• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

DM fund misuse
ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ୍ ନିର୍ମାଣ ନାଁରେ ଜାଲିଆତି

ଡିସେମ୍ବର ୨୦୨୦ରେ ଏହି ଷ୍ଟାଡ଼ିମୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଠି ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କାହିଁକି ଆବଶ୍ୟକ ପଡିଲା ବିଧାୟକଙ୍କ ପ୍ରସ୍ତାବ ? ତାପୁଣି ମିଛି ମିଛିକା?

Police Arrest Child's Father, Maternal Grandmother
ମିଛ ଥିଲା ଶିଶୁକନ୍ୟା ଚୋରି, ଘର ଢିଙ୍କି ସାଜିଥିଲେ କୁମ୍ଭୀର

ଗତ ୧୯ ତାରିଖ ରାତିରେ ଶିଶୁଟି ଜନ୍ମ ପରେ ୨୦ ତାରିଖ ସକାଳେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ସିସିଟିଭିର ଚିତ୍ର ବି ସାମ୍ନାକୁ ଆସିଥିଲା। 

Uddan Programme
ବିମାନରେ ଉଡ଼ିବାର ମଜାନେଲେ କୋଭିଡ୍‌ରେ ବାପାମାଆ ହରାଇଥିବା ପିଲା

ଆଜିର ଏହି ଉଡ୍ଡାନ ଉତ୍ସବରେ କୋଭିଡରେ ବାପାମାଆ ହରାଇଥିବା ୨୬ ଜଣ ବାଳକ-ବାଳିକା, ୨୦ ବରିଷ୍ଠ ନାଗରିକ, ୪ ଦିବ୍ୟାଙ୍ଗଙ୍କୁ ନେଇ ଉଡ଼ାଣ ଭରିଥିଲା ଜୟ ରାଇଡର ବିମାନ।

April Big Fight
ଗୋଟିଏ ଦିନରେ ରିଲିଜ୍ ହେବ ୟଶ୍, ଆମୀର ଓ ପ୍ରଭାସଙ୍କ ଫିଲ୍ମ

କରୋନା କଟକଣା ଯୋଗୁଁ ଭାରତୀୟ ସିନେମା ଜଗତ ଓ ହଲ୍‌ ଇଣ୍ଡଷ୍ଟ୍ରି ବେଶ କ୍ଷତି ସହିଛନ୍ତି। ବଡ଼ ଫିଲ୍ମ ଅପେକ୍ଷାରେ ଦର୍ଶକ ଥିବାବେଳେ, ଦର୍ଶକଙ୍କୁ ଚାହିଁ ବସିଛି ସିନେମା ହଲ୍‌। ତେଣୁ ଏହି ଫିଲ୍ମ ଜରିଆରେ ପୁଣି ଥରେ ଦେଶର ସିନେମା ଶିଳ୍ପ ଅଣ୍ଟା ସଳଖି ଛିଡ଼ା ହେବା...

Koraput Coffee
ବିଶ୍ୱ ବଜାରରେ ବଢୁଛି କୋରାପୁଟ କଫିର ଚାହିଦା

ବ୍ରାଣ୍ଡ ଅଫ୍ କୋରାପୁଟ, ପ୍ରାଇଡ୍ ଅଫ୍ ଓଡ଼ିଶା। ସାରା ବିଶ୍ୱକୁ ମହକିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ମାଟିର ଉତ୍କର୍ଷ କଫି। ଗଲା ପ୍ରାୟ ଦୁଇ ଦଶନ୍ଧି ତଳୁ ଏଠାରେ ଆରମ୍ଭ ହୋଇଥିବା କଫି ଚାଷ ପରିକଳ୍ପନା ଏବେ ଖାଲି ବାସ୍ତବତା ନୁହେଂ, ତାଠୁ ଆହୁରି ଆଗରେ।

