ଅନୁଗୋଳ: କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ ଦେଖାଦେଇଛି। ଗଲା କିଛି ବର୍ଷ ହେଲା ଅନେକ ଲୋକଙ୍କ କିଡନୀ ରୋଗରେ ମୃତ୍ୟୁ ଘଟିଥିବାବେଳେ, ଶତାଧିକ ରୋଗୀଙ୍କ ଡାଏଲେସିସ୍ ଚାଲିଛି। ଏଥିପାଇଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଥିବା...
ପ୍ରଧାନମନ୍ତ୍ରୀ: ଆମ ପାଇଁ ସଂଗଠନ କେବଳ ନିର୍ବାଚନ ଜିତିବାର ଯନ୍ତ୍ର ନୁହେଁ, ବରଂ ଆମ ପାଇଁ ସଂଗଠନର ଅର୍ଥ ହେଉଛି ସେବା। ସଂଗଠନର ଅର୍ଥ ସମସ୍ତଙ୍କ ସହ ଏବଂ ସମସ୍ତଙ୍କ ସୁଖ ସମୃଦ୍ଧି। ବିଜେପି ପକ୍ଷରୁ ଆଜି ଦେଶବ୍ୟାପୀ ଆୟୋଜିତ ହେଉଥିବା ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମରେ ଦଳୀୟ...
ଗଞ୍ଜାମ: କରୋନାର ଛଞ୍ଚାଣ ସମ ପଞ୍ଝାରେ ପଡ଼ିଛି ଗଂଜାମ। ନିଇତି ପଜିଟିଭ୍ରେ ରେକର୍ଡ ଭାଙ୍ଗୁଛି, ମୃତ୍ୟୁରେ ବି ନମ୍ବର ଓ୍ୱାନ୍। ଗତ ୨୪ ଘଣ୍ଟାରେ ଏଇ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରାଜ୍ୟର ସର୍ବାଧିକ ୨୧୬ ସଂକ୍ରମିତ। ୩ ଜଣଙ୍କର ଜୀବନ ବି ଯାଇଛି। ଆଜିର ତଥ୍ୟକୁ ମିଶାଇଲେ ଏଇ...
ଭୁବନେଶ୍ୱର: ଆଉ ଦିନକ ପରେ ଅର୍ଥାତ୍ ୬ ତାରିଖରୁ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ। ଏହା ଭିତରେ ରହିଛି ଖଣ୍ଡଗିରି, ଉଦୟଗିରି ଓ ଧଉଳି ଏଥିସହ ରାଜାରାଣୀ ମନ୍ଦିର। ତା ସହିତ ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ଼ ଦୁର୍ଗ ଖୋଲିବାକୁ ନିଷ୍ପତ୍ତି...
ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ ୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ୨୯, ଗଜପତି ୨୬, ଝାରସୁଗୁଡ଼ା ୧୫, ବଲାଙ୍ଗିରରୁ ୧୨ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର...
କଟକ: କେନ୍ ଭିତରେ ନାଗ ସାପ। ଟିଣ ଭିତରେ ପଶି ଛଟପଟ୍ ହେଉଥିଲା ନାଗ। ଆଉ ସାପକୁ ଦେଖିବା ପରେ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ ସ୍ଥାନୀୟ ଯୁବକ। କଟକ ଟାଙ୍ଗି ବ୍ଲକର ଶାଳଗାଁ ପଞ୍ଚାୟତରେ ଘଟିଛି ଏହି ଘଟଣା। ଗାଁର ଜଣେ ବ୍ୟକ୍ତିଙ୍କ ଘର ପଛ...
ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାଘଅ ଭୋଜି। ବ୍ରହ୍ମପୁରରେ ଆୟୋଜିତ ଏକ ବାହାଘର ଭୋଜିକୁ ୫୦ ହଜାର ଜରିମାନା ଲଗାଇଛି ପ୍ରଶାସନ। ଉଭୟ ବର ଓ କନ୍ୟା ଠାରୁ ୫୦ ହଜାର ଜରିମାନା ଆଦାୟ କରିଛି ପ୍ରଶାସନ। ବାହାଘର ଭୋଜିରେ କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗ ହେବା ପରେ ଏଭଳି...
ଭୁବନେଶ୍ୱର: ଜୁଲାଇ ଆରମ୍ଭରୁ କରୋନା ଦେଖାଇଲାଣି କରାଳ ରୂପ। ଜୁଲାଇର ପ୍ରଥମ ୪ ଦିନରେ କରୋନାରେ ଗଲାଣି ୯ ଜୀବନ, ୪ ଦିନରେ ୯ ମୃତ ସହ ଆକ୍ରାନ୍ତ ହେଲେଣି ୧୫୩୬ ଜଣ। ମାସକରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯୯୩ ବଢ଼ିଛି। ଜୁନ୍ ୪ ତାରିଖରେ କରୋନା...
ଭୁବନେଶ୍ୱର: ଭୁବନେଶ୍ୱର ସହରରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୫ରୁ ୩୭ କ୍ୱାରେଣ୍ଟିନରେ ଥିବା ବେଳେ ୮ ଜଣ ଲୋକାଲ କଣ୍ଟା କେସ୍ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାମନ୍ତରାପୁର ନୂଆଗାଁରୁ ମଧ୍ୟ ୬...
ଭୁବନେଶ୍ୱର: ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ରାଜ୍ୟରେ ହେଉଛି କରୋନା ମ୍ୟାନେଜ୍ମେଣ୍ଟ। ଦୈନିକ ଯେତିକି ପାଣି ପସୁଛି, ସେତିକି ବାହାରୁଛି। ସେହିଭଳି ଯେତିକି ରୋଗୀ ଆକ୍ରାନ୍ତ ହେଉଛନ୍ତି ସେତିକି ସୁସ୍ଥ ହେଉଛନ୍ତି। ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ...
ଗଞ୍ଜାମ: ମେଡିକାଲରେ ପୁଅର ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ବାପାମା। ଏଭଳି ଦୁଃଖଦ ଘଟଣା ଘଟିଛି କବିସୂର୍ଯ୍ୟନଗର ଥାନା ନାରାୟଣପୁର ଶାସନ ଗାଁରେ। ମା’ ଘରେ ଓ ବାପା ନିକଟ ଜଙ୍ଗଲରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣା ଅନୁସାରେ, ୧ ତାରିଖରେ ପୁଅ ଅସୁସ୍ଥ ହୋଇ...
ନୂଆଦିଲ୍ଲୀ: ସରିଲା ଶ୍ରୀଜୀଉଙ୍କ ଅଧରପଣା ନୀତି। ରଥାରୁଢ଼ ତିନି ଠାକୁରଙ୍କ ତିନି ରଥରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଓଠ ଉଚ୍ଚର ୩ଟି ଲେଖାଏଁ ୯ଟି ମାଟି ପାତ୍ରରେ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ପରମ୍ପରା ଅନୁସାରେ କ୍ଷୀର, ସର,...
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ କରୋନା ଯୋଗୁ ଦେଶରେ ୩୭୯ ଜଣଙ୍କ ଜୀବନ ଯାଇଛି। ଏହାସହ ୨୦ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୮...
ନୂଆଦିଲ୍ଲୀ: ଘୁଞ୍ଚିଲା ଜେଇଇ ଏବଂ ନିଟ୍ ପରୀକ୍ଷା। ୨ଟି ଯାକ ପ୍ରବେଶିକା ପରୀକ୍ଷାକୁ ସେପ୍ଟେମ୍ବରକୁ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇଇ ମେନ୍ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୭ରେ...