• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

papu-1
ବିହାରରେ ଜନ୍ମ ଓ ପଶ୍ଚିମବଙ୍ଗରେ ଘର କିନ୍ତୁ ଓଡ଼ିଶା ପକ୍ଷରୁ ଖେଳୁଛନ୍ତି; ଏବେ ଆଇପିଏଲ୍‌ ଯିବେ

ମୁମ୍ବାଇ: ଓଡ଼ିଶା ପକ୍ଷରୁ ରଣଜୀ ଖେଳୁଥିବା ବାମ ହାତୀ ସ୍ପିନର ପପୁ ରାୟଙ୍କୁ ୨୦୨୦ ଆଇପିଏଲ୍‌ରେ ଦେଖିବାକୁ ମିଳିପାରେ। ତାଙ୍କୁ ୪ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଟ୍ରାଏଲ ପାଇଁ ଡାକିଥିବା ଜଣାପଡ଼ିଛି। ଆସନ୍ତା ୨୨ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରାଏଲ ମ୍ୟାଚ୍‌ ଆୟୋଜନ କରିବ। ଏଥିରେ...

s
ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର: ଦୁର୍ଘଟଣାରେ ଆହତଙ୍କୁ ପ୍ରଥମ ୪୮ ଘଣ୍ଟା ଭିତରେ ଜୀବନ ରକ୍ଷା ପାଇଁ ମିଳିବ ମାଗଣା ଚିକିତ୍ସା।  ଏହି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଉତ୍କୃଷ୍ଟ ଚିକିତ୍ସା ଯୋଗାଇବାକୁ ବାଧ୍ୟ। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ରାଜ୍ୟ ସରକାର। ଏହାସହ ସମସ୍ତ ଘରୋଇ ଓ ସରକାରୀ...

vote
ପ୍ରଚାର ଶେଷ, ଦିନକ ପରେ ବିଜେପୁର ନିର୍ବାଚନ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦିନକ ପରେ ଅର୍ଥାତ୍ ସୋମବାର ଦିନ ବିଜେପୁର ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବ। ନିର୍ବାଚନମଣ୍ଡଳୀରେ ମୋଟ ୨୮୫ଟି ବୁଥ୍ ମାଧ୍ୟମରେ ୨ଲକ୍ଷ ୩୨ହଜାର ୨୬୪ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଭୋଟଗ୍ରହଣ...

koraput
୨୦ରୁ ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ; ଯୋଗ ଦେବେ ୩୦୦ରୁ ଅଧିକ ଲୋକ

କୋରାପୁଟ: ରାଜ୍ୟର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେଉଛି ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ। ଦୁଇଦିନ ଧରି ହେବାକୁ ଥିବା ଉତ୍ସବର ଉଦ୍‌ଘାଟନୀ ସମାରୋହ କୋରାପୁଟର ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ରେ ଅନୁଷ୍ଠିତ ହେବାକୁ...

fff
O, A, B ଓ AB ବ୍ଲଡ୍‌ ଗ୍ରୁପ ଜାଣିଥିଲେ, କିନ୍ତୁ ଏହି ବିରଳ ବ୍ଲଡ୍ ଗ୍ରୁପ୍‌ର ନାଁ ଶୁଣିଥିଲେ କି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସାଧାରଣତଃ ବ୍ଲଡ୍‌ ଗ୍ରୁପ୍‌ O, A, B ଓ AB ଦେଖିବାକୁ ମିଳେ। ହେଲେ ବ୍ଲଡ ଗ୍ରୁପ୍‌ ‘ବମ୍ବେ’ ସମ୍ପର୍କରେ ହୁଏତ ଅନେକ ଜାଣି ନଥିବେ। ତେବେ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଜଣେ ମହିଳାଙ୍କର ଏଭଳି ଗ୍ରୁପ୍‌ର ରକ୍ତ ଦରକାର ପଡ଼ିଲା।...

