• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bjp-complained-against-bjp-750x430
ବିଜେପୁର ହିଂସା ନେଇ ସିଇଓଙ୍କ ଠାରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି। ବିରୋଧୀଙ୍କୁ ଭୟଭୀତ କରି ବିଜେପୁର ଉପନିର୍ବାଚନ ଜିତିବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଇଙ୍ଗିତରେ ବିଜେଡି ଏଭଳି ଷଡ଼ଯନ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ବିଜେପୁରରେ ଦଳର ଯୁବନେତା ମନୋରଞ୍ଜନ ମେହେରଙ୍କୁ ଛୁରାମାଡ଼...

mrinal
ବିଜେପୁର ରାଜନୀତିରେ ହିଂସା; ବିଜେପି ନେତାଙ୍କୁ ଆକ୍ରମଣ, ବିଜେଡିକୁ ଦାୟୀ କଲା ଦଳ

ବରଗଡ଼: ନିର୍ବାଚନ ପୂର୍ବରୁ ବିଜେପୁର ରାଜନୀତିରେ ପୁଣି ରାଜନୈତିକ ହିଂସା ଦେଖା ଦେଇଛି। ବିଜେପି କର୍ମୀ ମନୋରଂଜନ ମେହେରଙ୍କ ଉପରେ ଆକ୍ରମଣକୁ ହୋଇଛି। ଯାହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି। ଗତ ନିର୍ବାଚନ ବେଳେ ମନୋରଂଜନଙ୍କୁ ଘର ଉପରକୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ତେବେ ହିଂସାକୁ...

rain
ସମୟ ହେଲାଣି, କିନ୍ତୁ ଫେରୁନି ମୌସୁମୀ

ଭୁବନେଶ୍ୱର: ସେପ୍ଟେମ୍ବର ସରିବାକୁ ଆଉ ଦିନ ୨ଟା ବାକି। ଏ ସମୟରେ ପ୍ରାକ୍ ଶୀତର ଆଗମନ ହେବା କଥା । ହେଲେ ଏଯାଏ ମୌସୁମୀ ଫେରିବାର କୌଣସି ଲକ୍ଷଣ ପ୍ରକାଶ ପାଉନି । ଏପରିସ୍ଥଳେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ୍‌। ସମୟଠାରୁ ଆହୁରି ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିବା ନେଇ...

bjp-6-750x430
ଧାରା ୩୭୦ ଭାରତୀୟ ସମ୍ୱିଧାନର ଏକ ତ୍ରୁଟି ଥିଲା ବୋଲି କହିଲେ ବୈଜୟନ୍ତ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦର ସକାରାତ୍ମକ ବାର୍ତ୍ତାକୁ ଦେଶବ୍ୟାପୀ ପ୍ରସାର କରିବା ଲାଗି ସେପ୍ଟେମ୍ୱରରୁ ବିଜେପି ଆରମ୍ଭ କରିଛି ‘ରାଷ୍ଟ୍ରୀୟ ଏକତା ଅଭିଯାନ’। ଏହି ପରିପ୍ରେକ୍ଷୀରେ ଗତକାଲି ପୁଡ଼ୁଚେରୀ ଜୟରାମ ହଲ୍‌ରେ ଏକ ଜନଜାଗରଣ ସଭା ହୋଇଯାଇଛି। ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା...

jban
୬ ଘଣ୍ଟାରେ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରାମବନ ଜିଲ୍ଲାର ବଟୋଟେରେ ଚାଲିଥିବା ସର୍ଚ୍ଚ ଅପରେଶନ ଶେଷ ହୋଇଛି। ବନ୍ଧକ ରହିଥିବା ପରିବାରର ସମସ୍ତ ସଦସ୍ୟ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଯବାନ ଗୁଳି ବିନିମୟରେ ସହିଦ ହୋଇଥିବା ବେଳେ ଦୁଇ ପୁଲିସ...

jgua
ୟୁଏନ୍‌ ହଲ୍ ଭିତରେ ଭାଷଣ ଦେଉଥିଲେ ଇମ୍ରାନ, ଆଉ ବାହାରେ ନିଜ ଦେଶ ଉପରେ ବର୍ଷୁଥିଲେ ଏହି ପାକିସ୍ତାନୀ ଝିଅ

ନ୍ୟୁୟର୍କ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ମାନବାଧିକାରର ଲଢ଼େଇର ନୂଆମୁହଁ ପାଲଟିଛନ୍ତି ଗୁଲାଲାଇ ଇସ୍‌ମାଇଲ୍‌। ସେ ଏହି ଲଢ଼େଇ ପାଇଁ ସ୍ୱଦେଶ ଛାଡ଼ି ଆମେରିକାରେ ରାଜନୀତିକ ଶରଣ ନେଇଛନ୍ତି। ଇସ୍‌ଲାମିକ୍‌ ରାଷ୍ଟ୍ରରେ ହୀନସ୍ତାର ଶିକାର ହେଉଥିବା ସଂଖ୍ୟାଲଘୁଙ୍କ ପାଇଁ ଆଶାର ଦୀପ ପାଲଟିଥିବା ଇସ୍‌ମାଇଲ୍‌ଙ୍କୁ ଗତ ଶୁକ୍ରବାର ନ୍ୟୁୟର୍କ ରାସ୍ତାରେ ଦେଖିବାକୁ...

