• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ajagra
ସହରକୁ ଆସି ଖାଦ୍ୟ ଖୋଜୁଛି ଅଜଗର

ମାଲକାନଗିରି: ଖାଦ୍ୟ ଅନ୍ୱେଷଣରେ ପୁଣି ସହର ମୁହାଁ ଅଜଗର। ମାଲକାନଗିରି ଜିଲ୍ଲା ସଦର ମହକୁମା ତଳ ସାହିରୁ ଉଦ୍ଧାର ହୋଇଛି ଏକ ବଡ଼ ଅଜଗର ସାପ। ଗାଁର ଶିବ ତ୍ରିପାଠୀଙ୍କ ବାଡ଼ିରୁ ସାପଟିକୁ ଉଦ୍ଧାର କରାଯାଇଛି। ଅଜଗରଟି ଏକ କୁକୁଡ଼ା ଶିକାର କରିବାକୁ ଆସି ଫସି ଯାଇଥିଲା। ସ୍ନେକ୍...

m
୧୦୦ କୋଟି ଟଙ୍କା ବିଟ୍ କଏନ୍ ଠକେଇ ମାମଲାରେ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା (ବଳରାମ ଲେଙ୍କା):  ଶହେ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ରଙ୍କୁ ଗତକାଲି  ଖୋର୍ଦ୍ଧା ପୁଲିସ୍‌ ଗିରଫ କଲା । ଶଶିଭୂଷଣଙ୍କୁ କ୍ଷତିଗ୍ରସ୍ତ ଜମାକାରୀ କାବୁ କରି ପୁଲିସ୍‌ ଜିମା ଦେଇଥିଲେ । ଶଶିଭୂଷଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର...

lacnha
ରାଜଧାନୀର ଏକ ମଲ୍‌ରେ ଲାଞ୍ଚ ନେଉଥିଲେ ପୁଲିସ୍ ବାବୁ

ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପୁଲିସ୍ ବାବୁ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ଏସ୍‌ଆଇ ଲାଞ୍ଚଖୋର୍‌ ବେନ୍ଦ୍ର ସାହୁ। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଦେବେନ୍ଦ୍ର ବାଣୀବିହାରସ୍ଥିତ ଏକ ମଲ୍‌ରେ ଜଣେ...

n
ଭୟଙ୍କର ଆକ୍ସିଡେଣ୍ଟ୍; ଚାଲିଗଲା ୨୧ ଜୀବନ, ୫୦ରୁ ଅଧିକ ଆହତ

ଅହମଦାବାଦ: ଗୁଜରାତର ଆମ୍ବାଜି-ଡାଣ୍ଟା ହାଇେଓ୍ୱର ବାନସ୍କଣ୍ଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି, ଓ ୫୦ ଆହତ ହୋଇଛନ୍ତି। ଏକ ଯାତ୍ରୀବାହୀ ବସ୍‌ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ଏପରି ହୋଇଛି। ରାଜସ୍ଥାନ ସୀମାନ୍ତବର୍ତ୍ତୀ ଆମ୍ବାଜି ହାଇେଓ୍ୱରେ ଯାଉଥିବା ଏହି ଘରୋଇ ବସଟି  ତ୍ରିଶୁଳିଆ...

minister
ହଠାତ୍‌ ଅଫିସ୍‌କୁ ପଶିଆସିଲେ ମନ୍ତ୍ରୀ; ୧୧ଟା ପରେ ଆସିଲେ ବିଡିଓ, ତା' ପରେ...

ଖୋର୍ଦ୍ଧା (ବଳରାମ ଲେଙ୍କା ): ଖୋର୍ଦ୍ଧା ବ୍ଲକ୍ କାର୍ଯ୍ୟାଳୟ ଏବଂ ପୌର କାର୍ଯ୍ୟାଳୟକୁ ଗତକାଲି ଅଚାନକ ଗସ୍ତ କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସୋମବାର ଅଭିଯୋଗ ଶୁଣାଣି ଦିନରେ ଖୋର୍ଦ୍ଧା ବ୍ଲକ୍ ଅଫିସରେ ବିଡିଓଙ୍କ ସହ ବିଭିନ୍ନ ଅଧିକାରୀ ଅନୁପସ୍ଥିତ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ମନ୍ତ୍ରୀ।...

