• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

ଡିଜିପି ଗାଡି ସାମନାକୁ ଆସି ଅଟକାଉଥିବା ମହିଳା
ଡିଜିଙ୍କ ଗାଡ଼ି ସାମନାକୁ ଚାଲିଆସିଲେ ମହିଳା

ଆମ ଝିଅକୁ ହତ୍ୟା କରାଯିବାର ଦେଢ ମାସ ହୋଇଗଲାଣି, କିନ୍ତୁ ପୋଲିସ କୌଣସି ଆଖିଦୃଶିଆ ପଦ‍କ୍ଷେପ ନାହିଁ। ପୋଲିସ ମାତ୍ର ୨ ଜଣଙ୍କୁ ଗିରଫ କରିଛି କିନ୍ତୁ ଅନ୍ୟ ୫ ଅଭିଯୁକ୍ତଙ୍କୁ ଛାଡିଦେଇଛି। ସେମାନେ ଏବେ ଖୁଲମଖୁଲା ବୁଲୁଛନ୍ତି।

Health Director Bijay Mohapatra
ଶହେରୁ ୮୦ ଜଣ ଲକ୍ଷଣ ବିହୀନ ରୋଗୀ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ୩ ମାସ ହେଲାଣି ସଂକ୍ରମଣ ପାଖା ପାଖି ସମାନ ସ୍ଥିତିରେ ରହୁଛି। ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିଶନକୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି ବହୁତ ଉଦବେଗଜନକ।

Manish Anurag
ଆସିଲା ମନିଷ ଦାସଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ଘଟଣାରେ ଆସିଲା ଡାକ୍ତରୀ ରିପୋର୍ଟ। ଭୁବନେଶ୍ୱର ଏମ୍ସ PRO ଡାକ୍ତର ପ୍ରଭାସ ରଂଜନ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି।

DMET Cbk Mohanty
ପାର୍ବଣ ପରେ ପାଳିବା, ପ୍ରଥମେ ଜୀବନ ବଞ୍ଚୁ: ଡିଏମ୍‌ଇଟି

କାଲି ହାଟ, ବଜାରରୁ ଯାହା ଚିତ୍ର ଆସିଛି ତାହା ଅନୁଶୀଳନ ଆବଶ୍ୟକ। ଏମିତି ଭିଡ଼ ହେଲେ କେତେ ଦୂର ସଂକ୍ରମଣ ରୋକିପାରିବା ତାହା ଏବେ ପ୍ରଶ୍ନବାଚୀ ହୋଇଛି। ପ୍ରତିଦିନ ଡାଟାକୁ ନେଇ ଆତଙ୍କିତ ହେବା ନାହିଁ। ଆମେ ପରିସ୍ଥିତିକୁ ଦେଖି ମୁକାବିଲା କରିବା। 

କେନ୍ଦୁଝର ବିଧାୟକ ମୋହନ ମାଝୀ
ବୋମାମାଡ଼ ପଛରେ ଥାଇପାରେ ବିଜେଡି ନେତାଙ୍କ ହାତ: ମୋହନ ମାଝୀ

ସରକାରଙ୍କ ନିୟମକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ କାଳେ ସେ ଏଥିରୁ କିଛି ଫାଇଦା ନେଇଯିବେ, ଏଥିପାଇଁ ତାଙ୍କ ଗାଡିକୁ ବୋମାମାଡ ହୋଇଥିବା ବିଧାୟକ ସନ୍ଦେହ କରିଛନ୍ତି।

covid situation in odisha
ରାଜ୍ୟରେ ତଳ ଉପର ହେଉଛି କରୋନା ସଂକ୍ରମଣ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୭୩କୁ ବୃଦ୍ଧି ହୋଇଛି। ଆକ୍ଟିଭ୍ ୫,୧୪୧ ଥିବା ବେଳେ ସୁସ୍ଥ ହେଲେଣି ୧୦ ଲକ୍ଷ ୧୯ ହଜାର ୨୧୮। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।  

