• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

salmon
ଶାହରୁଖ୍‌ ଓ ଆମିର ଖାନ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ଆମିର ଖାନଙ୍କ ସହ ଅନେକ କଳାକାରଙ୍କୁ ଭେଟି ଗାନ୍ଧିଙ୍କ ନୀତି-ଆଦର୍ଶକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବା...

ROAD
ଏମିତି ରାସ୍ତାରେ କେମିତି ଯିବେ ଗ୍ରାମବାସୀ ?

ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ପଧାନୀ ପଞ୍ଚାୟତ ଶଇଲ ସ୍ଥିତ କୋଚିଲା ନଦୀବନ୍ଧର ଡାହାଣ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଛି। ନଦୀବନ୍ଧରେ ପ୍ରାୟ ୨୦୦ ମିଟର ଯାଏ ଏହି ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ହଠାତ୍ ନଦୀବନ୍ଧ ମଝିରେ ଫାଟ ଦେଖିବାକୁ...

thn
ସାବଧାନ ! ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ପର୍ଯ୍ୟନ୍ତ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା...

basand
ଝିଅ ସରକାରୀ ଚାକିରୀ ନ ଛାଡ଼ିବାରୁ ବାପା ମାଆ ଗାଁରୁ ବାସନ୍ଦ

ଗଞ୍ଜାମ: ଝିଅ ସରକାରୀ ଚାକିରୀ ନ ଛାଡ଼ିବାରୁ ବାପାମାଆଙ୍କୁ ଗାଁରେ ବାସନ୍ଦ କରାଯାଇଛି। ନିଆଁ ପାଣି ବନ୍ଦ ସହିତ ଗାଁ ରାସ୍ତାରେ ଯିବାକୁ ମଧ୍ୟ ବାରଣ କରାଯାଇଛି। ଏମିତି ଏକ ଘଟଣା ଘଟିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି କାଟୁ ବଡ଼ଖଣ୍ଡିରେ। ଏହି ଗାଁର ମଧ୍ୟ ବୟସ୍କ...

mil
ରାଜ୍ୟରେ ମିଳୁଥିବା କ୍ଷୀର ଭିତରୁ ୫୫% କ୍ଷୀର ନିମ୍ନମାନର; ଏଥିରେ କ୍ୟାନ୍‌ସର ରୋଗସୃଷ୍ଟିକାରୀ କାରକ ରହିଛି

ଭୁବନେଶ୍ୱର: ଓଡ଼ିଶା ବଜାରରେ ମିଳୁଥିବା କ୍ଷୀର ଭିତରୁ ୫୫ ପ୍ରତିଶତ କ୍ଷୀର ନିମ୍ନମାନର। ଖାଲି ଏତିକି ନୁହେଁ ରାଜ୍ୟରେ ଉପଲବ୍ଧ କ୍ଷୀର ଭିତରୁ ୯ ପ୍ରତିଶତ କ୍ଷୀର ଖାଇବା ଅନୁପଯୋଗୀ। କାରଣ ଏଥିରେ କର୍କଟ ରୋଗ ସୃଷ୍ଟିକାରୀ କାରକ ରହୁଛି ବୋଲି ଗବେଷଣାରୁ ଜଣାପଡ଼ିଛି। ଅର୍ଥାତ ୯ ପ୍ରତିଶତ...

a
ରାତିରେ ଯାତ୍ରା ଦେଖି ଫେରୁଥିଲେ ଦୁଇ ସାଙ୍ଗ; ସକାଳେ ଅପେକ୍ଷା କରିଥିଲା ମୃତ୍ୟୁ

ସୋର (ଶଶିକାନ୍ତ ବେହେରା): ଯାତ୍ରା ଦେଖି ଫେରୁଥିଲେ ଦୁଇ ସାଙ୍ଗ। କିନ୍ତୁ ରାତିର ସେଇ ରଙ୍ଗୀନ ଆସର ଭିତର ହଜିଗଲା ପରେ ସକାଳେ ଯେ ମୃତ୍ୟୁ ଅପେକ୍ଷା କରିଛି ଏକଥା କାହାକୁ ବା ଜଣାଥିଲା। ସେଇ ରାତି ଥିଲା ଜୀବନର ଶେଷ ଅଭିନୟ କରିବା ଅଭିନୟ ଦେଖିବା। ବାଲେଶ୍ୱର...

h
ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ: କିଛି ଦିନ ବନ୍ଦ ରହିବା ପରେ ଆଜିଠାରୁ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ପାଚେରୀ ପାଖ ଅଞ୍ଚଳରେ ଉଚ୍ଛେଦ ହେବ ନାହିଁ। ପୁରୀ ପୌରପାଳିକାର ପୁରୁଣା ମାର୍କେଟ କଂପ୍ଲେକ୍ସ ଉଚ୍ଛେଦ କରାଯାଉଛି। ମାର୍କେଟ ଛକରେ ଥିବା ଶହେ ବର୍ଷର ପୁରୁଣା କଂପ୍ଲେକ୍ସକୁ...

childe
ବାକ୍ସରୁ ମିଳିଲା ୪ ବର୍ଷର ଝିଅର ମୃତଦେହ; ଡାଆଣୀ ସନ୍ଦେହରେ ମହିଳାଙ୍କୁ ପିଟିଲେ ଲୋକେ

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘୁମୁଡ଼ା ଗାଁରେ ଗତକାଲି ଜଣେ ମହିଳାଙ୍କ ଘର ଭିତରୁ ଏକ ବାକ୍ସରୁ ୪ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର ହେବା ଘଟଣା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିଶୁ ଦେହରେ କାମୁଡ଼ା ଦାଗ ଥିବାରୁ ସମ୍ପୃକ୍ତ ମହିଳାଙ୍କୁ ଗାଁ...

jagi-mangat
ଆଉଟ୍‌ଲୁକ୍ ସ୍ପିକ୍ଆଉଟ୍ ଆୱାର୍ଡ-୨୦୧୯ ପାଇଲେ ଓଟିଭି ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା

ନୂଆଦିଲ୍ଲୀ: CII ଇଷ୍ଟର ଚେୟାରପର୍ସନ ତଥା ଓଟିଭି ନେଟୱାର୍କର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ଆଉଟ୍ ଲୁକ୍ ସ୍ପିକଆଉଟ୍ ଆଓ୍ୱାର୍ଡ-୨୦୧୯ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀରେ ଆଉଟଲୁକ୍ ପତ୍ରିକା ପକ୍ଷରୁ ଆୟୋଜିତ ସର୍ବଭାରତ ସ୍ତରୀୟ କାର୍ଯ୍ୟକ୍ରମରେ ବିଶିଷ୍ଟ ମହିଳା ଉଦ୍ୟୋଗପତି ଭାବେ ତାଙ୍କୁ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଆଉଟଲୁକ୍...