• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

nature
ଚଳୁ ହେବନି ସରକାରୀ ଧନ; ବଦଳିବ ଜଙ୍ଗଲ ବିଭାଗ ନିୟମ

ଭୁବନେଶ୍ୱର: ସଂଶୋଧିତ ହେବ ରାଜ୍ୟ ଜଙ୍ଗଲ ବିଭାଗ ନିୟମ। ଏବେ ଆଉ ବନ ବିଭାଗ କର୍ମଚାରୀମାନେ ପାଣ୍ଠି ବିନିଯୋଗ କରି କାମ କରିବେ ନାହିଁ। ବନ ବିଭାଗ ଅଧିନରେ ହେଉଥିବା ସମସ୍ତ କାମ ପାଇଁ ଟେଣ୍ଡର କରାଯିବ। ରାଜ୍ୟ ସରକାରଙ୍କ ‘ଫାଇଭ୍ ଟି’ ମନ୍ତ୍ରକୁ ସଫଳ କରିବା ପାଇଁ...

ritesh
ପାପା ଆମେ କରି ଦେଖାଇଛୁ: ରିତେଶ ଦେଶମୁଖ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦୁଇ ଭାଇ ଜିତିବା ପରେ ଖୁସିରେ ଆତ୍ମବିଭୋର ହୋଇପଡ଼ିଛନ୍ତି ବଲିଉଡ୍‌ ଷ୍ଟାର୍‌ ରିତେଶ ଦେଶମୁଖ। ଭାଇ ଆମିତ୍‌ ଲାତୁର୍‌ ସିଟିରୁ ୪୨ ହଜାରରୁ ଅଧିକ ଭୋଟ୍‌ରେ ତୃତୀୟ ଥର ପାଇଁ ଜିତିଥିବା ବେଳେ ଧୀରଜ୍‌ ଦେଶମୁଖ୍‌ ଲାତୁରର ଗ୍ରାମିଣରୁ ୧ ଲକ୍ଷ୨୦ ହଜାର...

ffdff
ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ଟିମ୍ ଇଣ୍ଡିଆ ଖେଳାଳି ଘୋଷଣା

ମୁମ୍ବାଇ: ନଭେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ଓ ଇଣ୍ଡିଆ ଟିମ୍‌- ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଖେଳାଳି ଚୟନ କରାଯାଇଛି। ବିସିସିଆଇ ଚୟନକମିଟି ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ନଭେମ୍ବର ୩ ତାରିଖରୁ...

amrindar
ପଞ୍ଜାବରେ ନାହିଁ ବିଜେପି ଯାଦୁ; କଂଗ୍ରେସ ଜିତିଲା ଆସନ

ଚଣ୍ଡୀଗଡ଼: ପଞ୍ଜାବରେ କିନ୍ତୁ ଦବ୍‌ଦବା କାଏମ୍‌ ରଖିଛି ଅମିରିନ୍ଦରଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳ। ବିଧାନସଭା ଉପନିର୍ବାଚନରେ ୪ଟି ଆସନରୁ ୩ଟିରେ ଜିତିଛି କଂଗ୍ରେସ। ଅନ୍ୟପକ୍ଷରେ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ଗୋଟିଏ ସନ୍ତୁଷ୍ଟ ରହିଛି। କିନ୍ତୁ ବିଜେପି ଗୋଟିଏ ଆସନ ମଧ୍ୟ ଜିତିପାରିନାହିଁ। କଂଗ୍ରେସ ଜଲାଲାବାଦ,...

phonio
ହରିଆଣା ରାଜନୀତିରେ ଟ୍ୱିଷ୍ଟ; ବିଜେପିକୁ ସମର୍ଥନ ଦେବ ଜେଜେପି

ଚଣ୍ଡିଗଡ଼: ଝୁଲା ବିଧାନସଭା ଅଭିମୁଖେ ଯାଉଥିବା ହରିଆଣା ରାଜନୀତିରେ ଟ୍ୱିଷ୍ଟ ଆସିଛି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ କରୁଥିଲା, ସେଥିରେ ବ୍ରେକ୍‌ ଲାଗିବାକୁ ଯାଉଛି। କାରଣ ହରିଆଣା ରାଜନୀତିରେ ନୂଆ କିଙ୍ଗ ମେକର ସାଜିଥିବା ଦ୍ୟୁଷନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ବିଜେପିକୁ...

mm
ଯୌନ ନିର୍ଯାତନା ଦେଇ ଜାଳିଦେଇଥିଲେ; କାହାରିଙ୍କୁ ଛାଡ଼ିଲାନି ଦଇବ

ଢାକା:  ପ୍ରଥମେ ଯୌନ ନିର୍ଯାତନା, ପରେ କେସ୍‌ ଉଠାଇ ନେବାକୁ ଧମକାଇବା, ଆଉ ଶେଷରେ ନୁସ୍‌ରତଙ୍କୁ କିରୋସିନ୍‌ ଢାଳି ଜାଳି ମାରିଦେଇ ଆତ୍ମହତ୍ୟାର ରୂପେ ଦେଇ କେସ୍‌କୁ ଦଫାରଫା କରିବାକୁ ଚେଷ୍ଟା କରିବା। ମଣିଷ ମାଂଶ ଖିଆ ଶୈତାନଙ୍କର ଏହିସବୁ କୁକର୍ମକୁ ଦେଖୁଥିଲା ଦଇବ। ଆଉ ଧର୍ମ ନିକିତିରେ...

