ମୁମ୍ବାଇ: ଆଜି ୭୭ ବର୍ଷରେ ପଦାର୍ପଣ କଲେ ବଲିଉଡ୍ର ମହାନାୟକ ବିଗ୍ ବି ଅମିତାଭ ବଚ୍ଚନ। ଆଜି ତାଙ୍କର ୭୭ତମ ଜନ୍ମଦିନ। ୧୯୪୨ ମସିହା ଆଜିର ଦିନରେ ସେତେବେଳର ଆହ୍ଲାବାଦ୍ରେ ଜନ୍ମ ହୋଇଥିଲେ ଶତାଦ୍ଦୀର ଏହି ବଡ଼ ସୁପରଷ୍ଟାର୍। ଅମିତାଭଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର...
ପୁରୀ: ଶ୍ରୀମନ୍ଦିର ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ ହୋଇଛି। ପୂର୍ବରୁ ଶ୍ରଦ୍ଧାଳୁ ଅପରାହ୍ନ ୪ଟା ସୁଦ୍ଧା ଶ୍ରୀମନ୍ଦିର ଭିତର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଦାଖଲ କରୁଥିଲେ। ଯାହା ଶ୍ରୀମନ୍ଦିରରେ ଘଣ୍ଟାଏ ପରେ ଅର୍ଥାତ ସଂଧ୍ୟା ୫ଟାରେ ନୀଳଚକ୍ରରେ ବନ୍ଧା ଯାଉଥିଲା। ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜିଠୁ...
ଭଦ୍ରକ(ପାର୍ଥ ସାରଥି ନାୟକ): ଏବେ ବି ସାରଥି ମାୟାରେ ବାୟା ଭକ୍ତ। ସାରଥି ମୋହ ଛାଡ଼ି ପାରୁ ନାହାନ୍ତି ବହୁ ଲୋକେ। ଏତେ ସବୁ ଘଟଣା ଘଟିବା ପରେ ବି ବହୁ ଲୋକ ସାରଥିଙ୍କ ଫଟୋ ରଖି ପୂର୍ବ ପରି ଭଜନ କୀର୍ତ୍ତନ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ...
ବରଗଡ଼: ବିଜେପୁର ବ୍ୟାଟେଲ୍ ପାଇଁ ଜୋର ଧରିଛି ରାଜନୀତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲେଇଲେଣି ଷ୍ଟାର ପ୍ରଚାରକ। ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଇସିଲଟ ବ୍ଲକର ତଳପାଲି ଓ ବରପାଲି ବ୍ଲକର ଅଗଲପୁରରେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ...
ଉଲାନ୍ ଉଦେ (ରୁଷ୍): ‘ମ୍ୟାଗ୍ନିଫିଶେଣ୍ଟ୍ ମ୍ୟାରୀ’ ନାମରେ ପରିଚିତ ୩୬ ବର୍ଷୀୟ ଭାରତୀୟ ମହିଳା ବକ୍ସର ଏମସି ମ୍ୟାରୀ କମ୍ (୫୧ କେଜି) ଗୁରୁବାର ଇତିହାସ ରଚିଛନ୍ତି। ସେ ରୁଷରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ୫୧ କେଜି ଓଜନ ବର୍ଗର ସେମିଫାଇନାଲରେ ପ୍ରବେଶ କରି ବଡ଼...
କେନ୍ଦୁଝର: ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ କେନ୍ଦୁଝର ଏସ୍ପି ମିତ୍ରଭାନୁ ମହାପାତ୍ର । ଆଜି ପୂର୍ବାହ୍ନ ୧୦ଟାରେ ଏସ୍ପି ଥାନା ପରିଦର୍ଶନରେ ଯାଉଥିବା ବେଳେ ତୁରୁମୁଙ୍ଗା ବଜାର ଝାରବେଡା ଛକରେ ଏକ ୧୦ ଚକିଆ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି...
ଜେନେଭା: ୨୦୧୮ ମସିହା ଏବଂ ୨୦୧୯ ପାଇଁ ଏକା ସାଥିରେ ସାହିତ୍ୟ ପାଇଁ ନୋବେଲ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ସାହିତ୍ୟିକ ଓଲ୍ଗା ଟୋକାର୍ଜକ୍ଙ୍କୁ ମନୋନୀତ କରାଯାଇଛି। ସେହିଭଳି ୨୦୧୯ ପାଇଁ ଅଷ୍ଟ୍ରିଆର ସାହିତ୍ୟିକ ପିଟର ହାଣ୍ଡକେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ୨...