tigrir-attack-750x430
ଛତୁ ତୋଳିବାକୁ ଯାଇଥିଲେ; ହଠାତ୍ ଉପରକୁ ଡେଇଁଲା ହେଟାବାଘ

ଅନୁଗୋଳ (ବିରଜା ଦାସ): ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିଲେ ଦାଦା ଓ ପୁତୁରା। ଠିକ୍‌ ଏତିକି ବେଳେ ଏକ ହେଟା ବାଘ ଦାଦାଙ୍କ ଉପରକୁ ଲମ୍ଫ ମାରିଥିଲା। ଏହା ଦେଖି ପୁତୁରା ଗଛ ଉପରକୁ ଚଢ଼ି ଯାଇ ଚିତ୍କାର କରିଥିଲେ। ମାରଣାସ୍ତ୍ର ଧରି ଲୋକେ ସେଠାକୁ ଚାଲି ଆସିବାରୁ...

erom
ଅବହେଳାରେ ରକ୍ତ ତୀର୍ଥ

ଭଦ୍ରକ: ସ୍ୱାଧୀନତା ସଂଗ୍ରାମ ପାଇଁ ଘଟିଥିବା ଲୋମହର୍ଷଣ ଘଟଣା ଇରମ ହତ୍ୟାକାଣ୍ଡକୁ ପୂରିଛି ୭୭ ବର୍ଷ।  ୧୯୪୨ ମସିହା ଆଜିର ଦିନରେ ଘଟିଥିଲା ଏହି ଅମାନବୀୟ କାଣ୍ଡ। ଯେଉଁଥିରେ ୨୯ ଜଣ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ। ଏହାସହ ୫୬ ଜଣ ସ୍ୱାଧୀନତା ସଂଗ୍ରାମୀ ଗୁରୁତର ଆହତ ହୋଇଥିଲେ।...

lcr
ଗୋପାଳପୁର ଏଏଡି କଲେଜ୍‌କୁ ମିଳିଲା ରାଷ୍ଟ୍ରପତି କଲର୍ସ ସମ୍ମାନ

ଗଞ୍ଜାମ: ଗୋପାଳପୁରରେ ଥିବା ସେନାର ଆର୍ମି ଏୟାର ଡିଫେନ୍ସ କଲେଜକୁ ମିଳିଲା ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ସମ୍ମାନ। ଆଜି ଏଏଡି ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସର୍ବୋଚ୍ଚ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି। ଆର୍ମୀ ଏଡି କେନ୍ଦ୍ରର ଲେଫ୍ଟନାଣ୍ଟ ବିବେକ ବିଜୟ...

baalsore-750x430
ଡ୍ରଗ୍ସ ମାଫିଆଙ୍କ ଘରେ ପୁଲିସ୍ ଚଢ଼ାଉ: ୩ ଲକ୍ଷ ଟଙ୍କା ଜବତ

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱରର ଡ୍ରଗ୍ସ ମାଫିଆ ରାଜା ପରେ ଆଉ ଜଣଙ୍କ ଘରେ ଆଜି ପୁଲିସ ଚଢ଼ଉ କରିଛି। ମାତ୍ର ଏ ସମ୍ପର୍କରେ ଡ୍ରଗ୍ସ ମାଫିଆମାନେ ଜାଣିପାରି ଘର ଛାଡ଼ି ପଳାଇ ଯାଇଥିଲେ। ପୁଲିସ ସେମାନଙ୍କ ଘରେ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରିଥିବା...

sabara
ଗିରଫ୍‌ ହେଲା ଜୁନାଗଡ଼ ଗଣଦୁଷ୍କର୍ମର ମୁଖ୍ୟ କାର୍ପଟଦାର୍ ଲଳିତେନ୍ଦ୍ର ଶବର

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଶେଷରେ ଗିରଫ ହେଲା ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ପୁଲିସ ରାଜସାକ୍ଷୀ କରିଥିବା ଅଭିଯୁକ୍ତ ବସ୍‌ ଡ୍ରାଇଭର ଲଳିତେନ୍ଦ୍ର ଶବର ଓରଫ ନରେନ୍ଦ୍ର ଶବର। ପୀଡ଼ିତାଙ୍କ ସାନି ବୟାନ୍‌ ଆଧାରରେ ପୁଲିସ ତାକୁ ଆଜି ଗିରଫ କରି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପାଇଁ ନେଇଥିଲେ। ମହାଳୟା...