mcm
ଇତିହାସ ସୃଷ୍ଟି କଲେ ଆଦିତ୍ୟ ଠାକ୍‌ରେ; ମୁଖ୍ୟମନ୍ତ୍ରୀ ପଦ ଦାବିକଲା ଶିବସେନା

ମୁମ୍ବାଇ: ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି। ୱର୍ଲି...

cd
ସ୍କୁଲ୍ ଯିବ ବୋଲି ଗାଧୋଇବାକୁ ଯାଇଥିଲା ପୁଅ; ଫେରିଲାନି

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସ୍କୁଲ୍‌ ଯିବା ପାଇଁ ଗାଧୋଇବାକୁ ଯାଇଥିଲେ ୧୨ ବର୍ଷର ବାଳକ ଯୋଗେନ୍ଦ୍ର ବାଗ। କେନାଲ୍‌ ଭିତରେ ପଶି ଗାଧଉଥିଲେ। ଏପଟେ ଘର କାନ୍ଥରେ ଲାଗିଥିବା ଘଣ୍ଟାରେ ସମୟ ଗଡ଼ି ଚାଲିଥିଲା। ଧୀରେ ଧୀରେ ସ୍କୁଲ୍‌ ସମୟ ପାର୍‌ ହେବାରେ ଚିନ୍ତାରେ ପଡ଼ିଯାଇଥିଲେ ବାପା ଅଙ୍ଗଦ୍ ବାଗ।...

pnkaja
ମହାରାଷ୍ଟ୍ରରେ ବିଜେପକୁ ଶକ୍ତ ଝଟ୍‌କା; ହାରିଲେ ପଙ୍କଜା

ମୂମ୍ବାଇ: ମହାରାଷ୍ଟ୍ରରେ ବିଜେପିକୁ ଶକ୍ତ ଝଟ୍‌କା। ଦଳ ଏଠାରେ ସରକାର ଗଠନ କରିବାକୁ ଯାଉଥିଲେ ହେଁ ଦଳର ହେବି ୱେଟ୍‌ ତଥା ଫଡନାଭିସ୍‌ ସରକାରରେ ମନ୍ତ୍ରୀ ଥିବା ପଙ୍କଜା ମୁଣ୍ଡେ ପରାସ୍ତ ହୋଇଛନ୍ତି।  ବିଜେପି ପକ୍ଷରୁ ପର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲା ପଙ୍କଜା। ଏଠାରେ ତାଙ୍କର ମୁକାବିଲା ସମ୍ପର୍କୀୟ...

dutee-11
କେବିସିରେ ବୀରେନ୍ଦ୍ର ସେହୱାଗ୍‌ ଓ ହିମା ଦାସଙ୍କ ସହିତ ଦୂତୀ ଚାନ୍ଦ

ମୁମ୍ୱାଇ : ‘କୌନ ବନେଗା କରୋଡପତି’ ର କରମବୀର ଏପିସୋଡ୍‌ରେ ଦୌଡ଼ରାଣୀ ଦୂତି ଚାନ୍ଦ ଭାଗ ନେଇଛନ୍ତି। ଦୂତିଙ୍କ ସହିତ ଆସାମ ଆଥଲେଟ୍‌ ହିମା ଦାସ ଓ ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହୱାଗ୍‌ ମଧ୍ୟ ଭାଗ ନେଇଛନ୍ତି। ଶୋ’ର ଏହି ଏପିସୋଡ୍‌ଟି ୨୫ ଅକ୍ଟୋବରରେ ଟେଲିକାଷ୍ଟ ହେବାକୁ ଯାଉଛି।...

ffff
ରାଜଧାନୀରେ ଭୋକିଲା ପେଟକୁ ଦାନା ଦେଉଛି ‘ହାପି ଫ୍ରିଜ୍‌’

ଭୁବନେଶ୍ୱର: ଚିକ୍‌ମିକ୍‌ ଏଇ ରାଜଧାନୀରେ ରହନ୍ତି ଉଭୟ ଧନୀ ଓ ଗରିବ। କେଉଁଠି ଚିକେନ୍‌ ବିରିୟାନୀ ଭାସେ ତ ଆଉ କେଉଁଠ ପେଟରେ ଓଦା କନା ଦେଇ ଶୋଇଯାଏ ଭୋକିଲା ଜୀବନ। କାରଣ ପେଟ ପାଇଁ ମୁଠାଏ ଦାନା ଯୋଗାଡ଼ କରିବା ରାଜଧାନୀର ଗରିବଙ୍କ ପାଇଁ ସବୁବେଳେ ସମ୍ଭବ...

mod
ଗହମ ଏବଂ ଡାଲିଜାତୀୟ ଶସ୍ୟର ଏମ୍‌ଏସ୍‌ପି ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍‌ରେ ଗହମ ଏବଂ ଡାଲିଜାତୀୟ ଶସ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। କିନ୍ତୁ ଧାନଚାଷୀମାନଙ୍କୁ ଚଳିତ ଥର ନିରାଶ ହେବାକୁ ପଡ଼ିଛି। ଏନ୍‌ଡିଏ ସରକାର ବୃହତ୍‌ ବିଜୟ ସହ କ୍ଷମତାକୁ ଫେରିବା ପରେ ଶେଷ ଥର ପାଇଁ ଜୁଲାଇ ୩ ତାରିଖରେ...