ବାରବାଟୀରେ ଟିକେଟ ମହାଭାରତ। ଦ୍ୱିତୀୟ ଟି-ଟ୍ୱେଣ୍ଟିର ଟିକଟ ପାଇଁ ଖଣ୍ଡଯୁଦ୍ଧ…
Published: Chandan Shishu
Last updated: 09 June 2022, 11:05 PM IST
ପିକେଙ୍କ ମୋଡ୍ ବଦଳି ଗଲା। ସେ ବିବିଙ୍କଠାରୁ ଦୂରେଇ ଗଲେ। ଆଗପରି ଆଉ ମିଳାମିଶା କଲେନାହିଁ। ସେ ଡାମରପୁର ଗାଁର ରୀମା(ଛଦ୍ମନାମ)ଙ୍କୁ ବିବାହ କରିବା ପାଇଁ ସ୍ଥିର ହୋଇଥିଲା। ଦୁଇ ପରିବାର ନିଷ୍ପତ୍ତି ଅନୁସାରେ ଆଜି ହୋଇଥିଲା ନିର୍ବନ୍ଧ।