/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680803102.jpeg)
କଟକରେ ବର୍ଷା
1/5
ଥିଲା ତ ଥିଲା... କଟକ ସହରକୁ ମାଡ଼ିଆସିଲା ଝଡ଼ ବର୍ଷା। ବର୍ଷା ଓ ପବନ ଯୋଗୁଁ ବୈଶାଖୀ ମେଳାର ଟେଣ୍ଟ୍ ଉପୁଡ଼ି ଭାଙ୍ଗିଯାଇଛି।
2/5
କଟକରେ ସାମାନ୍ୟ ପରେ ଏମିତି ଅବସ୍ଥା, ଏଦୃଶ୍ୟ କଟକ ବାଦାମବାଡ଼ିର। ବୁଡ଼ିରହିଛି ଗାଡ଼ିମୋଟର
3/5
ବୁଡ଼ିରହିଛି ବୁଲେଟ୍, ବିପଦପୂର୍ଣ୍ଣ ଭାବେ ଯାଉଛି ଗାଡ଼ି
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680803102.jpeg)
4/5
କଟକର ଏକ ଗଳିର ଏ ଚିତ୍ର। ଏସରାଏ ବର୍ଷାରେ ଜଳବନ୍ଦୀ। ଦେଖୁନ ଅଣ୍ଟାଏ ପାଣିରେ ପଶି କେମିତି ଟ୍ରଲିକୁ ଟାଣି ଟାଣି ନେଉଛନ୍ତି
5/5
ବର୍ଷା ଧୋଇନେଲା ବୈଶାଖୀ ମେଳା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)