Advertisment

ମାରିଦେବେ !! ଟ୍ୟୁମର ରୋଗୀକୁ ପ୍ରସୂତି ରୋଗୀ ପରି କରୁଥିଲେ ଚିକିତ୍ସା

ଇଏ କାଳେ ଦ୍ୱିତୀୟ ଭଗବାନ ! ୮ ମାସ ହେଲାଣି ପେଟରେ ବଢୁଥିଲା ଟ୍ୟୁମର । ଡାକ୍ତର ଦେଉଥିଲେ ଗର୍ଭବତୀ ହେବାର ମେଡ଼ିସିନ୍‌ । ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି ଛତୁଆ ବି ଖୁଆଉଥିଲେ। ଯନ୍ତ୍ରଣା ବଢିବାରୁ ଅଲଟ୍ରାସାଉଣ୍ଡ କଲେ ଡାକ୍ତର । ପେଟରେ ପିଲା ନୁହେଁ ଥିଲା ଟ୍ୟୁମର

author-image
Chandan Shishu

ଇଏ କାଳେ ଦ୍ୱିତୀୟ ଭଗବାନ !! ୮ ମାସ ହେଲାଣି ପେଟରେ ବଢୁଥିଲା ଟ୍ୟୁମର । ଡାକ୍ତର ଦେଉଥିଲେ ଗର୍ଭବତୀ ହେବାର ମେଡ଼ିସିନ୍‌ । ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି ଛତୁଆ ବି ଖୁଆଉଥିଲେ। ଯନ୍ତ୍ରଣା ବଢିବାରୁ ଅଲଟ୍ରାସାଉଣ୍ଡ କଲେ ଡାକ୍ତର । ପେଟରେ ପିଲା ନୁହେଁ ଥିଲା ଟ୍ୟୁମର

Advertisment
Doctor
Advertisment
Advertisment