ଭୋପାଲ: ବିବାହ ପୂର୍ବରୁ ବର କନ୍ୟା ମୋଟା ଅଙ୍କର ଖର୍ଚ୍ଚ କରି ଏବେ ପ୍ରି-ୱେଡିଂ ଫଟୋ ଶୁଟ୍ କରୁଛନ୍ତି। ବିଭିନ୍ନ ମନୋରମ ସ୍ଥାନରେ ଭାବି ଦମ୍ପତ୍ତି ଭିଡିଓ ସାଙ୍ଗକୁ ଫଟୋ ଶୁଟ କରି ବାହାଘର ପୂର୍ବରୁ ବିବାହପୂର୍ବ ଉତ୍ସବକୁ ଆହୁରି ସ୍ମରଣୀୟ କରୁଛନ୍ତି। ଏବେ ଏହି ପ୍ରି ଓ୍ୱେଡିଂ...
ଶ୍ରୀନଗର: ପାକିସ୍ତାନକୁ ଅସ୍ତ୍ରବିରତି ଉଲ୍ଲଂଘନର ଜବାବ ଦେଇଛି ଭାରତ। ଆଜି ପାକିସ୍ତାନର ତିନୋଟି କ୍ୟାମ୍ପକୁ ଭାରତୀୟ ସେନା ଗୁଳି କରି ଉଡ଼ାଇ ଦେଇଥିବା ଜଣାପଡ଼ିଛି। ସେହିଭଳି ଜଣେ ପାକିସ୍ତାନୀ ସେନା ଭାରତୀୟ ସେନାଙ୍କ ଗୁଳିରେ ନିହତ ହୋଇଥିବା ବେଳେ ୭ ପାକ୍ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...
ନୂଆଦିଲ୍ଲୀ: ଆସନ୍ତାକାଲି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବେ। ଚେନ୍ନାଇଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ଆଲୋଚନା କରିବେ। ତେବେ ଏହା ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ଭାରତ ଓ ଚାଇନା ମୁହାଁମୁହିଁ ହୋଇଛନ୍ତି। ମଙ୍ଗଳବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍...
ଅଷ୍ଟ୍ରେଲିଆ: ନାନା ରହସ୍ୟରେ ଭରା ଏ ଦୁନିଆ। ବିଶ୍ୱ ନିଅନ୍ତାଙ୍କ ସୃଷ୍ଟିରେ କେଉଁଠି, କେମିତି ଓ କ’ଣ ସବୁ ସଜାଇ ରହିଛି ତାହା ଏକାବେଳେ ଖୋଜିପାଇବା ମଣିଷ ପାଇଁ ମୁସ୍କିଲ୍। ପଶ୍ଚିମ ଅଷ୍ଟ୍ରେଲିଆର ଶେଷ ଭାଗରେ ଏକ ହ୍ରଦ ଅଛି ଯାହାର ନା ହିଲିୟର୍ ହ୍ରଦ। ଏହି ହ୍ରଦ...
କୋଲକାତା: ହିନ୍ଦୁବାଦ ସପକ୍ଷରେ ସର୍ବଦା ମତ ରଖୁଥିବା ଆରଏସ୍ଏସ୍ର ଜଣେ କର୍ମୀଙ୍କ ସମେତ ତାଙ୍କ ଗର୍ଭବତୀ ପତ୍ନୀ ଓ ୮ ବର୍ଷୀୟ ପୁଅଙ୍କ ମୃତଦେହ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୩୫ ବର୍ଷୀୟ ଏହି ଆରଏସ୍ଏସ୍ କର୍ମୀଙ୍କ ନାଁ ବନ୍ଧୁ...
ଭୁବନେଶ୍ୱର: ବରଗଡ଼ ଜିଲା ଡାଲବ ଗ୍ରାମର ସୁନାଝିଅ ଲିପିକା ସେଠ ୟୁରୋପ ମହାଦେଶର ତଥା ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍କୁ (5.642 mtr/18, 510 ft)କୁ ସଫଳତାର ସହ ଆରାହଣ କରିଛନ୍ତି। ନିଜର ଏହି ସଫଳତା ଯୋଗୁ ସେ ବରଗଡ଼ ଜିଲା ତଥା ସମଗ୍ର ରାଜ୍ୟ ପାଇଁ...
#Odisha