lokamanka
SCB ମେଡିକାଲରେ ରିଅଲିଟି ଚେକ୍‌ରୁ ଆସିଲା ବସ୍ତବ ଚିତ୍ର; ଅବ୍ୟବସ୍ଥା ସ୍ୱୀକାର କଲେ କର୍ତ୍ତୃପକ୍ଷ

କଟକ : ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର ଆରମ୍ଭ କରିଛନ୍ତି ‘ମୋ ସରକାର’। ଏହି ଯୋଜନା ଲାଗୁ ହେବାକୁ ୧୫ ଦିନ ବିତି ଗଲାଣି। ହେଲେ ଆଜିପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବାର ଚିତ୍ର ସୁଧୁରିନି। ରୋଗ ଯନ୍ତ୍ରଣା ଧରି ମେଡିକାଲ୍‌ ଆସିଥିବା ରୋଗୀ ଓ ତାଙ୍କ...

ସ୍ମିତାରାଣୀ ମୃତ୍ୟୁ ମମଲା; ବାପା କହିଲେ, ମୋ ଝିଅ ଆତ୍ମହତ୍ୟା କରି ନପାରେ

ଯାଜପୁର: ସ୍ମିତାରାଣୀ ମୃତ୍ୟୁ ମମଲାରେ ଯାଜପୁର ଜିଲ୍ଲା ଏସ୍‌ପିଙ୍କ ସମ୍ବାଦିକ ସମ୍ମିଳନୀ ପରେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମୃତ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ବିଶ୍ୱାଳ। ସେ କହିଛନ୍ତି ମୋ ଝିଅ ହେଡ୍ ଷ୍ଟ୍ରଙ୍ଗ, ସେ କେବେ ଆତ୍ମହତ୍ୟା କରିନପାରେ। ଝିଅକୁ ଆତ୍ମହତ୍ୟା କରିବାକୁ ସରପଞ୍ଚଙ୍କ ସ୍ୱାମୀ ରୂପେଶ...

media
ଢାବାରେ ଜଣେ ବୃଦ୍ଧାଙ୍କୁ ନିସ୍ତୁକ ମାରୁଛନ୍ତି ଢାବା ମାଲିକାଣି; ଭିଡିଓ ଭାଇରାଲ୍

ଅନୁଗୁଳ;  ରେଙ୍ଗାଳି ଥାନା ଅନ୍ତର୍ଗତ ରେଙ୍ଗାଳି ବଜାରରେ ଥିବା ଏକ ଢାବାରେ ଜଣେ ବୃଦ୍ଧାଙ୍କୁ ଢାବା ମାଲିକାଣି ନିସ୍ତୁକ ମାଡ଼ ମାରିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଛି। ମାଲିକାଣିଙ୍କ ଢାବାରେ ଗୌରୀ ମୁଣ୍ଡା ନାମକ ଜଣେ ବୃଦ୍ଧା ଦୀର୍ଘ ବର୍ଷ ଧରି କାମ କରିଆସୁଥିଲେ। ମାତ୍ର ସେ...

mis
ଟ୍ରେନ୍‌ରେ ମହିଳାଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗରେ ଯୁବକ ଗିରଫ

ରାଉରକେଲା: ରାଉର୍‌କେଲା ଆସୁଥିବା ରାଜାରାଣୀ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ରାଉରକେଲା ଜିଆରପି ଢେଙ୍କାନାଳର ଜଣେ ଯୁବକ ଗୌତମ ରାଉତକୁ ଗିରଫ କରିଛି। ଶୁକ୍ରବାର ମହିଳା ଜଣକ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବେଳେ ଶୋଇପଡ଼ିଥିଲେ। ମହିଳା ଜଣଙ୍କ ଶୋଇଥିବା ବେଳେ ଢେଙ୍କାନାଳର...

