• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

mdeui
ଅଯୋଧ୍ୟା ମାମଲାରେ ଟ୍ୱିଷ୍ଟ୍; ବିବାଦୀୟ ସ୍ଥାନକୁ ଛାଡ଼ିଦେବ ମୁସ୍‌ଲିମ ପକ୍ଷ !

ନୂଆଦିଲ୍ଲୀ: ଗୋଟିଏ ପଟେ ସୁପ୍ରିମକୋର୍ଟରେ ଅଯୋଧ୍ୟା ଶୁଣାଣି ଶେଷ ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ନୂଆ ଟ୍ୱିଷ୍ଟ ଆସିଛି। ନିୟମିତ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ କରିବା ପାଇଁ ଗଠନ କରିଥିବା ମଧ୍ୟସ୍ଥତା ପ୍ୟାନେଲ ଆଜି ତା’ର ବୁଝାମଣା ରିପୋର୍ଟ...

sc
ବାବର ମସ୍‌ଜିଦ୍‌ ନିର୍ମାଣ ନେଇ ପ୍ରାମାଣ ନାହିଁ; ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ସୁନ୍ନି ୱାକଫ୍ ବୋର୍ଡ ଓ ଅନ୍ୟ ମୁସଲିମ ପକ୍ଷଗୁଡ଼ିକ ଅଯୋଧ୍ୟାର ବିବାଦୀୟ ଅଞ୍ଚଳରେ ମୋଗଲ ସମ୍ରାଟ ବାବର ମସଜିଦ ନିର୍ମାଣ କରିଥିଲେ ବୋଲି ପ୍ରମାଣ କରିପାରି ନାହାନ୍ତି। ଆଜି ଅଯୋଧ୍ୟା ବିବାଦର ଶୁଣାଣି ବେଳେ ହିନ୍ଦୁ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଏ ବିଷୟରେ ଅବଗତ କରାଯାଇଛି। ହିନ୍ଦୁ ପକ୍ଷରୁ...

SupremeCourt
କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଲାଗିଥିବା କଟକଣାକୁ ନେଇ ଆଜି କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଅଗଷ୍ଟ ୫ରୁ ଜମ୍ମୁ-କାଶ୍ମୀରରେ କଟକଣା ଲଗାଇଥିବାରୁ ଏହା ବିରୋଧରେ ଏକାଧିକ ଆବେଦନ ହୋଇଥିଲା। ଏହା ଉପରେ ଶୁଣାଣି...

laedes
କିସ୍‌ କରିବି କହି ପତ୍ନୀର ଜିଭ କାଟିଦେଲେ ସ୍ୱାମୀ

ଅହମ୍ମଦାବାଦ: ପତ୍ନୀଙ୍କ ଜିଭକୁ କିସ୍‌ କରିବାକୁ କହିଲେ ପତି। ଆଉ ପତ୍ନୀ ଜିଭ କାଢ଼ିବା ମାତ୍ରେ ଏକ ଚୁମ୍ବନ ଦେଇ ହଠାତ୍‌ ଲୁଚାଇ ରଖିଥିବା ଛୁରୀରେ ଜିଭ କାଟିଦେଲେ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଜରାଟର ଅହମ୍ମଦାବାଦରେ। ୩୬ ବର୍ଷୀୟା ଏହି ମହିଳା ଭେଜାଲପୁର ପୁଲିସ ଷ୍ଟେସନ୍‌ରେ...

vlcsnap-error424
ହତ୍ୟା ଅଭିଯୁକ୍ତ ସହ ସେଲ୍‌ଫି ଉଠାଇ ଆଇଆଇସି ସସ୍‌ପେଣ୍ଡ୍

ଭୁବନେଶ୍ୱର:  ଜଣେ ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇବା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁଲିସ ଡିଜି ବି.କେ ଶର୍ମା ତାଙ୍କୁ ଆଜି ସସ୍‌ପେଣ୍ଡ କରିଛନ୍ତି। ଅଶୋଭନୀୟ ଆଚରଣ ପାଇଁ ତାଙ୍କ ବିରୋଧରେ ଏପରି...

vivek
ବିଦାୟ ମୌସୁମୀ

ଭୁବନେଶ୍ୱର: ଆଜି ଓଡ଼ିଶାରୁ ଅପସରି ଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଚଳିତ ବର୍ଷ ୧୧ଦିନ ବିଳମ୍ବରେ ଓଡ଼ିଶା ଛୁଇଁଥିବା ମୌସୁମୀ, ଫେରିବା ବେଳେ ବି ବିଳମ୍ବ କରିଛି। ମୌସୁମୀ ପ୍ରତ୍ୟାବର୍ତ୍ତନର ସ୍ୱାଭାବିକ ସମୟ ଅକ୍ଟୋବର ୧୦ ହୋଇଥିବା ବେଳେ ଚଳିତ ବର୍ଷ ୫ଦିନ ବିଳମ୍ବରେ ଓଡ଼ିଶା ଛାଡ଼ିଛି। ଆଞ୍ଚଳିକ...

