Advertisment

ବଡ଼ ଦାଣ୍ଡରେ ଗଡ଼ିଲା ନନ୍ଦିଘୋଷ

ଆଜି ରଥଯାତ୍ରା । ବର୍ଷକ ପରେ ଭକ୍ତଙ୍କୁ ଦେଖିବା ପାଇଁ ବଡଦାଣ୍ଡକୁ ବାହାରି ଆସିଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡଦାଣ୍ଡ। ବିନା ଭକ୍ତରେ ବଡଦାଣ୍ଡରେ ଗଡ଼ି ଗଡ଼ି ଚାଲିଛି ନନ୍ଦିଘୋଷ। ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବେ କାଳିଆ ଠାକୁର।

author-image
Minati Mishra

ଭକ୍ତଶୂନ୍ୟ ବଡଦାଣ୍ଡରେ ଗଡି ଗଡି ଚାଲିଛି ନନ୍ଦିଘୋଷ। ଆଉ କିଛି ସମୟ ପରେ ଶରଧାବାଲିରେ ପହଞ୍ଚିବେ କାଳିଆ ଠାକୁର। ବରଷକେ ଥରେ ରଥ  ଉପରେ ଠାକୁରଙ୍କୁ ଦେଖିବା ପାଇଁ ଚାହିଁ ବସିଥାଏ ଭକ୍ତ। ହେଲେ ମହାମାରୀ ସାଜିଛି ବାଧକ। ୨ ବର୍ଷ ଧରି ଭକ୍ତ ଏହି ଅପୂର୍ବ ଦର୍ଶନରୁ ବଞ୍ଚିତ ହୋଇ ଆସୁଛି। ହେ କାଳିଆ ଠାକୁର, ଆଉ କେତେ ଦିନ ? ଆଉ କେତେ ଦିନ ଭକ୍ତଙ୍କୁ ଏମିତି ନିରାଶ କରିବ ?

Advertisment
Puri Ratha Jatra 2021
Advertisment
Advertisment