ff
ଫେସ୍‌ବୁକ୍‌ରେ ରଖିଥିଲେ ସୁନ୍ଦରୀ ଝିଅର ଫଟୋ; ନିଜକୁ କଟକ ଡିସିପି କହି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ସୁନ୍ଦରୀ ଝିଅର ଫଟୋ ରଖି ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲିଥିଲେ। ଆଉ ନାଁ ରଖିଥିଲେ ଦେବସ୍ମିତା। ଆଉ ସମୟ ସୁବିଧା ଦେଖି ବଡ଼ବଡ଼ୁଆ ଲୋକଙ୍କ ପାଖକୁ ଅଶ୍ଳୀଳ ମେସେଜ୍ ଦେଉଥିଲେ। ଆଉ ସେମାନଙ୍କୁ ଜାଲରେ ଫସାଇ ସାରିବା ପରେ ନିଜକ କଟକ ଡିସିପି କହି ଲୁଟ୍‌...

croc
ମାଛ ଧରିବାକୁ ନଈରେ ବନ୍‌ସି ପୋତିଥିଲେ; କିନ୍ତୁ ବନ୍‌ସିରେ ଯାହା ଲାଗିଲା ତାହା ଦେଖି ସମସ୍ତେ ଛାନିଆ

ଯାଜପୁର: ବଡ଼ ମାଛ ଧରିବା ପାଇଁ ଥୋପ ଦେଇ ନଈରେ ବନ୍‌ସି ପୋତିଥିଲେ ଲୋକେ। ରାତି ପାହିଲା ବେଳକୁ ବନ୍‌ସିରେ ବଡ଼ମାଛ ପଡ଼ିଥିବ ବୋଲି ଭାବି ନଈକୂଳକୁ ଆସିଥିଲେ। କିନ୍ତୁ ବନ୍‌ସିରେ ଯାହା ଲାଗିଥିଲା ତାହା ଦେଖିବାମାତ୍ରେ ସମସ୍ତେ ଭୟରେ ଦଉଡ଼ିଥିଲେ ଉପର ଆଡ଼କୁ।   ଏବେ ଆସନ୍ତୁ...

kanthaa
ପାଇପ୍‌ କାମ କରୁଥିଲେ; ହଠାତ୍ କାନ୍ଥ ଭୁଶୁଡ଼ିପଡ଼ିଲା

ଅନୁଗୁଳ: ବଅଁରପାଳରେ ଅଘଟଣ। ପାଇପ କାମ କରୁଥିବାବେଳେ ହଠାତ୍ କଡ଼ କଡ଼ ଶବ୍ଦ କରି ଭୁଶୁଡ଼ିପଡ଼ିଲା କାନ୍ଥ। ଚାଲିଗଲା ୨ ଜଣଙ୍କ ପ୍ରାଣ। ମୃତକ ହେଲେ ବୁଢ଼ାପଙ୍କ ଅଂଚଳର ତପନ ନାଏକ ଓ ଦୀପୁ ପରିଡ଼ା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ...

surya
ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ; ୩ ଦିନ ଭିତରେ କ୍ୱାଟର୍ସ ଛାଡ଼

ଭୁବନେଶ୍ୱର: ବିଧାୟକମାନଙ୍କୁ ପୁଣିଥରେ ତାଗିଦ୍‌ କଲେ ବାଚସ୍ପତି। ୩ ଦିନ ମଧ୍ୟରେ କ୍ୱାର୍ଟର୍ସ ଛାଡ଼ିବାକୁ କହିଲେ। କାରଣ ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ୁ ନାହାନ୍ତି। ତେଣୁ କ୍ୱାର୍ଟର୍ସ ଛାଡ଼ୁ ନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତି ତାଗିଦ୍ କରିଛନ୍ତି। ବର୍ତ୍ତମାନର...

smita
ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଗିରଫ ହେଲେ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର। ଏହି ମାମଲାର ତଦନ୍ତ କରୁଥିବା ଧର୍ମଶାଳା ଥାନା ପୁଲିସ ରୂପେଶଙ୍କୁ ଗିରଫ କରିଛି। ରୂପେଶଙ୍କ ସହ ସ୍ମିତାରାଣୀଙ୍କ ଦୀର୍ଘଦିନର ସମ୍ପର୍କ ଥିଲା।...