Indo China Talk
କମାଣ୍ଡର ସ୍ତରୀୟ ଆଲୋଚନା ବିଫଳ ନେଇ ଭାରତ-ଚୀନ ଦୋଷ ଲଦାଲଦି

ଏମିତିକି ଚୀନ କହିଛି ଉପୁଜିଥିବା ପରିସ୍ଥିତିକୁ ଭାରତ ସରକାର ହୃଦବୋଧ କରୁ ନ ଥିବା ଭଳି ଲାଗୁଛି। ଚୀନର ଏଭଳି ଆରରଣ ପରେ ପୂର୍ବ ଲଦାଖର ଉଭୟ ପଟେ ଦୁଇ ଦେଶ ୫୦ ହଜାର ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି। ଆଗକୁ ପୂର୍ବ ଲଦାଖରେ ତାପମାତ୍ରା ମାଇନସ ୩୦ ଡିଗ୍ରୀ ହେବାକୁ...

Low pressure in bay of bengal
ଆସୁଛି ଲଘୁଚାପ, ୧୫ରେ ଛୁଇଁବ ଉପକୂଳ

ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍  କରିଛି।  ସେପଟେ ରାଜ୍ୟର ଅର୍ଦ୍ଧେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଛି। ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରୁ ସଂପୂର୍ଣ୍ଣ ଭାବେ ମୌସୁମୀ ଚାଲିଯାଇଛି।

Rice Politics
ପଞ୍ଚାୟତ ନିର୍ବାଚନରେ ଭୟଭୀତ ହୋଇ କେନ୍ଦ୍ରକୁ ଚିଠି ଲେଖିଥିଲେ ନବୀନ: ବିଜେପି

୨ ମାସ ପୂର୍ବରୁ ଧାନ ଓ ଚାଉଳ କିଣା ନେଇ କେନ୍ଦ୍ର ଡକାଇଥିବା ବୈଠକରେ ସବୁ ରାଜ୍ୟର ସଚିବ ଥିଲେ। ଓଡ଼ିଶାର ଖାଦ୍ୟ ଯୋଗାଣ ସଚିବ କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନାମକୁ ମାତ୍ର ଚିଠି...

Vigilance Raid on je house
ଭିଜିଲାନ୍ସ ହାବୁଡ଼ରେ ଜେଇ, ୫ ବର୍ଷ ଚାକିରିରେ ୬୦ ପ୍ଲଟ

୫ ବର୍ଷ ୧୦ ମାସ ହେଲାଣି ଚାକିରି କରିଛନ୍ତି। ଆଉ ୨ ମାସ ହୋଇଥିଲେ, ରେଗୁଲାର ହୋଇଥାନ୍ତେ। ସୂଚନା ଅନୁସାରେ ଦେବଗଡ଼, ସମ୍ବଲପୁରରେ ତାଙ୍କର ୬୦ରୁ ଅଧିକ ପ୍ଲଟ ଅଛି। ନଗଦ ୫ ଲକ୍ଷ ଟଙ୍କା, ବିପୁଳ ସୁନା ଅଳଙ୍କାର ମିଳିଛି। 

Corona infection in bhubaneswar
ଦୈନିକ ସଂକ୍ରମଣର ୪୦% ଭୁବନେଶ୍ୱରରୁ ଚିହ୍ନଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପାର୍ବଣ ବେଳାରେ ପୁଣି କରୋନା ସଂକ୍ରମଣ ଟେନସନ୍ ଦେଉଛି। ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଆସୁଛି। ସଚେତନ କରାଇବା ସତ୍ତ୍ୱେ ହାଟ ଓ ବଜାରରେ ପ୍ରବଳ ଭିଡ଼ ହେଉଛି।

Honey Bee Attack
ମାତିଲେଣି ମହୁମାଛି, ୨ ଦିନରେ ନେଲାଣି ୪ ଜୀବନ

କାଲି ମହୁମାଛି ଆକ୍ରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ମହୁମାଛି ଆକ୍ରମଣରେ ବାପ, ଝିଅଙ୍କ ମୃତ୍ୟୁ ହୋଇଛି। ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। 

ମଣ୍ଡପରେ ପୂଜା ପାଇଛନ୍ତି ମହାମାୟା
ଆଜି ମଣ୍ଡପରେ ମହାମାୟାଙ୍କ ଷଷ୍ଠୀ ପୂଜା

ଗତକାଲି କଟକଚଣ୍ଡୀ ଓ ଗଡ଼ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ପ୍ରଶାସନର କରୋନା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି।

