୁଛି। ହେଲେ ମୟୂରଭଞ୍ଜ ଜିଲ୍ଲାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲାର ଖାଁ ଖାଁ ରାସ୍ତାରେ ବୁଲୁଛି ସବୁଜ ସୈନିକ ଅର୍ଥାତ୍‌ ଗ୍ରୀନ୍‌ ସୋଲଜର। କରୋନା ଯୁଦ୍ଧରେ ଏବେ...

puri
ରଥଯାତ୍ରା ପରିଚାଳନା ନେଇ ବୈଠକରେ ବାହାରିଲାନି ନିଷ୍କର୍ସ

ପୁରୀ:  ଚନ୍ଦନ ଯାତ୍ରା ଓ ରଥଯାତ୍ରା କିପରି କରାଯିବ ସେ ନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଭିଡିଓ କନ୍‌ଫରେନ୍ସିଂରେ ଏହି ବୈଠକ ବସିଥିଲା।  ଶ୍ରୀମନ୍ଦିର ପ୍ରଶାସକ, ଗଜପତି ମହାରାଜା ଓ ଅନ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂରେ ବୈଠକରେ ସାମିଲ...

modi
କଠିକ ପରିସ୍ଥିତିରେ କେମିତି ରହିବ, ଗାଁ ଲୋକ ଶିଖାଇଲେ-ମୋଦି

ନିଆଦିଲ୍ଲୀ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୋଦି ସରପଞ୍ଚମାନଙ୍କୁ ସମ୍ବୋଧିତ କରିଥିଲେ। କରୋନା କିପରି ପ୍ରତ୍ୟେକ ଭାରତୀୟଙ୍କୁ  ଆତ୍ମନିର୍ଭରଶୀଳ କରିଛି ସେ ନେଇ ତାଙ୍କ ଅବିଭାଷଣରେ କହିଥିଲେ। ଏଇ...

labour
ଆଜିଠୁ ଘର ବାହୁଡ଼ାଙ୍କ ପାଇଁ ପଞ୍ଜୀକରଣ

ଭୁବନେଶ୍ୱର:ଆସନ୍ତା ମେ ୩ରେ ଲକଡାଉନ୍ ସରିବ। ଏହା ପରେ ପ୍ରବାସୀ ଓଡ଼ିଆମାନେ ଘରକୁ ଫେରି ପାରିବେ। ସେଥିପାଇଁ   ଆଜିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ।  ଉଭୟ ଅନ୍‌ଲାଇନ୍ ଓ ଅଫଲାଇନରେ ରେଜିଷ୍ଟ୍ରେସନ ପାଇଁ ହୋଇଛି ବ୍ୟବସ୍ଥା।  ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ । ଏହି ଫର୍ମରେ...

test
୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ନମୂନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଖାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁନି, କୋଭିଡ୍ ମୁକାବିଲା ବ୍ୟବସ୍ଥା ବି ସୁଦୃଢ଼ ହେବାରେ ଲାଗିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜ୍ୟର କୋଭିଡ୍ ଟେଷ୍ଟ କ୍ଷମତା।  ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ନମୂନା ପରୀକ୍ଷା ହୋଇଛି। ଗତକାଲି ସର୍ବାଧିକ ୨ ହଜାର...

mp
ବର୍ବର..ଅମାନବୀୟ.. ୬ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଆଖିଫୁଟାଇ ଦେଲେ

ଭୋପାଳ: ୬ବର୍ଷର ଶିଶୁକୁ ବଳାତ୍କାର। ଖାଲି ବଳାତ୍କାର ନୁହେଁ, ବଳାତ୍କାର ପରେ ଶିଶୁର ଆଖିକୁ ପୁଟାଇ ଦେଇଛନ୍ତି ଦୁର୍ବୃତ୍ତ। ଏମିତି ଏକ ବର୍ବର, ଅମାନବୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ୬ ବର୍ଷର ଶିଶୁଟି ଘର ସାମ୍ନାରେ...

blast
ଓଟିଭି ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କୋଣାର୍କ: କୋଣାର୍କ ବାଲିସାହିରେ ଥିବା  OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। କୋଣାର୍କ ବାଲିସାହିରେ ଥିବା OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି।  ଗୋଟିଏ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ ପରେ ବନ୍ଧୁକ...

sixx
ଭଲ ଖବର; ମଣିଷଠାରେ ପରୀକ୍ଷା ହେଲା କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ: କରୋନା ସହ ଲଢିବାକୁ ସମର୍ଥ ବୋଲି କୁହାଯାଉଥିବା ଭ୍ୟାକ୍ସିନର ପ୍ରଥମ ହ୍ୟୁମାନ ଟ୍ରାଏଲ ଲଣ୍ଡନର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି । ଏଲିସା ଗ୍ରାନାଟୋ ନାମକ ଜଣେ ମହିଳାଙ୍କ ଠାରେ ଗତକାଲି ଏହାର ପ୍ରଥମ ପରୀକ୍ଷଣ କରାଯାଇଛି। ଶାରୀରିକ ରୂପେ ସଂପୂର୍ଣ୍ଣ ସୁସ୍ଥ ଥିବା...

pak
କରୋନା ଭ୍ୟାକ୍ସିନ ପରୀକ୍ଷା ପାଇଁ ପାକିସ୍ତାନକୁ ବଳି କା ବକରା କରିବ ଚୀନ

ଇସଲାମବାଦ: କରୋନା ଭାଇରସକୁ ନେଇ ସାରା ବିଶ୍ୱର ନଜର ଏବେ ଚୀନ ଉପରେ ରହିଛି । କାରଣ ଚୀନର ଉହାନରୁ ଏହି ଭାଇରସର ଉତ୍ପତି ହୋଇଥିଲେ ହେଁ ଏହାର ଭୟାବହତା ଜାଣି ମଧ୍ୟ ଚୀନ ଠିକ ସମୟରେ ଠିକ ପଦକ୍ଷେପ ନେଇ ନ ଥିଲା । ଯେଉଁଥି ପାଇଁ...

corona
ଭଦ୍ରକରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୩ ଜିଲ୍ଲା ହେଲା ସଟ୍‌ଡାଉନ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି।  ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ର ୪୦...

corona-free1
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଯାବତ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଭୁବନେଶ୍ୱରର ମୋଟ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହେଲେଣି। ରାଜ୍ୟରେ ଆଉ...

ghatikia
କରୋନା ପ୍ରଭାବିତ ଅଞ୍ଚଳରୁ ଆସିଥିବା ଲୋକଙ୍କୁ ଦେଖି ତାତିଲେ ଲୋକେ

ଭୁବନେଶ୍ୱର: ବାଲେଶ୍ୱରରୁ ଆସିଥିବା  କିଛି ଲୋକ ଭୁବନେଶ୍ୱର ଘାଟିକିଆରେ ଆସି ରହିଛନ୍ତି। ଏମାନଙ୍କୁ ନେଇ ଘାଟିକିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ଟିମ୍‌  ଗାଁରେ ପହଞ୍ଚିଛି। ବାଲେଶ୍ୱର ଭୋଗରାଇ ଅଞ୍ଚଳର କିଛି ଲୋକ ଘାଟିକିଆରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।