Panchayat Politics
ଦଳ ଡିଆଁ ପୂରା ଯୋଶରେ ଚାଲିଛି, ସଙ୍ଗଠନ ବନ୍ଧା ଚାଲିଛି

ଆଗକୁ ରାଜନୀତି ଆଉ ସରଗରମ ହେବ। ତା ସହ ସରକାରଙ୍କ ମିଶନ ଶକ୍ତି, ସ୍ମାର୍ଟକାର୍ଡ, ସ୍କୁଲ୍ ରୁପାନ୍ତରିକରଣ କାର୍ଡ କୁ ନେଇ ଚର୍ଚ୍ଚା ସେପଟେ ଚର୍ଚ୍ଚା ଦଳ ବଦଳକୁ ନେଇ।

BJP-BJD Face off
ମମିତା ମାମଲା ନେଇ ବିଜେଡି ଓ ପ୍ରଣବଙ୍କୁ ଭର୍ତ୍ସନା

କଡ଼ା ସମାଲୋଚନା କଲେ ପୀତାମ୍ବର ଆଚାର୍ଯ୍ୟ : ପ୍ରଣବଙ୍କ ମନ୍ତବ୍ୟ ଅଶାଳୀନତାର ପରିଚୟ ଦେଉଛି କହିଲେ

Bjp-Bjd  face up
ପ୍ରଣବ ଆଇନ ବିଷୟରେ ଅଜ୍ଞ: ପୀତାମ୍ବର

ପ୍ରଣବ ସୋସିଆଲ ମିଡିଆରେ ବିରୋଧୀଙ୍କୁ ଆହ୍ୱାନ ଦେବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

Delhi Pollution
ଦିଲ୍ଲୀରେ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍କୁଲ ବନ୍ଦ

ଅଣାୟତ ପ୍ରଦୂଷଣ ବଢ଼ୁଥିବାରୁ ନିର୍ଦ୍ଦେଶ ଦେଲେ କେଜ୍ରିୱାଲ ସରକାର, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କ୍ଲାସ୍ ବନ୍ଦ

Mamita Murder case
ଗୋବିନ୍ଦ ସାହୁର ହ୍ୟାଣ୍ଡ ରାଇଟିଂରୁ ମିଳିବ କି ବଡ଼ ପ୍ରମାଣ ?

ମମିତା ସନସାଇନ୍‌ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ, ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିଲେ। ଏହି କଥାକୁ କୋର୍ଟରେ ଠୋସ୍ ପ୍ରମାଣ ସହ ଯୁକ୍ତି ବାଢ଼ିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯିବ।

union minister biseswar tudu
ବାଉଁଶ ବ୍ରିଜ୍‌ରେ ଚଢ଼ି ଅପହଞ୍ଚ ଇଲାକାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ

ପାରଂପରିକ ବାଦ୍ୟର ତାଳେତାଳେ ଲୋକଙ୍କ ସହ ନାଚିଥିଲେ କେନ୍ଦ୍ରମନ୍ତ୍ରୀ।

Rajasthan chief minister Ashok Gehlot
ଏକକାଳୀନ ଇସ୍ତଫା ଦେଲେ ରାଜସ୍ଥାନ ସରକାରଙ୍କ ସମସ୍ତ ମନ୍ତ୍ରୀ

ଗତ ଶୁକ୍ରବାର ୩ ଜଣ ମନ୍ତ୍ରୀ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିଲେ। ପଦରୁ ଓହରି ଯାଇ ଦଳରେ ରହି କାମ କରିବାକୁ ଆଗ୍ରହ ଥିବା କଥା ଦର୍ଶାଇଥିଲେ ନିଜ ଇସ୍ତଫା ପତ୍ରରେ।

Farm Bill
ଫାଇଲ୍ ଭିତରେ ରହିଯିବ କି କୃଷି ସଂପର୍କିତ ଦୁଇ ବିଲ୍?

ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହର ନେଇ କେନ୍ଦ୍ରର ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କୃଷି ବିଲ୍‌ଗୁଡ଼ିକର ଚାପ୍ଟର କ୍ଳୋଜ୍। ବିଭିନ୍ନ ସମୟରେ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ ଓ ବିଲ୍ ଆଉ କାର୍ଯ୍ୟକାରୀ ହେବନାହିଁ।

Ratnbhandar Key Suspense
ଜିଲ୍ଲା ଟ୍ରେଜେରୀ ଅଫିସର୍‌ଙ୍କ ଚିଠି ଖୋଲିଦେଲା ରତ୍ନଭଣ୍ଡାର ଚାବି ରହସ୍ୟ

୨୦୧୮ ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷା ନେଇ ହଲ୍ଲାପଟା ଭିତରେ ଆସିଥିଲା ଭିତରଭଣ୍ଡାର ଚାବି ହଯିଯିବା ଖବର। ଏନେଇ ତମ୍ବିତୋଫାନ ଚାଲିଥିବାବେଳେ ଜାନୁଆରୀ ୧୩ ତାରିଖରେ ସେତେବେଳର ଜିଲ୍ଲାପାଳ ସୂଚନାରେ କଣ କହିଥିଲେ, ଆଉ ଏବେ କଣ ଘଟିଲା ଜାଣନ୍ତୁ

BJP Leader statement on Gas Price
ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଷ୍ଣୁ

ଦରଦାମ୍‌ ଉପରେ କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, ରାଜ୍ୟ ସରକାରଙ୍କ ଦାୟିତ୍ୱ ବି ଅଛି। ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି।

mahanga double murder case
ମାହାଙ୍ଗା ଡବଲ ମର୍ଡର: ସିଡିଆର୍ ମାଗିଲେ କୋର୍ଟ

ଅଗଷ୍ଟ ମାସରୁ ନିର୍ଦ୍ଦେଶ ଦେଇଥିଲେ ବି ରିପୋର୍ଟ ନମିଳିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏନେଇ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି। 

drowned in river
ଡଙ୍ଗା ପାଇଁ ଚାଲିଗଲା ୩ ଛୋଟ ପିଲାଙ୍କ ଜୀବନ

ଛୋଟ ପିଲାମାନେ ଡ଼ଙ୍ଗାଭସାରେ ଖୁସି ମନାଉଥିଲେ। ହେଲେ ସେଇ ଖୁସି ଯେ ସେମାନଙ୍କ ଜୀବନ ନେଇଯିବ, ଏହା ସେମାନଙ୍କୁ ଅଜଣା ଥିଲା।

Mamita Murder Case
ମମିତାଙ୍କ ପରିବାର ଉପରେ ଚାପ ପକାଇ ମାମଲା କରାଯାଇଛି: ଧର୍ମେନ୍ଦ୍ର

ତ୍ୱରିତ ଶୁଣାଣି ପାଇଁ କେସ୍ କରାଯାଇଛି। ମାମଲାର ଚାର୍ଜସିଟ୍ ଦାଖଲ ହୋଇନି ହେଲେ ତ୍ୱରିତ ଶୁଣାଣି ଲାଗି ଅପିଲ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି।

Farmer Protest
 ସଂସଦରେ କୃଷି ଆଇନ ଉଚ୍ଛେଦ ହେଲେ ଆନ୍ଦୋଳନ ଶେଷ ହେବ: ଟିକାୟତ

ଆଇନ ପ୍ରତ୍ୟାହାର କରିବାକୁ ମୋଦି କହିବା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପକୁ ମିଠା ବାଣ୍ଟି ଏହାକୁ ସ୍ୱାଗତ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

Pakistan Parliament has approved a Bill
ପାକିସ୍ତାନରେ ଦୁଷ୍କର୍ମକାରୀଙ୍କୁ କରାଯିବ ନଂପୁସକ

ପାକିସ୍ତାନ ମନ୍ତ୍ରିମଣ୍ଡଳ ଦ୍ୱାରା ପାରିତ ଅଧ୍ୟାଦେଶକୁ ରାଷ୍ଟ୍ରପତି ଆରିଫ୍ ଅଲ୍ବୀ ମୋହର ଲଗାଇବାର ପ୍ରାୟ ୧ ବର୍ଷ ପରେ ଏହି ବିଲ୍ ପାରିତ ହୋଇଛି।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।