Night Curfew In cuttack and bhubaneswar
ଆଜିଠୁ ଟ୍ୱିନ୍‌ସିଟିରେ ରାତି ୮ରୁ ନାଇଟ୍‌କର୍ଫ୍ୟୁ

ବିଶେଷ କରି ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ। ବାର୍ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ମଧ୍ୟ ଧରାହେଉଛି ବୋଲି କହିଛନ୍ତି ପୋଲିସ କମିଶନର।

CSK vs Delhi
ଆଇପିଏଲ ଫାଇନାଲରେ ଚେନ୍ନାଇ, ଧୋନୀଙ୍କ ପ୍ରହାରରେ ଦିଲ୍ଲୀ ଧରାଶାୟୀ

୧୭୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ୍। ଚେନ୍ନାଇ ପକ୍ଷରୁ ୪୪ଟି ବଲରେ ୬୩ ରନ୍‌ କରି ଆଉଟ୍ ହୋଇଥିଲେ ରବିନ ଉଥାପା। ସେହିପରି ଋତୁରାଜ ୫୦ ବଲରେ ୭୦ ରନ୍ କରି ଆଉଟ୍‌ ହୋଇଥିଲେ। 

BSNL 4g
ଡିସେମ୍ବର ୩୧ ପର୍ଯ୍ୟନ୍ତ ମାଗଣାରେ ମିଳିବ ବିଏସଏନଏଲ 4G ସିମ୍

କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବିଏସଏନଲ ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଫୋର ଜି ନେଟଓ୍ୱର୍କ ସେବା ପ୍ରଦାନ କରୁଛି। ତେବେ ସାରା ଦେଶରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନି।

ପ୍ରଭାବିତ ହେବନି ତ ବିଦ୍ୟୁତ ଉତ୍ପାଦନ?
ଅନ୍ଧାରରେ ରହିବ କି ଓଡ଼ିଶା?

କେବଳ ଓଡ଼ିଶା ନୁହେଁ, କୋଇଲା ଅଭାବ ସ୍ଥିତିକୁ ନେଇ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ଉଦବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

who killed Manish Anurag
ମନୀଷ ଅନୁରାଗଙ୍କ ମୃତ୍ୟୁକୁ କଣ କହିଲେ ପ୍ରତ୍ୟକ୍ଷଦର୍ଶୀ?

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା।

Covid infection
ପାର୍ବଣ ବେଳାରେ ପୁଣି ଟେନସନ୍ ଦେଲା କରୋନା ସଂକ୍ରମଣ

ଗୋଟିଏ ପଟେ ପୂଜା ଘଡ଼ି ତ ଅନ୍ୟପଟେ ସଂକ୍ରମଣର ଲମ୍ବା ଡିଆଁ, ଜୀବନ ଓ ଜୀବୀକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିବାବେଳେ ଭୁବନେଶ୍ୱର ମାର୍କେଟ ବିଲଡିଂ ଅଞ୍ଚଳର ପୂଜା ପାଇଁ କିଣାକିଣି କରିବାକୁ ଲୋକଙ୍କ ଅସମ୍ଭବ ଭିଡ଼ ହେଲାଣି।

Covid infection
ପାର୍ବଣ ବେଳାରେ ପୁଣି ଟେନସନ୍ ଦେଲା କରୋନା ସଂକ୍ରମଣ

ଗୋଟିଏ ପଟେ ପୂଜା ଘଡ଼ି ତ ଅନ୍ୟପଟେ ସଂକ୍ରମଣର ଲମ୍ବା ଡିଆଁ, ଜୀବନ ଓ ଜୀବୀକାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଉଥିବାବେଳେ ଭୁବନେଶ୍ୱର ମାର୍କେଟ ବିଲଡିଂ ଅଞ୍ଚଳର ପୂଜା ପାଇଁ କିଣାକିଣି କରିବାକୁ ଲୋକଙ୍କ ଅସମ୍ଭବ ଭିଡ଼ ହେଲାଣି।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।