bbb
ବିଜୁଳି ନାହିଁ; କିନ୍ତୁ ମୋଟା ଅଙ୍କର ବିଲ୍ ଆସୁଛି

ଜୟପୁର(ଟି.ଗୌରୀଶଙ୍କର): ଜୟପୁର ସହରରେ ସୌଭାଗ୍ୟ ଯୋଜନାର ବିଚିତ୍ର ସ୍ଥିତି। ଉପଭୋକ୍ତାଙ୍କ ଘରକୁ ଖାଲି ତାର ଟାଣି ଦେଇ ବିଜୁଳି ବିଲ୍ ଧରେଇ ଦେଉଛି ବିଭାଗ। ବିଜୁଳି ସଂଯୋଗ ନଥାଇ ୬ ମାସ ଧରି ମୋଟା ଅଙ୍କର ବିଲ୍ ପାଉଛନ୍ତି ଗରିବ ଉପଭୋକ୍ତା। ଜୟପୁର ସହରତଳି ଗୋଡ଼ିଆ ଧୋବାସାହିର ଲକ୍ଷ୍ମୀ...

lingraj
ଶ୍ରୀକ୍ଷେତ୍ର ପରେ ଏକାମ୍ରକ୍ଷେତ୍ର; ଲିଙ୍ଗରାଜ ମନ୍ଦିର ଚାରିପଟୁ ହେବ ଜବରଦଖଲ ଉଚ୍ଛେଦ

ପୁରୀ: ପୁରୀ ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ସଂଲଗ୍ନ ପରିଧି ଉଚ୍ଛେଦ ପରେ ଏବେ ଏକାମ୍ର ଭୁବନେଶ୍ୱର ପାଳି ପଡ଼ିଛି। ଉଚ୍ଛେଦ ହେବ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ଥିବା ଜବରଦଖଲ। ଏନେଇ ଆଜି ସ୍କ୍ୱାଡ୍ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଚିହ୍ନଟ ପ୍ରକ୍ରିୟାରୁ ଜବରଦଖଲକାରୀଙ୍କ...

df
୮ ମାସର ଝିଅକୁ ବାପାର ଠେଙ୍ଗାମାଡ଼; ଚାଲିଗଲା ଜୀବନ

ଆନନ୍ଦପୁର(ମୁନ୍ନା ସଂହ): ରାଗରେ ପତ୍ନୀକୁ ପିଟିବାକୁ ଠେଙ୍ଗା ଉଠାଇଥିଲେ ସନା, କିନ୍ତୁ ବାଜିଲା ୮ ମାସର କୁନି ଝିଅ ମୁଣ୍ଡରେ। ବାପାର ଠେଙ୍ଗା ମାଡ଼ରେ ୮ ମାସର ଝିଅର ମୃତ୍ୟୁ ହେଲା। ଆଜି ଏପରି ହୃଦୟ ବିଦାରକ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଦୁଇ ଭାଇଙ୍କ କଳିରୁ ଏପରି...

pandia
'ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ଓଡ଼ିଶା; କଥା ଲୁଚାଇବାକୁ 5T ସଚିବ ଗସ୍ତ ନାଟକ'

ଭୁବନେଶ୍ୱର: 5T ସଚିବ ଓ ଟିମ୍‌ର ଜିଲ୍ଲାଗସ୍ତକୁ ନେଇ ବିବାଦ ବଢ଼ୁଥିବା ବେଳେ ଚାଲିଛି ଜୋର୍‌ଦାର୍ ରାଜନୀତି। ମନ୍ତ୍ରୀ ନ ଯାଇ ସଚିବଙ୍କ ଗସ୍ତକୁ ନେଇ ବିଜେଡି ଭିତରେ ଚାପା ଗୁଂଜରଣ ସୃଷ୍ଟି ହୋଇଛି। ଆଉ ବିରୋଧୀ ସିଧା ସରକାରଙ୍କୁ ନିଶାନା କରିଛନ୍ତି। 5T ସଚିବଙ୍କ ଘନଘନ ଜିଲ୍ଲା...

lara
ପୁଣି କ୍ରିକେଟ୍ ଖେଳିବେ କିମ୍ବଦନ୍ତୀ କ୍ରିକେଟର୍; ସଚିନ, ଲାରା, ଜଣ୍ଟି ରୋଡ୍ସ ଓ ବ୍ରେଟ୍‌ ଲି

ମୁମ୍ବାଇ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଓ ବ୍ରାଏନ୍ ଲାରାଙ୍କୁ ପୁଣିଥରେ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିବ। ଆସନ୍ତାବର୍ଷ ଭାରତରେ ସଡ଼କ ସୁରକ୍ଷା ଅବସରରେ ୱାର୍ଲ୍ଡ ସିରିଜ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦେଶର ଯଥା ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜର...

bike-accident-in-nh53
ବାଇକ୍‌କୁ ଧକ୍କା ଦେଇ କିଛିବାଟ ଟାଣିନେଲା ଟ୍ରକ୍; ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜପଥରେ ବାଇକ୍‌କୁ ପିଟିଲା ଟ୍ରକ୍‌।  ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବାରୁ ହଠାତ୍‌ ଗାଡ଼ିରେ ନିଆଁ ଲାଗି ହୁତ୍‌ ହୁତ୍‌ ହୋଇ ଜଳିଗଲା ବାଇକ୍‌ ଓ ଟ୍ରକ। ବିଚ୍‌ ରାସ୍ତାରେ ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ।...