stov
ରୋଷେଇ ବେଳେ ଫାଟିଲା ଷ୍ଟୋଭ୍; ୪ ଗୁରୁତର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରୋଷେଇ ବେଳେ ଷ୍ଟୋଭ୍ ଫାଟିଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଗତ ସନ୍ଧ୍ୟାରେ ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଗୁରୁତରମାନେ ହେଲେ ଭୈରବ ସାତକୁରିଆ, ପତ୍ନୀ ପଦ୍ମା ସାତକୁରିଆ, ଝିଅ ଦିବ୍ୟା...

debate
HSRP କଟକଣାକୁ ମାସେ କୋହଳ କଲେ ସରକାର

ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣାକୁ ୧ ମାସ କୋହଳ କରିଛନ୍ତି ରାଜ୍ୟ ସରକାର।  ଆଜିଠାରୁ ଏହି ନିୟମ ଲାଗୁ ହେବାର ଥିଲା। କିନ୍ତୁ ଏହାକୁ ଚଳିତମାସ ୩୧ ତାରିଖ ଯାଏ କୋହଳ କରାଯାଇଛି। ପୂଜା ଅବକାଶ ପାଇଁ କଟକଣା କୋହଳ କରିଥିବା ସରକାର ସ୍ପଷ୍ଟ କରିଛନ୍ତି।...

sdcx
ଅଲିମ୍ପିକ କୋଟା ହାସଲରୁ ବାଦ ପଡ଼ିଲେ ଦୂତୀ

ଦୋହା: ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ସମସ୍ତଙ୍କୁ ନିରାଶ କରିଛନ୍ତି ଓଡ଼ିଶା ତଥା ଭାରତର ଷ୍ଟାର ଧାବିକା ଦୂତୀ ଚାନ୍ଦ। କାତାରର ଦୋହା ଠାରେ ଚାଲିଥିବା ବିଶ୍ୱ ଦୌଡ଼କୁଦର ୧୦୦ ମିଟର ମହିଳା ଟ୍ରାକ୍‌ ଇଭେଣ୍ଟରେ ଦୂତୀ ଭାଗ ନେଇଥିଲେ। ହେଲେ ସେ ୭ମ ସ୍ଥାନରେ ରହି ସେମି ଫାଇନାଲ...

dhoni
କେବେ ଅବସର ନେବେ ଧୋନି, ଏମିତି କହିଲେ ଶିଖର ଧାୱନ୍

ମୁମ୍ବାଇ: ପୁଣିଥରେ ଟିମ୍‌ ଇଣ୍ଡିଆର ସବୁଠାରୁ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିବା ଧୋନି କେବେ ମଇଦାନକୁ ଫେରିବେ, ତା’କୁ ଦେଖିବା ପାଇଁ ଫ୍ୟାନ୍‌ମାନେ ଚାତକ ଭଳି ଅନେଇ ବସିଛନ୍ତି। ତେବେ ଧୋନିଙ୍କ ଅବସର...

AD
ପୁଣି ବଢ଼ିଲା ଆଧାର-ପାନ୍‌ ଲିଙ୍କ୍ ଅବଧି

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଫାଇଲିଂ ପାଇଁ ଆଧାର ଏବଂ ପାନ୍‌ ମଧ୍ୟରେ ଲିଙ୍କ କରିବାର ତାରିଖ ଡିସେମ୍ବର ୩୧ ବୃଦ୍ଧି କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ଏହା ସେପ୍ଟେମ୍ବର ୩୦ ଯାଏ ଥିଲା।...

fdd
ଗଜରାଜକୁ ଧକ୍କା ଦେଇ ଅଟକି ଗଲା ଲୌହଦାନବ; ଯନ୍ତ୍ରଣାରେ ଛଟପଟ ହାତୀ

କୋଲକାତା: ଗଜରାଜଙ୍କୁ ମୃତ୍ୟୁସମ ଯନ୍ତ୍ରଣା ଦେଲା ଯନ୍ତ୍ର ଦାନବ ଟ୍ରେନ୍ ଧକ୍କାରେ ଗୁରୁତର ହେଲା ହାତୀ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏ ଦୃଶ୍ୟ ପଶ୍ଚିମବଙ୍ଗ ଦୋଆର ଅଞ୍ଚଳର । ହାତୀଟି ରେଳ ଲାଇନ ପାର ହେଉଥିବା ବେଳେ ଏହାକୁ ସିଲିଗୁଡ଼ି-ଧୁବୁରୀ ଏକ୍ସପ୍ରେସ ଧକ୍କା ଦେଇଥିଲା। ଗୁରୁତର ହାତୀଟି...